ଅନ୍ତର୍ଜାତୀୟ

ତୃତିୟଥର ଲାଗି ବ୍ରାଜିଲର ରାଷ୍ଟ୍ରପତି ହେଲେ ଲୁଲା ଡା ସିଲଭା

ବ୍ରାସିଲିଆ,୨ ।୧: ବାମପନ୍ଥି ନେତା ଲୁଇଜ ଇନାସିୟୋ ଲୁଲା ଡା ସିଲଭା ତୃତିୟ ଥର ଲାଗି ବ୍ରାଜିଲର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନରେ ଜାଏର ବୋଲସୋନାରୋ ବାମପନ୍ଥି ନେତା ଲୁଇଜ ଇନାସିୟୋ ଲୁଲା ଡା…

କ୍ୟାନ୍‌ସର ସେଲ୍‌ ନାଶ କରିବ କୃତ୍ରିମ ଡିଏନ୍‌ଏ

ଟୋକିଓ,୨।୧: ସଦ୍ୟଶିଶୁଠାରୁ ଆରମ୍ଭ କରି ବୟସ୍କ, ପ୍ରତ୍ୟେକ ବୟସ ବର୍ଗର ଲୋକେ ବର୍ତ୍ତମାନ କ୍ୟାନ୍‌ସରରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହି ରୋଗ ଭଲ କରିବା ଲାଗି ଉପଲବ୍ଧ ଥିବା ଚିକିତ୍ସା ପଦ୍ଧତି ବ୍ୟୟବହୁଳ ହୋଇଥିବାବେଳେ ଏହା ରୋଗୀ ଶରୀରରେ ବହୁ ପାର୍ଶ୍ୱ…

ରୁଷିଆ ଆକ୍ରମଣ ଉପରେ ୟୁକ୍ରେନର ଜବାବ, ବଙ୍କରରେ ଗିଟାର ବଜାଉଥିବା ୟୁକ୍ରେନ ସେନାଙ୍କ ଭିଡିଓ ଭାଇରାଲ

କ୍ୱିଭ,୨ ।୧: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୩୦୦ରୁ ଅଧିକ ଦିନ ହୋଇଗଲାଣି । ଏଥିରେ ନା ୟୁକ୍ରେନ୍ ନା ରୁଷିଆ କେହି ମୁଣ୍ଡ ନଇଁବାକୁ ରାଜି ନୁହେଁ । ବିସ୍ଫୋରଣ ଓ ସାଇରନର ଶବ୍ଦ ଏବେ ଏଠାରେ ନିତିଦିନିଆ ଘଟଣା…

ମେକ୍ସିକୋର ଜୁଆରେଜ ସହରରେ ଥିବା ଜେଲରେ ଆକ୍ରମଣ, ୧୦ ସୁରକ୍ଷାକର୍ମୀଙ୍କ ସହ ୧୪ ମୃତ, ଡଜନରୁ ଅଧିକ କଏଦୀ ଫେରାର

ୱାଶିଂଟନ,୨ ।୧: ମେକ୍ସିକୋର ସୀମାବର୍ତ୍ତି ସହର ଜୁଆରେଜର ଏକ ଜେଲରେ କେତେଜଣ ଆକ୍ରମଣକାରୀ ଗୁଳି କରିଛନ୍ତି । ଏହି ଆକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୧୦ ସୁରକ୍ଷାକର୍ମୀ ଓ ୪…

ନୂଆବର୍ଷ ପାଳନ ସମୟରେ ଗୁଳିକାଣ୍ଡ ୨୨ ଆହତ

ଇସଲାମାବାଦ,୧ ।୧: ଶନିବାର ଯେତେବେଳେ ସାରା ବିଶ୍ୱ ନୂଆବର୍ଷ ପାଳନ କରିବାରେ ବ୍ୟସ୍ତ ଥାଆନ୍ତି ଠିକ୍ ସେତିକି ବେଳେ ପାକିସ୍ତାନରେ ନୂଆବର୍ଷକୁ ବନ୍ଧୁକ ଗୁଳିରେ ସ୍ୱାଗତ କରାଯାଇଥିଲା । କରାଚି ସମେତ ଦେଶର କିଛି ବଡ ବଡ ସହରରେ ନୂଆବର୍ଷରେ ଗୁଳିକାଣ୍ଡ…

ସାମରିକ ଏୟାରଫିଲ୍ଡ ନିକଟରେ ବିସ୍ଫୋରଣ: ୧୦ ମୃତ

କାବୁଲ,୧।୧:ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ସାମରିକ ଏୟାରଫିଲ୍ଡ ନିକଟରେ ରବିବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ଘଟିବାର କାରଣ ଜଣାପଡ଼ି ନ ଥିବା ଗୃହ ବିଭାଗ ପକ୍ଷରୁ କୁହାଯାଇଛି।…

ଆମେରିକାକୁ ପରାମର୍ଶ ଦେଲା ଚାଇନା

ବେଜିଂ,୧।୧: ନିକଟରେ ଚାଇନା ଏବଂ ରୁଷିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଭିଡିଓ କଲରେ ବାର୍ତ୍ତାଳାପ ହୋଇଥିଲା। ଏହି ସମୟରେ ଉଭୟ ଦେଶର ମୁଖ୍ୟ ପାରସ୍ପରିକ ସମ୍ପର୍କକୁ ମଜଭୁତ କରିବାକୁ ରାଜି ହୋଇଥିଲେ। ରୁଷିଆ ଏବଂ ଚାଇନା ମଧ୍ୟରେ ବହୁତ ଭଲ ସମ୍ପର୍କ ଥିବା…

ପରମାଣୁ ବେସର ଲିଷ୍ଟ ଶେୟାର କଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୧ ।୧: ନୂଆବର୍ଷ ଅବସରରେ ଏସିଆ ମହାଦେଶର ଦୁଇଟି ଚୀର ପ୍ରତିଦ୍ୱନ୍ଦି ରାଷ୍ଟ୍ର ପରସ୍ପର ମଧ୍ୟରେ ପରମାଣୁ ବେସର ଲିଷ୍ଟ ଶେୟାର କରିଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଭାରତ ଅନ୍ୟଟି ହେଉଛି ପାକିସ୍ତାନ । ଏହା ପୂର୍ବରୁ ଏହି…

ପାଶ୍ଚାତ୍ୟ ଦେଶଙ୍କୁ ପୁଟିନଙ୍କ ଚେତାବନୀ, ଆମେ ନତ ମସ୍ତକ ହେବୁ ନାହିଁ…

ମସ୍କୋ,୧।୧ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଗତ ୧୦ ମାସ ଧରି ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରୁଥିବା ସୈନିକମାନଙ୍କୁ ଉତ୍ସାହିତ କରିବା ଉପରେ ସେ ଅଧିକ ଧ୍ୟାନ ଦେଇଥିଲେ। ତାଙ୍କ ଭାଷଣରେ…

ଆମେ ନଇଁବୁ ନାହିଁ: ପୁଟିନ୍‌

ମସ୍କୋ,୧।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ନିଜ ସମ୍ବୋଧନରେ ସେ ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନଙ୍କୁ ରୁଷିଆ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ୟୁକ୍ରେନକୁ ଅସ୍ତ୍ର ଭାବରେ ବ୍ୟବହାର…

କିମ୍‌ ଟ୍ରମ୍ପ୍‌ଙ୍କୁ ଚୁମ୍ବନ ଦେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ହନୋଇ,୧।୧ : ହାନୋଇରେ ଏକ ବୈଠକ କରିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଭଳି ଦେଖଯାଉଥିବା ହାୱାର୍ଡ ଆକ୍ସ ଏବଂ ଟ୍ରମ୍ପଙ୍କ ଭଳି ଦେଖିବାକୁ ଲାଗୁଥିବା ରସେଲ ହ୍ବାଇଟଙ୍କୁ ବିମାନବନ୍ଦରରେ ନଜର ଆସିଛନ୍ତି। କିମ୍‌ ଏବଂ…

ଚାଇନାକୁ ସର୍ତ୍ତମୂଳକ ସହାୟତା ପାଇଁ ତାଇଓ୍ବାନ ରାଜି…

ତାଇପେ,୧।୧ : ଚାଇନାରେ କୋରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ଚାଇନାରେ ପ୍ରତିଦିନ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜେ ବର୍ଷର ପ୍ରଥମ ଦିନରେ ବାହାରକୁ ଆସିଥିଲେ ଏବଂ ଦେଶରେ କରୋନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri