ଟୁଇଟର ପଲିସିରେ ହୋଇନାହିଁ କୌଣସି ପରିବର୍ତ୍ତନ, ଟୁଇଟ କରି ନିଜେ ସୂଚନା ଦେଲେ ମସ୍କ
ୱାଶିଂଟନ,୨୯ ।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଉପରେ ଏବେ ଟେଲସାର ସିଇଓ ଏଲନ ମସ୍କଙ୍କ୍ର ମାଲିକାନା ଆସିଯାଇଛି । ଏହି ସଫଳତା ପରେ ଏଲନ ମସ୍କଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ତାଲିକାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି…
ଆମେରିକାରେ ଅନ୍ତିମ ସଂସ୍କାର ସମୟରେ ଫୁଟିଲା ଗୁଳି, ୬ ଆହତ, ଜଣେ ଗୁରୁତର
ପିଟର୍ସବର୍ଗ,୨୯ ।୧୦: ଆମେରିକାର ପେନସିଲଭାନିୟାର ପିଟର୍ସବର୍ଗରେ ଏକ ଚର୍ଚ୍ଚ ନିକଟରେ ଗୁଳିକାଣ୍ଡ ହୋଇଥିବା ଖବର ଆସିଛି । ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି । କୁହାଯାଉଛି କି ଏମାନଙ୍କ ମଧ୍ୟରୁ…
ନାନ୍ସି ପେଲୋସିଙ୍କ ସ୍ବାମୀଙ୍କୁ ଆକ୍ରମଣ
ଓ୍ବାଶିଂଟନ,୨୯ା୧୦: ଆମେରିକା ହାଉସ୍ ସ୍ପିକର ନାନ୍ସି ପେଲୋସିଙ୍କ ସ୍ବାମୀ ପଲ୍ ପେଲୋସି(୮୨)ଙ୍କୁ ଶୁକ୍ରବାର ସକାଳେ ହିଂସାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣକାରୀ ଜଣକ ଦମ୍ପତିଙ୍କ ସାନ୍ ଫ୍ରାନ୍ସିସ୍କୋ ବାସଭବନରେ ପ୍ରବେଶ କରି ଆକ୍ରମଣ କରିଥିଲେ। ଆକ୍ରମଣର କାରଣ ଜଣାପଡ଼ି ନାହିଁ। ପୋଲିସ ଆକ୍ରମଣକାରୀଙ୍କୁ…
୨ ଟେଲିକମ୍ କର୍ମଚାରୀଙ୍କୁ ପିଟି ହତ୍ୟା
କରାଚୀ,୨୯ା୧୦: ପାକିସ୍ତାନର କରାଚୀସ୍ଥିତ ମଛର କଲୋନିରେ ଶୁକ୍ରବାର ଉତ୍ତ୍ୟକ୍ତ ଲୋକେ ଏକ ଟେଲିକମ୍ କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ପିଟି ମାରିଦେଇଛନ୍ତି। ପୋଲିସ କହିବା ଅନୁଯାୟୀ ଉକ୍ତ କର୍ମଚାରୀଦ୍ୱୟ ସିଗ୍ନାଲ ଷ୍ଟ୍ରେଙ୍ଗ୍ଥ ଯାଞ୍ଚ ଲାଗି ସେଠାକୁ ଯାଇଥିଲେ। ତେବେ ସେମାନେ ପିଲାଚୋରି…
ଫିଲିପାଇନ୍ସ ବନ୍ୟାରେ ୪୨ ମୃତ
ମାନିଲା,୨୯ା୧୦: ଦକ୍ଷିଣପୂର୍ବ ଏସୀୟ ଦ୍ୱୀପପୁଞ୍ଜ ରାଷ୍ଟ୍ର ଫିଲିପାଇନ୍ସରେ ଝଡ଼ତୋଫାନଜନିତ ବର୍ଷା ଯୋଗୁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଶୁକ୍ରବାର ୪୨ ଜଣଙ୍କ ମୃତ୍ୟୁ ଘଟିଛି। ବହୁ ସଂଖ୍ୟକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବା…
ଚାଇନାରେ ପୁଣି ଲକ ଡାଉନ, ସାଂଘାଇର ୟାଂଗପୁ ଜିଲାରେ ସାମୁହିକ କୋଭିଡ ଯାଞ୍ଚ ନିର୍ଦ୍ଦେଶ
ବେଜିଂ,୨୯ ।୧୦: ତିନି ବର୍ଷ ପୂର୍ବରୁ ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ପୁଣିଥରେ ଚାଇନାରେ ଦେଖିବାକୁ ମିଳିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସହରକୁ ଆଂଶିକ ଲକଡାଉନ ଘୋଷଣା କରାଯାଇଛି । ଶୁକ୍ରବାର ଚାଇନାର ବ୍ୟବସାୟୀକ ସହର…
ଭାରତର ବୈଦେଶିକ ନୀତି ନିରପେକ୍ଷ
ମସ୍କୋ,୨୯ା୧୦(ପି.ଟି.): ଭାରତ ସହ ରୁଷିଆର ସମ୍ପର୍କ ସ୍ବତନ୍ତ୍ର। ଦୁଇଦେଶ ସବୁବେଳେ ପରସ୍ପରକୁ ସମର୍ଥନ କରିଆସିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ମସ୍କୋସ୍ଥିତ ଥିଙ୍କ୍ଟ୍ୟାଙ୍କ୍ ଭଲ୍ଡାଇ ଇଣ୍ଟରନ୍ୟାଶନାଲ ଡିସ୍କଶନ୍ କ୍ଲବ୍ର ବିସ୍ତୃତ…
ଟୁଇଟରରୁ ପରାଗ, ବିଜୟା ବିଦା
ନ୍ୟୁୟର୍କ,୨୯ା୧୦(ପି.ଟି.): ପକ୍ଷୀ ମୁକ୍ତହେଲା ବୋଲି ୪୪ ବିଲିୟନ ଡଲାରରେ ଟୁଇଟର କିଣିବା ପରେ ଟେସ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲନ୍ ମସ୍କ ଟୁଇଟ୍ କରିଛନ୍ତି। ସୋସିଆଲ ନେଟ୍ଓ୍ବର୍କିଂ ସାଇଟ୍କୁ ଅଧିଗ୍ରହଣ କରିବା ପରେ ୫୧ ବର୍ଷୀୟ ମସ୍କ ଏହାର ସିଇଓ…
ଭାରତର ବୈଦେଶିକ ନୀତିକୁ ପୁଣି ପ୍ରଶଂସା କଲେ ଇମ୍ରାନ
ଇସଲାମାବାଦ୍,୨୮।୧୦: ପାକିସ୍ତାନରେ ଇମ୍ରାନ ଖାନ୍ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ତିକ୍ତତା ଦିନକୁ ଦିନ ବଢିିବାରେ ଲାଗିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନ୍ସାଫ ଦ୍ୱାରା ଆରମ୍ଭ ହୋଇଥିବା ଆଜାଦୀ ମାର୍ଚ୍ଚ ଲାହୋର ପଦଯାତ୍ରା ଲିବର୍ଟି…
ନେଦରଲ୍ୟାଣ୍ଡରେ ଚାଇନା ଖୋଲିଛି ପୋଲିସ ଷ୍ଟେଶନ! ରିପୋର୍ଟକୁ ନେଇ ଆଲୋଡନ…
ଆମଷ୍ଟରଡାମ,୨୮।୧୦: ନେଦରଲ୍ୟାଣ୍ଡରେ ଦୁଇଟି ପୋଲିସ ଷ୍ଟେଶନ ଖୋଲିଛି ଚାଇନା। ଏଭଳି କିଛି ଦାବି ହେବା ପରେ ଡଚ୍ ସରକାର ଆକ୍ସନ ମୁଡ୍କୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ଏହି ପୋଲିସ ଷ୍ଟେଶନରେ ହେଉଥିବା କାର୍ଯ୍ୟକଳାପ ଉପରେ ଅନୁସନ୍ଧାନ କରାଯାଉଛି। ଏହି ମାମଲା…
ନଓ୍ବାଜଙ୍କ ଭଳି ପଳାୟନ କରିବି ନାହିଁ, ଆଇଏସ୍ଆଇର ଅସଲ ମୁଖା ଖୋଲି ଦେବି: ଇମ୍ରାନ୍
ଲାହୋର,୨୮।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣିଥରେ ଶାହଓ୍ବାଜ ସରିଫ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିବା ସହ ଖୋଲାଖୋଲି ଭାବେ ଆଇଏସ୍ଆଇକୁ ଚେତାବନୀ ଦେଇଛନ୍ତି। ସେନା ମୁଖ୍ୟ ବାଜଓ୍ବାଙ୍କୁ ମୀର ଜାଫର…
ବାଲିରେ ପରସ୍ପରକୁ ଭେଟିବେ ମୋଦି-ସୁନକ
ଲଣ୍ଡନ/ନୂଆଦିଲ୍ଲୀ୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହା ପରେ ପରସ୍ପରକୁ ଇଣ୍ଡୋନେସିଆର ବାଲିରେ ଭେଟିବେ ବୋଲି ଜଣାପଡିଛି।…
Archives


