ଅନ୍ତର୍ଜାତୀୟ

ଏକବିଂଶ ଶତାବ୍ଦୀ ପାଇଁ ଭାରତ-ଆମେରିକା ସମ୍ପର୍କ ନିର୍ଣ୍ଣାୟକ ହେବ,ଚାଇନା ସହ ମୁକାବିଲା ପାଇଁ ସହଯୋଗ ଆବଶ୍ୟକ…

ଓ୍ବାଶିଂଟନ,୨୧।୨ : ଆମେରିକାର ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି ଯେ ଗଣତନ୍ତ୍ର, ବୈଷୟିକ ବିକାଶ ଏବଂ ଦୃଢ଼ ଅର୍ଥନୈତିକ ବ୍ୟବସ୍ଥା ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଆବଶ୍ୟକ। ଚାଇନା ସହିତ ମଧ୍ୟ ମୁକାବିଲା ପାଇଁ ଦୁଇ…

ମରିସସରେ ସାମୁଦ୍ରିକ ଝଡ଼ ଫ୍ରେଡିର ଆତଙ୍କ, ମଙ୍ଗଳବାର ରାତିରେ କରିବ ଲ୍ୟାଣ୍ଡଫଲ୍‌…

ପୋର୍ଟ ଲୁଇସ,୨୧।୨ : ମରିସସରେ ସାମୁଦ୍ରିକ ଝଡ଼ ଫ୍ରେଡିର ତାଣ୍ଡବ ଜାରି ରହିଛି। ଏହା ଯୋଗୁ ପ୍ରବଳ ବର୍ଷା ହେବାରୁ ବହୁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ଚେତାବନୀ ଲୋକଙ୍କ ଆତଙ୍କିତ କରିଛି। ପାଣିପାଗ ବିଭାଗ…

ଋଣ ପାଇଁ ଆଇଏମଏଫ ଆଗରେ ମୁଣ୍ଡ ନୋଇଲା ପାକିସ୍ତାନ, ସର୍ତ୍ତ ପୂରଣ ବିଲ ପାରିତ…

ଇସଲାମାବାଦ,୨୧।୨ : ଦେବାଳିଆ ପରିସ୍ଥିତିକୁ ଏଡାଇବା ପାଇଁ ପାକିସ୍ତାନ ଶେଷରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ସର୍ତ୍ତ ମାନିଛି। ଋଣ ପାଇଁ ପାକିସ୍ତାନ ଶେଷରେ ଆଇଏମଏଫ ଆଗରେ ନୋଇଛି। ଋଣ ସର୍ତ୍ତ ପୂରଣ ପାଇଁ ବିଲ ପାରିତ କରିବାକୁ ପ୍ରଧାନମନ୍ତ୍ରୀ…

ପୁଣି ଥରିଲା ଇରାନ

ତେହେରାନ,୨୧।୨: ଇରାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ମଙ୍ଗଳବାର ଇରାନର ଦକ୍ଷିଣ ଉପକୂଳରେ ଏହି ଭୂକମ୍ପ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମାପ କରାଯାଇଛି। ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅନେକ ଲୋକ…

ତୃତୀୟ ବିଶ୍ୱଯୁଦ୍ଧ ଚେତାବନୀ ଦେଲେ ଜେଲେନସ୍କି

କିଭ୍‌,୨୧।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ପ୍ରାୟ ଏକ ବର୍ଷ ଧରି ଚାଲିଛି। ବର୍ତ୍ତମାନ ଯୁଦ୍ଧ ଶେଷ ହେବାର କୌଣସି ସୂଚନା ମଧ୍ୟ ନାହିଁ। ଏସବୁ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚେତାବନୀ ଦେଇ କହିଛନ୍ତି, ଏହି…

ଆତଙ୍କବାଦୀ ସଂସ୍ଥା ହିଜବୁଲ ମୁଜାହିଦ୍ଦିନର ସର୍ବୋଚ୍ଚ କମାଣ୍ଡରଙ୍କୁ ହତ୍ୟା

କରାଚି,୨୧।୨: ପାକିସ୍ତାନରେ ହିଜବୁଲ ମୁଜାହିଦ୍ଦିନର ପ୍ରତିଷ୍ଠାତା ସଦସ୍ୟ ତଥା ତିନି ନମ୍ବର କମାଣ୍ଡର ଇମତିଆଜ ଆଲାମ ଛଦ୍ମନାମ ବଶିର ଅହମ୍ମଦ ପିର୍‌ଙ୍କୁ ହତ୍ୟା କରାଯାଇଛି। ରାୱଲପିଣ୍ଡିରେ ବଶିରଙ୍କୁ ଗୁଳି କରି ହତ୍ୟା କରାଯାଇଛି। କଶ୍ମୀରରେ ଆତଙ୍କ ବିସ୍ତାର ପାଇଁ ବଶିର ସର୍ବଦା…

ମହାକାଶକୁ ପଠାଯିବ ଆମେରିକା ରାଷ୍ଟ୍ରପତିଙ୍କ କେଶ

ୱାଶିଂଟନ,୨୧ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ୱାଶିଂଟନ, ଜନ ଏଫ କେନେଡି, ହ୍ୱାଇଟ ଡି ଆଇଜନହାବର ଓ ରୋନାଲ୍ଡ ରିଗନଙ୍କ କେଶର ସାମ୍ପଲକୁ ମହାକାଶ ପଠାଯିବାକୁ ପ୍ରସ୍ତୁତି ଚାଲିଛି । ଟେକ୍ସାସ ସ୍ଥିତ କମ୍ପାନୀ ସେଲେଷ୍ଟିସ ଏହି କେଶର ସାମ୍ପଲକୁ…

ରୁଷିଆ ଗସ୍ତରେ ଚାଇନାର ଶୀର୍ଷ କୂଟନୀତିଜ୍ଞ

ହଂକଂ,୨୧।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଭେଟିବା ଲାଗି ସୋମବାର କିଭ୍‌ରେ ପହଞ୍ଚତ୍ଥିବାବେଳେ ଚାଇନାର ଶୀର୍ଷ କୂଟନୀତିଜ୍ଞ ଓ୍ବାଙ୍ଗ ୟି ରୁଷିଆ ଗସ୍ତରେ ଯାଉଛନ୍ତି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ମୁଖ୍ୟ ବୈଦେଶିକ ନୀତି…

ପାକିସ୍ତାନ-ତାଲିବାନ ସେନାଙ୍କ ମଧ୍ୟରେ ମୁହାଁମୁହିଁ

କାବୁଲ,୨୧ ।୨: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଡୁରାଣ୍ଡ ଲାଇନକୁ ନେଇ ପୁଣିଥରେ ତୁତୁମେମେ ଆରମ୍ଭ ହୋଇଯାଇଛି । ତାଲିବାନ ଦ୍ୱାରା ମୁଖ୍ୟ ବ୍ୟବସାୟିକ ଓ କ୍ରସିଂ ପଏଣ୍ଟ ତୋରଖମ ଗେଟକୁ ବନ୍ଦ କରିବା ପରେ ଇସଲାମିକ ଏମିରେଟ ବଳ ଓ…

ତୁର୍କୀ-ସିରିଆରେ ପୁଣି ୬.୩ ତୀବ୍ରତାର ଭୂକମ୍ପ, ୩ ମୃତ ୨୦୦ରୁ ଅଧିକ ଆହତ

ଅଙ୍କାରା,୨୧ ।୨: ତୁର୍କୀରେ ପୁଣି ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ମପାଯାଇଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୁକମ୍ପ କେନ୍ଦ୍ର(ଇଏମଏସସି) କହିଛି ତୁର୍କୀ ଓ ସିରିଆର ସୀମାରେ ୨ କିଲୋମିଟିର ଗଭିରତାରେ ୬.୩…

ଇମ୍ରାନଙ୍କୁ ଆଶ୍ୱସ୍ତି: ହାଇକୋର୍ଟରୁ ମିଳିଲା ଜାମିନ

ଇସ୍‌ଲାମାବାଦ୍‌,୨୦।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସୋମବାର ଲାହୋର କୋର୍ଟରୁ ଇମ୍ରାନଙ୍କୁ ଜାମିନ ମିଳିଛି। ଶୁଣାଣି ପାଇଁ ଇମ୍ରାନ ସନ୍ଧ୍ୟା ୫ଟା ୩୦ରେ ନିଜେ କୋର୍ଟରେ ହାଜର ହୋଇଥିଲେ। ଏହାପରେ ତାଙ୍କର ଶୁଣାଣି ଆରମ୍ଭ ହୋଇଥିଲା।…

ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନ ଲଣ୍ଡନକୁ ଡାଇଭର୍ଟ

ଲଣ୍ଡନ,୨୦।୨: ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନ (ଏଆଇ-୧୦୨)ସୋମବାର ଲଣ୍ଡନରେ ଜରୁରୀ ଅବତରଣ କରିଛି। ମେଡିକାଲ ଜରୁରୀକାଳୀନ ପରିସ୍ଥିତି ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏୟାର ଇଣ୍ଡିଆର ଜଣେ ଅଧିକାରୀ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇ କହିଛନ୍ତି, ବିମାନରେ ମେଡିକାଲ ଜରୁରୀକାଳୀନ ପରିସ୍ଥିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri