ଅନ୍ତର୍ଜାତୀୟ

ଇଣ୍ଡୋନେସିଆରେ ଛୋଟପିଲାଙ୍କ ସମସ୍ତ ସିରପ୍‌ ଉପରେ ପ୍ରତିବନ୍ଧକ…

ଜାକର୍ତ୍ତା,୨୦।୧୦ : ଇଣ୍ଡୋନେସିଆ ସରକାର ଦେଶରେ ଉପଲବ୍ଧ ଥିବା ଛୋଟପିଲାଙ୍କ ସମସ୍ତ ସିରପ୍‌ ଏବଂ ସମସ୍ତ ତରଳ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ କିଛି ମାସ ମଧ୍ୟରେ ୯୯ ଶିଶୁଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ମିଡିଆ…

ଚିକେନ୍‌ ବିରିୟାନୀ ପସନ୍ଦ ନ ଆସିବାରୁ ରେଷ୍ଟୁରାଣ୍ଟରେ ନିଆଁ ଲଗାଇଦେଲେ ବ୍ୟକ୍ତି

ନ୍ୟୁୟର୍କ,୨୦।୧୦: ଆମେରିକାର ନ୍ୟୁୟର୍କରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଚିକେନ ବିରିୟାନି ପସନ୍ଦ ନ ଆସିବାରୁ ସେ ରେଷ୍ଟୁରାଣ୍ଟରେ ନିଆଁ ଲଗାଇଦେଇଛନ୍ତି। ଏହି ଘଟଣା କୁଇନ୍ସ ଅଞ୍ଚଳରେ ଘଟିଛି। ସୂଚନା ପାଇବା ପରେ ପୋଲିସ ଅଭିଯୁକ୍ତ…

ପୁଟିନ ମୋ ପାଖକୁ ପଠାଇଛନ୍ତି ୨୦ ବୋତଲ ଭୋଡ୍‌କା, ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଭାଇରାଲ…

ମସ୍କୋ/ରୋମ୍‌,୨୦।୧୦ : ସମ୍ପ୍ରତି ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲସକୋନିଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ବନ୍ଧୁତା କେତେ ଗଭୀର ତାହା କହିବାକୁ ଚେଷ୍ଟା କରୁଛନ୍ତି। ୟୁକ୍ରେନ-ରୁଷିଆ ଯୁଦ୍ଧ…

ରୁଷିଆ ବି ମାନିଲା ପିଓକେ ଭାରତର ଅଂଶ

ମସ୍କୋ,୨୦।୧୦: ଶେଷରେ ରୁଷିଆ ମଧ୍ୟ ଜମ୍ମୁ କଶ୍ମୀର, ଲଦାଖ ଏବଂ ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସ୍ବୀକୃତି ଦେଇଛି। ରୁଷିଆ ସରକାର ଜାରି କରିଥିବା ଏସସିଓ ସଦସ୍ୟ ଦେଶ ମାନଚିତ୍ର ଏହା ପ୍ରମାଣ କରିଛି। ପ୍ରକାଶିତ ମାନଚିତ୍ରରେ…

ନଭେମ୍ବରରେ ଶାହବାଜଙ୍କ ଚାଇନା ଗସ୍ତ,ଋଣ ପରିଶୋଧ କୋହଳ ପାଇଁ ଅନୁରୋଧ କରିବ ପାକିସ୍ତାନ…

ଇସଲାମାବାଦ,୨୦।୧୦ : ନଭେମ୍ବରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଚାଇନା ଗସ୍ତ କରିବେ। ପାକିସ୍ତାନ ସରକାରର ମନ୍ତ୍ରୀ ଅହସାନ ଇକବାଲ ଇସଲାମାବାଦରେ ଗଣମାଧ୍ୟମକୁ ସୂଚନା ଦେଇ ଏହି ଗସ୍ତ ସମ୍ପର୍କରେ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ମାସ ନଭେମ୍ବରରେ…

ବଳାତ୍କାର ଅଭିଯୋଗ ଆଣିଥିବା ଲେଖିକାଙ୍କ ବିରୋଧରେ ସାକ୍ଷ୍ୟ ଦେଲେ ଟ୍ରମ୍ପ…

ଓ୍ବାଶିଂଟନ,୨୦।୧୦ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖକ ଇ. ଜାନ କାରୋଲଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି। ତାଙ୍କ ଦ୍ୱାରା ଅଣାଯାଇଥିବା ବଳାତ୍କାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କାରୋଲ ଅଭିଯୋଗ କରିଥିଲେ ଯେ ଟ୍ରମ୍ପ ୧୯୯୬ ମସିହାର ପ୍ରାରମ୍ଭରେ ତାଙ୍କୁ…

ଆମେରିକା ଦେବ ୧୫ ନିୟୁତ ବ୍ୟାରେଲ ରିଜର୍ଭ ତୈଳ

ଓ୍ବାଶିଂଟନ୍‌, ୨୦ା୧୦: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ଗଚ୍ଛିତ ରଖିଥିବା ଅଏଲ ରିଜର୍ଭରୁ ୧୫ ନିୟୁତ ବ୍ୟାରେଲ ମାର୍କେଟକୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛି। ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ରିଜର୍ଭ ତୈଳ…

ୟୁକ୍ରେନ୍‌ର ୪ ଅଞ୍ଚଳରେ ମାର୍ଶଲ ଲ

ମସ୍କୋ/କିଭ୍‌,୨୦ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବେଆଇନ ଭାବେ ଦଖଲ କରିଥିବା ୪ ୟୁକ୍ରେନୀୟ ଅଞ୍ଚଳରେ ବୁଧବାର ସ୍ଥାନୀୟ ଆଇନକୁ ଶେଷକରି ସାମରିକ ଶାସନ ଜାରି କରିଛନ୍ତି। ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରୋଝିଆରେ ଗଣଭୋଟ କରାଯିବା ପରେ ନିକଟରେ ରୁଷିଆ…

ତରଳୁଥିବା ହିମବାହରୁ ମହାମାରୀ ଆଶଙ୍କା

ଓଟ୍ଟାଓ୍ବା,୨୦ା୧୦: କୋଭିଡ୍‌-୧୯ ପରେ ବିଶ୍ୱରେ ପରବର୍ତ୍ତୀ ସଂକ୍ରାମକ ମହାମାରୀ ବାଦୁଡ଼ି କିମ୍ବା ଅନ୍ୟ କୌଣସି ପକ୍ଷୀଠାରୁ ନୁହେଁ, ବରଂ ଗ୍ଲେସିୟର (ହିମବାହ) ତରଳିବାଠୁ ଆସିପାରେ। ଗ୍ଲେସିୟର ମଧ୍ୟରେ ବହୁ ପୁରୁଣା ଭୂତାଣୁ ଲୁଚି ରହିଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ହିମବାହ ତରଳିଲେ…

ଆମେରିକା ଭାରତକୁ ଫେରାଇଲା ୩୦୭ ପ୍ରାଚୀନ ବସ୍ତୁ

ନ୍ୟୁୟର୍କ,୧୯ା୧୦: ଭାରତରୁ ଚୋରି ହୋଇଥିବା ଐତିହ୍ୟ ବର୍ତ୍ତମାନ ଦେଶକୁ ଫେରି ଆସିଛି। ଲୁଟେରାଙ୍କ ଦ୍ୱାରା ଏହି ଚୋରି ସାମଗ୍ରୀ ଆମେରିକାରେ ପହଞ୍ଚିଥିଲା। ୧୫ ବର୍ଷର ଅନୁସନ୍ଧାନ ପରେ, ଆମେରିକା ଶେଷରେ ଭାରତକୁ ୩୦୭ ପୁରାତନ ସାମଗ୍ରୀ ଫେରାଇ ଦେଇଛି। ଏହି ଜିନିଷଗୁଡ଼ିକର…

ରାଜକୁମାରୀ ଡାଏନା-କିଙ୍ଗ୍‌ ଚାଲର୍‌ସଙ୍କ ବିବାହ କେକ୍‌ ନିଲାମ ହେବ

ଲଣ୍ଡନ,୧୯ା୧୦: ରାଜକୁମାରୀ ଡାଏନା ଏବଂ କିଙ୍ଗ ଚାଲର୍‌ସଙ୍କ ବିବାହ ଏକ ନିଲାମ ହେବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୧୯୮୧ ମସିହାରେ ଏହି ରାଜକୀୟ ବିବାହରେ ୩୦୦୦ରୁ ଅଧିକ ଅତିଥି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଗେଲ ରିକେଟ୍ସ ଥିଲେ।…

ଥରିଲା ନେପାଳ

କାଠମାଣ୍ଡୁ,୧୯।୧୦: ନେପାଳରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, କାଠମାଣ୍ଡୁ ଠାରୁ ୫୩ କିଲୋମିଟର ପୂର୍ବରେ ପୃଥିବୀ ଏହି ଭୂକମ୍ପ ସୃଷ୍ଟି ହୋଇଛି। ଅପରାହ୍ନ ୨.୫୨ ମିନିଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri