ଅନ୍ତର୍ଜାତୀୟ

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ

ଇସଲାମାବାଦ,୧୦ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନେତୃତ୍ୱରେ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ବୁଧବାର ଇସଲାମାବାଦ ହାଇକୋର୍ଟରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି। ଏହାପୂର୍ବରୁ ନିର୍ବାଚନ ଆୟୋଗ ଦଳକୁ ସୀମିତ ଉତ୍ସରୁ ପାଣ୍ଠି ଗ୍ରହଣ କରିବା ଏବଂ ଏହାର ବ୍ୟାଙ୍କ ଆକାଉଣ୍ଟ…

ରୁଷିଆ ସହ ବାଣିଜ୍ୟ ବୃଦ୍ଧି କଲା ଚାଇନା

ବେଜିଂ,୧୦ା୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀକୁ ବିରୋଧ କରି ରୁଷିଆ ସହିତ ଚାଇନା ବାଣିଜ୍ୟ ବୃଦ୍ଧି କରିଛି। ରୁଷିଆର ଅର୍ଥନୈତିକ ପରିସ୍ଥିତି ଏବଂ ପାଶ୍ଚାତ୍ୟ ଦେଶ ଦ୍ୱାରା ଜାତୀୟ ପ୍ରତିବନ୍ଧକକୁ ନେଇ ଚାଇନା ବ୍ୟବସାୟୀମାନେ ରୁଷିଆକୁ ସାମଗ୍ରୀ ବିକ୍ରୟ କରୁଛନ୍ତି।…

ଶ୍ରୀଲଙ୍କାରୁ ବେଦଖଲ ରାଷ୍ଟ୍ରପତିଙ୍କୁ ମିଳୁନାହିଁ ସ୍ଥାନ!

କଲମ୍ବୋ,୧୦ ।୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ସମସ୍ୟା କମିବାର ନାଁ ନେଉନାହିଁ । ରିପୋର୍ଟ ଅନୁଯାୟୀ, ରାଜପାକ୍ଷେ ଗୁରୁବାର ଥାଇଲାଣ୍ଡ ପହଞ୍ଚି ପାରନ୍ତି । ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଦେଖାଦେବା ପରେ ଜନତା ଏହାର ବିରୋଧ କରିଥିଲେ…

ୟୁକ୍ରେନ୍‌ର ନିପ୍ରୋପ୍ରେଟିକ୍ସରେ ରୁଷିଆର ବୋମା ମାଡ଼, ୧୩ ନାଗରିକ ମୃତ…

କ୍ୱିଭ୍‌, ୧୦।୮ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍‌ ପାଇଁ ଶହେ କୋଟି ଡଲାର ସହାୟତା ଘୋଷଣା କରିବା ପରେ ରୁଷିଆ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ରୁଷିଆ ୟୁକ୍ରେନ୍‌ର ନିପ୍ରୋପ୍ରେଟିକ୍ସରେ ବୋମା ମାଡ଼ କରିଛି। ମଧ୍ୟ ୟୁକ୍ରେନ୍‌ରେ…

କୁଖ୍ୟାତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ବାଧା ଦେବା ଅତ୍ୟନ୍ତ ବିପଜ୍ଜନକ, ଜାତିସଂଘ ବୈଠକରେ ଚାଇନାକୁ କହିଲା ଭାରତ…

ଜେନେଭା, ୧୦।୮ : ଚାଇନାର ଅଧ୍ୟକ୍ଷତାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକରେ ଭାରତ କହିଛି ଯେ ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ବିଶ୍ୱର କୁଖ୍ୟାତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ବାଧାଦେବା ଅତ୍ୟନ୍ତ ବିପଜ୍ଜନକ। ଭାରତ…

ଆତଙ୍କବାଦ ନେଇ ଦୁଇ ପ୍ରକାର ମାନଦଣ୍ଡ ଆପଣେଇବା କ୍ଷତିକାରକ, ସୁରକ୍ଷା ପରିଷଦରେ ଭାରତର ଚେତାବନୀ…

ଜେନେଭା, ୧୦।୮ : ବିଶ୍ୱରେ ବୃଦ୍ଧି ପାଉଥିବା ଆତଙ୍କବାଦ କାର୍ଯ୍ୟକଳାପ ନେଇ ଭାରତ ପୁଣିଥରେ ବିଶ୍ୱ ସମୁଦାୟକୁ ଚେତାବନୀ ଦେଇଛି। ମିଳିତ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ସୁରକ୍ଷା ପରିଷଦର ଏକ ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ଆତଙ୍କବାଦ ଏବଂ…

ଇମ୍ରାନ ଖାଁଙ୍କ ସମ୍ପର୍କୀୟ ଗିରଫ, ପୂର୍ବତନ ପ୍ରଧାନମନ୍ତ୍ରୀ କହିଲେ ଗିରଫ ନୁହେଁ ଅପହରଣ

ଇସଲାମାବାଦ,୧୦ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଜଣେ ନିକଟ ସମ୍ପର୍କୀୟଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ସାକ୍ଷାତ୍‌କାର ସମୟରେ ରାଜଦ୍ରୋହ ସମ୍ପର୍କୀୟ ବୟାନ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏହା…

ପ୍ରସ୍ତୁତ ହେଉଛି ତାଇଓ୍ବାନ

ବେଜିଂ/ତାଇପେଇ, ୧୦ା୮: ଆମେରିକା ସହ ରୁଷିଆର ତିକ୍ତତା ବୃଦ୍ଧି ଏବଂ ୟୁକ୍ରେନ୍‌କୁ ନାଟୋରୁ ଦୂରେଇ ରଖି ପଡୋଶୀ ରାଷ୍ଟ୍ର ଉପରେ ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ମସ୍କୋ ଏହି ପୂର୍ବ ୟୁରୋପୀୟ ଦେଶରେ ଆକ୍ରମଣ ଜାରି ରଖିଛି। ଏବେ ଅନୁରୂପ ଭବିଷ୍ୟତ ଆଶଙ୍କାରେ…

ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନ୍ୟୁୟର୍କରେ ବିଶେଷ ଆୟୋଜନ

ନ୍ୟୁୟର୍କ,୧୦ ।୮: ଭାରତର ମହା ବାଣିଜ୍ୟ ଦୂତାବାସ ନ୍ୟୁୟର୍କରେ ଇଣ୍ଡୋ-ଆମେରିକାନ ଆର୍ଟ କାଉନସିଲ ସହ ‘ଆଜାଦିକା ଅମୃତ ମହୋତ୍ସବ’କୁ ନେଇ ଏକ ମହୋତ୍ସବ ଆୟୋଜନ କରାଯାଇଛି । ତେବେ ଭାରତର ୭୫ ତମ ସ୍ୱାଧିନତା ଦିବସ ପୂର୍ତ୍ତି ଅବସରରେ ଏଠାରେ ସାଂସ୍କୃତିକ…

ଚାଇନାରେ ନୂଆ ଭୂତାଣୁ

ବେଜିଂ, ୧୦ା୮: ଚାଇନାରେ ଶାନ୍‌ଡୋଙ୍ଗ୍‌ ଏବଂ ହେନାନ ପ୍ରଦେଶରେ ନୂଆ ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଛି। ଏହାର ନାଁ ଲାଙ୍ଗ୍ୟା ହେନିପାଭାଇରସ୍‌ (ଲେଭି)। ଏଥିରେ ଅଦ୍ୟାବଧି ୩୫ ଜଣ ସଂକ୍ରମିତ ହୋଇଛନ୍ତି। ଏ ନେଇ ତାଇଓ୍ବାନ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ…

କ୍ରିମିଆରେ ବଡ ଧରଣର ବିସ୍ଫୋରଣ, ଦୋହଲିଗଲା ରୁଷିଆ ଏୟାର ବେସ

କ୍ୱିଭ,୧୦ ।୮: କ୍ରିମିଆରେ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୯ରେ ଏକ ରୁଷିଆ ଏୟାର ବେସରେ କିଛି ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଜଣାପଡିଛି । ରୁଷିଆ ଦ୍ୱାରା ନିଯୁକ୍ତ କ୍ଷେତ୍ରୀୟ ପ୍ରଶାସନର ମୁଖ୍ୟ କହିଛନ୍ତି ଏକ ମିଲିଟାରୀ ବେସରେ ହୋଇଥିବା ବିସ୍ଫୋରଣରେ ଜଣଙ୍କର…

ସିପିଇସି ଆଢୁଆଳରେ ଚାଇନାର ଷଡ଼ଯନ୍ତ୍ର, ପାକିସ୍ତାନ ପାଇଁ ନିର୍ମାଣ କରୁଛି ବଙ୍କର…

ଇସଲାମାବାଦ/ବେଜିଂ, ୯।୮ : ଚାଇନା ପକ୍ଷରୁ ପାକିସ୍ତାନରେ ସିପିଇସି ପ୍ରୋଜେକ୍ଟ ଜାରି ରହିଛି। ଏହାକୁ ବିଭିନ୍ନ ସମୟରେ ଭାରତ ପକ୍ଷରୁ ବିରୋଧ କରାଯାଉଛି। ଏହାର ଆଢୁଆଳରେ ଚାଇନା ଏବେ ଷଡ଼ଯନ୍ତ୍ର ରଚିଛି। ସିପିଇସି ନାମରେ ଚାଇନା ପାକିସ୍ତାନ ପାଇଁ ଅଣ୍ଡର ଗ୍ରାଉଣ୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri