କମ୍ୟୁନିଷ୍ଟ ପାର୍ଟିର ମହାଧିବେଶନ ପୂର୍ବରୁ ଚାଇନାରେ ଜାତୀୟତାବାଦୀ ଭାବନା ବୃଦ୍ଧି…
ବେଜିଂ,୮।୧୦ : ଚାଇନାରେ ଶାସକ କମ୍ୟୁନିଷ୍ଟ ପାର୍ଟିର ୨୦ ତମ କଂଗ୍ରେସ ପୂର୍ବରୁ ଦେଶରେ ଜାତୀୟତାବାଦୀ ଭାବନା ବୃଦ୍ଧି ପାଉଥିବା ଦେଖାଯାଉଛି। କମ୍ୟୁନିଷ୍ଟ ପାର୍ଟି ନିଜେ ଜାତୀୟତାବାଦୀ ଭାବନାକୁ ପ୍ରୋତ୍ସହିତ କରୁଛି। ନିକଟ ଅତୀତରେ, ସରକାରୀ ସମର୍ଥକ ଗଣମାଧ୍ୟମ ଏହାର ଅଭିଯାନକୁ…
ମାନବାଧିକାର ପରିଷଦରେ ପାରିତ ପ୍ରସ୍ତାବକୁ ଗ୍ରହଣ କରିବାକୁ ଶ୍ରୀଲଙ୍କା ଅମଙ୍ଗ…
କଲମ୍ବୋ,୮।୧୦ : ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଶ୍ରୀଲଙ୍କା ବିରୋଧରେ ପ୍ରସ୍ତାବ ପାରିତ ହେବା ପରେ ରାନିଲ ବିକ୍ରମସିଂଘେ ସରକାର ଦେଶବାସୀଙ୍କୁ ବନ୍ଧୁ ତଥା ଶତ୍ରୁ ଦେଶ ବିଷୟରେ ଅବଗତ କରାଇବା ଆରମ୍ଭ କରିଛନ୍ତି। ଏହି ପ୍ରସ୍ତାବ ବିରୋଧରେ ଭୋଟ…
ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି…
କାଠମାଣ୍ଡୁ,୮।୧୦ : ସ୍ବାସ୍ଥ୍ୟଗତ ସମସ୍ୟା ପରେ ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କାଠମାଣ୍ଡୁର ମହାରାଜଗଞ୍ଜର ତ୍ରିଭୁବନ ୟୁନିଭରସିଟି ଟିଜିଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନ୍ୟୁଜ ଏଜେନ୍ସି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ…
ମୁଡିଜ୍ର ଝଟ୍କାରେ ପାକିସ୍ତାନ ଅର୍ଥନୀତିରେ ଭୂକମ୍ପ…
ଇସଲାମାବାଦ,୮।୧୦ : ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ଏହାର କ୍ରେଡିଟ ରେଟିଂକୁ ହ୍ରାସ କରି ପାକିସ୍ତାନର ସମସ୍ୟାକୁ ସଙ୍କଟ ଜନକ କରିଛି। ଫଳରେ ପାକିସ୍ତାନର ଅର୍ଥନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ମୁଡିଜ୍ ପାକିସ୍ତାନର ସୋଭରେନ୍ କ୍ରେଡିଟ ରେଟିଂକୁ ବି-୩ ରୁ ସିଏଏ-୧ କୁ…
ମନ୍ତ୍ରୀଙ୍କ ସହିତ ୨ ବିଦେଶୀ ନାଗରିକଙ୍କ ଅପହରଣ କଲେ ପାକିସ୍ତାନୀ ଆତଙ୍କବାଦୀ…
ଇସଲାମାବାଦ,୮।୧୦ : ଆତଙ୍କବାଦୀମାନେ ପାକିସ୍ତାନର ଖାଇବର ପସ୍ତୁନଖ୍ବାକୁ ଗିଲଗିଟ-ବଲ୍ଟିସ୍ତାନ ସହ ସଂଯୋଗ କରୁଥିବା ରାଜପଥକୁ ଅବରୋଧ କରି ଜେଲରେ ଥିବା ସାଥୀମାନଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ସେମାନେ ଜଣେ ବରିଷ୍ଠ ମନ୍ତ୍ରୀ ବାଗ ହୁଞ୍ଜା ଏବଂ ସେଠାରେ ଫସି ରହିଥିବା…
ଓହିଓ ଫୁଟବଲ୍ ମ୍ୟାଚ୍ରେ ଫୁଟିଲା ଗୁଳି
ଓ୍ବାଶିଂଟନ୍, ୮।୧୦: ଆମେରିକାର ଓହିଓରେ ଶନିବାର ଏକ ଅଘଟଣ ଘଟିଛି। ଏକ ଫୁଟବଲ ମ୍ୟାଚ୍ ସମୟରେ ଷ୍ଟାଡ଼ିୟମ ବାହାରେ ଗୁଳିକାଣ୍ଡ ଘଟିଛି। ଏଥିରେ ୩ଜଣଙ୍କୁ ଗୁଳି ବାଜିଥିବା ଜଣାପଡ଼ିଛି। ଏହି ସମୟରେ ଷ୍ଟାଡିୟମରେ ଲୋକମାନେ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ। ଆହତଙ୍କୁ…
ଆମେରିକାକୁ ଉତ୍ତର କୋରିଆର ଚେତାବନୀ
ପ୍ୟୋଙ୍ଗ୍ୟାଙ୍ଗ୍,୮ା୧୦: ଶନିବାର ଉତ୍ତର କୋରିଆ କହିଛି ଯେ, ଆମେରିକାର ବିମାନ ପରିବହନକାରୀଙ୍କ ପ୍ରତ୍ୟାହାର ଏହି ଅଞ୍ଚଳରେ ପୁଣି ଉତ୍ତେଜନା ସୃଷ୍ଟି କରିଛି। ବାସ୍ତବରେ ଉତ୍ତର କୋରିଆର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା କୋରିଆ ଉପଦ୍ୱୀପ ନିକଟରେ…
କ୍ରିମିଆରେ ବଡ଼ ଧରଣର ବିସ୍ଫୋରଣ
ମସ୍କୋ,୮।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମୟରେ ରୁଷିଆ କିଭ୍ର ଅନେକ ଅଞ୍ଚଳକୁ ଜବରଦଖଲ କରିନେଇଛନ୍ତି। ଇତିମଧ୍ୟରେ ରୁଷିଆ ଜବରଦଖଲ କରିଥିବା କ୍ରିମିଆରେ ଶନିବାର ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ କ୍ରିମିଆ ଓ ରୁଷିଆ…
ଭାରତ ଗଲେ ସତର୍କ ରୁହ: ନାଗରିକଙ୍କୁ ଚେତାଇଲା ଆମେରିକା
ଓ୍ବାଶିଂଟନ, ୮ା୧୦: ଭାରତକୁ ଯାତ୍ରା କରୁଥିବା ଆମେରିକୀୟମାନଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ ପାଇଁ ଶୁକ୍ରବାର ଓ୍ବାଶିଂଟନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭାରତରେ ଘଟୁଥିବା ଅପରାଧ ଓ ଆତଙ୍କବାଦୀ କାର୍ଯ୍ୟକୁ ଆଳ କରି ଏଭଳି ଓ୍ବାର୍ନିଂ ଜାରି କରାଯାଇଛି। ବିଶେଷକରି କେନ୍ଦ୍ରଶାସିତ ଅଞ୍ଚଳ…
୩ ବର୍ଷ ପରେ ମରିୟମ୍, ନଓ୍ବାଜ୍ ଭେଟ
ଲଣ୍ଡନ, ୮ା୧୦: ପାକିସ୍ତାନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ଶରିଫ୍ଙ୍କୁ ଲଣ୍ଡନରେ ତାଙ୍କ ଝିଅ ମରିୟମ୍ ନଓ୍ବାଜ୍ ଭେଟିଛନ୍ତି। ଏକ କୋର୍ଟ ଅର୍ଡର୍ ଅନୁସାରେ ପାକିସ୍ତାନ କର୍ତ୍ତୃପକ୍ଷ ୩ ବର୍ଷ ପରେ ମରିୟମ୍ଙ୍କୁ ପାସ୍ପୋର୍ଟ ଫେରାଇବା ପରେ ପିଏମ୍ଏଲ୍-ଏନ୍ ଉପାଧ୍ୟକ୍ଷା ଗୁରୁବାର ଲଣ୍ଡନରେ…
ପିଓକେରେ ଆମେରିକା ରାଷ୍ଟ୍ରଦୂତ
ନୂଆଦିଲ୍ଲୀ,୮ା୧୦: ପାକିସ୍ତାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମେ ପାକ୍ ଅଧିକୃତ କଶ୍ମୀର(ପିଓକେ) ଗସ୍ତ କରିବା ସହ ଏହାକୁ ଆଜାଦ ଜମ୍ମୁ-କଶ୍ମୀର ବୋଲି ବାରମ୍ବାର କହିବା ଘଟଣାରେ ଭାରତ ଶୁକ୍ରବାର ପ୍ରତିବାଦ ଜଣାଇଛି। ଆମେରିକା ରାଷ୍ଟ୍ରଦୂତଙ୍କ ପିଓକେ ଗସ୍ତ ଓ ବୈଠକ…
ପୁଟିନ୍ଙ୍କୁ ଜନ୍ମଦିନ ଝଟକା
ଓସ୍ଲୋ/ଜେନେଭା/ମସ୍କୋ,୮ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଜନ୍ମଦିନରେ ଲାଗିଛି ଦୁଇଟି ବଡ଼ ଝଟକା। ୟୁକ୍ରେନ୍ ସହ ପ୍ରାୟ ୭ ମାସର ଯୁଦ୍ଧ ପରେ ଷ୍ଟ୍ରଙ୍ଗ୍ମ୍ୟାନ୍ ପୁଟିନ୍ ଶୁକ୍ରବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ସମର୍ଥକ ଓ…
Archives


