‘କାହାରିକୁ ସମର୍ଥନ କରି ମୋ ସୁଯୋଗ ହରାଇବାକୁ ଚାହୁଁନାହିଁ ’

ଲଣ୍ଡନ,୧୨।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ୍‌ ଜନ୍‌ସନ୍‌ ଏହି ପଦ ପାଇଁ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଗତ ଗୁରୁବାର ପଦରୁ ହଟିଥିବା ବୋରିସ୍‌ ଲଣ୍ଡନର ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ତାହା ଦଳ ସ୍ଥିର କରିବ। ଏଥିପାଇଁ ପ୍ରତିଯୋଗିତା ଚାଲିଛି। କାହାରିକୁ ସମର୍ଥନ କରି ମୋ ସୁଯୋଗ ହରାଇବାକୁ ଚାହୁଁନାହିଁ ବୋଲି ବୋରିସ୍‌ କହିଛନ୍ତି। ଅନ୍ୟପକ୍ଷେ ବ୍ରିଟେନ ପ୍ରଧାନମନ୍ତ୍ରୀ ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଦୌଡ଼ରେ ସାମିଲ ହୋଇଛନ୍ତି। ୪୬ ବର୍ଷୀୟା ଟ୍ରସ୍‌ ନିଜ ପ୍ରାର୍ଥତ୍ତ୍ୱ ଘୋଷଣା କରିବା ସହ ତାଙ୍କ ପାଖରେ ସ୍ପଷ୍ଟ ଭିଜନ୍‌ ଏବଂ ଅଭିଜ୍ଞତା ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିର ନାୟକ ଆଜି ଖଳନାୟକ

କଲମ୍ବୋ,୧୬ା୭: ଶ୍ରୀଲଙ୍କାର ସାମ୍ପ୍ରତିକ ଦୁର୍ଦ୍ଦଶା ପାଇଁ କାହାକୁ ଦାୟୀ କରାଯିବ? ୨୦୦୫ରେ ମହିନ୍ଦା ରାଜପାକ୍ସେ ପ୍ରଥମେ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠୁ ଦ୍ୱୀପରାଷ୍ଟ୍ରର ରାଜନୀତିରେ ଆଧିପତ୍ୟ...

‘ଓ୍ବାଲର୍‌ଡସ୍‌ ବ୍ରାଇଟେଷ୍ଟ’ ଷ୍ଟୁଡେଣ୍ଟ ନତାଶା

ଓ୍ବାଶିଂଟନ୍‌, ୮।୨: ‘ଓ୍ବାଲର୍‌ଡସ୍‌ ବ୍ରାଇଟେଷ୍ଟ୍‌’ ଷ୍ଟୁଡେଣ୍ଟ ସୂଚୀର ଶୀର୍ଷରେ ରହିଛନ୍ତି ଭାରତୀୟ-ଆମେରରିକୀୟ ନତାଶା ପେରିଆନାୟାଗମ। ଆମେରିକାର ଜନ୍ସ ହୋପକିନ୍ସ ସେଣ୍ଟର ଫର୍‌ ଟ୍ୟାଲେଣ୍ଟେଡ୍‌ ୟୁଥ୍‌ (ସିଟିଓ୍ବାଇ)...

ଜାତିସଂଘ ଅର୍ଥନୀତି ବିଶେଷଜ୍ଞଙ୍କ ପ୍ରଶଂସା

ଜାତିସଂଘ,୧୫।୫(ପି.ଟି.): କରୋନା ମହାମାରୀ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିକୁ ସଜାଡିବା ଲାଗି ଭାରତ ସରକାର ଆଣିଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜକୁ ଜାତିସଂଘର...

ଯୁଦ୍ଧପୋତର ୨୪୭ ସଦସ୍ୟ କରୋନାରେ ଆକ୍ରାନ୍ତ, କରାଯିବ ଏୟାରଲିଫ୍ଟ୍‌…

ସିଓଲ,୧୯।୭: ଦକ୍ଷିଣ କୋରିଆ ଯୁଦ୍ଧପୋତରେ କରୋନା ସଂକ୍ରମଣ ହୋଇଛି। ଯୁଦ୍ଧପୋତର ୨୪୭ ସଦସ୍ୟଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଯୁଦ୍ଧପୋତ ମୁନ୍‌ମୁ ଦ ଗ୍ରେଟ୍‌ରେ...

ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍‌: ଆଇସିଇଆର୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍‌ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍‌ମାନେ ୟୁଏଫ୍‌ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ...

ବନ୍ୟାରେ ଘରେ ରହିବୁ ପଛେ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଯିବୁନି, ପାକିସ୍ତାନୀଙ୍କ ଜିଦ୍‌…

ଇସଲାମାବାଦ, ୧୫।୯ : ପ୍ରବଳ ବନ୍ୟା ଯୋଗୁଁ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକଙ୍କ ଘର ବନ୍ୟା ଜଳରେ ବୁଡ଼ି...

୯୦ ବର୍ଷ ପୁରୁଣା ଗଛକୁ କ୍ଷତି ପହଞ୍ଚାଇ ଦେବାକୁ ପଡ଼ିଲା ୫୫ ଲକ୍ଷ ଜରିମାନା

ଲଣ୍ଡନ,୨୪।୧୨: ଏକ ୯୦ ବର୍ଷ ପୁରୁଣା ଗଛକୁ କ୍ଷତି ପହଞ୍ଚାଇ ଲଣ୍ଡନର ଜଣେ ବ୍ୟକ୍ତିଙ୍କୁ ୫୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି। ଏସେକ୍ସ୍‌ରେ ବାସ...

ମନ୍ତ୍ରୀଙ୍କ ସହିତ ୨ ବିଦେଶୀ ନାଗରିକଙ୍କ ଅପହରଣ କଲେ ପାକିସ୍ତାନୀ ଆତଙ୍କବାଦୀ…

ଇସଲାମାବାଦ,୮।୧୦ : ଆତଙ୍କବାଦୀମାନେ ପାକିସ୍ତାନର ଖାଇବର ପସ୍ତୁନଖ୍ବାକୁ ଗିଲଗିଟ-ବଲ୍ଟିସ୍ତାନ ସହ ସଂଯୋଗ କରୁଥିବା ରାଜପଥକୁ ଅବରୋଧ କରି ଜେଲରେ ଥିବା ସାଥୀମାନଙ୍କୁ ମୁକ୍ତ କରିବାକୁ ଦାବି...

Advertisement
Archives

Model This Week