ଡଙ୍ଗା ଓଲଟି ୭୬ ଜଣଙ୍କ ମୃତ୍ୟୁ…
ଆବୁଜା,୧୦।୧୦ : ନାଇଜେରିଆର ଆନମ୍ବ୍ରା ସହରରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୭୬ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଡଙ୍ଗାରେ ସମୁଦାୟ ୮୫ ଜଣ ଥିଲେ। ବନ୍ୟା ଜଳ ସ୍ରୋତ ନିୟନ୍ତ୍ରଣ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ନାଇଜେରିଆ ରାଷ୍ଟ୍ରପତି…
କ୍ରିମିଆ ବ୍ରିଜ ବିସ୍ଫୋରଣକୁ ୟୁକ୍ରେନର ଗୁଇନ୍ଦା ସେବା କହିବା ସହ ଏହାକୁ ନିନ୍ଦା କରିଛନ୍ତି ପୁଟିନ
ମସ୍କୋ,୧୦ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ଏକ ଭୟଙ୍କର ପରିସ୍ଥିତିରେ ପହଞ୍ଚିଛି । ଏବେ ରୁଷିଆ ସେନା ଲାଗାତାର କ୍ଷତିର ସାମ୍ନା କରି ଚାଲିଛନ୍ତି । ଶନିବାର ରୁଷିଆ ଓ କ୍ରିମିଆକୁ ଯୋଡୁଥିବା ପୋଲ ଉପରେ ଥିବା ଏକ ଟ୍ରକରେ ରଖାଯାଇଥିବା…
ପରମାଣୁ ପରୀକ୍ଷଣ ନିରିକ୍ଷଣ କରିବାକୁ ପହଞ୍ଚିଲେ କିମ, ଫଟୋ ଜାରି କଲା ଉତ୍ତର କୋରିଆ
ସିୟୋଲ,୧୦ ।୧୦: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ତାଙ୍କ ପୁରୁଣା ଅଭ୍ୟାସରେ ପରିବର୍ତ୍ତନ କରିପାରୁ ନାହାନ୍ତି । ଦକ୍ଷିଣ କୋରିଆ, ଆମେରିକା ଭଳି ଦେଶ ଚେତାବନୀ ଦେବା ପରେ ବି ସେ ଲଗାତାର ମଶାଇଲ ପରୀକ୍ଷଣ କରି…
ସ୍ପେସ୍ଓ୍ବାକ୍ କରିବେ ଟମ୍ କ୍ରୁଶ୍
ଓ୍ବାଶିଂଟନ୍, ୧୦ା୧୦: ପୃଥିବୀରେ ଅନେକ ରିଅଲ୍ ଷ୍ଟଣ୍ଟ୍ ଦେଖାଇସାରିଥିବା ହଲିଉଡ୍ ଷ୍ଟାର ଟମ୍ କ୍ରୁଶ୍ (୬୦) ଏବେ ତାଙ୍କ ପ୍ରଶଂସକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ନିଜ ଆକ୍ସନ ପାଇଁ ପ୍ରସିଦ୍ଧ ଏହି ଅଭନେତା ନିଜ ଆଗାମୀ ଫିଲ୍ମ ପାଇଁ ଅର୍ନ୍ତଜାତୀୟ…
ଜାପୋରିଝିଆରେ ରକେଟ୍ ମାଡ଼: ୧୭ ମୃତ
ଜାପୋରିଝିଆ, ୧୦ା୧୦: ରୁଷିଆକୁ କ୍ରିମିଆ ଉପଦ୍ୱୀପ ସହ ଯୋଡ଼ୁଥିବା ୟୁରୋପର ଦୀର୍ଘତମ କେରଚ୍ ବ୍ରିଜ୍ ଶନିବାର ବିସ୍ଫୋରଣରେ କ୍ଷତିଗ୍ରସ୍ତ ହେବା ପରେ ମସ୍କୋ ୟୁକ୍ରେନ୍ର ଜାପୋରିଝିଆ ସହର ଉପରେ ରକେଟ ମାଡ଼ କରିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଜାପୋରିଝିଆକୁ…
‘ମୋ ସ୍ତ୍ରୀଙ୍କୁ ମାରନାହିଁ, ସେ ଗର୍ଭବତୀ’
ତେହରାନ,୧୦ା୧୦: ଇରାନର ରଫସାନଜାନ୍ ସହରରେ ଜଣେ ବ୍ୟକ୍ତି ପୋଲିସ ବର୍ବରତାରୁ ନିଜ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଚିତ୍କାର କରୁଛନ୍ତି, ମୋ ସ୍ତ୍ରୀଙ୍କୁ ମାରନାହିଁ, ସେ ଗର୍ଭବତୀ ଅଛନ୍ତି। ରାଜଧାନୀ ତେହରାନସ୍ଥିତ ଏକ ହାଇସ୍କୁଲରେ ସୁରକ୍ଷା ବଳ ଛାତ୍ରୀମାନଙ୍କ ଉପରେ ଦମନଲୀଳା…
ଆଖିରୁ ଜଣାପଡ଼ିବ ହୃଦ୍ଘାତ ଆଶଙ୍କା
ଲଣ୍ଡନ, ୧୦ା୧୦: ବିଶ୍ୱରେ ହୃଦ୍ଘାତଜନିତ ମୃତ୍ୟୁସଂଖ୍ୟା ଉଦ୍ବେଗଜନକ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ଅନୁସାରେ ପ୍ରତିବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକଙ୍କ ହୃଦ୍ଘାତରେ ମୃତ୍ୟୁ ଘଟୁଛି। ଭାରତରେ ଯୁବବର୍ଗଙ୍କଠାରେ ଏଭଳି ସ୍ବାସ୍ଥ୍ୟସଙ୍କଟ ଚିନ୍ତାର କାରଣ ପାଲଟିଥିବାବେଳେ…
ମଧ୍ୟ ଭେନେଜୁଏଲାରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ୨୨ ମୃତ ୫୦ରୁ ଊର୍ଦ୍ଧ୍ୱ; ନିଖୋଜ
କାରାକାସ,୧୦ ।୧୦: ଦକ୍ଷିଣ ଆମେରିକା ଦେଶ ଭେନେଜୁଏଲାରେ ବର୍ଷା ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି । କିଛିଦିନ ହେବ ସେଠାରେ ବର୍ଷା ଲାଗି ରହିଛି । ଇତିମଧ୍ୟରେ ମଧ୍ୟ ଭେନେଜୁଏଲାରେ ପ୍ରବଳ ବର୍ଷା ହୋଗୁ ଭୂସ୍ଖଳନ ହୋଇଛି । ବନ୍ୟା ବି…
କେରଚ୍ ବ୍ରିଜ୍ ବିସ୍ଫୋରଣ ପରେ ରୁଷିଆର ରକେଟ୍ ମାଡ଼: ୧୭ ମୃତ
ଜାପୋରିଝିଆ,୯ା୧୦: ରୁଷିଆକୁ କ୍ରିମିଆ ଉପଦ୍ୱୀପ ସହ ଯୋଡ଼ୁଥିବା ୟୁରୋପର ଦୀର୍ଘତମ କେରଚ୍ ବ୍ରିଜ୍ ଶନିବାର ବିସ୍ଫୋରଣରେ କ୍ଷତିଗ୍ରସ୍ତ ହେବା ପରେ ମସ୍କୋ ୟୁକ୍ରେନ୍ର ଜାପୋରିଝିଆ ସହର ଉପରେ ରକେଟ୍ ମାଡ଼ କରିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଜାପୋରିଝିଆକୁ…
ଛାତ ଭୁଶୁଡ଼ି ଗୋଟିଏ ପରିବାରର ୯ ମୃତ
ଇସ୍ଲାମାବାଦ,୯।୧୦: ପାକିସ୍ତାନର ଗିଲ୍ଗିଟ ଅଧୀନ ଚିଲାସ ସହରରେ ରବିବାର ଏକ ଅଘଟଣ ଘଟିଛି। ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ ଓ୍ବେଟରଙ୍କ ସ୍ତ୍ରୀ,…
ରୁଷିଆକୁ ଡରୁଛି ଜର୍ମାନୀ
ବର୍ଲିନ,୯ା୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ୟୁରୋପକୁ ଏକ ଶକ୍ତି ସଙ୍କଟର ଆହ୍ବାନ ଦେଇଥିବାବେଳେ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏହି କାରଣରୁ ନାଟୋ ସଦସ୍ୟ ଜର୍ମାନୀ କହିଛି, ଏହି ସାମରିକ ସହଯୋଗୀ ଦଳ ଆଗକୁ ଯାଇ ଅନ୍ୟ…
ଚାଇନା-ତାଇଓ୍ବାନ୍ ବିବାଦର ସମାଧାନ ପାଇଁ ପରାମର୍ଶ ଦେଇ ଫସିଲେ ଏଲନ ମସ୍କ
ନ୍ୟୁୟର୍କ,୯।୧୦: ଚାଇନା-ତାଇଓ୍ବାନ୍ ମଧ୍ୟରେ ବିବାଦର ସମାଧାନ ପାଇଁ ଟେସଲା ସିଇଓ ଏଲନ ମସ୍କ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ତାଇୱାନକୁ ଚାଇନାର ଏକ ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳ କରାଯାଇପାରେ। ତାଇୱାନର କିଛି ଅଂଶ ଚାଇନାକୁ ହସ୍ତାନ୍ତର କରାଯାଇପାରିବ, ଯାହା ସେମାନଙ୍କ…
Archives


