Advertisement

‘ମୋ ବିରୋଧରେ ପ୍ରମାଣ ମିଳିଲେ ଛାଡିଦେବି ପ୍ରଧାନମନ୍ତ୍ରୀ ପଦ, ଇମ୍ରାନଙ୍କ ଅଭିଯୋଗର ହେଉ ଯାଞ୍ଚ’: ଶହବାଜ ଶରିଫ

ଇସଲାମାବାଦ,୬ ।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି, ଇମ୍ରାନ ଅରାଜକତା ବିସ୍ତାର କରିବା ପାଇଁ ଭିତ୍ତିହୀନ ଅଭିଯୋଗ ଓ ମିଛର ବ୍ୟବହାର କରୁଛନ୍ତି । ଶହବାଜ ଶରିଫ ଶନିବାର ପାକିସ୍ତାନର ମାନ୍ୟବର ପ୍ରଧାନବିଚାରପତି ଉମର ଅତା ବଂଦିୟାଲଙ୍କୁ ଅନୁରୋଧ କରିଛନ୍ତି, ୱାଜିରାବାଦ ଆକ୍ରମଣରେ ସମ୍ପୃକ୍ତ ଥିବା ଘଟଣାର ତଦନ୍ତ ପାଇଁ ସମ୍ପୂର୍ଣ୍ଣ କମିଶନ କଠନ କରାଯାଉ ।
ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କହିଛନ୍ତି, ପିଟିଆଇ ନେତା ଇମ୍ରାନ ଖାଁ ମୋର ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନାଉଲ୍ଲାହ ଓ ବରିଷ୍ଠ ସେନା ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ହତ୍ୟା ଷଡଯନ୍ତ୍ର କରିଥିବା ଅଭିଯୋଗ ଆଣିଛନ୍ତି, ଯାହା ମିଛ ଓ ଭିତ୍ତିହିନ । ସେଥିପାଇଁ ମାନନୀୟ ବିଚାରପତିଙ୍କୁ ମୁଁ ଅନୁରାଧ କରୁଛି ଏହାର ଯାଞ୍ଚ ପାଇଁ ଏକ କମିଶନ ଗଠନ କରାଯାଉ ଓ ବିଚାରପତି ଏହାର ନିର୍ଦ୍ଦେଶ ଦେଇ ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରାଯାଉ ।
ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କହିଛନ୍ତି, ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ବିରୋଧରେ ଯଦି କୌଣଓି ପ୍ରମାଣ ମିଳିଲା ତେବେ ସେ ପ୍ରଧାନମନ୍ତ୍ରୀ ପଦ ଛାଡିଦେବେ । ଇମାନଙ୍କ ଅଭିଯୋଗର ଉତ୍ତରରେ ଶେହବାଜ କହିଛନ୍ତି ଏହା ଭିତ୍ତିହିନ ।


Enter your email to get our daily news in your inbox.

All Right Reserved By Dharitri.Com

ହାଭାନା ହୋଟେଲରେ ବିସ୍ଫୋରଣ: ୧୮ ମୃତ

ହାଭାନା,୭ ।୫: କ୍ୱିବାର ରାଜଧାନୀ ହାଭାନାର ଏକ ହୋଟେଲରେ ଶୁକ୍ରବାର ରାତିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିବା ସୂଚନା...

ଗରିବ ଦେଶରେ ୧୦୦ କୋଟିଙ୍କୁ କରୋନା ସଂକ୍ରମଣ ଆଶଙ୍କା,ମୃତକଙ୍କ ସଂଖ୍ୟା ଛୁଇଁବ ୩୦ ଲକ୍ଷ: ତାଲିକାରେ ପାକିସ୍ତାନ-ବାଂଲାଦେଶ-ମ୍ୟାନ୍‌ମାର୍‌

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ...

ଟିକ୍‌ଟକ୍‌ ସେପ୍ଟେମ୍ବର ୧୫ ସୁଦ୍ଧା ହେବ ବିକ୍ରି: ଚାଇନାର ବଢ଼ିଲା ଚିନ୍ତା

ଓ୍ବାଶିଂଟନ, ୪।୮: ଶର୍ଟ ଭିଡ଼ିଓ ମେକିଂ ଆପ୍‌ ଟିକ୍‌ଟକ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଇଥିବା ମନ୍ତବ୍ୟ ଯୋଗୁ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି।...

ଥରିଲା ନେପାଳ

କାଠମାଣ୍ଡୁ,୧୯।୧୦: ନେପାଳରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, କାଠମାଣ୍ଡୁ ଠାରୁ...

ଇମ୍ରାନଙ୍କୁ ହତ୍ୟା କରିବାକୁ ଆସିଥିଲି : ଅଭିଯୁକ୍ତ

ଇସ୍‌ଲାମାବାଦ୍‌,୩।୧୧: ପାକିସ୍ଥାନର ଗୁଜରାନଓ୍ବାଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଅଭିଯୁକ୍ତ ଜଣଙ୍କ ପ୍ରତିକ୍ରିୟା ରଖିଛନ୍ତି। ମୁଁ...

ଖେର୍ସନ, ଜାପୋରିଜିଆକୁ ସ୍ବାଧୀନ ରାଜ୍ୟ ଘୋଷଣା କଲା ରୁଷିଆ

ମସ୍କୋ,୨୯।୯: ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ଗେମ୍‌ ଖେଲିଛନ୍ତି। ରୁଷିଆ ଖେର୍ସନ ଏବଂ ଜାପୋରିଜିଆକୁ ସ୍ବାଧୀନ ରାଜ୍ୟ...

ତୁର୍କି ଭୁକମ୍ପ: ୬୫ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୩ ବର୍ଷର ଶିଶୁ କନ୍ୟା

ଇସ୍ତାନବୁଲ,୩ ।୧୧: ତୁର୍କିିରେ ଆସିଥିବା ଭୁକମ୍ପ ଫଳରେ ଏବେ ପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏହାରି ଭିତରେ ଦୀର୍ଘ ୬୫ ଘଣ୍ଟା...

୨୧ ଲକ୍ଷ ଲୋକଙ୍କ ଚାକିରି ଉପରେ ପଡ଼ିପାରେ ପ୍ରଭାବ

ଓ୍ବାଶିଂଟନ,୧୧ା୧୧: ଆମେରିକାରେ ବିମୁଦ୍ରୀକରଣ ହେବାର ସମ୍ଭାବନାକୁ ନେଇ ଲୋକଙ୍କ ଚିନ୍ତା ବୃଦ୍ଧି ପାଇଛି। ଏହି ବିମୁଦ୍ରୀକରଣ ମଧ୍ୟରେ ଆମେରିକାର ସ୍ଥାନୀୟ ଖବରକାଗଜରେ ଏକ ସର୍ଭେ ବାହାରିଛି।...

Advertisement
Archives

Model This Week