ଦୌଡ଼ରେ ପ୍ରଧାନମନ୍ତ୍ରୀ, ବିରୋଧୀ ନେତା
କଲମ୍ବୋ,୧୩ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ନିଜ ଇସ୍ତଫାପତ୍ରରେ ସ୍ବାକ୍ଷର କରି ଏହାକୁ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ସମ୍ପୃକ୍ତ ଅଧିକାରୀ ଉକ୍ତ ଇସ୍ତଫାପତ୍ରକୁ ବୁଧବାର ପାର୍ଲାମେଣ୍ଟ ବାଚସ୍ପତି ମହିନ୍ଦା ୟାପା ଆବେୟଓ୍ବର୍ଦେନାଙ୍କୁ ପ୍ରଦାନ କରିବେ। ବାଚସ୍ପତି...
ଶ୍ରୀଲଙ୍କା ପରେ କାହା ପାଳି
କଲମ୍ବୋ/ନୂଆଦିଲ୍ଲୀ,୧୩ା୭: ଶ୍ରୀଲଙ୍କାରେ ନେତୃତ୍ୱ ଅନିଶ୍ଚିତତା ଦୂର ହୋଇନାହିଁ। ମେ’ ୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କୁ ବିତାଡ଼ିତ କରିବାର ଠିକ୍ ୨ ମାସ ପରେ ଶ୍ରୀଲଙ୍କାବାସୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା। ତତ୍କାଳ ପରିଣାମ ଚାହୁଁଥିବା ବିକ୍ଷୋଭକାରୀ ଜୁଲାଇ ୯ରୁ ଦୁଇ ଶତାବ୍ଦୀ...
ଜିନପିଙ୍ଗଙ୍କ ସହିତ ଚାଇନାର ଲୋକପ୍ରିୟତା ହ୍ରାସ ପାଉଛି, ରିପୋର୍ଟ…
ଓ୍ବାଶିଂଟନ/ବେଜିଂ, ୧୨।୭ : ପୃଥିବୀରେ ଚାଇନାର ଲୋକପ୍ରିୟତା କମିବାରେ ଲାଗିଛି। ସେହିପରି ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଲୋକପ୍ରିୟତାରେ ମଧ୍ୟ ହ୍ରାସ ଘଟୁଛି। ଏସମ୍ପର୍କିତ ଏକ ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି। ଆମେରିକାର ଏକ ଗବେଷଣା କମ୍ପାନୀ ଦ୍ୱାରା ପ୍ରକାଶିତ ତଥ୍ୟରେ...
ବ୍ରିଟେନରେ ବଢୁଛି ତାପମାତ୍ରା, ଅତ୍ୟଧିକ ଗରମ ଚେତାବନୀ
ଲଣ୍ଡନ,୧୨ା୭: ଇଂଲଣ୍ଡ ଏବଂ ଓ୍ବେଲ୍ସରେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍ରୁ ଅଧିକ ହେବ ବୋଲି ବ୍ରିଟେନ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ଡେପୁଟି ମୁଖ୍ୟ ପାଣିପାଗ ବିଶେଷଜ୍ଞ ରେବିକା ଶେର୍ଓ୍ବିନ୍ କହିଛନ୍ତି, ଆସନ୍ତା...
ଫ୍ରିଜ୍ରେ ଥିବା ମାଛ-ମାଂସରେ ୩୦ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ କରୋନା ଭୂତାଣୁ, ସର୍ଭେ ରିପୋର୍ଟ…
ଓ୍ବାଶିଂଟନ, ୧୨।୭ : କରୋନା ମହାମାରୀ ସଂକ୍ରମଣକକୁ ବିସ୍ତାର କରୁଥିବା ସାର୍ସ-କୋଭ୍-୨ ଭୂତାଣୁ ସମ୍ବନ୍ଧରେ ଏକ ଅଧ୍ୟୟନରେ ଏକ ବଡ଼ ଦାବି କରାଯାଇଛି। ଆମେରିକୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଭୂତାଣୁ ଫ୍ରିଜରେ ରଖାଯାଇଥିବା ମାଂସ ଏବଂ ମାଛରେ ୩୦...
