ବାଂଲାଦେଶରେ ପ୍ରବଳ ବନ୍ୟା, ୨୫ ମୃତ

ଢାକା,୧୮ା୬: ବାଂଲାଦେଶରେ ପ୍ରବଳ ବନ୍ୟା ଯୋଗୁ ୨୫ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦେଶର ବିଭିନ୍ନ ସହରରେ ୪୦ ଲକ୍ଷରୁ ଅଧିକ ଲୋକ ବନ୍ୟାପାଣିରେ ଫସି ରହିଛନ୍ତି। ଗତ ବୁଧବାର ଏହି ବନ୍ୟା ଉତ୍ତର-ପୂର୍ବ ଅଞ୍ଚଳରେ ହୋଇଥିଲା। ଭାରତର ମେଘାଳୟ ଏବଂ ଆସାମରେ ମଧ୍ୟ ବନ୍ୟା ହୋଇଥିଲା। ଏଠାରେ ବର୍ଷା ରେକର୍ଡ ଭାଙ୍ଗିଛି।

ଏକ ରିପୋର୍ଟ ଅନୁଯାୟୀ, ଶନିବାର ସିଲହଟ ଏବଂ ସୁନାମଗଞ୍ଜ ଜିଲାରେ ବନ୍ୟାର ସ୍ଥିତି ପୂରା ବିଗିଡ଼ିଯାଇଛି। ସିଲହଟର ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ଗୋବାଇଘାଟ, କମ୍ପାନୀଗଞ୍ଜ, ଜୟନ୍ତିୟାପୁର, ସିଲହଟ ସଦର, ବିଶ୍ୱନାଥ, ଗୋଲାପଗଞ୍ଜ ଆଦି ଅନ୍ତର୍ଭୁକ୍ତ। ସେହିପରି ସୁମାନଗଞ୍ଜ ଜିଲାର ଛଟକ, ଦୋବାରାବଜାର, ଡେରାଇ, ମଧ୍ୟନଗର, ବିଶ୍ୱମ୍ବରପୁର, ତାହିରପୁର ଏବଂ ଜମଲାଗଞ୍ଜ ଅଧିକ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ମାନୀରେ ମାନ୍ଦାବସ୍ଥା

ବର୍ଲିନ,୨୬ା୫: ବିଶ୍ୱର ଚତୁର୍ଥ ବୃହତ୍‌ ରାଷ୍ଟ୍ର ଜର୍ମାନୀରେ ମାନ୍ଦାବସ୍ଥା ଦେଖାଦେଇଛି। ଏହି ୟୁରୋପୀୟ ଦେଶର ଅର୍ଥନୀତି ୨୦୨୨ର ଚତୁର୍ଥ କ୍ୱାର୍ଟରରେ ଅପ୍ରତ୍ୟାଶିତ ଭାବେ ନକାରାମତ୍କ ଅଭିବୃଦ୍ଧି...

ଚାଇନା ଆକାଶରେ ସଂଦିଗ୍ଧ ଉଡ଼ନ୍ତା ବସ୍ତୁ

ବେଜିଂ,୧୩।୨: ଚାଇନାର ଗୁପ୍ତଚର ବେଲୁନ ବିଷୟରେ ସାରା ବିଶ୍ୱରେ ଏକ ବିତର୍କ ଚାଲିଛ। ଏବେ ଆକାଶରେ ମଧ୍ୟ ଏକ ଉଡ଼ନ୍ତା ବସ୍ତୁ ଦେଖାଯାଇଛି। ଚାଇନା ପକ୍ଷରୁ...

ଜୁନ୍‌ରେ ଆମେରିକାରେ ପ୍ରତିଦିନ ୨ ଲକ୍ଷ ନୂଆ କରୋନା ସଂକ୍ରମିତ ହେବେ ଚିହ୍ନଟ: ମୃତକଙ୍କ ସଂଖ୍ୟା ପ୍ରତିଦିନ ଛୁଇଁବ ୩ ହଜାର

ଓ୍ବାଶିଂଟନ,୬।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଚଳାବସ୍ଥା ଦେଖାଦେଇଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ ହଜାର ୬୩୩ ଥିବାବେଳେ ମୃତ୍ୟୁ...

କରତାରପୁର କରିଡର: ମୋଦିଙ୍କ ଉଦ୍‌ଘାଟନ ପୂର୍ବରୁ ସଭାସ୍ଥଳରେ ପଶିଲା ପାଣି

ଇସ୍‌ଲାମାବାଦ,୮।୧୧: କରତାରପୁର କରିଡର ଉଦ୍‌ଘାଟନକୁ ଆଉ କିଛି ଘଣ୍ଟା ବାକି ରହିଛି। ହେଲେ ଏହା ପୂର୍ବରୁ ଏକ ବଡ ସମସ୍ୟା ମୁଣ୍ଡ ଟେକିଲାଣି। ଏଥିପାଇଁ ଉଦ୍ଦିଷ୍ଟ...

ଏଲିଅନ୍‌ ୫୦୦୦ ବର୍ଷ ଧରି ପୃଥିବୀ ଉପରେ ରଖିଛନ୍ତି କଡ଼ା ନଜର…

ଓ୍ବାଶିଂଟନ,୨୪।୬: ଗତ ୫୦୦୦ ବର୍ଷ ଧରି ଏଲିଅନ୍‌ ପୃଥିବୀ ଉପରେ ଟେଲିସ୍କୋପ୍‌ ଦ୍ୱାରା କଡ଼ା ନଜର ରଖିଛନ୍ତି। ଏନେଇ ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ...

ଆଇଏମ୍‌ଏଫ୍‌କୁ କଟାକ୍ଷ

କଲମ୍ବୋ,୧୩ା୭: ଶ୍ରୀଲଙ୍କାର ରାଜନୈତିକ ସଙ୍କଟ କଲମ୍ବୋକୁ ଆର୍ଥିକ ଦୁର୍ଗତିରୁ ସହଜରେ ମୁକୁଳିବାକୁ ଦେଇ ନ ପାରେ। ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେ...

ଅଷ୍ଟ୍ରେଲିଆରେ ହିଟଲରଙ୍କ ସହ ଜଡିତ ସ୍ବସ୍ତିକ ଚିହ୍ନ ,ନାଜି ପ୍ରତୀକ ଉପରେ ଲଗାଯିବ ପ୍ରତିବନ୍ଧକ, ସରକାର ଆଣିବେ ଆଇନ…

ମେଲବୋର୍ନ,୮।୬ : : ଦକ୍ଷିଣପନ୍ଥୀ କାର୍ଯ୍ୟକଳାପର ବୃଦ୍ଧି ଯୋଗୁ ଅଷ୍ଟ୍ରେଲିଆ ସରକାର ସାରା ଦେଶରେ ହିଟଲରଙ୍କ ସହ ଜଡିତ ସ୍ବସ୍ତିକ ଚିହ୍ନ ସ୍ବସ୍ତିକ ଚିହ୍ନ ଏବଂ...

ତିଆରି ହେଲା କୃତ୍ରିମ ରକ୍ତ: ସମସ୍ତ ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଦିଆଯାଇ ପାରିବ

ଟୋକିଓ,୨।୧୦: ବୈଜ୍ଞାନିକମାନେ କୃତ୍ରିମ ରକ୍ତ ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ଜାପାନର ଟୋକୋରଜାଓ୍ବାସ୍ଥିତ ନ୍ୟାସନାଲ୍‌ ଡିଫେନ୍ସ୍‌ ମେଡିକାଲ କଲେଜର ବୈଜ୍ଞାନିକମାନେ ଗବେଷଣାଗାରରେ ଏଭଳି ରକ୍ତ ତିଆରି...

Advertisement
Archives

Model This Week