ବିମାନରେ ଉଡ଼ିଲେ ସବୁଠୁ ଡେଙ୍ଗୀ
ଅଙ୍କାରା, ୬।୧୧: ତୁର୍କୀର ରୁମେୟସା ଗେଲ୍ଗିଙ୍କ ଉଚ୍ଚତା ୭ ଫୁଟ୍ ୭ ଇଞ୍ଚ (୨୧୫.୧୬ ସେଣ୍ଟିମିଟର)। ୨୦୧୪ରେ ସେ ବିଶ୍ୱର ସବୁଠୁ ଡେଙ୍ଗୀ ଟିନ୍ ଏଜର (ସ୍ବଳ୍ପ ବୟସ୍କା) ଭାବେ ଗିନିଜ୍ ବୁକ୍ ରେକର୍ଡ କରିଥିଲେ। କେବଳ ଏତିକି ନୁହେଁ, ରୁମେୟସାଙ୍କ…
ମୋଗାଦିସୁ ଆତ୍ମଘାତୀ ବିସ୍ଫୋରଣରେ ୧୫ରୁ ଅଧିକ ମୃତ, ଅନେକେ ଆହତ
ମୋଗାଦିସୁ,୬ ।୧୧: ସୋମାଲିଆର ରାଜଧାନୀ ମୋଗାଦିସୁ ସହରର ଦକ୍ଷିଣରେ ଏକ ସେନା ଆଡ୍ଡା ଉପରେ ବିସ୍ଫୋରଣ ହେବାରୁ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ…
‘ମୋ ବିରୋଧରେ ପ୍ରମାଣ ମିଳିଲେ ଛାଡିଦେବି ପ୍ରଧାନମନ୍ତ୍ରୀ ପଦ, ଇମ୍ରାନଙ୍କ ଅଭିଯୋଗର ହେଉ ଯାଞ୍ଚ’: ଶହବାଜ ଶରିଫ
ଇସଲାମାବାଦ,୬ ।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି, ଇମ୍ରାନ ଅରାଜକତା ବିସ୍ତାର କରିବା ପାଇଁ ଭିତ୍ତିହୀନ ଅଭିଯୋଗ ଓ ମିଛର ବ୍ୟବହାର କରୁଛନ୍ତି । ଶହବାଜ ଶରିଫ ଶନିବାର ପାକିସ୍ତାନର…
ଭାରତର ୩ ଅଞ୍ଚଳ ନେପାଳର; ଓଲି କହିଲେ- ନିର୍ବାଚନରେ ଜିତିଲେ ଫେରାଇ ଆଣିବୁ
କାଠମାଣ୍ଡୁ,୫।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଏକ ବିବାଦୀୟ ବୟାନ ଦେଇଛନ୍ତି। ଯଦି ସେ କ୍ଷମତାକୁ ଆସନ୍ତି ତେବେ ଭାରତ ନିଜର କହୁଥିବା ନେପାଳର କିଛି ଅଂଶକୁ ଫେରାଇ ଆଣିବେ ବୋଲି କହିଛନ୍ତି। ପଶ୍ଚିମ…
ମସ୍କଙ୍କ ନିଷ୍ପତ୍ତିକୁ ସମାଲୋଚନା କଲେ ଆମେରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ,୫।୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଟୁଇଟର କିଣିବା ନେଇ ସେ କହିଛନ୍ତି ଯେ, ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏମିତି ଏକ ପ୍ଲାଟଫର୍ମ କିଣିଛନ୍ତି ଯାହା ଦୁନିଆକୁ…
ଆମାଜନ ଜଙ୍ଗଲରୁ ୭୦ ବନ୍ଧକ ପର୍ଯ୍ୟଟକ ମୁକ୍ତ…
ଲିମା,୫।୧୧ : ପେରୁର ଆମାଜନ ଜଙ୍ଗଲରେ ବନ୍ଧକ ରଖାଯାଇଥିବା ପ୍ରାୟ ୭୦ ପର୍ଯ୍ୟଟକଙ୍କୁ ମୁକ୍ତ କରାଯାଇଛି। ଖବର ଅନୁଯାୟୀ, ବନ୍ଧକ ହୋଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଆମେରିକା, ସ୍ପେନ, ଫ୍ରାନ୍ସ, ବ୍ରିଟେନ ଏବଂ ସ୍ବିଜରଲାଣ୍ଡର ନାଗରିକ ରହିଥିଲେ। ବନ୍ଧକମାନଙ୍କ ମଧ୍ୟରେ ଅନେକ ଛୋଟ…
ଗୁପ୍ତରେ ରୁଷିଆକୁ ସହାୟତା କରୁଛି ଆମେରିକା : ଇରାନ ଡ୍ରୋନ୍ କଲା ପର୍ଦ୍ଦାଫାଶ୍…
ଓ୍ବାଶିଂଟନ/ମସ୍କୋ,୫।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଠ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର କୌଣସି ସମାଧାନ ହୋଇପାରି ନାହିଁ। କ୍ଷେପଣାସ୍ତ୍ର ଆକ୍ରମଣରେ ରୁଷିଆ ୟୁକ୍ରେନକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଛି। କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷିଆର…
ଆଫଗାନିସ୍ତାନ ସହିତ ବ୍ୟବସାୟିକ କାରବାର କଲେ ମଧ୍ୟ ତାଲିବାନକୁ ମାନ୍ୟତା ଦେବାକୁ ଅମଙ୍ଗ ରୁଷିଆ…
ଓ୍ବାଶିଂଟନ,୫।୧୧ : ବିଶ୍ୱର ବିକାଶଶୀଳ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଆଫଗାନିସ୍ତାନ ପ୍ରତି ରୁଷିଆର ବ୍ୟବସାୟିକ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପାଶ୍ଚାତ୍ୟ ଦେଶଗୁଡିକ ଏହି ଦୁଇ ଦେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ଉଭୟ ଦେଶ ପାରସ୍ପରିକ ସହଯୋଗ…
ଜି-୨୦ ଶିଖର ସମ୍ମିଳନୀରେ ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ…
ମସ୍କୋ,୫।୧୧ : ଜି -୨୦ ଶିଖର ସମ୍ମିଳନୀ ପାଇଁ ତୀବ୍ର ପ୍ରସ୍ତୁତି ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ରୁଷିଆ ସୂତ୍ରରୁ ପ୍ରକାଶ ଯେ ପୁଟିନ ଏହି ସମ୍ମିଳନୀରେ ଯୋଗଦେବାର ସମ୍ଭାବନା ବହୁତ କମ। ଏହି…
ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି…
ଇସଲାମବାଦ,୫।୧୧ : ପାକିସ୍ତାନରେ ଗୃହଯୁଦ୍ଧର ପରିସ୍ଥିତି ଉପୁଜିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ରକାର ଏବଂ ସେନା ବିରୋଧରେ ସାରା ଦେଶରେ ହିଂସା ପ୍ରଦର୍ଶନ ଜାରି ରଖିଛନ୍ତି। ଇତିମଧ୍ୟରେ ୱାଜିରାବାଦରେ ପୋଲିସର କଠୋର କାର୍ଯ୍ୟକଳାପରେ ୧୪ ଜଣ ଆହତ ହୋଇଥିବାବେଳେ…
‘ତୁମେ ପାକିସ୍ତାନର ହିରୋ’…
ଇସଲାମାବାଦ,୫ ।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ତାଙ୍କ ଡାହାଣ ଗୋଡରେ ଗୁଳି ବାଜିଥିଲେ ବ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଇମ୍ରାନ ଖାଁ ଗୁରୁବାର ବଜିରାବାଦରେ…
ନ୍ୟୁଜିଲାଣ୍ଡ ହେବ ଡାର୍କ ସ୍କାଏ ନେଶନ
ଓ୍ବେଲିଂଟନ୍,୫ା୧୧: ଅନ୍ଧାର ଆକାଶ ରାତ୍ରିଚର ଓ ବିଦେଶାଗତ ପକ୍ଷୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ରାତିରେ କୃତ୍ରିମ ଆଲୋକ ଯୋଗୁ କୀଟମାନଙ୍କ ଗତିବିଧି ହ୍ରାସ ପାଉଥିବାରୁ ଡାର୍କ ସ୍କାଏ ସେମାନଙ୍କ ପାଇଁ ଏକ ଜରୁରୀ ଆବଶ୍ୟକତା। ଏହି ଆବଶ୍ୟକତା ପୂରଣ ସକାଶେ ନ୍ୟୁଜିଲାଣ୍ଡ…
Archives