ଇସ୍ତଫା ପତ୍ରରେ ହସ୍ତାକ୍ଷର କଲେ ରାଷ୍ଟ୍ରପତି
କଲମ୍ବୋ,୧୨।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ଜନତାଙ୍କ ବିରୋଧ ପ୍ରଦର୍ଶନ ପରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ନିଜ ପଦରୁ ଇସ୍ତଫା ଦେବେ ବୋଲି ସୋମବାର ଘୋଷଣା କରିଥିଲେ। ଇତିମଧ୍ୟରେ ଗୋଟବାୟା...
ୟୁକ୍ରେନ୍ ଉପରେ ଏବେ ନାଗରିକତା ବୋମା ପକାଇଲା ରୁଷିଆ…
ମସ୍କୋ/କ୍ୱିଭ, ୧୨।୭ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ ଏବେ ୟୁକ୍ରେନ୍ ଉପରେ ନାଗରିକତା ବୋମା ପକାଇଛନ୍ତି। ୟୁକ୍ରେନ୍ର ସମସ୍ତ ଲୋକଙ୍କୁ ରୁଷିଆ ନାଗରିକତା ପ୍ରଦାନ ଲାଗି ପୁଟିନ୍ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା...
ଓ୍ବାର୍କ ଫ୍ରମ୍ ହୋମ୍କୁ ଆଇନଗତ ସ୍ବୀକୃତି…
ଆମେଷ୍ଟରଡ଼ାମ୍,୧୨।୭ : ନେଦରଲାଣ୍ଡରେ ରହୁଥିବା ଭାରତୀୟ ଏବେ ବେଶ୍ ଖୁସି। ସେମାନେ ବର୍ତ୍ତମାନ ଘରେ ରହି କାମ କରିପାରିବେ। ଏଠାରେ ଓ୍ବାର୍କ ଫ୍ରମ୍ ହୋମ୍ ଆଇନଗତ ଅଧିକାରରେ ଅନ୍ତର୍ଭୁକ୍ତ ହୋଇଛି। ଏହାକୁ ଡଚ ସଂସଦ ଅନୁମୋଦନ କରିଛି, ଯାହା ଖୁବ...
‘କାହାରିକୁ ସମର୍ଥନ କରି ମୋ ସୁଯୋଗ ହରାଇବାକୁ ଚାହୁଁନାହିଁ ’
ଲଣ୍ଡନ,୧୨।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ୍ ଜନ୍ସନ୍ ଏହି ପଦ ପାଇଁ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଗତ ଗୁରୁବାର ପଦରୁ ହଟିଥିବା ବୋରିସ୍ ଲଣ୍ଡନର ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି,...
ଜଙ୍ଗଲ ନଷ୍ଟରେ ରେକର୍ଡ କରୁଛି ଆମାଜନ
ବ୍ରାସିଲିଆ,୧୨ା୭: ବର୍ତ୍ତମାନ ସମୟରେ ଆମାଜନ ଜଙ୍ଗଲକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହା ପଛର କାରଣ ହେଉଛି ଜଙ୍ଗଲ ନଷ୍ଟ ହେବାର ରେକର୍ଡ ସ୍ତର ବୃଦ୍ଧି। ବ୍ରାଜିଲର ନ୍ୟାଶନାଲ ସ୍ପେସ ରିସର୍ଚ୍ଚ ଏଜେନ୍ସି (INPE) ଅନୁଯାୟୀ, ଜଙ୍ଗଲ ନଷ୍ଟ ହେବା...
ରୁଷିଆକୁ ୧୦୦ ଡ୍ରୋନ୍ ଯୋଗାଇବ ଇରାନ
ତେହରାନ,୧୨ା୭:ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହି ସମୟରେ ଇରାନ ରୁଷିଆକୁ ଡ୍ରୋନ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛି। ରୁଷିଆ ଏହି ଡ୍ରୋନ୍ଗୁଡ଼ିକୁ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ପାଇଁ ବ୍ୟବହାର କରିବ। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ୟୁକ୍ରେନ...
ଶ୍ରୀଲଙ୍କାରେ ପରିବା ଦର ଆକାଶଛୁଆଁ: ୨ଶହ କିଲୋ ପିଆଜ,୨୨୦ ଆଳୁ-୪୯୦ମୂଳା
କଲମ୍ବୋ,୧୨।୭: ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ଗତ କିଛି ମାସରୁ ବହୁତ ଖରାପ ରହିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦେଶରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଲାଗିରହିଛି। ଜନତାଙ୍କ ବିରୋଧ ପ୍ରଦର୍ଶନ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେ...
Archives


