ଅନ୍ତର୍ଜାତୀୟ

ବ୍ରିଟେନରେ ଋଷି ରାଜ୍‌…

ଲଣ୍ଡନ,୨୫।୧୦ : ଋଷି ସୁନକ ଆନୁଷ୍ଠାନିକ ଭାବରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସୁନକ ଲଣ୍ଡନର ବକିଙ୍ଗହମ ପ୍ୟାଲେସରେ କିଙ୍ଗ ଚାଲର୍‌ସ ତୃତୀୟଙ୍କୁ ଭେଟିଥିଲେ। ଏହା ପରେ ଚାଲର୍‌ସ ସୁନକଙ୍କୁ ସରକାର ଗଠନ କରିବାକୁ କହିଥିଲେ। ଚାଲର୍‌ସଙ୍କ ଦ୍ୱାରା ସରକାର ଗଠନ କରିବାକୁ…

ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ : ୭ ବର୍ଷର ରାଜନୈତିକ ଯାତ୍ରା…

ଲଣ୍ଡନ,୨୫।୧୦ : ଋଷି ସୁନକ ନିଜର ୭ ବର୍ଷର ରାଜନୈତିକ ଯାତ୍ରା ମଧ୍ୟରେ ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର ସାଉଥମ୍ପଟନରେ ଏକ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ପଞ୍ଜାବର ଥିଲେ। ଜଣେ…

ଆଜି ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ଋଷି ସୁନକ

ଲଣ୍ଡନ,୨୫।୧୦: ବିଟ୍ରେନର ପ୍ରଧାନମନ୍ତ୍ରୀ ଭାବେ ମଙ୍ଗଳବାର ଦାୟିତ୍ୱ ନେବେ ଋଷି ସୁନକ। ପ୍ରଥମ ଭାରତୀୟ ବଂଶୋଦ୍‌ଭବ ଭାବେ ବିଟ୍ରେନର ମଙ୍ଗ ଧରିବେ ସୁନକ। ଏହା ପୂର୍ବରୁ ବିଟ୍ରେନ ରାଜା କିଙ୍ଗ୍‌ ଜାର୍ଲସ ତୃତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଋଷି ସୁନକଙ୍କୁ…

ବାଂଲାଦେଶରେ ସ୍ଥଳଭାଗ ଛୁଇ ତାଣ୍ଡବ ରଚିଲା ସିତ୍ରାଙ୍ଗ

ଢାକା,୨୫।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ମଙ୍ଗଳବାର ଭୋରରେ ବାଂଲାଦେଶର ଭାଲା ନିକଟ ବାରିଶାଲ-ଚାଟୋଗ୍ରାମ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ବାତ୍ୟା ଯୋଗୁ ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ ବର୍ଷା ହୋଇଛି। ବାତ୍ୟାରେ…

କ୍ରିକେଟ ପ୍ରେମୀ ସୁନକ

ଲଣ୍ଡନ,୨୫ ।୧୦: ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ୪୨ ବର୍ଷୀୟ ଋଷି ସୁନକ କ୍ରିକେଟ ଖେଳିବାକୁ ଓ ମନ୍ଦିର ଯିବାକୁ ପସନ୍ଦ କରନ୍ତି । ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବ୍ରିଟେନର…

ହ୍ୱାଇଟ ହାଉସରେ ଦୀପାବଳି ପାଳିଲେ ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ

ୱାଶିଂଟନ,୨୫ ।୧୦: ଆଲୋକର ପର୍ବ ଦୀପାବଳି ସୋମବାର କେବଳ ଭାରତ କାହିଁକି ସାରା ବିଶ୍ୱରେ ପାଳନ କରାଯାଇଥିବା ଦେଖାଯାଇଛି । ଆମେରିକାର ହ୍ୱାଇଟ ହାଉସରେ ପାଳନ କରାଯାଇଥିବା ଦୀପାବଳିକୁ ନେଇ ବିଶେଷ ଚର୍ଚ୍ଚା ହୋଇଛି । ଏବେ ପର୍ଯ୍ୟନ୍ତ ହ୍ୱାଇଟ ହାଉସରେ…

ପରିବର୍ତ୍ତନ ହେବ ବ୍ରିଟେନ-ଭାରତ ସମ୍ପର୍କ: ଋଷି ସୁନକ

ଲଣ୍ଡନ,୨୫।୧୦: ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି। ଏହି ଅବସରରେ ସୁନକ କହିଛନ୍ତି, ସେ ବ୍ରିଟେନ-ଭାରତ ସମ୍ପର୍କକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ମୁଁ ନିଶ୍ଚିତ କରିବାକୁ ଚାହୁଁଛି ଯେ, ବ୍ରିଟେନ୍‌ ଛାତ୍ରଙ୍କ ପାଇଁ ଭାରତ ଯାତ୍ରା ସହଜ…

ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୨୫ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆପଣଙ୍କ ସହ ବିଶ୍ୱର ଅନେକ ପ୍ରସଙ୍ଗକୁ ନେଇ କାମ କରବାକୁ ଉତ୍ସାହିତ…

ଆମେରିକାର ସେଣ୍ଟ ଲୁଇସ ହାଇ ସ୍କୁଲରେ ଗୁଳିକାଣ୍ଡ, ୨ ମୃତ

ମିସୌରି,୨୫ ।୧୦: ଆମେରିକାରେ ଗୁଳି ଫୁଟିବାର ମାମଲା ଥମିବାର ନାମ ନେଉନି । ସେଣ୍ଟ ଲୁଇସ ପୋଲିସ ନିର୍ଦ୍ଦେଶକ ମାଇକ ସୈକଙ୍କ ସୂଚନା ଅନୁସାରେ, ସେଣ୍ଟ ଲୁଇସ ହାଇସ୍କୁଲ, ମିସୌରିରେ ହୋଇଥିବା ଗୁଳିକାଣ୍ଡରେ ସୋମବାର ଅତିକମରେ ୨ ଜଣଙ୍କ ମୃତ୍ୟୁ ହୋଇଛି…

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଋଷି ସୁନକ: ୧୮୫ ଏମ୍‌ପିଙ୍କ ମିଳିଲା ସମର୍ଥନ

ଲଣ୍ଡନ,୨୪।୧୦: ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ପ୍ରଥମ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଇତିହାସ ରଚି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ। ସୋମବାର ଋଷି ସୁନକଙ୍କୁ ୧୮୦ରୁ ଊର୍ଦ୍ଧ୍ୱ ଏମ୍‌ପିଙ୍କ ସମର୍ଥନ ମିଳିଛି। ସେ ପୋନ୍ନି ମୋର୍ଡାଣ୍ଟଙ୍କୁ ମଧ୍ୟ…

ଇମ୍ରାନଙ୍କ ଆବେଦନ ଖାରଜ

ଇସଲାମାବାଦ,୨୪ା୧୦: ଇସଲାମାବାଦ ହାଇକୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ତୋଶଖାନା ମାମଲାରେ ଅଯୋଗ୍ୟ ଘୋଷଣାକୁ ତୁରନ୍ତ ସ୍ଥଗିତ ରଖିବା ଆବେଦନକୁ ସୋମବାର ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ପାକିସ୍ତାନର ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଅନ୍ୟ ଦେଶର ମୁଖ୍ୟ ତଥା…

ଉତ୍ତର କୋରିଆ-ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା ଚରମ ସୀମାରେ, ସାମୁଦ୍ରିକ ସୀମାରେ ମୁହାଁମୁହିଁ…

ପ୍ୟୋଙ୍ଗୟାଙ୍ଗ/ସିଓଲ,୨୪।୧୦ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ଉଭୟ ଦେଶ ସାମୁଦ୍ରିକ ସୀମାରେ ମୁହାଁମୁହିଁ ହୋଇ ପରସ୍ପରକୁ ଚେତାବନୀ ଦେଇଛନ୍ତି। ବିବାଦୀୟ ପଶ୍ଚିମ ସାମୁଦ୍ରିକ ସୀମାରେ ଉଭୟପକ୍ଷରୁ ଗୁଳି ବିନିମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri