ଆସନ୍ତା ସପ୍ତାହରେ ଚାଇନା ଯିବେ ଶେହବାଜ
ଇସଲାମାବାଦ,୨୬ା୧୦: ଆସନ୍ତା ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦୁଇ ଦିନିଆ ଚାଇନା ଗସ୍ତରେ ଯାଇ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ଭେଟିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୁଧବାର କହିଛି ଯେ, ଏହି ସମୟ ମଧ୍ୟରେ ସେ ରଣନୈତିକ ସହଯୋଗ ଏବଂ ସହଭାଗିତା…
ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ସୁନକ: ରୁଷିଆ କହିଲା…
ଲଣ୍ଡନ/କିଭ୍,୨୬।୧୦: ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଏହି ବାର୍ତ୍ତାଳାପରେ ସେ ୟୁକ୍ରେନର ଲୋକଙ୍କ ପାଇଁ ବ୍ରିଟେନର ଏକତା ଏବଂ ସମର୍ଥନ ବିଷୟରେ କହିଛନ୍ତି। ବୁଧବାର ଏନେଇ ସୁନକ ଟୁଇଟ କରି…
ହାତରେ ସୁରକ୍ଷା ସୂତା ବାନ୍ଧି ପ୍ରଥମ ଭାଷଣ ଦେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ
ଲଣ୍ଡନ,୨୬।୧୦: ଋଷି ସୁନାକ ବ୍ରିଟେନର ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିଛନ୍ତି। ଲିଜ୍ ଟ୍ରସଙ୍କ ଇସ୍ତଫା ପରେ କଞ୍ଜରବେଟିଭ୍ ପାର୍ଟିର ଏମ୍ପିମାନେ ଟୋରି ନେତୃତ୍ୱ ନିର୍ବାଚନରେ ଋଷି ସୁନକଙ୍କୁ ବହୁଳ ଭାବେ ସମର୍ଥନ ଜଣାଇ ନିଜର ନୂତନ ନେତା ବାଛିଥିଲେ।…
ଆମେରିକା ପାଇଲଟ ଚାଇନା ସୈନ୍ୟଙ୍କୁ ଦେଉଥିଲେ ତାଲିମ, ଅଷ୍ଟ୍ରେଲିଆରୁ ଗିରଫ…
ବେଜିଂ/ଓ୍ବାଶିଂଟନ,୨୬।୧୦ : ଚାଇନାରେ କାର୍ଯ୍ୟ କରୁଥିବା ଆମେରିକାର ଜଣେ ପୂର୍ବତନ ଯୁଦ୍ଧ ବିମାନ ପାଇଲଟଙ୍କୁ ଅଷ୍ଟ୍ରେଲିଆରୁ ଗିରଫ କରାଯାଇଛି। ଏହି ଆମେରିକୀୟ ପାଇଲଟ ଚାଇନାର ବାୟୁସେନା ପାଇଲଟମାନଙ୍କୁ ବିମାନ ପ୍ରଶିକ୍ଷକ ଭାବରେ ତାଲିମ ଦେଉଥିଲେ। ଆମେରିକାର ଅନୁରୋଧ କ୍ରମେ ଏହି ପୂର୍ବତନ…
ଜଳବାୟୁ ପରିବର୍ତ୍ତନ ଯୋଗୁ ଆସିବ ଭବିଷ୍ୟତରେ ନୂଆ ମହାମାରୀ…
ଓ୍ବାଶିଂଟନ,୨୬।୧୦ : ପରବର୍ତ୍ତୀ ମହାମାରୀ କୌଣସି ବାଦୁଡି କିମ୍ବା ପ୍ରାଣୀଙ୍କଠାରୁ ଆସି ନପାରେ। ଏହା ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନରୁ ଆସିବାର ଯଥେଷ୍ଟ ଆଶଙ୍କା ରହିଛି। ସମଗ୍ର ବିଶ୍ୱରେ ତରଳୁଥିବା ବରଫରୁ ନୂଆ ଭୂତାଣୁ ଆସିପାରେ ବୋଲି ପ୍ରାଣୀ ବିଜ୍ଞାନୀ ପତ୍ରିକା ‘ପ୍ରୋସିଡିଙ୍ଗସ…
କୁକୁର ରଖିବାକୁ ଅମଙ୍ଗ ହେଉଛନ୍ତି ଅଷ୍ଟ୍ରେଲିଆ ଲୋକେ, ବାହାରେ ଛାଡି ଦେଉଛନ୍ତି…
ମେଲବୋର୍ନ,୨୬।୧୦ : କରୋନା ମହାମାରୀ ଯୋଗୁୁ ଅଷ୍ଟ୍ରେଲିଆରେ ଅର୍ଥନୀତି ସଙ୍କଟ ଜନକ ହୋଇଛି। ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡିଛି। ସେମାନଙ୍କ ସମ୍ମୁଖରେ ଏବେ ସମସ୍ୟା ହେଉଛି କିଭଳି ପରିବାର ସଦସ୍ୟ ଏବଂ ଗୃହପାଳିତ ପ୍ରାଣୀମାନଙ୍କୁ ଖାଇବାକୁ ଦେବା। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲୀୟମାନେ…
ପୃଥିବୀକୁ କରୋନା ଟିକା ଯୋଗାଣରେ ଭାରତ ଆଗୁଆ, ସ୍ବୀକାର କଲା ଆମେରିକା…
ଓ୍ବାଶିଂଟନ,୨୬।୧୦ : କୋଭିଡ ମହାମାରୀ ସହ ଲଢ଼େଇ ସମୟରେ ଭାରତ ନିଜର ସାମର୍ଥ୍ୟକୁ ହୃଦୟଙ୍ଗମ କରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ପୃଥିବୀକୁ କରୋନା ଟିକା ଯୋଗାଣରେ ଅଗୁଆ ରହିଥିଲା। ଏହାକୁ ଆମେରିକା ସ୍ବୀକାର କରିଛି। ହ୍ବାଇଟ ହାଉସ ପକ୍ଷରୁ…
ବଦଳୁଛି ସ୍ଥିତି, ଇୟୁ ସାଂସଦଙ୍କୁ ସୂଚନା ପ୍ରଦାନ କଲେ ଜମ୍ମୁ-କଶ୍ମୀର ଆସିଥିବା ପ୍ରତିନିଧି ମଣ୍ଡଳ…
ବ୍ରସେଲ୍ସ,୨୬।୧୦: ଗତ ତିନିବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ୟୁରୋପୀୟ ୟୁନିଅନ (ଇୟୁ) ଏହି ଭାରତୀୟ ରାଜ୍ୟର ସ୍ଥିତିକୁ ନେଇ ଅନେକ ସମୟରେ ଉଦବେଗ ପ୍ରକାଶ କରିଆସୁଥିଲା। କିନ୍ତୁ ବର୍ତ୍ତମାନ ଏହା ବଦଳୁଥିବା ପରିସ୍ଥିତିରେ ମଧ୍ୟ ପ୍ରକାଶ ପାଇଛି।…
ଫଲ୍ସ ଫ୍ଲାଗ୍ ଆଟାକ୍ ଯୋଜନା କରୁଛି ରୁଷିଆ: ଜେଲେନ୍ସ୍କି
ମସ୍କୋ/କିଭ୍, ୨୬ା୧୦: ୟୁକ୍ରେନ୍ ଉପରେ ରୁଷିଆ ୮ମାସ ଧରି ଆକ୍ରମଣ ଜାରି ରଖିଥିବା ବେଳେ କିଭ୍ ରେଡିଓଆକ୍ଟିଭ୍ ବିକିରଣ ପାଇଁ ‘ଡାର୍ଟି ବମ୍ବ’ ବ୍ୟବହାର କରିପାରେ ବୋଲି ମସ୍କୋ ଅଭିଯୋଗ ଆଣିଛି। ଏହି ପ୍ରସଙ୍ଗକୁ ରୁଷିଆ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ…
ରୁଷିଆ ସହ ବୁଝାମଣା ପାଇଁ ବାଇଡେନ୍ଙ୍କୁ ଡେମୋକ୍ରାଟ୍ଙ୍କ ଚିଠି
ଓ୍ବାଶିଂଟନ୍, ୨୬।୧୦: ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ପାଇଁ ମସ୍କୋ ସହ ଓ୍ବାଶିଂଟନ୍ ବୁଝାମଣା କରୁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଡେମୋକ୍ରାଟିକ୍ ପାର୍ଟିର ୩୦ ଜଣ ହାଉସ୍ ମେମ୍ବର ତାଙ୍କୁ ଚିଠି ଲେଖିଛନ୍ତି। ସେମାନେ ରୁଷିଆର ଆକ୍ରମଣକୁ ବେଆଇନ…
ବାଂଲାଦେଶରେ ବାତ୍ୟା ସିତ୍ରାଙ୍ଗ୍ର ତାଣ୍ଡବ: ୧୬ ମୃତ
କୌକାଟା,୨୬ା୧୦: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ସିତ୍ରାଙ୍ଗ୍ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ୧୬ ଜଣଙ୍କ ଜୀବନ ନେଇଛି। ବାତ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସେମାନଙ୍କ ଘରୁ ନିରାପଦ ସ୍ଥାନକୁ ନିଆଯାଇଥିଲା। ବାତ୍ୟାରେ ବିଦ୍ୟୁତ୍ ବିଚ୍ଛିନ୍ନ କାରଣରୁ ୧୫…
ବିବାଦରେ ଋଷିଙ୍କ ସ୍ତ୍ରୀ ଅକ୍ଷତା: କୁଇନ୍ ଏଲିଜାବେଥ୍ଙ୍କଠାରୁ ଅଧିକ ସମ୍ପତ୍ତି…
ଲଣ୍ଡନ,୨୫।୧୦ : ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ଯେତେବେଳେ ସୁନକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ସେତେବେଳେ ତାଙ୍କ ସ୍ତ୍ରୀଙ୍କ ଆୟକୁ ନେଇ ବିବାଦ ଦେଖାଦେଇଥିଲା। ପ୍ରକୃତରେ ସୁନକଙ୍କ ସ୍ତ୍ରୀ…
Archives


