ଅନ୍ତର୍ଜାତୀୟ

ଛୋଟ ଫ୍ଲାଟ୍‌ରେ ରହିବେ ଋଷି ସୁନକ୍‌

ଲଣ୍ଡନ, ୨୮/୧୦: ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ୧୦ ଡାଉନିଂ ଷ୍ଟ୍ରିଟ୍‌ ସରକାରୀ ବାସଭବନରେ ରହିବେ ନାହିଁ। ଏହା ପରିବର୍ତ୍ତେ ସେ ତାଙ୍କ ପରିବାର ସହ ଏକ ଛୋଟ ଫ୍ଲାଟ୍‌କୁ ଫେରିବେ। ସେଠାରେ ରହିବାରେ ସୁନକ୍‌ ବହୁତ ଖୁସି ବୋଲି…

ଟୁଇଟର କିଣିଲେ ମସ୍କ

ଓ୍ବାଶିଂଟନ୍‌, ୨୮ା୧୦:ଟେସ୍‌ଲା ସିଇଓ ଏଲନ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର କିଣିଥିବା ସ୍ପଷ୍ଟ କରିଛନ୍ତି। ଏ ନେଇ ଗୁରୁବାର ସେ ଏକ ଟୁଇଟ କରିଛନ୍ତି। ଅଧିକ ଅର୍ଥ ପାଇଁ ନୁହେଁ ବରଂ ମାନବୀୟ ସହାୟତା ପାଇଁ ସେ ଏହି ଫାର୍ମ କିଣିଥିବା…

ମେକ୍ସିକୋରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି

ମେକ୍ସିକୋ ସିଟି: ମେକ୍ସିକୋର ସୀମାନ୍ତ ରାଜ୍ୟ ତମାଉଲିପାସ୍‌ରେ ବୁଧବାର ରାତିରେ ସମଲିଙ୍ଗୀ ବିବାହକୁ ବୈଧ କରିବା ସମ୍ପର୍କିତ ଆଇନ ସପକ୍ଷରେ ମତଦାନ ହୋଇଛି। ଏହି ଆଇନକୁ ସ୍ବୀକୃତି ପ୍ରଦାନରେ ଏହା ହେଉଛି ମେକ୍ସିକୋର ୩୨ତମ ବା ଶେଷ ରାଜ୍ୟ। ଡମାଉଲିପାସ୍‌ରେ ସମଲିଙ୍ଗୀ…

ଚେହେରା ଦେଖାଇଲେ ଇରାନର ଆଞ୍ଜେଲିନା ଜୋଲି

ତେହେରାନ: ଇରାନର ‘ଜୋମ୍ବି ଆଞ୍ଜେଲିନା ଜୋଲି’ ନାମରେ ପରିଚିତ ସହର ତବର ଜେଲରୁ ମୁକୁଳିବା ପରେ ନିଜ ଚେହେରା ଦେଖାଇଛନ୍ତି। ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ସବୁବେଳେ ପ୍ରସିଦ୍ଧି ଲାଭ କରିବାକୁ ଚାହୁଁଥିଲେ ଏବଂ ଏଥି ସକାଶେ…

ବିପର୍ଯ୍ୟୟ ପଥେ ବିଶ୍ୱ

ଜାତିସଂଘ,୨୮ା୧୦:ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟକୁ ସାମ୍ନା କରୁଥିବା ପୃଥିବୀ ଏକ ବୃହତ୍‌ ବିପର୍ଯ୍ୟୟ ଆଡ଼କୁ ମୁହଁାଇଛି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଗୁରୁବାର ଜାରି କରିଥିବା ଏହାର ବାର୍ଷିକ ଏମିଶନ୍ସ ଗ୍ୟାପ୍‌ ରିପୋର୍ଟରେ…

ପୁଟିନ କହିଲେ ଭବିଷ୍ୟତ ଭାରତର, ମୋଦିଙ୍କ ନେତୃତ୍ୱକୁ କଲେ ପ୍ରଶଂସା

ମସ୍କୋ,୨୮ ।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ପୁଣିଥରେ ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ବିଶ୍ୱ ସ୍ତରରେ ଭାରତର ଭୂମିକା ବଢିବାରେ ଲାଗିଛି । ସେହିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ…

ଇଟାଲି ସୁପରମାର୍କେଟରେ ଛୁରାମାଡ, ଫୁଟବଲ ଖେଳାଳିଙ୍କ ସମେତ ୪ ଆହତ, ଜଣେ ମୃତ

ରୋମ,୨୮ ।୧୦: ଇଟାଲିର ମିଲାନ ସହରରୁ ଏକ ବଡ ଖବର ଆସିଛି । ଏଠାରେ ଜଣେ ସନ୍ଦିଗ୍ଧ ଏକ ସୁପରମାର୍କେଟରେ ଲୋକଙ୍କୁ ଛୁରାମାଡ କରିଛନ୍ତି । ଏହି ଘଟଣାରେ ଆର୍ସେନଲର ଷ୍ଟାର ଫୁଟବଲର ପାବ୍ଲୋ ମାରି ସମେତ ୪ ଜଣ ଆହତ…

ଟୁଇଟର କିଣିବା ପଛର କାରଣ କହିଲେ ମସ୍କ

ଓ୍ବାଶିଂଟନ୍‌, ୨୭ା୧୦: ଟେସ୍‌ଲା ସିଇଓ ଏଲନ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର କିଣିଥିବା ସ୍ପଷ୍ଟ କରିଛନ୍ତି। ଗୁରୁବାର ସେ ଏକ ଟୁଇଟ କରି ସୋସିଆଲ ମିଡିଆ ଜାଏଣ୍ଟକୁ କିଣିବା ପଛର କାରଣ ମଧ୍ୟ ବର୍ଣ୍ଣନା କରିଛନ୍ତି। ଅଧିକ ଅର୍ଥ ପାଇଁ ନୁହେଁ…

ଚାଇନା ଉଠାଇଲା କଶ୍ମୀର ରାଗ: କହିଲା, ଆଲୋଚନା ମାଧ୍ୟମରେ ସମାଧାନ ହେଉ କଶ୍ମୀର ପ୍ରସଙ୍ଗ

ବେଜିଂ,୨୭।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗର ସମାଧାନ ହେବା ଆବଶ୍ୟକ ବୋଲି ଗୁରୁବାର ଚାଇନା କହିଛି। କୌଣସି ଏକପାଖିଆ କାର୍ଯ୍ୟାନୁଷ୍ଠାନ ସ୍ଥିତିକୁ ଅଧିକ ଜଟିଳ କରିବ ବୋଲି ଜଣେ ପାକିସ୍ତାନୀ ଖବରଦାତାଙ୍କ ପ୍ରଶ୍ନରେ ଚାଇନା ବହିର୍ବ୍ୟାପାର…

ନୂଆ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି: କହିଲେ, ଏକାଠି ହୋଇ କାମ କରିବା

ନୂଆଦିଲ୍ଲୀ/ଲଣ୍ଡନ, ୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ସୁନକଙ୍କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି। ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଦିଗରେ ଏକାଠି କାମ କରିବାକୁ ପ୍ରଧାନମନ୍ତ୍ରୀ…

ସରକାରଙ୍କୁ ଘେରିବେ ଇମ୍ରାନ

ଇସଲାମାବାଦ,୨୭ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ (ପିଟିଆଇ) ଲାହୋରରୁ ଇସଲାମାବାଦ ଅଭିମୁଖେ ପଦଯାତ୍ରା କରିବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପଦଯାତ୍ରା ଶୁକ୍ରବାର ଲାହୋରରୁ ଆରମ୍ଭ ହେବ ଏବଂ…

‘ମୋଦିଙ୍କ ସହ ମୋର ସମ୍ପର୍କ ବହୁତ ଭଲ’

ଓ୍ବାଶିଂଟନ,୨୭ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଯଦି ସେ ଜିତନ୍ତି ତେବେ ଭାରତ-ଆମେରିକା ସମ୍ପର୍କକୁ ଆହୁରି ଉପରକୁ ନେଇଯିବେ। ଫ୍ଲୋରିଡାର ମାର୍‌-ଏ-ଲାଗୋ ରିସର୍ଟରେ ରିପବ୍ଲିକାନ ହିନ୍ଦୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri