ଅନ୍ତର୍ଜାତୀୟ

ଶ୍ରୀଲଙ୍କାକୁ ଭାରତ ଦେଲା ୭୫ ଯାତ୍ରୀବାହୀ ବସ, ପଡୋଶୀ ଭାବେ ପୂର୍ବରୁ ବି କରିଛି ସାହାଯ୍ୟ

କଲମ୍ବୋ,୯ ।୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଏଥିରୁ ବାହାରିବାକୁ ଭାରତ ପୁଣିଥରେ ସହଯୋଗର ହାତ ବଢାଇଛି । ଯାତାୟତ ସମ୍ବନ୍ଧିତ ଢାଞ୍ଚାକୁ ମଜଭୁତ କରିବାକୁ ଭାରତ ଶ୍ରୀଲଙ୍କାକୁ ୭୫ଟି ଯାତ୍ରୀବାହୀ ବସ ଯୋଗାଇ ଦେଇଛି । ଶ୍ରୀଲଙ୍କାରେ…

ଇମ୍ରାନଙ୍କ ଦାବି ପିଟିଆଇକୁ ଦୁର୍ବଳ କରିବାକୁ ହେଉଥିବା ଷଡଯନ୍ତ୍ରରେ ପାକ ସେନା ସାମିଲ

ଇସଲାମାବାଦ,୯ ।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସେନାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ତାଙ୍କ ଦଳ ତହରିକ-ଏ-ଇନସାଫ(ପିଟିଆଇ)କୁ ଦୁର୍ବଳ କରିବାକୁ ସେନା ଷଡଯନ୍ତ୍ର କରୁଛି । ଫଳରେ ପାକିସ୍ତାନରେ ଦୁର୍ବଳ ସରକାର ହେବ । ମିଡିଆ ରିପୋର୍ଟ…

ନାଇଜେରିଆ ଇଦୋର ରେଲୱେ ଷ୍ଟେଶନରୁ ୩୦ ଲୋକଙ୍କୁ ଅପହରଣ କଲେ ବନ୍ଧୁକଧାରୀ

ଅବୁଜା,୯ ।୧: ନାଇଜେରିଆର ଦକ୍ଷିଣ ଭାଗରେ ଇଦୋରେ ଅଜ୍ଞାତ ବନ୍ଧୁକଧାରୀମାନେ ଏକ ରେଳୱେ ଷ୍ଟେଶନ ଉପରେ ଆକ୍ରମଣ କରିଛନ୍ତି । ସେଠାରୁ ସେମାନେ ଅତିକମରେ ୩୨ ଜଣ ଲୋକଙ୍କୁ ଅପହରଣ କରିନେଇଥିବା ଜଣାପଡିଛି । ଅଧିକାରୀମାନେ କହିଛନ୍ତି ଏହି ଘଟଣା ଶନିବାର…

ଭାନୁଅତୁରେ ଭୂକମ୍ପ

ପୋର୍ଟ ଭିଲା,୮ ।୧: ଭାନୁଅତୁରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ଭୁକମ୍ପର କେନ୍ଦ୍ରସ୍ଥଳ ପୋର୍ଟ ଓଲରି ଉପକୂଳ ରହିଥିଲା । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଥିଲା । ପ୍ରଶାନ୍ତ…

କାଲିଫର୍ନିଆରେ ପ୍ରବଳ ଝଡ଼ବର୍ଷା ଆଶଙ୍କା

ଓ୍ବାଶିଂଟନ,୮ା୧: କାଲିଫର୍ନିଆରେ ପ୍ରବଳ ଝଡ଼ବର୍ଷା ଯୋଗୁ ହଜାର ହଜାର ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡ଼ିବ। ସୋମବାର ପ୍ରବଳ ଝଡ଼ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିସହ ବୁଧବାର ପର୍ଯ୍ୟନ୍ତ ୧ରୁ ୧୨ ଇଞ୍ଚ ବର୍ଷା ହେବାର ଆଶଙ୍କା ରହିଛି। ଉତ୍ତର…

୨ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା: ଚାଲିଗଲା ୩୮ ଜୀବନ

ଡାକର,୮।୧: କେନ୍ଦ୍ରୀୟ ସେନେଗାଲର କାଫ୍ରିନ ନିକଟରେ ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଧକ୍କାରେ ପ୍ରାୟ ୩୮ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ମୋଟ ୮୭ ଜଣ ଆହତ ହୋଇଛନ୍ତି।

ଦକ୍ଷିଣ-ପୂର୍ବ ଏସିଆରେ କର୍ମଚାରୀଙ୍କ କାର୍ଯ୍ୟ ସମୟ ଅଧିକ, ଆମେରିକା-ୟୁରୋପରେ ସ୍ଥିତିରେ ସୁଧାର: ଆଇଏଲଓ ରିପୋର୍ଟ…

ଜେନେଭା,୮।୧ : ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ସପ୍ତାହରେ ହାରାହାରି କାର୍ଯ୍ୟ ସମୟ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଏବଂ ପୂର୍ବ ଏସିଆରେ କର୍ମଚାରୀଙ୍କ କାର୍ଯ୍ୟ ସମୟ ସର୍ବାଧିକ। ଉତ୍ତର ଆମେରିକା, ୟୁରୋପ ଏବଂ ମଧ୍ୟ…

ରାସାୟନିକ ଆକ୍ରମଣ ଷଡ଼ଯନ୍ତ୍ର: ଜର୍ମାନୀରେ ଇରାନୀ ନାଗରିକ ଗିରଫ…

ବର୍ଲିନ,୮।୧ : ଜର୍ମାନୀର ପୋଲିସ ଇରାନର ଜଣେ ନାଗରିକଙ୍କୁ ଗିରଫ କରିଛି। ପୋଲିସ ଅଭିଯୋଗ କରିଛି ଯେ ଅଭିଯୁକ୍ତ ଜଣକ ଏକ ବଡ ରାସାୟନିକ ଆକ୍ରମଣ ଷଡ଼ଯନ୍ତ୍ର କରୁଥିଲେ। ଅଭିଯୁକ୍ତଙ୍କୁ ଜର୍ମାନୀର ଡର୍ଟମୁଣ୍ଡର କାଷ୍ଟ୍ରୋପ ରୋକ୍ସେଲ ସହରରେ ହୋଇଥିଲା। ଏହି ମାମଲାରେ…

ଆତ୍ମଜୀବନୀରେ ଭାଇ ୱିଲିୟମଙ୍କ ସହିତ ପିତା ଚାଲର୍‌ସଙ୍କୁ ବି ଟାର୍ଗେଟ…

ଲଣ୍ଡନ,୮।୧ : ଜାନୁଆରୀ ୧୦ ରେ ପ୍ରକାଶିତ ହେବାକୁ ଥିବା ତାଙ୍କ ଆତ୍ମଜୀବନୀ ‘ସ୍ପେୟାର’ରେ ପ୍ରିନ୍ସ ହ୍ୟାରି ତାଙ୍କ ବ୍ୟକ୍ତିଗତ ଜୀବନର ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି। ସେ ତାଙ୍କ ବଡ଼ ଭାଇ ପ୍ରିନ୍ସ ୱିଲିୟମଙ୍କ ବିରୋଧରେ ଅନେକ…

ହ୍ୟାରିଙ୍କ ପ୍ରସଙ୍ଗରେ ଜବାବ ଦେବାକୁ ରାଜପରିବାର ସ୍ଥାପନ କଲା ଭର୍ଚୁଆଲ ଓ୍ବାର ରୁମ୍‌: ଆତ୍ମଜୀବନୀ ଉପରେ ରୋକ ଲାଗିବା ଯୋଜନା…

ଲଣ୍ଡନ,୮।୧ : ବ୍ରିଟେନ ରାଜ ପରିବାରରେ ଏବେ ସଙ୍କଟ ଲାଗି ରହିଛି। ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ସ୍ପେୟାର ନେଇ ଏଭଳି ସ୍ଥିିତି ସୃଷ୍ଟି ହୋଇଛି। ଏହା ରାଜପରିବାରର ଗୁମରକୁ ବାହାରେ ପକାଇଛି। ସେ ରାଜ ପରିବାର ସଦସ୍ୟ ଭାବରେ ଜୀବନରେ ସମ୍ମୁଖୀନ…

ପାକିସ୍ତାନକୁ ଆଇଏମଏଫ ପକ୍ଷରୁ ଝଟକା: ଶେହବାଜଙ୍କ ଦାବିକୁ ଖଣ୍ଡନ…

ଇସଲାମାବାଦ,୮।୧ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରବିବାର କହିଛି ଯେ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ବାର୍ତ୍ତାଳାପ ପ୍ରଧାନମନ୍ତ୍ରୀ ଶାହାବାଜଙ୍କ ଅନୁରୋଧ କ୍ରମେ ହୋଇଛି ଏବଂ ଆଇଏମଏଫ ଏମଡିଙ୍କ ଫୋନ କଲ…

ହ୍ୟାରିଙ୍କ ଆତ୍ମଜୀବନୀ ଉପରେ ମନ୍ତବ୍ୟ ଦେବାକୁ ମନା କଲେ ଋଷି ସୁନକ…

ଲଣ୍ଡନ,୮।୧ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ନେଇ ଜାରି ରହିଥିବା ବିବାଦ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଆଫଗାନିସ୍ତାନରେ ହ୍ୟାରିଙ୍କ ନିୟୋଜନ ସହ ଜଡିତ ଦାବି ଉପରେ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri