ଆକ୍ରମଣ ହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ: ପାକ୍ ସେନାମୁଖ୍ୟ
ଇସ୍ଲାମାବାଦ,୫।୧୨: ପାକିସ୍ତାନ ଉପରେ ଆକ୍ରମଣ ହେଲେ ସୈନ୍ୟବାହିନୀ ଶତ୍ରୁପକ୍ଷ ଉପରେ ପ୍ରତିଆକ୍ରମଣ କରିବ ବୋଲି ନୂଆ ସେନାଧ୍ୟକ୍ଷ ଅସିମ୍ ମୁନିର ପ୍ରକାଶ କରିଛନ୍ତି। ଏପରିକି ପାକିସ୍ତାନ ଉପରେ ଯୁଦ୍ଧ ଲଦିଦିଆଯାଏ, ତେବେ ପାକ୍ ସେନା ଏଥିପାଇଁ ସବୁବେଳେ ପ୍ରସ୍ତୁତ ରହିଥିବା ସେ…
ନୂଆ ଯୁଦ୍ଧର ପଦଧ୍ୱନୀ: ଇରାନ ବିରୋଧରେ ଇସ୍ରାଏଲକୁ ଆମେରିକାର ସମର୍ଥନ…
ଓ୍ବାଶିଂଟନ,୫।୧୨ : ଫେବୃଆରୀରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ତେବେ ଏବେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏକ ନୂଆ ଯୁଦ୍ଧ ମଧ୍ୟ ହେବାର ଆଶଙ୍କା ରହିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧର ଆଶଙ୍କା ଘନେଇବାରେ…
କଲମ୍ବିଆରେ ପୁଣି ଭୂସ୍ଖଳନ: ୩ ମୃତ, ୨୦ରୁ ଅଧିକ ନିଖୋଜ…
ବୋଗୋଟା,୫।୧୨ : କଲମ୍ବିଆରେ ପୁଣି ଥରେ ଭୂସ୍ଖଳନ ହେବାର ଖବର ଆସିଛି। ଭୂସ୍ଖଳନ ଯୋଗୁ ଏକ ସଡ଼କ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଜଣ ଲୋକ…
ସମ୍ବିଧାନ ଭଙ୍ଗ କରିବାକୁ ଦାବି କଲେ ଟ୍ରମ୍ପ୍…
ଓ୍ବାଶିଂଟନ,୫।୧୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଦିନ ତଳେ ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଥିଲେ। ସେ ପୁଣିଥରେ ୨୦୨୦ ନିର୍ବାଚନ ପ୍ରସଙ୍ଗ ଉଠାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଆମେରିକାର ସମ୍ବିଧାନକୁ…
ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ ପାଇଁ ଘୋଷଣା କଲା ଇରାନ…
ତେହରାନ,୫।୧୨ : ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଇରାନ ଘୋଷଣା କରିଛି। ଇରାନର ରାଜ୍ୟ ଟିଭି ଚ୍ୟାନେଲ ଅନୁଯାୟୀ କାରୁନ ନାମକ ୩୦୦ ମେଗାୱାଟ ପାୱାର ପ୍ଲାଣ୍ଟ ଆଠ ବର୍ଷରେ ଦୁଇ ଶହ କୋଟି ଡଲାର ମୂଲ୍ୟରେ…
ମହାକାଶ ଷ୍ଟେଶନରେ ସଫଳତାର ସହିତ ‘ସୋଲାର ଆରେ’ ସ୍ଥାପନ କଲା ନାସା…
ଓ୍ବାଶିଂଟନ,୫।୧୨ : ଆମେରିକାର ସ୍ପେସ ଏଜେନ୍ସି (ନାସା) ର ଜ୍ୟୋର୍ତିବିଜ୍ଞାନୀ ଜୋସ କାସାଡା ଏବଂ ଫ୍ରାଙ୍କ ରୁବିଓ ନୂତନ ରୋଲ ଆଉଟ ସୋଲାର୍ ଆରେକୁ ସଫଳତାର ସହ ସ୍ଥାପନ କରିଛନ୍ତି। ଟୁଇଟରରେ ଭିଡିଓ ଶେୟାର କରି ନାସା ଲେଖିଛି, ଆମେ ଏହାକୁ…
ରୁଷିଆର କାସପିଆନ ସମୁଦ୍ର କୂଳରେ ୨୫୦୦ ସିଲ ମୃତ
ମସ୍କୋ,୫ ।୧୨: ଦକ୍ଷିଣ ରୁଷିଆ କାସପିଆସ ସମୁଦ୍ର କୂଳରେ ପ୍ରାୟ ୨୫୦୦ ସିଲ ମୃତ ଅମସ୍ଥାରେ ମିଳିଛନ୍ତି । ରବିବାର ଅଧିକାରୀଙ୍କ ନିକଟରୁ ଏହି ସୂଚନା ମିଳିଥିବା ବେଳେ କେଉର୍ଁ କାରଣ ପାଇଁ ଏକକାଳିନ ଏତେ ସିଲଙ୍କର ମୃତ୍ୟୁ ହେଲା ତାହା…
ଓପେକ୍ ନୀତି ଅପରିବର୍ତ୍ତିତ
ଫ୍ରାଙ୍କଫୋର୍ଟ/ଲଣ୍ଡନ/ଦୁବାଇ,୫ା୧୨: ରୁଷିଆ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ସୋମବାରଠାରୁ ଲଗାଯିବାକୁ ଥିବା ନୂଆ କଟକଣାର ପ୍ରଭାବକୁ ନେଇ ଅନିଶ୍ଚିତତା ଲାଗିରହିଛି। ଏଭଳି ସମୟରେ ପେଟ୍ରୋଲିୟମ୍ ରପ୍ତାନିକାରୀ ରାଷ୍ଟ୍ରସମୂହ ସଙ୍ଗଠନ (ଓପେକ୍)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଜର୍ମାନୀର ଫ୍ରାଙ୍କଫୋର୍ଟରେ ବସିଛି। ୨୩…
କର୍ମଚାରୀ ଆନ୍ଦୋଳନରୁ ନ ଓହରିଲେ ସେନା ନିୟୋଜିତ କରିପାରେ ବ୍ରିଟେନ
ଲଣ୍ଡନ,୫।୧୨ : ବ୍ରିଟେନରେ କର୍ମଚାରୀମାନେ ଅନ୍ଦୋଳନରେ ସାମିଲ ହୋଇଥିବାବେଳେ ସେମାନଙ୍କୁ ବେତନ ବୃଦ୍ଧି ଏବଂ ସର୍ତ୍ତାବଳୀକୁ ନେଇ ଇଂଲଣ୍ଡ ଏବଂ ଓ୍ବେଲ୍ସର ହଜାର ହଜାର ନର୍ସ ଓ ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟବନ୍ଦ କରିବାକୁ ଯୋଜନା କରିଛନ୍ତି। ଧର୍ମଘଟ ବନ୍ଦ କରିବାକୁ କର୍ମଚାରୀମାନଙ୍କୁ…
ବିପର୍ଯ୍ୟୟରେ ଯାଇଛି ୨୬୮ ବିଲିୟନ୍ ଡଲାର
ବର୍ନ,୫।୧୨: ବିଶ୍ୱରେ ମନୁଷ୍ୟକୃତ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି। ଏହା ଫଳରେ ବହୁ ଧନ ଜୀବନ ନଷ୍ଟ ହେବା ସହିତ ବୈଶ୍ୱିକ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ସୁଇଜରଲାଣ୍ଡର ରିଇନ୍ସ୍ୟୁରାନ୍ସ ଜାଏଣ୍ଟ ‘ସୁଇସ୍ ରେ’ ପକ୍ଷରୁ ପ୍ରକାଶିତ…
ଆକାଶରେ ୧୫ କି.ମି. ବ୍ୟାପିଲା ପାଉଁଶ
ଜାକର୍ତ୍ତା,୫ା୧୨: ଇଣ୍ଡୋନେସିଆର ସର୍ବୋଚ୍ଚ ଆଗ୍ନେୟଗିରି ମାଉଣ୍ଟ ସେମେରୁରୁ ରବିବାର ଲାଭା ଉଦ୍ଗିରଣ ହୋଇଛି। ଏହାର ପ୍ରଭାବରେ ୧୫ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ଆକାଶ ପାଉଁଶ ଓ ବାଷ୍ପରେ ମେଘାଚ୍ଛନ୍ନ ହୋଇଛି। ଆସନ୍ନ ବିପଦକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରୁ ୨,୦୦୦ ଲୋକଙ୍କୁ…
ମୋରାଲିଟି ପୋଲିସ ହଟିଲା
ତେହରାନ,୫ା୧୨: ଦୀର୍ଘ ଅଢ଼େଇ ମାସର ଆନ୍ଦୋଳନ ପରେ ଶେଷରେ ମୁଣ୍ଡ ନୁଅଁାଇଛନ୍ତି ଇରାନର ଇବ୍ରାହିମ ରଇସି ସରକାର। ଧର୍ମୀୟ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ମୋରାଲିଟି ପୋଲିସ ହାଜତରେ ମହସା ଅମିନିଙ୍କ ମୃତ୍ୟୁ ପରେ ଦେଶରେ ମୁଣ୍ଡ ଟେକିଥିବା ହିଜାବ ବିରୋଧୀ ଆନ୍ଦୋଳନ…
Archives


