ବିବାହ ପୂର୍ବରୁ ସମ୍ପର୍କ, ଲିଭ୍-ଇନ୍ ରିଲେଶନ୍ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର
ଜାକର୍ତ୍ତା,୬।୧୨: ଇଣ୍ଡୋନେସିଆରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ ବିବାହ ନ କରି ଲିଭ୍-ଇନ୍ରେ ରହିବାକୁ ନେଇ ପ୍ରତିବନ୍ଧକ ଲଗାଯାଇଛି। ମଙ୍ଗଳବାର ଇଣ୍ଡୋନେସିଆ ସଂସଦ ଏକ ନୂତନ ନିୟମ ପ୍ରଣୟନ କରି ବିବାହ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ ଲିଭ୍-ଇନ୍…
ଆଫଗାନିସ୍ତାନରେ ବିସ୍ଫୋରଣ: ୫ ମୃତ
କାବୁଲ,୬।୧୨: ଉତ୍ତର ଆଫଗାନିସ୍ତାନର ବାଲଖ ପ୍ରଦେଶରେ ଏକ ତୈଳ କମ୍ପାନୀର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତର ବାଲଖ…
ରୁଷିଆର ୨ ଏୟାରବେସ ଉପରେ ୟୁକ୍ରେନର ଡ୍ରୋନ ମାଡ: ୩ ସୈନ୍ୟ ମୃତ
କିଭ୍,୬।୧୨: ରୁଷିଆର ସବୁଠାରୁ ସୁରକ୍ଷିତ ବିବେଚିତ ଦୁଇଟି ଏୟାରବେସ ଉପରେ ୟୁକ୍ରେନ ଡ୍ରୋନ ମାଡ କରିଛି। ଏହି ଆକ୍ରମଣରେ ରୁଷିଆର ତିନିଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଏହି ଡ୍ରୋନ ଆକ୍ରମଣରେ ରୁଷିଆର ଦୁଇଟି ଆଣବିକ…
ଚାଇନା-ଆରବ ଶିଖର ବୈଠକରେ ଯୋଗଦେବାକୁ ସୌଦି ଆରବ ଯିବେ ଜିନପିଙ୍ଗ
ବେଜିଂ,୬ ।୧୨: ଚାଇନା ଓ ସୌଦି ଆରବ ସହ ଆମେରିକାର ଶତ୍ରୁତା ବଢିଚାଲିଥିବା ବେଳେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଗୁରୁବାର ରିୟାଦ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେ ସୌଦି ଆରବର ରାଜଧାନୀ ରିୟାଦରେ ଚାଇନା-ଆରବ ଶିଖର ସମ୍ମିଳନୀରେ ଭାଗ…
ବର୍ଷକୁ ୬୪,୦୦୦ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ
ବେଜିଂ, ୬।୧୨: ପ୍ରଦୂଷିତ ବାୟୁରେ ଥିବା କ୍ଷୁଦ୍ର କଣିକା ଚାଇନାରେ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି। ସାଇଣ୍ଟିଫିକ୍ ଜର୍ନାଲ ନେଚର କମ୍ୟୁନିକେଶନରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ, ବାୟୁ ପ୍ରଦୂଷଣ କାରଣରୁ ଚାଇନାରେ ପ୍ରତିବର୍ଷ ୬୪,୦୦୦ ଗର୍ଭସ୍ଥ ଶିଶୁଙ୍କ…
ୟୁକ୍ରେନ୍ ଉପରେ ୭୦ ମିଶାଇଲ ମାଡ଼
ମସ୍କୋ,୬।୧୨: ରୁଷୀୟ ତୈଳକୁ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ବ୍ୟାରେଲ ପିଛା ୬୦ ଡଲାରରେ ସୀମିତ ରଖି ମସ୍କୋକୁ ଆର୍ଥିକ ଝଟକା ଦେଇଛନ୍ତି। ଏହି ପଦକ୍ଷେପକୁ ନେଇ କ୍ଷୁବ୍ଧ ରୁଷିଆର ସାମରିକ ବଳ ସୋମବାର ୟୁକ୍ରେନ୍ ଉପରେ ଘନଘନ ମିଶାଇଲ୍ ମାଡ଼ କରିଛି। ରୁଷିଆ…
ଗ୍ରୀସର ଦ୍ୱିତୀୟ ବଡ ସହରରେ ହିଂସା, ପୋଲିସ ଗୁଳିରେ କିଶୋରୀ ଗୁରୁତର
ଗ୍ରୀସ,୬ ।୧୨: ଗ୍ରୀସର ଦ୍ୱିତିୟ ବଡ ସହରରେ ସୋମବାର ଜଣେ ରେମା କିଶୋରିଙ୍କୁ ପୋଲିସ ଗୁଳି କରିଥିଲା । ଏହାପରେ କିଶୋରିଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଛାଡି ଦେଇଥିଲା । ଏହି ଘଟଣା ପରେ ସେଠାରେ ହିଂସା ଦେଖା ଦେଇଛି ।…
କିଶିଶେ ସହର ନରସଂହାରରେ ୨୭୨ ଜଣଙ୍କ ମୃତ୍ୟୁ, ସଂଖ୍ୟା ବଢାଇଲେ କଙ୍ଗୋ ସରକାର
କିଂଶାସା,୬ ।୧୨: କଙ୍ଗୋ ସହର କିଶିଶେରେ ଗତ ସପ୍ତାହରେ ହୋଇଥିବା ନରସଂହାରରେ ୨୭୨ ଜଣଙ୍କ ମୃତ୍ୟୁ ହୋଇଛି । ସମାଚାର ଏଜେନ୍ସି ରୟଟର୍ସର ସୂଚନା ଅନୁଯାୟୀ, ଡେମୋକ୍ରେଟିକ ରିପବ୍ଲିକ ଅଫ କଙ୍ଗୋର ସରକାର ସୋମବାର କହିଥିଲେ, ଗତ ସପ୍ତାହରେ କିଶିଶେର ପୂର୍ବରେ…
ଏଲନ ମସ୍କଙ୍କ ନ୍ୟୁରାଲିଂକ କମ୍ପାନୀର ଯାଞ୍ଚ ଆରମ୍ଭ କଲା ଆମେରିକା ପ୍ରଶାସନ
ୱାଶିଂଟନ,୬ ।୧୨: ଆମେରିକାର ଆଇନ ପ୍ରବର୍ତ୍ତନର ଅଧିକାରୀମାନେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରାଲିଂକର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ଏହି କମ୍ପାନୀ ମେଡିକାଲ ଡିଭାଇସ ତିଆରି କରିଥାଏ । ଆମେରିକା ପ୍ରଶାସନର ଅଧିକାରୀମାନେ ପ୍ରାଣୀ-କଲ୍ୟାଣ…
କ୍ରିମିଆ ବ୍ରିଜ୍ ଉପରେ କାର୍ ଚଳାଇଲେ ରୁଷିଆ ରାଷ୍ଟ୍ରପତି
ମସ୍କୋ,୫।୧୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ କିଛି ମାସରୁ ଯୁଦ୍ଧ ଜାରି ରହିଛି। ତେବେ ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ସୋମବାର କ୍ରିମିଆ ବ୍ରିଜ୍ ପରିଦର୍ଶନ କରିଛନ୍ତି। ଏହେଉଛି ସେହି ପୋଲ ଯାହା ରୁଷିଆ ଏବଂ କ୍ରିମିଆକୁ…
ପ୍ରଦ୍ୟୁଷିତ ବାୟୁ ନେଉଛି ଗର୍ଭସ୍ଥ ଶିଶୁଙ୍କ ଜୀବନ
ବେଜିଂ, ୫।୧୨: ପ୍ରଦୂଷିତ ବାୟୁରେ ଥିବା କ୍ଷୁଦ୍ର କଣିକା ଚାଇନାରେ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି। ସାଇଣ୍ଟିଫିକ୍ ଜର୍ନାଲ ନେଚର କମ୍ୟୁନିକେଶନରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟ ଅନୁସାରେ, ବାୟୁ ପ୍ରଦୂଷଣ କାରଣରୁ ଚାଇନାରେ ପ୍ରତିବର୍ଷ ୬୪,୦୦୦ ଗର୍ଭସ୍ଥ…
କୋଭିଡ୍ ଭୂତାଣୁ ମନୁଷ୍ୟକୃତ
ବେଜିଂ,୫।୧୨: ପ୍ରଥମରୁ କୋଭିଡ-୧୯ ମନୁଷ୍ୟକୃତ ବୋଲି ପ୍ରଥମରୁ ଦାବି କରାଯାଉଥିବା ବେଳେ ଏହା ଏବେ ସତ୍ୟ ବୋଲି ପ୍ରମାଣିତ ହୋଉଥିବା ନଜର ଆସୁଛି। ବର୍ତ୍ତମାନ ଚାଇନାର ଉହାନ୍ ଲାବ୍ରେ କାମ କରୁଥିବା ଜଣେ ବୈଜ୍ଞାନିକ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛନ୍ତି।…
Archives


