ଅନ୍ତର୍ଜାତୀୟ

ଚେତାବନୀ: ତାତିରେ ପ୍ରତିବର୍ଷ ମରିବେ ୯୦ ହଜାରରୁ ଅଧିକ ୟୁରୋପୀୟ, ପଦକ୍ଷେପ ଗ୍ରହଣକୁ ଗୁରୁତ୍ୱ…

କୋପେନହେଗେନ,୯।୧୧ : ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ବହୁ ଦେଶର କ୍ଷତି ଘଟିଛି। ୟୁରୋପ ମଧ୍ୟ ଅନେକ କ୍ଷତି ସହିଛି। ବର୍ତ୍ତମାନ ୟୁରୋପୀୟ ପରିବେଶ ଏଜେନ୍ସି (ଇଇଏ) ଉତ୍ତାପ ତରଙ୍ଗ ବିଷୟରେ ଚେତାବନୀ ଦେଇଛି। ଏଜେନ୍ସି କହିଛି ଯେ…

ଯୁଦ୍ଧ ଉପରେ ଜିନପିଙ୍ଗଙ୍କ ଗୁରୁତ୍ୱାରୋପ…

ବେଜିଂ,୯।୧୧ : ଚାଇନାର ଖରାପ ହେଉଥିବା ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଏଥିରେ ଜାରି ରହିଥିବା ଅନିଶ୍ଚିତତା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଶି ଜିନପିଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତି ଘୋଷଣା କରିଛନ୍ତି। ଜିନପିଙ୍ଗ କହିଛନ୍ତି ଯେ ଦେଶର ସୁରକ୍ଷା ସୁନିଶ୍ଚିତ କରିବା…

ଫୋର୍ବସ ପତ୍ରିକାର ୨୦ ଏସିଆ ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ୩ ଭାରତୀୟ…

ଓ୍ବାଶିଂଟନ,୯।୧୧ : ଫୋର୍ବସ ପତ୍ରିକାର ନଭେମ୍ବର ସଂଖ୍ୟାରେ ପ୍ରକାଶିତ ୨୦ ଜଣ ଏସୀୟ ମହିଳା ଉଦ୍ୟୋଗୀଙ୍କ ତାଲିକାରେ ତିନିଜଣ ଭାରତୀୟଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।  ତାଲିକାରେ କୋଭିଡ-୧୯ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ବ୍ୟବସାୟ ବୃଦ୍ଧିରେ ଉଲ୍ଲେଖନୀୟ ସଫଳତା ହାସଲ…

ରୁଷିଆର ୧୭ ଶିବିର ଉପରେ ଆକ୍ରମଣ…

କ୍ୱିଭ୍‌/ମସ୍କୋ,୯।୧୧ : ୟୁକ୍ରେନର ପୂର୍ବ ଅଞ୍ଚଳରେ ଥିବା ରୁଷିଆର ୧୭ଟି ଶିବିର ଉପରେ ଆକ୍ରମଣ ହୋଇଛି। ୟୁକ୍ରେନ୍‌ ସେନାଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ରୁଷିଆର ବହୁ ସାମରିକ ଉପକରଣ ଧ୍ୱଂସ ସେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି। ୟୁକ୍ରେନ ଜେନେରାଲ…

କୋପ୍‌-୨୭ରେ ସହମତି, ତୈଳ-ଗ୍ୟାସ କମ୍ପାନୀ ଉପରେ ଲାଗିବ ଟିକସ…

କାଏରୋ,୯।୧୧ : ପୃଥିବୀକୁ ବଞ୍ଚାଇବା ପାଇଁ କଡା କାର୍ଯ୍ୟାନୁଷ୍ଠାନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ କୋପ୍‌-୨୭ରେ ଯୋଗଦେଇ ବିଶ୍ୱ ନେତୃବୃନ୍ଦ ଇଜିପ୍ଟର ଉପକୂଳବର୍ତ୍ତୀ ସହରରେ ଏକତ୍ରିତ ହୋଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବହୁ କ୍ଷତି…

ହ୍ୟାରୀ ପୋଟର ଅଭିନେତାଙ୍କ ପରଲୋକ…

ଓ୍ବାଶିଂଟନ,୯।୧୧ : ବହୁ ଲୋକପ୍ରିୟ କ୍ୟାରି ଅନ ଧାରାବାହିକରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଏବଂ ହ୍ୟାରି ପୋଟର୍‌ରେ ଶର୍ଟିଂ ହାଟକୁ ସ୍ବର ଦେଇଥିବା ବ୍ରିଟିଶ ହାସ୍ୟ ଅଭିନେତା ଲେସଲି ଫିଲିପ୍ସଙ୍କର ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ୯୮ ବର୍ଷ…

ଇସ୍ତଫା ଦେଲେ ସୁନକଙ୍କ କ୍ୟାବିନେଟ ମନ୍ତ୍ରୀ…

ଲଣ୍ଡନ,୯।୧୧ : ବ୍ରିଟେନରେ ଋଷି ସୁନକ ପ୍ରଧାନମନ୍ତ୍ରୀ ହେବାର ଏକ ମାସ ବି ହୋଇ ନାହିଁ। ଇତି ମଧ୍ୟରେ ତାଙ୍କ କ୍ୟାବିନେଟରୁ ଇସ୍ତଫା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରକାଶ ଯେ, ବ୍ରିଟେନର ମନ୍ତ୍ରୀ ଗାଭିନ ୱିଲିୟମସନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।…

ବହୁ ଭୋଟରଙ୍କୁ ମତଦାନର ସୁଯୋଗ ମିଳି ନଥିବା ଅଭିଯୋଗ ଆଣିଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୯।୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଡେଟ୍ରିୟରରେ ବାଲାଟ ପତ୍ରର ଅଭାବ ଯୋଗୁ ଅନେକ ଭୋଟରଙ୍କୁ ଭୋଟ ଦେଇ ପାରି ନାହାନ୍ତି। ଟ୍ରମ୍ପ ନିଜର ସୋସିଆଲ ମିଡିଆ ଆପ ଟ୍ରୁଥ ସୋସିଆଲରେ ଲୋକଙ୍କୁ ନିବେଦନ…

କାହାର ହେବ କଂଗ୍ରେସ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କାର୍ଯ୍ୟକାଳକୁ ଇତିମଧ୍ୟରେ ୨ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସର ନିମ୍ନ ସଦନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା) ଏବଂ ଉଚ୍ଚ ସଦନ ସିନେଟ୍‌ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ଚାଲିଛି। ୪୩୫…

ମ୍ୟାନମାରରେ ସାମରିକ ଶାସନ ବିରୋଧରେ ବସନ୍ତ କ୍ରାନ୍ତି ଆହ୍ବାନ…

ନାପିଦ୍ୱ,୮।୧୧ : ପ୍ରକାଶ ଯେ, ମ୍ୟାନମାରରେ ସାମରିକ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ କରୁଥିବା ଦଳ ବର୍ତ୍ତମାନ ଏକ ନିର୍ଣ୍ଣାୟକ ଲଢ଼େଇ କରିବାକୁ ଯୋଜନା କରୁଛନ୍ତି। ଦେଶରେ ବିରୋଧୀ ଦଳ ଜାତୀୟ ଏକତା ସରକାର (ଏନୟୁଜି) ନାମକ ଏକ ବିକଳ୍ପ ସରକାର…

କରୋନାଠାରୁ ମାରାତ୍ମକ ଭୂତାଣୁ ବିକଶିତ କରୁଛନ୍ତି ଚାଇନା-ପାକିସ୍ତାନ, ରାଓ୍ବଲପିଣ୍ଡ ରିସର୍ଚ୍ଚ ଲ୍ୟାବ୍‌ରେ ଚାଲିଛି ପ୍ରସ୍ତୁତି…

ଇସଲାମାବାଦ/ବେଜିଂ,୮।୧୧ : ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଏବେ ପୃଥିବୀ ପାଇଁ ନୂଆ ବିପଦ ସୃଷ୍ଟି କରିବାକୁ ଯାଉଛି। ଚାଇନା ପାକିସ୍ତାନକୁ ଅନେକ ଥର ଆର୍ଥିକ ସହାୟତା କରିଛି। ଏଥି ସହିତ ପାକିସ୍ତାନ ମଧ୍ୟ ଚାଇନାର ବେଆଇନ କାର୍ଯ୍ୟକୁ ୁ…

ଇମ୍ରାନଙ୍କଠାରୁ ୪ ଗୁଳି ବାହାରିଥିବା ପ୍ରମାଣ ହେଲେ ଛାଡିଦେବି ରାଜନୀତି…

ଇସଲାମାବାଦ,୮।୧୧ : ନିକଟରେ ଆଜାଦୀ ମାର୍ଚ୍ଚରେ ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଆକ୍ରମଣ କରାଯାଇଥିଲା। ସେ ଦାବି କରିଛନ୍ତି ଯେ ତାଙ୍କ ଗୋଡ଼ରେ ତିନିଟି ଗୁଳି ବାଜିଥିଲା, ଯାହାକୁ ଡାକ୍ତରମାନେ ଏକ ଅପରେଶନ ମାଧ୍ୟମରେ ବାହାର କରିଥିଲେ। ବର୍ତ୍ତମାନ ଏହି ଘଟଣାକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri