ଅନ୍ତର୍ଜାତୀୟ

ଭାରତ ସହ ଆମର ସମ୍ପର୍କକୁ ନେଇ ମୁଣ୍ଡ ନ ଖେଳାଉ ଆମେରିକା, ସୀମା ବିବାଦକୁ ନେଇ ଚାଇନାର ଚେତାବନୀ

ବେଜିଂ,୩୦ ।୧୧: ଚାଇନା ଓ ଆମେରିକା ମଧ୍ୟରେ ପୁଣିଥରେ ତୁତୁମେମେ ଆରମ୍ଭ ହୋଇଯାଇଛି । ଦୁଇ ଦେଶ ପରସ୍ପର ବିରୋଧରେ ଲଗାତାର ବୟାନବାଜି କରି ଚାଲିଛନ୍ତି । ଏବେ ଭାରତ-ଚାଇନା ସମ୍ପର୍କକୁ ନେଇ ଚାଇନା ଏକପ୍ରକାର ଆମେରିକାକୁ ଚେତାବନୀ ଦେଇଛି ।…

ନଜର ଆସିଲେ ଜ୍ୟାକ ମା

ଟୋକିଓ,୩୦ ।୧୧: ଚାଇନାର ଅରବପତି ତଥା ବୃହତ୍ତ ଇ-କମର୍ସ କମ୍ପାନୀ ଆଲିବାବାର ସଂସ୍ଥାପକ ଜ୍ୟାକ ମା ପ୍ରାୟ ୬ ମାସ ହେବ ଜାପାନର ରାଜଧାନୀ ଟୋକିଓରେ ରହି ଆସୁଛନ୍ତି । ଜ୍ୟାକ ମା ୨୦୨୦ରୁ ଏକ ଲୋ ପ୍ରୋଫାଇଲ ଜୀବନ ଅତିବାହିତ…

ସିଙ୍ଗାପୁରରେ ସମଲିଙ୍ଗୀ ସମ୍ପର୍କ ବୈଧ

ସିଙ୍ଗାପୁର,୩୦।୧୧: ସିଙ୍ଗାପୁରରେ ପୁରୁଷଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ଅପରାଧୀକରଣ କରିଥିବା ଆଇନକୁ ମଙ୍ଗଳବାର ଦେଶର ପାର୍ଲାମେଣ୍ଟ ରଦ୍ଦ କରିଦେଇଛି। ରଦ୍ଦ ସପକ୍ଷରେ ୯୩ ସଦସ୍ୟ ଭୋଟ ଦେଇଥିବାବେଳେ ୩ ଜଣ ବିରୋଧ କରିଥିଲେ। ଏହି ଉପନିବେଶ ଶାସନ ସମୟର ଆଇନକୁ ଦୀର୍ଘଦିନ…

ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି ଚାଇନା, ୨୦୩୫ ସୁଦ୍ଧା ୧୫୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ରହିବ- ପେଣ୍ଟାଗନ ରିପୋର୍ଟ

ବେଜିଂ,୩୦ ।୧୧: ପେଣ୍ଟାଗନର ଏକ ରିପୋର୍ଟରେ ଚାଇନାକୁ ନେଇ ବଡ ତଥ୍ୟା ସାମ୍ନାକୁ ଆସିଛି । ଏଥିରେ ଦର୍ଶାଯାଇଛି ଚାଇନା କିଭଳି ଦ୍ରୁତ ଗତିରେ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ବୃଦ୍ଧି କରିବାରେ ଲାଗିଛି । ଏହି ରିପୋର୍ଟରେ କୁହାଯାଇଛି ଆସନ୍ତା…

ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୧୦ ଆତଙ୍କବାଦୀ ମୃତ

କ୍ୱେଟା,୩୦ ।୧୧: ପାକିସ୍ତାନର ଅଶାନ୍ତ ଅଞ୍ଚଳ ବଲୁଚିସ୍ତାନରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁରେ ୧୦ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେନାର ମିଡିଆ ୱିଙ୍ଗ ଏକ ବୟାନ ଜାରି କରି ଏହି ସୂଚନା ଦେଇଛି । ଇଣ୍ଟର ସର୍ଭିିସେଜ ପବ୍ଲିକ…

ପାକିସ୍ତାନର ଷଡ଼ଯନ୍ତ୍ର ପଣ୍ଡ : ବିସଏଫ ଦ୍ୱାରା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ…

ଚଣ୍ଡିଗଡ଼,୨୯।୧୧ : ପଞ୍ଜାବରେ ପାକିସ୍ତାନର ଷଡଯନ୍ତ୍ରକୁ ସୀମା ସୁରକ୍ଷା ବଳ (ବିଏସଏଫ) କର୍ମଚାରୀମାନେ ଲଗାତାର ପଣ୍ଡ କରୁଛନ୍ତି। ସମ୍ପ୍ରତି ଅମୃତସର ପୋଲିସ ଏବଂ ବିଏସଏଫ ପଞ୍ଜାବର ଫିରୋଜପୁରର ଡୋନା ତେଲୁମାଲ ଆଉଟପୋଷ୍ଟ ନିକଟସ୍ଥ ଅନ୍ତର୍ଜାତୀୟ ସୀମାରୁ ପାଞ୍ଚଟି ରାଇଫଲ, ପାଞ୍ଚଟି ପିସ୍ତଲ…

ପାକିସ୍ତାନର ୧୭ତମ ସେନା ମୁଖ୍ୟ ହେଲେ ମୁନିର, ବାଜଓ୍ବା ହସ୍ତାନ୍ତର କଲେ ଦାୟିତ୍ୱ…

ରାୱଲପିଣ୍ଡି,୨୯।୧୧ : ପାକିସ୍ତାନର ନୂତନ ସେନା ମୁଖ୍ୟ ଭାବେ ଜେନେରାଲ ଅସୀମ ମୁନିର ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ କମର ଜାଭେଦ ବାଜୱା ମଙ୍ଗଳବାର ତାଙ୍କ ଉତ୍ତରାଧିକାରୀ ଅସୀମ ମୁନିରଙ୍କୁ ବ୍ୟାଟନ ଅଫ କମାଣ୍ଡ ପ୍ରଦାନ କରିଛନ୍ତି। କମାଣ୍ଡର ପରିବର୍ତ୍ତନ ସହିତ…

ଚାଇନା ପ୍ରଦର୍ଶନକାରୀଙ୍କ ସମର୍ଥନରେ ଆମେରିକାର ମନ୍ତବ୍ୟ, ଶାନ୍ତିପୂର୍ଣ୍ଣ ବିରୋଧ ସମସ୍ତଙ୍କର ଅଧିକାର…

ଓ୍ବାଶିଂଟନ,୨୯।୧୧ : ଚାଇନାରେ ଲକଡାଉନ ବିରୋଧରେ ଚାଲିଥିବାଜନ ଆନ୍ଦୋଳନକୁ ଆମେରିକାର ସମର୍ଥନ ମିଳିଛି। ଆମେରିକା ଏହି ବିରୋଧକୁ ସମର୍ଥନ କରି କହିଛି ଯେ ଚାଇନାର ଶୂନ କୋଭିଡ ନୀତି ଆଉ କାମ କରିବ ନାହିଁ। ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର କହିଛନ୍ତି…

ଜନଆନ୍ଦୋଳନ ଆଗରେ ମୁଣ୍ଡ ନୋଇଲେ ଜିନପିଙ୍ଗ, ବଦଳିବ ଶୂନ କୋଭିଡ ନୀତି…

ବେଜିଂ,୨୯।୧୧ : ଚାଇନାର ଅନେକ ସହରରେ ଶୂନ କୋଭିଡ ନୀତିକୁ ନେଇ ବିରୋଧ ପରେ ବର୍ତ୍ତମାନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ କମ୍ୟୁନିଷ୍ଟ ପାର୍ଟି ସରକାର ଜନ ଆନ୍ଦୋଳନ ଆଗରେ ମୁଣ୍ଡ ନୋଇଛନ୍ତି। ଏବେ ସରକାର କୋଭିଡ ନିୟନ୍ତ୍ରଣ ନୀତିରେ ବଡ଼ ପରିବର୍ତ୍ତନ…

ଆଇଏସଆଇର ପୂର୍ବତନ ମୁଖ୍ୟ ନେଲେ ସ୍ବେଚ୍ଛାକୃତ ଅବସର, ସେନାମୁଖ୍ୟ ନିଯୁକ୍ତି ନେଇ ଅସନ୍ତୁଷ୍ଟ…

ଇସଲାମାବାଦ,୨୯।୧୧ : ଆଇଏସଆଇର ପୂର୍ବତନ ମୁଖ୍ୟ ତଥା ପାକିସ୍ତାନର ଜଣେ ବରିଷ୍ଠ ଲ୍ୟୁଟନାଟ ଜେନେରାଲ ଫୈଜ ହମିଦ ମଙ୍ଗଳବାର ତାଙ୍କ ଅବସର ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଶୀଘ୍ର ଅବସର ନେବେ। ହମିଦଙ୍କ ଏହି…

ସବୁଠୁ ବଡ଼ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ

ହୋନୋଲୁଲୁ, ୨୯।୧୧:ହାଓ୍ବାଇର ସମିଟ୍‌ କାଲଡେରାରେ ଥିବା ବିଶ୍ୱର ସବୁଠୁ ବଡ଼ ମାଉନା ଲୋଆ ଆଗ୍ନେୟଗିରିରୁ ରବିବାର ରାତିରୁ ଲାଭା ଉଦ୍‌ଗିରଣ ହେଉଛି। ୟୁ. ଏସ୍‌. ଜିଓଲୋଜିକାଲ ସର୍ଭିସ୍‌ ଭଲକାନିକ୍‌ ଆକ୍ଟିଭିଟି ସର୍ଭିସ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ଆଗାମୀ ଦିନରେ…

ଆନ୍ଦୋଳନ ଦମନ ପାଇଁ ବଳ ପ୍ରୟୋଗ

ବେଜିଂ,୨୯।୧୧:ଚାଇନାରେ କଠୋର କୋଭିଡ୍‌ ନୀତିକୁ ବିରୋଧ କରି ବିଭିନ୍ନ ସହରରେ ଆନ୍ଦୋଳନ ଜୋର୍‌ଦାର ହେବା ସହ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି କରାଯାଉଛି। ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୋଲିସ ବଳ ପ୍ରୟୋଗ କରିଛି। କ୍ରମାଗତ ୨ ରାତି ଧରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri