ଅନ୍ତର୍ଜାତୀୟ

ଟ୍ରମ୍ପ୍‌ଙ୍କ ଚ୍ୟାଲେଞ୍ଜର ହେବେ ଲିଜ୍‌

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌କୁ ଦୂରେଇ ରଖିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇବେ ବୋଲି ରିପବ୍ଳିକାନ୍‌ ରିପ୍ରେଜେଣ୍ଟେଟିଭ୍‌ ଲିଜ୍‌ ଚେନି ପଣ କରିଛନ୍ତି। ଟ୍ରମ୍ପ୍‌ଙ୍କ ସମର୍ଥତ୍ତ ପ୍ରାଇମେରି ଚ୍ୟାଲେଞ୍ଜର ହ୍ୟାରିଏଟ୍‌ ହେଗ୍‌ମ୍ୟାନଙ୍କଠାରୁ ହାରିଯିବା ପରେ...

ମସ୍‌ଜିଦ୍‌ରେ ବିସ୍ଫୋରଣ: ୨୦ ନିହତ

କାବୁଲ,୧୮।୮: ଆଫଗାନିସ୍ଥାନ କାବୁଲର ଖେର ଖାନା ମସ୍‌ଜିଦ୍‌ରେ ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ତାଲିବାନ୍‌ ଇଣ୍ଟେଲିଜେନ୍ସ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ବିସ୍ଫୋରଣରେ ୩୫ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି। ବୁଧବାର...

ଜଳବାୟୁକୁ ନେଇ ଚାଇନା-ଆମେରିକା ଟୁଇଟର କଳି

ବେଜିଂ, ୧୮।୮:ଜଳବାୟୁ ନୀତିକୁ ନେଇ ଶକ୍ତିଶାଳୀ ଆମେରିକା ଓ ଚାଇନା ଟୁଇଟରରେ କଳି ଆରମ୍ଭ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ପାଲଟିଥିବା ସବୁଜଗୃହ ବାଷ୍ପ ନିର୍ଗମନ ପାଇଁ ଉଭୟ ଦେଶ ଦାୟୀ। ତେବେ ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି...

ରୁଷିଆରେ ଏକାଠି ଯୁଦ୍ଧାଭ୍ୟାସ କରିବେ ଭାରତ-ଚାଇନା ସେନା, ସାଥିରେ ରହିବେ ବେଲାରୁଷ, ତାଜିକିସ୍ତାନ, ମଙ୍ଗୋଲିଆ

ବେଜିଂ.୧୮ ।୮: ପୂର୍ବ ଲଦ୍ଦାଖର ଏଲଏସିରେ ୨ ବର୍ଷରୁ ଅଧିକ ସମୟ ହେବ ଚାଇନା ସେନାଙ୍କ ଗତିରୋଧ ମଧ୍ୟରେ ଏବେ ଭାରତ ଓ ଚାଇନା ସେନା ରୁଷିଆରେ ହେବାକୁ ଥିବା ବିଶ୍ୱ ଯୁଦ୍ଧାଭ୍ୟାସରେ ଏକାଠି ଭାଗ ନେବେ ବୋଲି ଜଣାପଡିଛି...

ଗରମରୁ ରକ୍ଷା ପାଇବାକୁ ଚାଇନା କରୁଛି କୃତ୍ରିମ ବର୍ଷା, ଶୁଖିଲା ୟାଂଗତ୍‌ଜି ନଦୀର ଗୋଟିଏ ଭାଗ

ସାଂଘାଇ,୧୮ ।୮: ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛି ଚାଇନା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ୟାଂଗତ୍‌ଜି ନଦୀର ଗୋଟିଏ ଭାଗ ଶୁ୍‌ଖି ଯିବାରୁ ଏହା ଲୋକଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି । ଏହି ରେକର୍ଡ ଭଙ୍ଗା...

ଟୁଇଟ୍‌ ପାଇଁ ସାଉଦି ମହିଳାଙ୍କୁ ୩୪ ବର୍ଷ ଜେଲ

ରିୟାଧ, ୧୭ା୮: କେତେକ ଟୁଇଟର ଆକାଉଣ୍ଟକୁ ଫଲୋ କରିବା, ସେଗୁଡ଼ିକର ଟୁଇଟ୍‌କୁ ରିଟୁଇଟ୍‌ କରିବା ଅଭିଯୋଗରେ ସାଉଦି ଆରବର ଜଣେ ମହିଳାଙ୍କୁ ୩୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୩୪ ବର୍ଷୀୟା ସଲ୍‌ମା ଅଲ୍‌-ଶେହାବ୍‌ ବ୍ରିଟେନର ଲିଡ୍‌ସ ୟୁନିଭର୍ସିଟିରେ ଜଣେ...

ଶ୍ରୀଲଙ୍କା ଫେରିବେ ଗୋଟାବାୟା

କଲମ୍ବୋ,୧୭ା୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଆସନ୍ତା ସପ୍ତାହରେ ଘରକୁ ଫେରିବେ। ଗତ କିଛି ମାସ ଧରି ଦେଶରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଶ୍ରୀଲଙ୍କାରୁ ପଳାୟନ କରିଥିବା ରାଜପାକ୍ସେ ଜୁଲାଇ ୧୪ରେ ସିଙ୍ଗାପୁର ଯାଇଥିଲେ। ସୂଚନାଯୋଗ୍ୟ, ଦୀର୍ଘ...

ପାକିସ୍ତାନ ଉପରେ ଚାଇନାର ଭରସା ନାହିଁ

ଇସଲାମାବାଦ,୧୭ା୮: ଅର୍ଥନୈତିକ ପରିସ୍ଥିତିର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ଚାଇନା ବହୁ ବିନିଯୋଗ କରୁଛି। କିନ୍ତୁ ପାକିସ୍ତାନରେ ଚାଇନା କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବା ଖବର ଆସୁଛି। ତେଣୁ ଚାଇନାର ପାକିସ୍ତାନ ଉପରେ ଭରସା ରହୁନାହିଁ। ଏହି ଦୃଷ୍ଟିରେ ଚାଇନା ନିଜ...

୧୩ ଦେଶ ଉପରେ ଚାଇନାର ନଜର…

ଓ୍ବାଶିଂଟନ/ବେଜିଂ, ୧୭।୮ : ଚାଇନା ବହୁ ପୂର୍ବରୁ ସମଗ୍ର ପୃଥିବୀକୁ ନିଜ ଦଖଲରେ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲା। ବର୍ତ୍ତମାନ ଏହା ଧୀରେ ଧୀରେ ନିଜ ଲକ୍ଷ୍ୟ ଆଡକୁ ଗତି କରୁଛି। ବିଭିନ୍ନ ଦେଶରେ ସାମରିକ ବେସ ନିର୍ମାଣ କରି...

ଭାରତ-ପାକିସ୍ତାନ ଆଣବିକ ଯୁଦ୍ଧରେ ୨୦୦ କୋଟିରୁ ଅଧିକଙ୍କର ହେବ ମୃତ୍ୟୁ, ଆମେରିକା-ରୁଷିଆ ଯୁଦ୍ଧରେ ଧ୍ୱଂସ ହେବ ଅଧା ପୃଥିବୀ, ରିପୋର୍ଟ…

ଓ୍ବାଶିଂଟନ, ୧୭।୮ : ଯଦି ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆଣବିକ ଯୁଦ୍ଧ ଆରମ୍ଭ ହୁଏ ତେବେ ୨୦୦ ଶହ କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଆମେରିକାର ରଟଗର୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ...

ହମ୍ବନଟୋଟାରେ ଚାଇନା ଜାହାଜ

କଲମ୍ବୋ, ୧୭ା୮: ଭାରତ ପକ୍ଷରୁ ବାରମ୍ବାର ତାଗିଦ୍‌ ଏବଂ ବିରୋଧ ସତ୍ତ୍ୱେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଚାଇନା ମିଲିଟାରୀ ସର୍ଭେ ଜାହାଜ ୟୁଆନ୍‌ ଓ୍ବାଙ୍ଗ୍‌-୫ ମଙ୍ଗଳବାର ମୁତୟନ ହୋଇଛି। ପୂର୍ବରୁ ନୂଆଦିଲ୍ଲୀ ପକ୍ଷରୁ ଚାପ ପକାଯିବା ପରେ ଶ୍ରୀଲଙ୍କା ଏହି...

ଆଫଗାନ୍‌ ମହିଳା କେତେ ସ୍ବାଧୀନ

କାବୁଲ,୧୭ା୮: ବର୍ଷକ ତଳେ ଆଫଗାନିସ୍ତାନର ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ ଦଖଲ କରିଥିଲା। ତାଲିବାନୀ ଫାଇଟର୍ସ ପ୍ରେସିଡେନ୍ସିଆଲ ପ୍ୟାଲେସ୍‌କୁ କବ୍‌ଜା କରିବା ପୂର୍ବରୁ ତତ୍କାଳୀନ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ଦେଶଛାଡ଼ି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ପଳାୟନ କରିଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri