ରୁଷିଆ ଆକ୍ରମଣ ଉପରେ ୟୁକ୍ରେନର ଜବାବ, ବଙ୍କରରେ ଗିଟାର ବଜାଉଥିବା ୟୁକ୍ରେନ ସେନାଙ୍କ ଭିଡିଓ ଭାଇରାଲ

କ୍ୱିଭ,୨ ।୧: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୩୦୦ରୁ ଅଧିକ ଦିନ ହୋଇଗଲାଣି । ଏଥିରେ ନା ୟୁକ୍ରେନ୍ ନା ରୁଷିଆ କେହି ମୁଣ୍ଡ ନଇଁବାକୁ ରାଜି ନୁହେଁ । ବିସ୍ଫୋରଣ ଓ ସାଇରନର ଶବ୍ଦ ଏବେ ଏଠାରେ ନିତିଦିନିଆ ଘଟଣା ହୋଇଗଲାଣି । ଏହାରି ଭିତରେ ବି ୟୁକ୍ରେନବାସୀ ବାଣ ଫୁଟାଇ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି । ରାଜଧାନୀ କ୍ୱିଭରେ ପୋଲିସ କଙ୍କରରେ ବସି ଗିଟାର ବାଉଥିବା ସେନାଙ୍କର ଫଟୋ ଓ ଭିଡିଓ ଟୁଇଟ କରି କହିଛି ଏହା ରୁଷିଆ ମିଶାଇଲକୁ ଆମର ଜବାବ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ରେସ୍‌ରୁ ନିଜ ଦୂରେଇ ରଖିଲେ ଜନସନ, ସୁନକ ବିଜୟର ନିକଟତର

ଲଣ୍ଡନ,୨୩।୧୦: ବ୍ରିଟେନରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବାର ରାସ୍ତା ପ୍ରାୟ ସ୍ପଷ୍ଟ ହେବାରେ ଲାଗିଛି। ବ୍ରିଟେନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ...

ରାଫାଲ୍‌ ଡିଲ୍‌ ଯାଞ୍ଚ୍‌ ପାଇଁ ବିଚାରପତି ନିଯୁକ୍ତ, ବହୁ ଭିଆଇପିଙ୍କ ଉପରେ ନଜର…

ପ୍ୟାରିସ୍‌/ନୂଆଦିଲ୍ଲୀ,୩।୭: ରାଫାଲ୍‌ ଡିଲ୍‌ରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହେବା ପରେ ଫ୍ରାନ୍ସ୍‌ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଯାଞ୍ଚ୍‌ ପାଇଁ...

କାଜାଖସ୍ତାନରେ ନୂଆ ନେତାଙ୍କୁ ବିରୋଧ: ୫୦୦ ଗିରଫ

ଅଲମାଟି,୧୦ା୬(ଏଏଫ୍‌ପି): କାଜାଖସ୍ତାନ ରାଷ୍ଟ୍ରପତି ନୁର୍‌ସୁଲତାନ୍‌ ନଜାର୍ବାୟେବ୍‌ଙ୍କ ୩୦ ବର୍ଷ ଶାସନର ଅନ୍ତ ଘଟିବା ପରେ ଦେଶବାସୀ କାସିମ୍‌ ଜୋମ୍‌ରାଟ-ଟୋକାୟଭ୍‌ଙ୍କୁ ନୂଆ ନେତା ଭାବେ ନିର୍ବାଚିତ କରିଥିବାବେଳେ...

ଇମ୍ରାନଙ୍କ ନୂଆ ପାକିସ୍ତାନ: ଅଣ୍ଡା ୩୦, ଚିନି ୧୦୪, ଅଦା କିଲୋ ୧୦୦୦ ଟଙ୍କା

ଇସଲମାବାଦ,୨୩।୧୨: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନରେ ପଡୋଶୀ ପାକିସ୍ତାନ ଦେବାଳିଆ ହୋଇପଡିଛି। ‘ନୂଆ ପାକିସ୍ତାନ’ ନିର୍ମାଣ କରିବାର ସ୍ବପ୍ନ ଦେଖିବା ଇମ୍ରାନଙ୍କ ଶାସନରେ ମହଙ୍ଗା ମାଡ...

ଜି-୨୦ ପୂର୍ବରୁ ହଂକଂରେ ବିଶାଳ ବିକ୍ଷୋଭ: ବିଶ୍ୱ ନେତାଙ୍କ ସହଯୋଗ ଲୋଡ଼ିଲେ

ଜାତିସଂଘ,୨୭ା୬: ଚଳିତ ସପ୍ତାହରେ ଜାପାନର ଓସାକାଠାରେ ଜି-୨୦ ରାଷ୍ଟ୍ରଗୋଷ୍ଠୀର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ବୁଧବାର ହଂକଂରେ ହଜାର ହଜାର ଲୋକ ୧୯ଟି...

ବିପଦ ଟଳିଲା: ଭାରତ ମହାସାଗରରେ ପଡ଼ିଲା ଚାଇନା ରକେଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୫: ଶେଷରେ ବିପଦ ଟଳିଯାଇଛି। ଆତଙ୍କର ଅନ୍ତ ଘଟିଛି। ନିୟନ୍ତ୍ରଣ ହରାଇ ପୃଥିବୀ ମୁହାଁ ହୋଇଥିବା ଚାଇନାର ଜଳନ୍ତା ରକେଟ ଲଙ୍ଗ୍‌ ମାର୍ଚ୍ଚ ୫-ବି ରବିବାର...

ସୋଲୋମନ୍‌ ଆଇଲାଣ୍ଡ୍‌ସ ଯିବେ ପିଏଲ୍‌ଏ ସୈନ୍ୟ

ବେଜିଂ/ହୋନିଆରା,୨୦ା୪: ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୋଲୋମନ୍‌ ଆଇଲାଣ୍ଡ୍‌ସ ସହ ଚାଇନା ଏକ ସୁରକ୍ଷା ଚୁକ୍ତିରେ ସ୍ବାକ୍ଷର କରିଛି। ଉଭୟ ରାଷ୍ଟ୍ରର ବହିର୍ବ୍ୟାପାର ମନ୍ତ୍ରୀ ନିକଟରେ...

ଟୁଇଟର୍‌ ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ,୧।୧୨: ନୂଆଦିଲ୍ଲୀ,୧।୧୨: ଟୁଇଟର୍‌ ଦାୟିତ୍ୱ ନେବା ମାତ୍ରେ ପରାଗ ଅଗ୍ରୱାଲ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି। ଟୁଇଟ୍‌ ସିଇଓ ପରାଗ ଟୁଇଟର ସମ୍ବନ୍ଧରେ ନୂତନ ନିୟମ...

Advertisement
Archives

Model This Week