ଇରାକ-ସିରିଆର ୮୯ ସ୍ଥାନରେ ଏୟାର ଷ୍ଟ୍ରାଇକ୍ କଲା ତୁର୍କୀ…
ବାଗଦାଦ/ଇସ୍ତାନବୁଲ,୨୧।୧୧ : ଗତ ସପ୍ତାହରେ ହୋଇଥିବା ଇସ୍ତାନବୁଲ ବିସ୍ଫୋରଣର ପ୍ରତିଶୋଧ ନେଇ ତୁର୍କୀ ଉତ୍ତର ସିରିଆ ଏବଂ ଇରାକର ୮୯ ସ୍ଥାନରେ ଏୟାର ଷ୍ଟ୍ରାଇକ ଆରମ୍ଭ କରି ଇସ୍ତାନବୁଲ ବିସ୍ଫୋରଣରେ ଦାୟୀ କୁର୍ଦ୍ଦ ଗୋଷ୍ଠୀଙ୍କୁ ଟାର୍ଗେଟ କରିଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ…
ହିଜାବ ଖୋଲି ଇନଷ୍ଟାରେ ଭିଡିଓ ପୋଷ୍ଟ କରିବା ପଡିଲା ମହଙ୍ଗା, ଗିରଫ ହେଲେ ଇରାନ ଅଭିନେତ୍ରୀ
ତେହେରାନ,୨୧ ।୧୧: ଇରାନ ପୋଲିସ ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଅଭିନେତ୍ରୀଙ୍କ ଉପରେ ସର୍ବସାଧାରଣ ସ୍ଥାନରେ ହିଜାବ ହଟାଇବା ଅଭିଯୋଗ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଦେଶରେ ଜାରି କରାଯାଇଥିବା ବିରୋଧ ପ୍ରଦର୍ଶନର…
୬ ଫୁଟ୍ ବରଫରେ ପୋତିହେଲା ପଶ୍ଚିମ ନ୍ୟୁୟର୍କ
ନ୍ୟୁୟର୍କ,୨୧।୧୧ : ଆମେରିକାର ପଶ୍ଚିମ ନ୍ୟୁୟର୍କରେ ଶନିବାର ପ୍ରବଳ ତୁଷାରପାତ ଜାରି ରହିବାରୁ କେତେକ ଅଞ୍ଚଳ ୬ଫୁଟ୍ ବରଫ ତଳେ ପୋତିହୋଇଯାଇଛି। ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିବା ସହ ବଫାଲୋ ଅଞ୍ଚଳରେ ଅନେକ ବିମାନ ଚଳାଚଳ ବାତିଲ ହୋଇଛି। ତୁଷାରପାତରେ…
କ୍ଷତିପୂରଣ କରିବେ ଧନୀ ରାଷ୍ଟ୍ର
ଶର୍ମ ଏଲ୍-ଶେଖ୍/ନୂଆଦିଲ୍ଲୀ,୨୧ା୧୧ : ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ଅନୁନ୍ନତ ଦେଶଗୁଡ଼ିକୁ ଉତ୍ସର୍ଜନ ସୃଷ୍ଟିକାରୀ ଧନୀ ରାଷ୍ଟ୍ରଗୁଡ଼ିକ କ୍ଷତିପୂରଣ ଦେବେ। ଏଥିସକାଶେ ଏକ ପାଣ୍ଠି ଗଠନ କରିବା ଉପରେ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ସହମତି ପ୍ରକାଶ କରିଛନ୍ତି। ଏହି ଐତିହାସିକ…
ସେଲ୍ ଚାବି ହାତେଇ ୯ କଏଦୀ ଫେରାର
କୋହିମା,୨୦।୧୧: ନାଗାଲାଣ୍ଡର ମୋନ୍ ଜିଲା କାରାଗାରରୁ ୯ଜଣ ଅନ୍ତେବାସୀ ଫେରାର ଥିବା ଜଣାପଡିଛି। ପୋଲିସ ସେମାନଙ୍କୁ ଧରିବାକୁ ତଲାସି ଅଭିଯାନ ଜାରି ରଖିଛି। ଫେରାର କଏଦୀଙ୍କ ମଧ୍ୟରେ କେତେଜଣ ବିଚାରାଧୀନ କଏଦୀ ଥିବାବେଳେ କେତେକ ହତ୍ୟା ମାମଲାରରେ ସମ୍ପୃକ୍ତ ଥିବା ସୂଚନା…
ବରଫରେ ପୋତିହେଲା ପଶ୍ଚିମ ନ୍ୟୁୟର୍କ
ନ୍ୟୁୟର୍କ,୨୦।୧୧: ଆମେରିକାର ପଶ୍ଚିମ ନ୍ୟୁୟର୍କରେ ପ୍ରବଳ ତୁଷାରପାତ ଜାରି ରହିଛି। ଫଳରେ ଅଞ୍ଚଳର କେତେକ ସ୍ଥାନରେ ୬ଫୁଟ୍ ବରଫ ପୋତି ହୋଇରହିଛି। ଏନେଇ ଅଞ୍ଚଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଏପରିକି ବିମାନ ଚଳାଚଳକୁ ମଧ୍ୟ ବାତିଲ କରି ଦିଆଯାଇଛି। ତୁଷାରପାତରେ…
ହ୍ୱାଇଟ ହାଉସରେ ସମ୍ପନ୍ନ ହେଲା ବାଇଡେନଙ୍କ ନାତୁଣୀ ନାଓମିଙ୍କ ବିବାହ
ୱାଶିଂଟନ,୨୦ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନଙ୍କର ରବିବାର ହ୍ୱାଇଟ ହାଉସରେ ବିବାହ ସମ୍ପନ୍ନ ହୋଇଛି । ହ୍ୱାଇଟ ହାଉସରେ ଆୟୋଜିତ ଏକ ପ୍ରାଇଭେଟ ପାର୍ଟିରେ ସେ ପିଟର ନୀଲଙ୍କୁ ବିବାହ କରିଛନ୍ତି । ମିଡିଆ ରିପୋର୍ଟ…
ଆମେରିକାରେ ପୁଣି ଗୁଳିକାଣ୍ଡ: ୫ ମୃତ
ନ୍ୟୁୟର୍କ,୨୦।୧୧: ଆମେରିକାର କଲୋରଡୋ ସ୍ପ୍ରିଙ୍ଗ୍ସ ଗେ କ୍ଲବରେ ଗୁଳିକାଣ୍ଡ ଘଟିଛି। ଏଥିରେ ୨୩ ଜଣଙ୍କୁ ଗୁଳି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ୧୮ ଜଶ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ନାଇଟ କ୍ଲବରେ ଜଣେ ବନ୍ଧୁକଧାରୀ ହଠାତ୍…
ୟୁକ୍ରେନକୁ ୬ କୋଟି ଡଲାର ପ୍ରତିରକ୍ଷା ସହାୟତା ଯୋଗାଇଲା ବ୍ରିଟେନ
ଲଣ୍ଡନ,୨୦।୧୧: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟରେ ୟୁକ୍ରେନର ରାଜଧାନୀ କିଭ୍ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ଗସ୍ତରେ ସେ ୟୁକ୍ରେନକୁ ସେ ୬ କୋଟି ଡଲାର ପ୍ରତିରକ୍ଷା ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ୧୨୬ଟି ଆଣ୍ଟି-ଏୟାରକ୍ରାଫ୍ଟ…
ଆଜି ନେପାଳ ପାର୍ଲାମେଣ୍ଟ ନିର୍ବାଚନ
କାଠମାଣ୍ଡୁ,୨୦।୧୧(ପି.ଟି.): ନେପାଳ ପାର୍ଲାମେଣ୍ଟ ଏବଂ ପ୍ରାଦେଶିକ ବିଧାନସଭାଗୁଡ଼ିକ ଲାଗି ରବିବାର ଭୋଟଗ୍ରହଣ ହେବ। ଶାସକ ନେପାଳୀ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ବିଜୟୀ ହେବା ଆଶା କରାଯାଉଥିଲେ ମଧ୍ୟ ରାଜନୈତିକ ସ୍ଥିରତା ଆଣିବାରେ ବିଫଳ ହୋଇପାରେ ବୋଲି କୁହାଯାଉଛି। ୭ ପ୍ରଦେଶର ୧…
ଜି୨୦ ସମିଟ୍ ଘୋଷଣାନାମା: ଜରୁରୀ ଭୂମିକା ନେଇଥିଲା ଭାରତ
ଓ୍ବାଶିଂଟନ,୨୦।୧୧: ଜି୨୦ ସମିଟ୍ ଘୋଷଣାନାମା ଆଲୋଚନାରେ ଭାରତ ଜରୁରୀ ଭୂମିକା ନିଭାଇଥିଲା ବୋଲି ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କେରିନ୍ ଜିନ୍-ପିଏରେ ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ଚଳିତ ବର୍ଷ ଫେବୃୟାରୀରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଲାଗିରହିଥିବାବେଳେ ଆଜିର ଯୁଗ କଦାପି ଯୁଦ୍ଧର…
ଯୁଦ୍ଧରେ ଅର୍ଥନୀତି ପ୍ରଭାବିତ
ବ୍ୟାଙ୍କକ୍,୨୦।୧୧: ୟୁକ୍ରେନ୍ ଉପରେ ରୁଷିଆ ଚଳାଇଥିବା ଯୁଦ୍ଧର ପରିସମାପ୍ତି ଲାଗି ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ନେତାମାନେ ଆହ୍ବାନ ଦେଇଛନ୍ତି। କ୍ଷେତ୍ରୀୟ ଅର୍ଥନୀତିକୁ ଦୀର୍ଘମିଆଦୀ ଅଭିବୃଦ୍ଧି ଦିଗରେ ଆଗେଇ ନେବା ଲାଗି ଶନିବାର ଏସିଆ-ପାସିଫିକ୍ ଇକୋନୋମିକ୍ କୋଅପରେଶନ ସମିଟ୍ ଶେଷ ଦିନରେ ୨୧…
Archives


