ଅନ୍ତର୍ଜାତୀୟ

ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହୋଇଛି ୩୭୫ ସଂକ୍ରାମକ ରୋଗ, ୨୧୮ ରୋଗ ବିପଜ୍ଜନକ…

ଲଣ୍ଡନ, ୯।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀରେ ୩୭୫ ପ୍ରକାର ସଂକ୍ରାମକ ରୋଗ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୧୮ଟି ରୋଗ ବିପଜ୍ଜନକ ବୋଲି ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନେଚର ପତ୍ରିକାରେ ଏହା ପ୍ରକାଶିତ ହୋଇଛି। ଓ୍ବିକ୍ସୋନ୍ସିନ୍‌…

ଚାଇନାରେ ନୂଆ ଭୂତାଣୁ ସଂକ୍ରମଣ, ୩୫ ଆକ୍ରାନ୍ତ…

ବେଜିଂ, ୯।୮ : କରୋନା ସଙ୍କଟ ମଧ୍ୟରେ ଚାଇନାରେ ଏକ ନୂତନ ଭୂତାଣୁ ଚିହ୍ନଟ ହୋଇଛି। ତାଇୱାନର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ସିଡିସି) ଅନୁଯାୟୀ ଚାଇନାରେ ଜୁନୋଟିକ ଲଙ୍ଗିଆ ଜୀବାଣୁ ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ୩୫ ଜଣ…

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୪ ସୈନ୍ୟ ମୃତ…

ଇସଲାମାବାଦ୍‌,୯।୮ : ପାକିସ୍ତାନର ଅଶାନ୍ତ ଅଞ୍ଚଳ ଉତ୍ତର ଓ୍ବଜରିସ୍ତାନରେ ମଙ୍ଗଳବାର ଏକ ଆତ୍ମଘାତୀ ଆକ୍ରମଣରେ ସୈନ୍ୟ ବାହିନୀର ୪ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପାଇଁ ଏକ ତିନି ଚକିଆ ଯାନ ବ୍ୟବହାର କରାଯାଇଥିଲା। ଏହି ରିକ୍ସା ସେନା ଗାଡି…

ଗର୍ଭବତୀ ମହିଳାଙ୍କୁ ଚାପୁଡା ମାରି ଠେଲି ଦେଲେ ସୁରକ୍ଷା କର୍ମୀ: ଭିଡିଓ ଭାଇରାଲ

କରାଚି,୯।୮: ପାକିସ୍ତାନର କରାଚି ସହରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ସୁରକ୍ଷାକର୍ମୀ ଗର୍ଭବତୀ ମହିଳାଙ୍କୁ ଚାପୁଡା ମାରିବା ସହ ତାଙ୍କୁ ଠେଲି ଦେଇଥିଲେ। ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। କରାଚିର ଗୁଲିସ୍ତାନ-ଇ-ଜୋହର ଅଞ୍ଚଳରେ…

ପପ ଷ୍ଟାର ତଥା ଅଭିନେତ୍ରୀ ଓଲିଭିଆ ନିଉଟନ ଜନଙ୍କ ପରଲୋକ

ୱାଶିଂଟନ,୯ ।୮: ଚାରି ଥର ଗ୍ରାମି ଆୱାର୍ଡ ବିଜେତା ଗାୟିକା ତଥା ଅଭିନେତ୍ରୀ ଓଲିଭିଆ ନ୍ୟୁଟନ ଜନଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ସ୍ୱାମୀ ଜନ ଇଷ୍ଟରଲିଙ୍ଗ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି…

ମୁଣ୍ଡ ନ ପୂରାଉ ଭାରତ

ବେଜିଂ, ୯ା୮: ରଣନୈତିକ ଦୃଷ୍ଟିକୋଣaରୁ ଗୁରୁତ୍ୱପୂର୍ଣ୍ଣ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଚାଇନା ଏହାର ଗବେଷଣା ଏବଂ ସର୍ଭେ ଜାହାଜ ‘ୟୁଆନ୍‌ ଓ୍ବାଙ୍ଗ୍‌ ୫’ ନିୟୋଜିତ ନ କରିବାକୁ କଲମ୍ବୋ କହିଛି। ଜାତୀୟ ନିରାପତ୍ତା ପ୍ରତି ବିପଦ ଦର୍ଶାଇ ଭାରତ ପକ୍ଷରୁ କୂଟନୈତିକ…

କ’ଣ କରିପାରିବ ତାଇଓ୍ବାନ

ତାଇପେଇ, ୯ା୮: ସମ୍ପ୍ରତି ଚାଇନା-ତାଇଓ୍ବାନ ମଧ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ରକୁ ଆକ୍ରମଣ କରିବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ତାଇଓ୍ବାନ ଏହାର ୩ ସେନାକୁ ହାଇ ଆଲର୍ଟରେ ରଖିଛି। ରାଜଧାନୀ ତାଇପେଇ ସମେତ ଅନେକ ସହରରେ…

ଥମୁନି ଚାଇନା ଆକ୍ରୋଶ

ବେଜିଂ/ତାଇପେଇ, ୯ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଛି। ଏହି ଦ୍ୱୀପରାଷ୍ଟ୍ର ସୀମା ନିକଟରେ ରବିବାର ୪ ଦିନିଆ ସମରାଭ୍ୟାସ ଶେଷ କରିବା ପରେ ମଧ୍ୟ ଚାଇନା ସୋମବାର ସେଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢାଉ

ଓ୍ବାଶିଂଟନ୍‌,୯।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ତାଙ୍କ ମାର-ଏ-ଲାଗୋ ବାସଭବନରେ ଏଫବିଆଇ ଏଜେଣ୍ଟମାନେ ଚଢାଉ କରିଛନ୍ତି। ଏନେଇ ନିଜେ ଟ୍ରମ୍ପ ସୋସିଆଲ ମିଡିଆ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଫ୍ଲୋରିଡାର ପାଲମ ବିଚରେ ଥିବା ମୋର…

ପାକିସ୍ତାନ ରାୱଲପିଣ୍ଡିରେ ବଢୁଥିବା ଡେଙ୍ଗୁକୁ ଦେଖି ଘୋଷଣା ହେଲା ହେଲ୍‌ଥ ଏମରଜେନ୍ସି

ପଞ୍ଜାବ,୯ ।୮: ପାକିସ୍ତାନର ରାୱଲିଣ୍ଡିରେ ବେଳକୁ ବେଳ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ରାୱଲପିଣ୍ଡି ଜିଲାକୁ ସର୍ବାଧିକ ସମ୍ବେଦନଶୀଳ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି । ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନର ସୂଚନା ଅନୁଯାୟୀ, ପଞ୍ଜାବ…

ୟୁକ୍ରେନକୁ ଏକ ଅରବ ଡଲାର ସେନା ସହାୟତା ସହ, ଅତିରିକ୍ତ ୪.୫ ବିଲିୟନ ଦେବ ଆମେରିକା

ୱାଶିଂଟନ,୯ ।୮: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ପ୍ରାୟ ୭ ମାସ ହେବ ଲଗାତାର ଯୁଦ୍ଧ ଲାଗି ରହିଛି । ଏହି ସମୟରେ ବିଶ୍ୱର ଅନେକ ଦେଶ ୟୁକ୍ରେନକୁ ବଡ ଧରଣର ସେନା ସହାୟତା ଯୋଗାଇ ଦେଇଛନ୍ତି । ସୋମବାର…

ହସିଲେ ମାଡ଼, ତାଲିବାନ ଶାସନକୁ ବର୍ଷେ ପୂରଣ…

କାବୁଲ, ୮।୮ : ଆଫଗାନିସ୍ତାନରେ ତାଲିବାନ ଶାସନର ପ୍ରତ୍ୟାବର୍ତ୍ତନ ହେବାର ଗୋଟିଏ ବର୍ଷ ପୂରଣ ହୋଇଛି। ଏହା ସହିତ କଡ଼ା ତାଲିବାନୀ କଟକଣା ଯୋଗୁ ସାଧାରଣ ଲୋକେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ରାଜଧାନୀ କାବୁଲରେ ମହିଳାଙ୍କ ଜୀବନ ଦିନକୁ ଦିନ ନର୍କରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri