ଅନ୍ତର୍ଜାତୀୟ

‘ଭାରତ ଆମର ପ୍ରଥମ ବନ୍ଧୁ’

ମାଲେ,୨୯ା୯: ଭାରତ ପ୍ରତି ମୁହୂର୍ତ୍ତରେ ମାଳଦ୍ୱୀପକୁ ସହାୟତା ଯୋଗାଇ ଆସିଛି। ଏହି କଥାକୁ କେହି ବି ଅସ୍ବୀକାର କରିପାରିବେ ନାହିଁ। ୧୯୮୮ରେ ଅପରେଶନ କାକଟସ୍‌ଠାରୁ ଆରମ୍ଭ କରି କରୋନା ମହାମାରୀ ସମୟରେ କରୋନା ଟିକା ବିତରଣ ପର୍ଯ୍ୟନ୍ତ ଭାରତ ମାଳଦ୍ୱୀପକୁ...

ଜର୍ଜିଆରେ ୭.୦ ତୀବ୍ରତାଯୁକ୍ତ ଭୂକମ୍ପ…

ତିବିଲିସ, ୨୯।୯ : ଦକ୍ଷିଣ ଜର୍ଜିଆ ନିକଟରେ ଅବସ୍ଥିତ ଦକ୍ଷିଣ ସାଣ୍ଡୱିଚ ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ଗୁରୁବାର ସକାଳ ପ୍ରାୟ ୮ଟା ୩୩ରେ ରେ ଏଠାରେ ୭.୦ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଛି। ଭୂକମ୍ପର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର...

ଆମେରିକା ସ୍କୁଲରେ ଫୁଟିଲା ଗୁଳି, ଅନେକେ ଆହତ

କାଲିଫର୍ନିଆ,୨୯ ।୯: ଆମେରିକା ଏବେ ଦେଶରେ ଅସ୍ତ୍ରଶସ୍ତ୍ରର ଭୁଲ ବ୍ୟବହାରକୁ ନେଇ ଅଡୁଆରେ ପଡି ଯାଇଛି । କାଲିଫର୍ନିଆରେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଏଥର ସ୍କୁଲ ପିଲାମାନଙ୍କୁ ଟାର୍ଗେଟ କରାଯାଇଛି । ମିଳିଥିବା ସୂଚନା...

ଭିଜା ବିଳମ୍ବ ନେଇ ଜୟଶଙ୍କର-ବ୍ଲିଙ୍କନ ଆଲୋଚନା…

ଓ୍ବାଶିଂଟନ,୨୯।୯ : ଆମେରିକାରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିଭିନ୍ନ ପ୍ରସଙ୍ଗରେ ଥିଙ୍କ ଟ୍ୟାଙ୍କ ଏବଂ ରଣନୀତିକ ସମ୍ପ୍ରଦାୟ ସହ ଆଲୋଚନା କରିଛନ୍ତି। ଏହି ସୂଚନା ଭାରତରେ ଆମେରିକାର ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁ ଟୁଇଟ କରି ପ୍ରଦାନ କରିଛନ୍ତି।...

ହିଜାବ ବିରୋଧରେ ମଞ୍ଚରେ ଚୁଟି କାଟିଲେ ଗାୟିକା ମେଲେକ ମୋସୋ

ଇସ୍ତାନବୁଲ/ତେହେରାନ,୨୯ ।୯: ଇରାନରେ ଥମୁନି ହିଜାବ ବିରୋଧି ପ୍ରଦର୍ଶନ । ଏହି ବିରୋଧ ପ୍ରଦର୍ଶନକାରୀଙ୍କୁ ସମର୍ଥନ ଜଣାଇ ତୁର୍କିର ଗାୟିକା ମେଲେନ ମୋସୋ ସର୍ବସାଧାରଣ ମଞ୍ଚ ଉପରେ ନିଜର କେଶ କାଟିଦେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ...

ଗୁଜରାଟ, ପଞ୍ଜାବ ଯାଅନାହିଁ

ଅଟ୍ଟାଓ୍ବା, ୨୯ା୯: ଭାରତ ଯାତ୍ରାକୁ ନେଇ କାନାଡା ଏକ ଅଜବ ଆଡଭାଇଜରି ଜାରି କରିଛି। ପାକିସ୍ତାନ ସୀମା ସଂଲଗ୍ନ ଭାରତୀୟ ରାଜ୍ୟଗୁଡ଼ିକୁ ନ ଯିବା ପାଇଁ କାନାଡା ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି। ଏହି ରାଜ୍ୟଗୁଡ଼ିକ ହେଲା ଗୁଜରାଟ, ପଞ୍ଜାବ...

ବନ୍ଧୁକ ମୁନରେ ଗଣଭୋଟ

ଜାପୋରିଝିଆ, ୨୯ା୯: ପୂର୍ବ ୟୁକ୍ରେନ୍‌ର ଡୋନେସ୍କ, ଲୁହାନ୍‌ସ୍କ ସମେତ ଦକ୍ଷିଣରେ ଥିବା ଖେର୍‌ସନ୍‌ ଏବଂ ଜାପୋରିଝିଆରେ ରୁଷିଆ ବଳପୂର୍ବକ ଗଣଭୋଟ କରାଇଛି। ମଙ୍ଗଳବାର ଶେଷ ହୋଇଥିବା ଏହି ଗଣମତଦାନରେ ରୁଷିଆର ବିଜୟ ହୋଇଥିବା କ୍ରେମଲିନ୍‌ ଦାବି କରିଛି। ସେଠାକାର ବାସିନ୍ଦା...

ମହମ୍ମଦ ବିନ୍‌ ସଲମାନ ସାଉଦି ପ୍ରଧାନମନ୍ତ୍ରୀ

ରିୟାଧ୍‌, ୨୯ା୯: ସାଉଦି ଆରବ କିଙ୍ଗ୍‌ ସଲ୍‌ମାନ ବିନ୍‌ ଅବଦୁଲାଜିଜ୍‌ ଅଲ୍‌ ସାଉଦ୍‌ କ୍ୟାବିନେଟରେ ଅଦଳବଦଳ କରି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌(ଏମ୍‌ବିଏସ୍‌)ଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେହିପରି ସାଉଦି ପ୍ରିନ୍ସ ଖଲିଦ୍‌ ବିନ୍‌ ସଲମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ...

ରୁଷିଆ ସହ କୌଣସି ବୁଝାମଣା ହୋଇପାରିବ ନାହିଁ: ଜେଲେନ୍‌ସ୍କି

କିଭ୍‌, ୨୮ା୯: ରୁଷିଆ ସହ କେବେ କୌଣସି ବୁଝାମଣା ହୋଇପାରିବ ନାହିଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ କହିଛନ୍ତି। ୟୁକ୍ରେନ୍‌ ଅଧିକୃତ ଅଞ୍ଚଳରେ ରୁଷିଆ ପୂରା ବିଶ୍ୱ ସାମ୍‌ନାରେ ଗଣଭୋଟର ଡ୍ରାମା କରୁଛି।...

ମହମ୍ମଦ ବିନ୍‌ ସଲମାନ ସାଉଦି ପ୍ରଧାନମନ୍ତ୍ରୀ ନିଯୁକ୍ତ

ରିୟାଧ୍‌, ୨୮ା୯: ସାଉଦି ଆରବ କିଙ୍ଗ୍‌ ସଲ୍‌ମାନ ବିନ୍‌ ଅବଦୁଲାଜିଜ୍‌ ଅଲ୍‌ ସାଉଦ୍‌ କ୍ୟାବିନେଟରେ ଅଦଳବଦଳ କରି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌(ଏମ୍‌ବିଏସ୍‌)ଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେହିପରି ସାଉଦି ପ୍ରିନ୍ସ ଖଲିଦ୍‌ ବିନ୍‌ ସଲମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ...

ପାକିସ୍ତାନରେ ଚାଇନା ନାଗରିକଙ୍କୁ ଗୁଳି ମାରି ହତ୍ୟା: ୨ ଆହତ

କରାଚି,୨୮।୯: ପାକିସ୍ତାନର କରାଚିରେ ବୁଧବାର ଜଣେ ଚାଇନା ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। କରାଚିର ସଦର ଅଞ୍ଚଳରେ ଥିବା ଏକ କ୍ଲିନିକରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳି ବିନିମୟରେ ଚାଇନା ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ...

ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ…

ବେଜିଂ, ୨୮।୯ : ଚାଇନାର ପୂର୍ବାଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri