ଅନ୍ତର୍ଜାତୀୟ

ତାଇଓ୍ବାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭୟ କରୁଛନ୍ତି ଜିନପିଙ୍ଗ୍‌…

ବେଜିଂ/ତାଇପେ/ଓ୍ବାଶିଂଟନ,୨୭।୨ : ରୁଷିଆ ୟୁକ୍ରେନରେ ଯୁଦ୍ଧ ଆରମ୍ଭ କରିବା ଭୁଲ ହୋଇଥିବା ଚର୍ଚ୍ଚା ହେଉଛି। ଅନେକ ରିପୋର୍ଟରେ କୁହାଯାଇଛି ଯେ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ନିଜେ ଜାଣି ନ ଥିଲେ ଯେ ଏହି ଯୁଦ୍ଧ ଏତେ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ…

ଅନ୍ତରାଷ୍ଟ୍ରୀୟ ସ୍ତରରେ ବଢିବ ଭାରତର ଭୂମିକା, ଆମେରିକା ସରକାରଙ୍କ ଦାବି ଜି-୨୦ ଅଧ୍ୟକ୍ଷତାରୁ ମିଳିବ ଲାଭ

ୱାଶିଂଟନ,୨୭ ।୨: ଆମେରିକା ସରକାରଙ୍କ ଜଣେ ବରିଷ୍ଠ ଅଦିକାରୀ କହିଛନ୍ତି, ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଗାମୀ ଦିନରେ ଭାରତର ଭୂମିକା ବୃଦ୍ଧି ହେବ । ଏହାସହ ସେ କହିଛନ୍ତି, ଭାରତ ଓ ଆମେରିକା ପରସ୍ପରର ନିକଟତର ହେବେ । ଗତ ସପ୍ତାହରେ ସିଲିକନ…

ଆସନ୍ତା ୫ ବର୍ଷ ପାଇଁ ବିକାଶଶୀଳ ଦେଶର ସୈନ୍ୟଙ୍କୁ ତାଲିମ ଦେବ ଚାଇନା…

ବେଜିଂ,୨୭।୨ : ଆଗାମୀ ୫ ବର୍ଷ ପାଇଁ ଚାଇନା ବିକାଶଶୀଳ ଦେଶର ସୈନିକମାନଙ୍କୁ ତାଲିମ ଦେବ । ପ୍ରାୟ ୫ ହଜାର ସୁରକ୍ଷା କର୍ମୀଙ୍କୁ ତାଲିମ ଦେବ ବୋଲି ଚାଇନା ଯୋଜନା ପ୍ରକାଶ କରିଛି। ଏହି ପଦକ୍ଷେପ ଏପରି ଏକ ସମୟରେ…

ଉହାନ ଲ୍ୟାବରେ ତିଆରି ହୋଇଥିଲା କରୋନା ଭୂତାଣୁ: ଆମେରିକା…

ଓ୍ବାଶିଂଟନ/ବେଜିଂ,୨୭।୨ : କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଅନେକ ଦେଶ ଟିକା ଦେବାରେ ସଫଳ ହୋଇଥିଲେ ମଧ୍ୟ କରୋନା ମାମଲା ଥମି ନାହିଁ। ସମଗ୍ର ବିଶ୍ୱରେ ଅନୁସନ୍ଧାନକାରୀ ସଂସ୍ଥା ଚାଇନାକୁ କରୋନାଙ୍କ ଉତ୍ପତ୍ତି ପାଇଁ ଦାୟୀ କରୁଛନ୍ତି।…

ଭୂକମ୍ପ ଯୋଗୁ ନିର୍ବାଚନ ରଣନୀତି ବଦଳାଇଲେ ଏର୍ଦୋଗନ…

ଆଙ୍କରା,୨୭।୨ : ଫେବୃଆରୀ ୬ରେ ତୁର୍କୀରେ ଘଟିଥିବା ଭୟଙ୍କର ଭୂକମ୍ପରେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ହଜାର ହଜାର ଘର ଅଳିଆ ଗଦାରେ ପରିଣତ ହୋଇଛି। ୫୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୮୦ ବିଲିୟନ…

ଫ୍ରିଜ୍‌ରୁ ମିଳିଲା ମଡେଲଙ୍କ ଗୋଡ଼

ହଂକଂ, ୨୭।୨: ନିଖୋଜ ଥିବା ହଂକଂ ମଡେଲ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଆବୀ ଚୋଇଙ୍କ କଟା ଗୋଡ଼ ରୁରାଲ ଟାଇ ପୋ’ରେ ଥିବା ଘର ଫ୍ରିଜ୍‌ରୁ ରବିବାର ପୋଲିସ ଜବତ କରିଛି। ମଡେଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ୪…

ଚାଇନାକୁ ଚେତାବନୀ ଦେଲା ଆମେରିକା, ଯୁଦ୍ଧରେ ରୁଷିଆକୁ ସେନା ସହାୟତା ଦେଲେ ଦେବାକୁ ପଡିବ ବହୁମୂଲ୍ୟ

ୱାଶିଂଟନ,୨୭ ।୨: ଆରେିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଜେକ ସୁଲିବନ ରବିବାର କହିଛନ୍ତି ଯଦି ଚାଇନା ୟୁକ୍ରେନ ବିରୋଧରେ ରୁଷିଆକୁ ସେନା ସହାୟତା ଦେଲା ତେବେ ତାକୁ ଏହାର ବହୁମୂଲ୍ୟ ଦେବାକୁ ପଡିବ । ସୁଲିବାନ ମିଡିଆ ସହ କଥା…

ଶହେ ରୋବୋଙ୍କୁ ବିଦାକଲା ଗୁଗଲ

ସାନ୍‌ ଫ୍ରାନ୍ସିସ୍କୋ, ୨୭।୨: ବିଶ୍ୱର ବହୁ ଆଇଟି କମ୍ପାନୀ କର୍ମଚାରୀ ଛଟେଇ ଅଭିଯାନ ଚଳାଇଛନ୍ତି। ଗୁଗଲ ଏଥିରୁ ବାଦ୍‌ ପଡିନାହିଁ। ପାଖାପାଖି ୧୨,୦୦୦ କର୍ମଚାରୀଙ୍କୁ ବାହାର କରିବା ପରେ ଗୁଗଲ ଏବେ ୧୦୦ ରୋବୋଙ୍କୁ ଚାକିରିରୁ ବିଦା କରିଛି। ଏହି ରୋବୋ…

ନୂଆ ବର୍ଷରେ ସମ୍ପର୍କିୟଙ୍କ ସହ ଯୋଗାଯୋଗ କରୁଥିବା ତିବ୍ୱତୀୟମାନଙ୍କୁ ଚାଇନା ଦେଉଛି ଦଣ୍ଡ

ବେଜିଂ,୨୭ ।୨: ବିବ୍ୱତରୁ ବୌଦ୍ଧ ସଂସ୍କୃତିକୁ ହଟାଇବାକୁ ଚାଇନା କ୍ରମାଗତ ଭାବେ ଦମନ ଓ ନିର୍ଯ୍ୟାତନା ଜାରି ରଖିଛି । ଗତ ସପ୍ତାହରେ ଫେବୃୟାରୀ ୨୧-୨୩ ପର୍ଯ୍ୟନ୍ତ ତିବ୍ୱତୀୟ ନୂଆ ବର୍ଷ ଲୋସର ସମୟରେ ଚାଇନା ତିବ୍ୱତୀୟମାନଙ୍କୁ ସେମାନଙ୍କ ନିର୍ବାସିତ ସମ୍ପର୍କୀୟଙ୍କ…

ଚର୍ଚ୍ଚିଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି ୩୨% ଅଜ୍ଞ

ଲଣ୍ଡନ, ୨୭।୨: ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାକୁ ସାରା ବିଶ୍ୱ ଅତି ନିକଟରୁ ଦେଖିଛି। ଏହା ଯୋଗୁ ବୈଶ୍ୱିକ ସଙ୍କଟ ମୁଣ୍ଡ ଟେକିଥିଲା। ଯୁଦ୍ଧ ପରେ ରାଷ୍ଟ୍ରଗୁଡ଼ିକ ନିଜ ପୂର୍ବ ସ୍ଥିତିକୁ ଫେରିବା ପାଇଁ ବହୁ ସମୟ ମଧ୍ୟ ଲାଗିଥିଲା। ନିକଟରେ ପ୍ରକାଶ…

ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ୨୩ ମାର୍ଚ୍ଚ ସୁଦ୍ଧା ହାସଲ କରିବାକୁ ହେବ ବିଶ୍ୱାସ ମତ

କାଠମାଣ୍ଡୁ,୨୭ ।୨: ନେପାଳରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ମାର୍ଚ୍ଚ ୨୮ ସୁଦ୍ଧା ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କୁ ସଂସଦର ନିମ୍ନ ଗୃହ-ପ୍ରତିନିଧି ସଭାରେ ବିଶ୍ୱାସମତ ହାସଲ କରିବାକୁ ପଡିବ । ରାଷ୍ଟ୍ରୀୟ ପ୍ରଜାତାନ୍ତ୍ରୀକ ପାର୍ଟିର ମୁଖ୍ୟ ଓ ପ୍ରଚଣ୍ଡ…

ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଆଫଗାନିସ୍ତାନ ମହିଳା

କାବୁଲ,୧।୨: ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା କରିଥିଲା। ଏହାପରେ ଦେଶରେ ମହିଳାମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଦିଆଯାଇଥିଲା। ମହିଳାଙ୍କୁ ପଢିବା ଏବଂ ଚାକିରି କରିବା ଉପରେ ରୋକ ଲଗାଇ ଦିଆଯାଇଥିଲା। ଏବେ ମହିଳା ମାନେ ନିଜ ଅଧିକାର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?