Advertisement

ମୋଗାଦିସୁ ଆତ୍ମଘାତୀ ବିସ୍ଫୋରଣରେ ୧୫ରୁ ଅଧିକ ମୃତ, ଅନେକେ ଆହତ

ମୋଗାଦିସୁ,୬ ।୧୧: ସୋମାଲିଆର ରାଜଧାନୀ ମୋଗାଦିସୁ ସହରର ଦକ୍ଷିଣରେ ଏକ ସେନା ଆଡ୍ଡା ଉପରେ ବିସ୍ଫୋରଣ ହେବାରୁ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ କିଏ ଦାୟୀ । ହେଲେ ରାଜ୍ୟରେ ସଂଚାଳିତ ସୋମାଲି ନ୍ୟାଶନାଲ ନ୍ୟୁଜ ଏଜେନ୍ସି ଏହି ବିସ୍ଫୋରଣ ପାଇଁ ଅଲ-ଶବାବକୁ ଦୋଷ ଦେଇଛି, ଯିଏ ପୂର୍ବରୁ ଦୁଇଥର ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ।
ଅଲ-ଶବାବ ସହ ଜଡିତ ଏକ ଚରମପନ୍ଥୀ ସମୁହ ଅଲ-ଶବାବ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି କହିଥିଲା, ସେ ଶିକ୍ଷା ମନ୍ତ୍ରଣାଳୟକୁ ଟାର୍ଗେଟ କରିଥିଲା, କାରଣ ସେ ବୁଝିଥିଲା ଯେ ‘ଇସଲାମି ବିଶ୍ୱାସରୁ ସୋମାଲି ପିଲାମାନଙ୍କୁ ହଟାଇବାକୁ ପ୍ରତିବନ୍ଧ ଥିଲା’ । ଗାରୋବେ ନ୍ୟୁଜ ପୋଟାର୍ଲ କହିଛି ବିସ୍ଫୋରଣ ଶନିବାର ଜେନରାଲ ଧାନବାଦ ମିଲିଟ୍ରି ଟ୍ରେନିଂ ଫାସିଲିଟିରେ ହୋଇଛି, ଯାହା ଏକ ପୂର୍ବ କ୍ୟାଣ୍ଡି ଫ୍ୟାକ୍ଟ୍ରିରେ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ଚତୁର୍ଥ ଲହର

ପ୍ୟାରିସ୍‌, ୨୧ା୭: ଫ୍ରାନ୍ସରେ କରୋନା ମହାମାରୀର ଚତୁର୍ଥ ଲହର ଦେଖାଦେଇଛି। ଫଳରେ ସେଠାରେ କୋଭିଡ୍‌ ନିୟମ ପାଳନ କଠୋର କରାଯାଇଥିବା ସରକାରଙ୍କ ମୁଖପାତ୍ର ଗାବ୍ରିଏଲ ଅଟ୍ଟଲ...

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସୈନ୍ୟ ବାହିନୀଙ୍କୁ ପରାମର୍ଶ ଦେଲେ ଶି ଜିନ୍‌ପିଙ୍ଗ୍‌

ବେଜିଂ,୨୬।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଚାଇନା ସୈନ୍ୟ ବାହିନୀକୁ ବାସ୍ତବିକ ଯୁଦ୍ଧ...

ପାକିସ୍ତାନ ପରେ ଏବେ ଇରାନ ଉପରେ ଚାଇନାର ନଜର: ବଡ଼ ନିବେଶ ସହ ମୁତୟନ କରିବ ୫ହଜାର ସେନା

ତେହରାନ,୧୦।୯: ଆମେରିକା ଓ ଚାଇନା ଭିତରେ ଚାଲିଥିବା ଟ୍ରେଡ ଓ୍ବାରର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି। କେଉଁଠି ଅର୍ଥନୀତିରେ ମାନ୍ଦାବସ୍ଥା ତ କେଉଁଠି...

ସମୁଦ୍ରରେ ୧୧ ଇଞ୍ଚ ବହଳ ବରଫ, ଅଟକି ରହିଛି ୨୪ ଜାହାଜ…

ମସ୍କୋ,୨୫।୧୧: ଆର୍କଟିକ ସାଗରରେ ଦେଇ ୟୁରୋପ ଏବଂ ଏସିଆରେ ପହଞ୍ଚିବା ଏବେ କଷ୍ଟକର ହେଉଛି। ରୁଷିଆର ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅତି କମରେ ୨୪...

ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ କ୍ୟୁବାର ନାମ ସାମିଲ

ୱାଶିଂଟନ,୧୨ ।୧: ଆମେରିକା ପୁଣିଥରେ କ୍ୟୁବାକୁ ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ ସାମିଲ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ୱ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାର...

ଯୁଦ୍ଧର ପ୍ରଭାବ, ୩୦ ଲକ୍ଷ ୟୁକ୍ରେନ୍‌ ଶିଶୁଙ୍କ ପାଠପଢ଼ା ବନ୍ଦ…

କ୍ୱିଭ୍‌, ୮।୬ : ୟୁକ୍ରେନ ଏବଂ ରୁଷିଆ ଯୁଦ୍ଧ ଯୋଗୁ ସାଧାରଣ ଲୋକଙ୍କ ଜୀବନ ସଙ୍କଟ ଜନକ ହୋଇ ପଡ଼ିଛି। ଲକ୍ଷ ଲକ୍ଷ ଲୋକ ଶରଣାର୍ଥୀ...

ମଲାଲାଙ୍କୁ ହତ୍ୟା ଧମକ ଦେଲେ ତାଲିବାନ ଆତଙ୍କବାଦୀ: ଟୁଇଟର ଦ୍ୱାରା ଆକାଉଣ୍ଟ ଡିଲିଟ

ଇସ୍‌ଲାମାବାଦ,୧୮ ।୨: ନୋବେଲ ପୁରସ୍କାର ବିଜେତା ମଲାଲା ୟୁଶୁଫଜଇଙ୍କ ଉପରେ ୯ ବର୍ଷ ପୂର୍ବେ ଜୀବନରୁ ମାରିଦେବାଲାଗି ଉଦ୍ୟମ କରିଥିବା ପାକିସ୍ତାନୀ ତାଲିବାନ ଆତଙ୍କବାଦୀ ପୁଣିଥରେ...

ଏଲିଜାବେଥ ହେବେ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ

ପ୍ୟାରିସ,୧୭ ।୫: ଫ୍ରାନ୍ସର ରାଷ୍ଟ୍ରପତି କାର୍ଯ୍ୟାଳୟ ଏଲିସି ଏକ ବୟାନରେ କହିଛନ୍ତି ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ଔପଚାରିକ ଭାବେ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି ।...

Advertisement
Archives

Model This Week