ଭାରତକୁ ପ୍ରଶଂସା କଲା ଆଇଏମଏଫ
ଓ୍ବାଶିଂଟନ୍,୧୩।୧୦: ବିଶ୍ୱ ବ୍ୟାଙ୍କ ପରେ ବର୍ତ୍ତମାନ ଆଇଏମଏଫ ଅର୍ଥାତ୍ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ମୋଦି ସରକାରଙ୍କ କ୍ୟାଶ୍ ଟ୍ରାନ୍ସଫର ଯୋଜନାକୁ ପ୍ରଶଂସା କରିଛି। ଆଇଏମଏଫ ଭାରତର ଡାରେକ୍ସ ବେନିଫିଟ୍ ଟ୍ରାନ୍ସଫର ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା...
ଆଣବିକ ଯୁଦ୍ଧ ଆଶଙ୍କା, ଆମେରିକା କିଣୁଛି ଆୟୋଡ଼ିନ ଟାବଲେଟ…
ଓ୍ବାଶିଂଟନ,୧୩।୧୦ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧରେ ଏବେ ଆଣବିକ ଆକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ତାଙ୍କର ସୀମା ତଥା ସାବଭୌମତ୍ୱର ସୁରକ୍ଷା ପାଇଁ ସେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ହାତଛଡ଼ା...
ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଜାତିସଂଘ
ଇସଲମାବାଦ,୧୩ା୧୦: ଜାତିସଂଘ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଏହାର କାରଣ ହେଉଛି ଜାତିସଂଘ ପାକିସ୍ତାନ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସ୍ଥିର କରିଥିବା ଅର୍ଥର ଅଧା ମଧ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇ ନାହିଁ। କେବଳ ଏତିକି ନୁହେଁ, ବର୍ତ୍ତମାନ...
ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ପାକିସ୍ତାନରୁ ମୁହଁ ଫେରାଇଲା ଓଆଇସି
ଇସଲମାବାଦ,୧୩ା୧୦: ପାକିସ୍ତାନରେ ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ କାହାକୁ ଅଜଣା ନାହିଁ। ଏହି ବନ୍ୟାରେ ୬୦-୬୫ ଲକ୍ଷ ଲୋକ ଭୂମିହୀନ ହୋଇଛନ୍ତି। ୧୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷ ଲକ୍ଷ ଗୋରୁ ବନ୍ୟାରେ ଭାସି ଯାଇଛନ୍ତି। ଲକ୍ଷ ଲକ୍ଷ...
ବନ୍ୟ ପ୍ରାଣୀଙ୍କ ସଂଖ୍ୟା ୬୯ ପ୍ରତିଶତ କମିଛି: ଲିଭିଂ ପ୍ଲାନେଟ ରିପୋର୍ଟ ୨୦୨୨…
ନୂଆଦିଲ୍ଲୀ,୧୩।୧୦ : ଲିଭିଂ ପ୍ଲାନେଟ ରିପୋର୍ଟ ୨୦୨୨ ରେ, ୯୦ ବୈଜ୍ଞାନିକଙ୍କ ଦ୍ୱାରା ୩୨ ହଜାରରୁ ଅଧିକ ପ୍ରଜାତିର ପ୍ରାଣୀ ବିଶ୍ଳେଷଣ କରାଯାଇଛି। ଗତଥର ତୁଳନାରେ ପ୍ରାଣୀ ପ୍ରଜାତିଙ୍କ ସଂଖ୍ୟା ୧୧ ହଜାର ଅଧିକ ରହିଛି। ଡବ୍ଲୁଡବ୍ଲୁଏଫ୍ ଇଣ୍ଡିଆର ସେକ୍ରେଟେରୀ...
ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ଜବାବ…
ଜେନେଭା,୧୩।୧୦ : ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ ପୁଣି ଥରେ ସାମ୍ନାକୁ ଆସିଛି। ଏଥିପାଇଁ ଭାରତ ପୁଣି ଥରେ କଡ଼ା ଜବାବ ଦେବା ସହିତ ନିନ୍ଦା କରିଛି। ସାଧାରଣ ସଭାରେ ୟୁକ୍ରେନ-ରୁଷିଆ ଯୁଦ୍ଧ ପ୍ରସଙ୍ଗ ଚାଲିଥିଲା...
ପୃଥିବୀରେ ମଙ୍କିପକ୍ସ ମାମଲା ୭୦ ହଜାର ଟପିଲା, ସତର୍କ ସୂଚନା ଜାରି କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…
ଜେନେଭା,୧୩।୧୦ : ସମଗ୍ର ବିଶ୍ୱରେ ମଙ୍କିପକ୍ସ ମାମଲା ରେ ବହୁତ ବୃଦ୍ଧି ଘଟିଛି । ବିଶ୍ୱ ସୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ମଙ୍କିପକ୍ସ ସହ ଜଡିତ ମାମଲା ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି। ଏହା ସହିତ ବିଶ୍ୱ ସ୍ବାସ୍ଥ୍ୟ...
ବିଶ୍ୱ ମାନଚିତ୍ରରୁ ଏକ ସାର୍ବଭୌମ ଦେଶକୁ ଲିଭାଇ ପାରିବ ନାହିଁ ରୁଷିଆ, ନିନ୍ଦା ପ୍ରସ୍ତାବକୁ ବାଇଡେନଙ୍କ ପ୍ରଶଂସା…
ଜେନେଭା/ଓ୍ବାଶିଂଟନ/ମସ୍କୋ,୧୩।୧୦ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ରୁଷିଆ ବିରୋଧରେ ପାରିତ ହୋଇଥିବା ନିନ୍ଦା ପ୍ରସ୍ତାବକୁ ପ୍ରଶଂସା କରିଛନ୍ତି। ପ୍ରସ୍ତାବରେ ୟୁକ୍ରେନର ଚାରୋଟି ଅଞ୍ଚଳକୁ ରୁଷିଆ ସହିତ ମିଶ୍ରଣକୁ ନିନ୍ଦା କରାଯାଇଛି। ବାଇଡେନ...
କଟକଣାକୁ ଅଣଦେଖା, ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୧୩।୧୦ : କ୍ଷେପଣାସ୍ତ୍ର ପରୀକ୍ଷଣ କରି କୋରିଆ ଉପଦ୍ୱୀପରେ ଉତ୍ତର କୋରିଆ ଉତ୍ତେଜନା ବୃଦ୍ଧି କରିଛି। ଗୁରୁବାର ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣିଥରେ ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। କିମ ଜୋଙ୍ଗ ଉନଙ୍କ...
ଅକ୍ଷୟ ଶକ୍ତିରେ ୩ ଗୁଣା ନିବେଶ ଜରୁରୀ: ଜାତିସଂଘ
ଜେନେଭା, ୧୩ା୧୦: ଶୂନ ଅଙ୍ଗାରକାମ୍ଳ ନିର୍ଗମନ ବା ଜିରୋ କାର୍ବନ ଏମିଶନ ଲକ୍ଷ୍ୟ ହାସଲ ପାଇଁ ପୁନଃ ବ୍ୟବହାରଯୋଗ୍ୟ ଶକ୍ତିରେ ବୈଶ୍ୱିକ ନିବେଶ ୨୦୫୦ ସୁଦ୍ଧା ୩ ଗୁଣା ବଢ଼ିବା ଆବଶ୍ୟକ ବୋଲି ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲ୍ୟୁଏମ୍ଓ) ପକ୍ଷରୁ...
ସାଉଦି ସହ ସମ୍ପର୍କର ପୁନର୍ବିଚାର କରିବେ ବାଇଡେନ୍
ଓ୍ବାଶିଂଟନ୍, ୧୩।୧୦: ସାଉଦି ଆରବ ସହ ଆମେରିକାର ସମ୍ପର୍କ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏ ନେଇ ବାଇଡେନ୍ ସରକାର ଦୁଇ ଦେଶର ସମ୍ପର୍କକୁ ନେଇ ପୁନଃ ବିଚାର କରିବେ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ରୁଷିଆ ଅଧ୍ୟକ୍ଷତାରେ...
ଫେସ୍ବୁକ୍ରେ ଅଚାନକ କମିଗଲା ଫଲୋଅର୍ସଙ୍କ ସଂଖ୍ୟା
ନୂଆଦିଲ୍ଲୀ, ୧୩ା୧୦: ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍ ୟୁଜର୍ସଙ୍କ ଫଲୋଅର୍ସଙ୍କ ସଂଖ୍ୟା ଅଚାନକ କମିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଖୋଦ୍ ଫେସ୍ବୁକ୍ର ମୂଳ କମ୍ପାନୀ ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଫଲୋଅର୍ସଙ୍କ ସଂଖ୍ୟା ବୁଧବାର ୩ଟା ସୁଦ୍ଧା ୧୧୯...
Archives


