ବ୍ରିଟିଶ ବ୍ୟାଣ୍ଡ ଫେଥଲେସର ଗାୟକ ମ୍ୟାକ୍ସି ଜାଜଙ୍କ ପରଲୋକ
ଲଣ୍ଡନ,୨୫ ।୧୨: ବ୍ରିଟିଶ ସଙ୍ଗିତକାର ମ୍ୟାକ୍ସି ଜାଜଙ୍କର ପରଲୋକ ହୋଇଛି । ସେ ଡ୍ୟାନ୍ସ ଗ୍ରୁପ ଫେଥଲେସର ମୁଖ୍ୟ ଗାୟକ ଭାବେ ପରିଚିତ ଥିଲେ । ଫେଥଲେସ ବ୍ୟାଣ୍ଡ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଜାଜଙ୍କ ପରଲୋକ ଘୋଷଣା କରିଛି ।…
ତାଲିବାନ ଶାସନର ଆଉ ଏକ କ୍ରୁରତା, ଏନଜିଓରେ କାମ କରିପାରିବେ ନାହିଁ ମହିଳା
କାବୁଲ,୨୫ ।୧୨: ମହିଳାମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆଫଗାନିସ୍ତାନର ତାଲିବାନ ସରକାର ଆଉ ଏକ ଆଇନ ଜାରି କରିଛନ୍ତି । ସମାଚାର ଏଜେନ୍ସି ରଏଟର୍ସର ସୂଚନା ଆଧାରରେ ଏଏନଆଇ କହିଛି ଆଫଗାନିସ୍ତାନର ତାଲିବାନ ସରକାର ଶନିବାର ସମସ୍ତ…
ଖ୍ରୀଷ୍ଟମାସ ଅବସରରେ ଆଶ୍ରୟ ସ୍ଥଳ ପହଞ୍ଚି ଲୋକଙ୍କୁ ଖାଦ୍ୟ ପରସିଲେ ଋଷି ସୁନକ
ଲଣ୍ଡନ,୨୫ ।୧୨: ସାରା ବିଶ୍ୱରେ ଚଳିତ ବର୍ଷ ଖ୍ରୀଷ୍ଟମାସ ବଡ ଧୁମଧାମରେ ପାଳନ କରାଯାଉଛି । ଏଥର ମୂଳ ଭାରତୀୟ ବାସିନ୍ଦା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭିନ୍ନ ଅନ୍ଦାଜରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟମାସ ଦିନ ଏକ…
ଚାଇନା ସ୍ଥିତି ଭୟଙ୍କର, ମାସକରେ ୧୧ ଲକ୍ଷ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ, ୧୬୦ ନୂଆ କବରସ୍ତାନ ନିର୍ମାଣ…
ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ନେଇ ପ୍ରତିଦିନ ନୂଆ ନୂଆ ଭୟଙ୍କର ତଥ୍ୟ ସାମ୍ନାକୁ ଆସୁଛି। ଜିନପିଙ୍ଗ ସରକାର ମଧ୍ୟ କରୋନାର ଆକଳନ ଲୁଚାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ କହିବାନୁସାରେ, ଗତ ଏକ ସପ୍ତାହ ମଧ୍ୟରେ କରୋନା ଯୋଗୁଁ କେବଳ…
ଆମେରିକା ସହାୟତା ଆମେ ଭୁଲିପାରିବୁ ନାହିଁ: ଜେଲେନସ୍କି…
କିଭ୍,୨୪।୧୨ : ୟୁକ୍ରେନ ପାଇଁ ଆମେରିକା ସଦନରେ ୪୫ ବିଲିୟନ ଡଲାର ସହାୟତା ପ୍ୟାକେଜକୁ ଅନୁମୋଦନ କରାଯାଇଛି। ଆମେରିକାର ସହାୟତା ପାଇବା ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଖୁସି ବ୍ୟକ୍ତ କରିଛନ୍ତି। ଟୁଇଟରରେ ଧନ୍ୟବାଦ, ଧନ୍ୟବାଦ ଆମେରିକା, ସେ ଲେଖିଛନ୍ତି…
ଆଓ୍ବାମି ଲିଗ୍ ଅଧ୍ୟକ୍ଷା ହେଲେ ଶେଖ ହସିନା…
ଢାକା,୨୪।୧୨ : ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଲଗାତାର ୧୦ମ ଥରପାଇଁ ଶନିବାର ଆଓ୍ବାମି ଲିଗ୍ର ଅଧ୍ୟକ୍ଷା ଭାବେ ସଦସ୍ୟଙ୍କ ଦ୍ୱାରା ଚୟନ ହୋଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ଦଳର ଅଧ୍ୟକ୍ଷା ଭାବେ ହସିନା ନିର୍ବାଚିତ ହୋଇଥିବାବେଳେ ଅବଦୁଲ୍ କାଦରଙ୍କୁ ରାଷ୍ଟ୍ରୀୟ…
ରୁଷିଆ ସୈନ୍ୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଭାବ, ଉତ୍ପାଦନ ପାଇଁ ଶିଳ୍ପ ସଂସ୍ଥାଙ୍କୁ ଅନୁରୋଧ କଲେ ପୁଟିନ…
ମସ୍କୋ,୨୪।୧୨ : ୟୁକ୍ରେନ୍ ଯୁଦ୍ଧରେ ରୁଷିଆ ପାଖରେ ଧୀରେଧୀରେ ଅସ୍ତ୍ରଶସ୍ତ୍ର କମିବାରେ ଲାଗିଛି। ଏପରିସ୍ଥଳେ ରାଷ୍ଟ୍ରପତି ଭ୍ଲାଡିମିର ପୁୂଟିନ ଦେଶର ପ୍ରତିରକ୍ଷା ଶିଳ୍ପସଂସ୍ଥାଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର ତ୍ତତ୍ପାଦନ ପାଇଁ ଅନୁରୋଧ କରିଛନ୍ତି। ଏକ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରୁଥିବା କେନ୍ଦ୍ର ଦ୍ୱାରା…
ପଞ୍ଜାବରୁ ୭ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ଚଳିତ ସପ୍ତାହରେ ୪୩୩ ତଲାସି ଅଭିଯାନରେ ଧରାପଡିଛନ୍ତି ୯୬ ସନ୍ଦିଗ୍ଧ
ଇସଲାମାବାଦ,୨୪ ।୧୨: ଆତଙ୍କରୋଧି ବିଭାଗ(ସିଟିଡି) ଶନିବାର କହିଛି ଆଇନ ପ୍ରବର୍ତ୍ତନ ଏଜେନ୍ସି ପଞ୍ଜାବ ଅଞ୍ଚଳରେ ବିଭିନ୍ନ ପ୍ରତିବନ୍ଧିତ ଆତଙ୍କବାଦୀ ସଙ୍ଗଠନର ୭ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି । ସିଟିଡିର ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ, ବିଭାଗ ସମ୍ପୂର୍ଣ୍ଣ ଅଞ୍ଚଳରେ ଗୁପ୍ତଚର ଅଭିଯାନ ଚଳାଇବା…
ୟୁକ୍ରେନ୍କୁ ୪୫ ବିଲିୟନ ଡଲାର ସହାୟତା ଦେବ ଆମେରିକା, ସଦନରେ ପ୍ରସ୍ତାବ ପାରିତ…
ଓ୍ବାଶିଂଟନ,୨୪।୧୨ : ୟୁକ୍ରେନ ପାଇଁ ଆମେରିକା୪୫ ବିଲିୟନ ଡଲାର ସହାୟତା ପ୍ୟାକେଜକୁ ଅନୁମୋଦନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରୁଥିବା ଆମେରିକା ପ୍ରଥମେ ୟୁକ୍ରେନକୁ ଏହାର ପୃଥୱୀ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଦେବାକୁ ଘୋଷଣା କରିବା ପରେ ଏବେ ୟୁକ୍ରେନକୁ…
ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ: ୯ ଜୀବନ୍ତ ଦଗ୍ଧ…
କେପଟାଉନ,୨୪।୧୨ : ଦକ୍ଷିଣ ଆଫ୍ରିକାର ବକ୍ସବର୍ଗ ସହରରେ ରେଳ ବ୍ରିଜ ତଳେ ଫସି ରହିଥିବା ଏକ ଗ୍ୟାସ ଟ୍ୟାଙ୍କର ଶନିବାର ବିସ୍ଫୋରଣ ଘଟି ଏଥିରେ ଦୁଇଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ନଅ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହି ଘଟଣାରେ ବହୁ…
ତାଇଓ୍ବାନ ଗସ୍ତରେ ଯିବେ ଜାପାନର ସଂସଦୀୟ ପ୍ରତିନିଧି ଦଳ
ତାଇପେ,୨୪ା୧୨: ଜାପାନର ଏକ ସଂସଦୀୟ ପ୍ରତିନିଧି ଦଳ ସୋମବାର ତାଇଓ୍ବାନ ଗସ୍ତ କରିବେ ଏବଂ ୪ ଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ତାଇ ଇଙ୍ଗ-ଓ୍ବେନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବେ। ଏଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MOFA)କୁ ଦର୍ଶାଇ କହିଛି,…
ସମ୍ପୂର୍ଣ୍ଣ ଲକ୍ଡାଉନ ମୁହାଁ ଚାଇନା, ଜିନପିଙ୍ଗଙ୍କ ନିଷ୍ପତ୍ତିକୁ ଅପେକ୍ଷା…
ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନ ବିଗିଡୁଥିବା ପରିସ୍ଥିତି ମଧ୍ୟରେ ଖବର ଆସୁଛି ଯେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର କିମ୍ବା ରବିବାର ପ୍ରଥମ ଥର ପାଇଁ କୋଭିଡ ସମୀକ୍ଷା ବୈଠକ କରିପାରନ୍ତି।…
Archives


