ଅନ୍ତର୍ଜାତୀୟ

ମ୍ୟାନ୍‌ମାର ଗଲେ ମୃତ୍ୟୁ ଭୟ

ବ୍ୟାଙ୍କକ୍‌,୨୪ା୯: ଗତବର୍ଷ ଥାଇଲାଣ୍ଡର ଏକ ସୁନ୍ଦରୀ ପ୍ରତିଯୋଗିତା ମଞ୍ଚରେ ମ୍ୟାନ୍‌ମାର ସାମରିକ ଶାସକଙ୍କୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଥିତ୍ଲେ ମଡେଲ ଥାଓ୍ବ ନନ୍ଦାର ଅଙ୍ଗ୍‌। ହାନ୍‌ ଲେ ନାମରେ ପରିଚିତ ଏହି ମ୍ୟାନ୍‌ମାର ସୁନ୍ଦରୀଙ୍କୁ ଥାଇଲାଣ୍ଡ ଏବେ ସ୍ବଦେଶକୁ ପ୍ରତ୍ୟର୍ପଣ କରିପାରେ…

ଯୁଦ୍ଧ ଅପରାଧ ଘଟାଇଛି ରୁଷିଆ

ଜେନେଭା,୨୪ା୯: ୟୁକ୍ରେନ୍‌ ଆକ୍ରମଣ ପରଠାରୁ ରୁଷିଆ ସେଠାରେ ଯୁଦ୍ଧ ଅପରାଧ ଘଟାଇଚାଲିଛି। ପ୍ରାଥମିକ ତଦନ୍ତରୁ ଆପାତତଃ ଏହାର ପ୍ରମାଣ ମିଳିଛି ବୋଲି ଜାତିସଂଘର ସର୍ବୋଚ୍ଚ ମାନବାଧିକାର ସଂସ୍ଥା ପକ୍ଷରୁ ନିଯୁକ୍ତ ଏକ ଟିମ୍‌ ଶୁକ୍ରବାର ସ୍ପଷ୍ଟ କରିଛି। ମାନବାଧିକାର ପରିଷଦର ‘କମିଶନ…

ୟୁଏନଜିଏରେ ପାକିସ୍ତାନ ପୁଣି ଓଗାଳିଲା କଶ୍ମୀର ରାଗ, କହିଲା ଯୁଦ୍ଧ କୌଣସି ବିକଳ୍ପ ନୁହେଁ, କଥାବର୍ତ୍ତାରେ ହେବ ସମାଧାନ

ନ୍ୟୁୟର୍କ,୨୪ ।୯: ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଭାରତ ସମେତ ଆମେ ସମସ୍ତ ପଡୋଶୀ ଦେଶ ସହିତ ଶାନ୍ତି ଚାହୁଁଛୁ । ଶେହବାଜ ଶରିଫ କହିଛନ୍ତି, ମୁଁ…

କାବୁଲରେ ପୁଣି ବିସ୍ଫୋରଣ

କାବୁଲ,୨୩।୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବିସ୍ଫୋରଣ ଘଟିଛି। ୱାଜିର ମହମ୍ମଦ ଆକବର ଖାନ ମସ୍‌ଜିଦ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହି ଶକ୍ତିଶାଳୀ ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆକାଶ ଉପରକୁ ଧୂଆଁମାନ ଦେଖାଯାଇଥିଲା।…

ୟୁକ୍ରେନ ଦଖଲ ପାଇଁ ରୁଷିଆର ନୂଆ ଚାଲ୍‌

ମସ୍କୋ,୨୩।୯: ଅସ୍ତ୍ରଶସ୍ତ୍ର ଆଧାରରେ ୟୁକ୍ରେନକୁ କାବୁ କରିବାକୁ ସମସ୍ତ ଚେଷ୍ଟା ବିଫଳ ହେବା ପରେ ରୁଷିଆ ବର୍ତ୍ତମାନ ଏକ ନୂଆ କୌଶଳ ଆପଣାଇବାକୁ ଚେଷ୍ଟା କରିବାକୁ ଯାଉଛି। ୟୁକ୍ରେନ ଅଧିକୃତ ଅଞ୍ଚଳରେ ରୁଷିଆ ଜନମତ ସଂଗ୍ରହ ଆରମ୍ଭ କରିଛି। ରୁଷିଆ ଅଧିକାରୀଙ୍କ…

ଭାରତ-ପାକିସ୍ତାନ ସମ୍ପର୍କରେ କୌଣସି ଉନ୍ନତି ସମ୍ଭାବନା ନାହିଁ: ବିଲାଓ୍ବାଲା ଭୁଟ୍ଟୋ

ନ୍ୟୁୟର୍କ,୨୩।୯: ବନ୍ୟା ଯୋଗୁ ପାକିସ୍ତାନ ସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ଦେଶ ଆର୍ଥିକ ଭାବେ ଦୁର୍ବଳ ମଧ୍ୟ ହୋଇପଡିଛି। କିନ୍ତୁ ପାକିସ୍ତାନର ନେତାମାନେ ନିଜ ଦେଶର ସ୍ଥିତି ପରଖିବା ପରିବର୍ତ୍ତେ କଶ୍ମୀରକୁ ସବୁଠାରୁ ବଡ ପ୍ରସଙ୍ଗ ଭାବରେ ଦେଖନ୍ତି। ବର୍ତ୍ତମାନ ପାକିସ୍ତାନର…

ହିଜାବ ପିନ୍ଧିବାକୁ ମନାକଲେ ମହିଳା ନ୍ୟୁଜ ଆଙ୍କର, ଆମେରିକାରେ ହୋଇପାରିଲାନି ଇରାନ ରାଷ୍ଟ୍ରପତିଙ୍କ ସାକ୍ଷାତ୍‌କାର କାର୍ଯ୍ୟକ୍ରମ

ନ୍ୟୁୟର୍କ,୨୩ ।୯: ଇରାନରେ ହିଜାବ ପିନ୍ଧିବାକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଆମେରିକାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ଇରାନ ରାଷ୍ଟ୍ରପତିଙ୍କ ଇଣ୍ଟରଭ୍ୟୁ ନେବାକୁ ଆମେରିକାର ଜଣେ ମହିଳା ନ୍ୟୁଜ ଆଙ୍କର ସମସ୍ତ ପ୍ରସ୍ତୁତି…

ମେକ୍ସିକୋ ବାରରେ ଫାୟରିଂ, ୧୦ ମୃତ

ମେକ୍ସିକୋ ସିଟି,୨୩ ।୯: ମେକ୍ସିକୋର ଏକ ବାରରେ ଜଣେ ଅଜ୍ଞାତ ବନ୍ଧୁକ ଧାରୀ ଆଖିବୁଜା ଗୁଳିଚାଳନା କରିବାରୁ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି…

ଶେଷ ହୋଇନାହିଁ ମହାମାରୀ, ହେଲେ ଦେଖାଯାଉଛି ଏହାର ଅନ୍ତ: ଡବ୍ଲୁଏଚଓ ମୁଖ୍ୟ

ନ୍ୟୁୟର୍କ,୨୩ ।୯: କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ହେଲେ ଏହାର ଅନ୍ତ ଖୁବ୍ ନିକଟରୁ ଦେଖାଯାଉଛି । ନ୍ୟୁୟର୍କରେ ଆୟୋଜିତ ୟୁଏନଜିଏ ବୈଠକରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଅଧନୋମ ଘେବ୍ରେୟସସ କହିଛନ୍ତି ।…

ମୁକୁଳିଲେ ୩୦୦ ଯୁଦ୍ଧବନ୍ଦୀ

କିଭ୍‌/ମସ୍କୋ, ୨୩ା୯: ୟୁକ୍ରେନ୍‌ରେ ବଡ଼ ଧରଣର ଆକ୍ରମଣ ପାଇଁ ରୁଷିଆ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଉଭୟ ଦେଶ ଅପ୍ରତ୍ୟାଶିତ ଭାବେ ଦୁଇପଟୁ ୩୦୦ ଯୁଦ୍ଧ ବନ୍ଦୀଙ୍କୁ ମୁକୁଳାଇଛନ୍ତି। ଫେବୃୟାରୀ ୨୪ରେ ମସ୍କୋର କିଭ ଆକ୍ରମଣ ପରଠାରୁ ଏହା ବଡ଼ଧରଣର ଅଦଳବଦଳ। ସେମାନଙ୍କ…

ଟଙ୍କା ଟଳମଳ, ଡଲାର ସବଳ

ଓ୍ବାଶିଂଟନ/ମୁମ୍ବାଇ,୨୩ା୯: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଟଙ୍କା ଦିନକୁ ଦିନ ତଳକୁ ଖସିବାରେ ଲାଗିଥିବାରୁ ଭାରତର ଅର୍ଥନୀତିକୁ ଶକ୍ତ ଝଟ୍‌କା ଲାଗିଛି। ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଡଲାରରେ…

ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ବଡ଼ଧରଣର ଅଦଳବଦଳ

କିଭ୍‌/ମସ୍କୋ, ୨୨ା୯: ୟୁକ୍ରେନ୍‌ରେ ବଡ଼ ଧରଣର ଆକ୍ରମଣ ପାଇଁ ରୁଷିଆ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଉଭୟ ଦେଶ ଆଶ୍ଚର୍ଯ୍ୟଜନକ ଭାବେ ଦୁଇପଟୁ ୩୦୦ ଯୁଦ୍ଧ ବନ୍ଦୀଙ୍କୁ ମୁକୁଳାଇଛନ୍ତି। ଫେବୃୟାରୀ ୨୪ରେ ମସ୍କୋର କିଭ୍‌ ଆକ୍ରମଣ ପରଠାରୁ ଏହା ବଡ଼ଧରଣର ଅଦଳବଦଳ। ସେମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri