ପୁଟିନ୍ଙ୍କୁ ଜନ୍ମଦିନ ଝଟକା
ଓସ୍ଲୋ/ଜେନେଭା/ମସ୍କୋ,୮ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଜନ୍ମଦିନରେ ଲାଗିଛି ଦୁଇଟି ବଡ଼ ଝଟକା। ୟୁକ୍ରେନ୍ ସହ ପ୍ରାୟ ୭ ମାସର ଯୁଦ୍ଧ ପରେ ଷ୍ଟ୍ରଙ୍ଗ୍ମ୍ୟାନ୍ ପୁଟିନ୍ ଶୁକ୍ରବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ସମର୍ଥକ ଓ…
ପୁଟିନଙ୍କ ଜନ୍ମଦିନରେ ୟୁକ୍ରେନ୍ ଉଡାଇଲା ରୁଷିଆର ୧୮ ତୋପ, ୮ ଟ୍ୟାଙ୍କ
କ୍ୱିଭ,୮ ।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସ୍ଥାନୀୟ ସମୟ ଅନୁଯାୟୀ ଯେତେବେଳେ ତାଙ୍କର ୭୦ ତମ ଜନ୍ମଦିନ ପାଳନ କରୁଥିଲେ ଠିକ୍ ସେତିକି ବେଳେ ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧରେ ରୁଷିଆ ସେନା କବଜା କରିଥିବା ୟୁକ୍ରେନ ଅଞ୍ଚଳରୁ ଲଗାତାର…
ଖୁବଶୀଘ୍ର ଗିରଫ ହୋଇପାରନ୍ତି ଇମ୍ରାନ ଖାଁ, କହିଲେ ୪ ଜଣ ଚାହୁଁଛନ୍ତି ମୋତେ ହତ୍ୟା କରାଯାଉ
ଇସଲାମାବାଦ,୮ ।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାୁଁ ବିଦେଶି ଫଣ୍ଡିଂ ମାମଲାରେ ଖୁବଶୀଘ୍ର ଗିରଫ କରାଯାଇପାରେ । ଶୁକ୍ରବାର ପିଟିଆଇ ନେତା ତାରିକ ଶଫି, ହମିଦ ଜମାନ ଓ ଶୈଫ ନିୟାଜିଙ୍କୁ ସାଇବର ଅପରାଧ…
ବେଲାରୁଷର ମାନବାଧିକାର କର୍ମୀଙ୍କୁ ଶାନ୍ତି ନୋବେଲ ପୁରସ୍କାର, ରୁଷିଆ-ୟୁକ୍ରେନର ଦୁଇଟି ସଂସ୍ଥା ବି ମନୋନୀତ
ଷ୍ଟକହୋମ,୭ ।୧୦: ନୋବେଲ ଶାନ୍ତି ପୁରସ୍କାର ୨୦୨୨ ଘୋଷଣା ହୋଇ ସାରିଛି । ଏଥର ଜଣେ ବ୍ୟକ୍ତି ଓ ଦୁଇଟି ସଂସ୍ଥାକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ବେଲାରୁଷର ମାନବାଧିକାର କର୍ମୀ ଏଲେସ ବିୟାଲିୟାତ୍ସକିଙ୍କ ବ୍ୟତୀତ ଦୁଇଟି ସଂସ୍ଥା…
ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କଲେ ରୁମ୍ମେଟ୍
ଓ୍ବାଶିଂଟନ୍, ୭ା୧୦: ଆମେରିକାର ଇଣ୍ଡିଆନାରେ ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବରୁଣ ମନୀଷ ଛେଡ଼ା (୨୦)। ବରୁଣଙ୍କୁ ତାଙ୍କ ରୁମ୍ମେଟ୍ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁର୍ଡୁଏ ୟୁନିଭର୍ସିଟିର ଡାଟା ସାଇନ୍ସ ଅଧ୍ୟୟନ କରୁଥିବା ମନୀଷଙ୍କ…
ଗଞ୍ଜେଇ ରଖିବା ନୀତି ପରିବର୍ତ୍ତନ କଲା ଆମେରିକା
ଓ୍ବାଶିଂଟନ,୭।୧୦: ଗଞ୍ଜେଇ ରଖିବା ତଥା ବ୍ୟବହାର ନୀତିରେ ଆମେରିକା ବଡ଼ ପରିବର୍ତ୍ତନ କରିଛି। ଗଞ୍ଜେଇ ରଖିବା କିମ୍ବା ଖାଇବାରେ ଦୋଷୀ ସାବ୍ୟସ୍ତ ହଜାର ହଜାର ଲୋକଙ୍କୁ ମୁକ୍ତ କରିବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି କହିଛନ୍ତି,…
ଚାଇନା ବିରୋଧୀ ପ୍ରସ୍ତାବ ଉପରେ ଭୋଟ ଦେଲାନି ଭାରତ
ଜେନେଭା,୭।୧୦: ଚାଇନାର ଜିନ୍ଜିଆଙ୍ଗ୍ରେ ଉଇଘର ମୁସଲମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଆସୁଛି। ଏହି ମାମଲାରେ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍ଏଚ୍ଆର୍ସି)ରେ ଚାଇନା ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇ ନାହିଁ। ସୂଚନାଯୋଗ୍ୟ, ଚାଇନାରେ ଉଇଘର ମୁସଲମାନମାନଙ୍କୁ…
‘ସଠିକ୍ ଦିଗରେ ଆଗକୁ ବଢୁଛି ଭାରତ-ଆମେରିକା ସମ୍ପର୍କ’
ଓ୍ବାଶିଂଟନ,୭ା୧୦: ପେଣ୍ଟାଗନ କହିଛି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ସଠିକ ଦିଗରେ ଆଗକୁ ଗତି କରୁଛି। ଏଥି ସହିତ ଉଭୟ ଦେଶ ବିଶେଷ ଭାବରେ ସେମାନଙ୍କ ସୈନ୍ୟବାହିନୀର ଶକ୍ତି ଏବଂ ସାମର୍ଥ୍ୟ ମଧ୍ୟରେ ପାର୍ଥକ୍ୟ ଉପରେ ଧ୍ୟାନ ଦେଉଛନ୍ତି।…
୨୦୨୩ରେ ଏକ ତୃତିୟାଂଶ ଦେଶକୁ ବିମୁଦ୍ରିକରଣର ସାମ୍ନା କରିବାକୁ ପଡିପାରେ!
ୱାଶିଂଟନ,୭ ।୧୦: ବିଶ୍ୱର ପ୍ରାୟ ଏକ ତୃତିୟାଂଶ ଦେଶ ୨୦୨୩ରେ ବିମୁଦ୍ରିକରଣର ସାମ୍ନା କରି ପାରନ୍ତି ବୋଲି କହିଛନ୍ତି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଆଭା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଆସନ୍ତା ବର୍ଷ ଏକ ତୃତିୟାଂଶ ଦେଶ…
ରୁଷିଆ କବଜାରୁ ଆଉ ତିନି ଅଞ୍ଚଳକୁ ଛଡାଇ ନେଲା ୟୁକ୍ରେନ୍
କ୍ୱିଭ,୭ ।୧୦: ବାଧ୍ୟତାମୂଳକ ସାମରିକ ସେବାକୁ ଭୟ କରି ଦେଶ ଛାଡି ପଳାଇଥିବା ଦାବି କରୁଥିବା ୨ ରୁଷିଆ ନାଗରିକ ବେରିଙ୍ଗ ସାଗରରେ ଥିବା ଏକ ସୁଦୂର ଆଲାସ୍କା ଦ୍ୱୀପରେ ପହଞ୍ଚିବା ପରେ ଆମେରିକାରେ ଶରଣ ନେଇଛନ୍ତି । ସିନେଟର ଲିସା…
ଏକ ଘରିକିଆ ହୋଇଯାଇଛନ୍ତି ପୁଟିନ୍
ମସ୍କୋ, ୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଯୁଦ୍ଧ ଛାଡ଼ି ଅହିଂସା ଉପାୟରେ ସମାଧାନର ବାଟ ଫିଟାଇବା ଦିଗରେ ଯାହା କିଛି ଆବଶ୍ୟକ, ଭାରତ ତାହା କରିବ ବୋଲି ମୋଦି…
ତୈଳ ଯୁଦ୍ଧ: ଓପେକ୍ ବନାମ ନୋପେକ୍
ଭିଏନା/ଓ୍ବାଶିଂଟନ,୭ା୧୦:ପେଟ୍ରୋଲିୟମ୍ ରପ୍ତାନିକାରୀ ଦେଶଗୁଡ଼ିକର ସଙ୍ଗଠନ (ଓପିଇସି) ସମେତ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ନେଇ ଗଠିତ ଓପେକ୍ ପ୍ଲସ୍ର ବୈଠକ ବୁଧବାର ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଦୈନିକ ୨ ମିଲିୟନ ବ୍ୟାରେଲ (ବିପିଡି) ତୈଳ ଉତ୍ପାଦନ ହ୍ରାସ…
Archives


