ଅନ୍ତର୍ଜାତୀୟ

ବିମାନ ଦୁର୍ଘଟଣାରେ ୪୦ ମୃତ

କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିମାନରେ ୪ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୭୨ ଜଣ ଯାତ୍ରୀ ଥିଲେ। ସେନାର ମୁଖପାତ୍ର କହିଛନ୍ତି, ୩୦ ବର୍ଷରୁ ଅଧିକ…

ଆମେରିକାର ଆର୍‌ ବୋନୀ ଗାବ୍ରିଏଲ୍‌ ହେଲେ ‘ବ୍ରହ୍ମାଣ୍ଡ ସୁନ୍ଦରୀ’

ଓ୍ବାଶିଂଟନ: ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି ଆମେରିକାର ଆର୍‌ ବୋନୀ ଗାବ୍ରିଏଲ। ସେ ଦୁନିଆର ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ଗୌରବ ଅର୍ଜନ କରଛନ୍ତି। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଥିବା ଭାରତର ହରନାଜ ସାନ୍ଧୁ ତାଙ୍କୁ…

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୭୨ ଜଣ ଯାତ୍ରୀ ଥିବା କୁହାଯାଉଛି। ୟେଟି ଏୟାରଲାଇନ୍ସ ଏଟିଆର-୭୨ ବିମାନଟି ରବିବାର ସକାଳେ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାତ୍ରା କରିଥିଲା, କିନ୍ତୁ ବିମାନଟି କାସ୍କି…

କାଲିଫର୍ନିଆରେ ବର୍ଷାର ତାଣ୍ଡବ: ଗଲାଣି ୧୯ ଜୀବନ, ୨୩୦୦୦ ଘରକୁ ବିଜୁଳି ନାହିଁ

ଓ୍ବାଶିଂଟନ,୧୫ା୧: ବର୍ଷା, ତୁଷାରପାତ ଏବଂ ପ୍ରବଳ ଝଡ଼ତୋଫାନରେ ଆମେରିକାର କାଲିଫର୍ନିଆର ଅବସ୍ଥା ବେହାଲ ହୋଇଛି। ସପ୍ତାହ ଶେଷ ସୁଦ୍ଧା କାଲିଫର୍ନିଆରେ ପୁଣି ପ୍ରବଳ ବର୍ଷା ଏବଂ ତୁଷାରପାତ ହେବାର ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ସପ୍ତାହରେ ରାଜ୍ୟରେ କେବଳ ବର୍ଷା ଯୋଗୁ…

ଇଣ୍ଡୋନେସିଆରେ ବିଶାଳ ବିକ୍ଷୋଭ

ଜାକର୍ତ୍ତା,୧୫।୧: ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ଗତ ମାସରେ ଦେଶର ବିବାଦୀୟ ନିଯୁକ୍ତି ଆଇନ ସ୍ଥାନରେ ଏକ ଜରୁରୀ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ନିର୍ଦ୍ଦେଶନାମା କର୍ମଚାରୀମାନଙ୍କ ଅଧିକାର ଓ ପରିବେଶ ସୁରକ୍ଷାକୁ ଶେଷ କରିଦେବ ବୋଲି ବିରୋଧୀ ସମାଲୋଚନା କରିଛନ୍ତି।…

ଚର୍ଚ୍ଚାରେ ଆଫ୍ରିକାର ‘ରବର ମ୍ୟାନ୍‌’

ଲିବ୍ରେଭିଲେ, ୧୫।୧: ଦେଶ ବିଦେଶରେ ଥିବା ଅନେକ ଲୁକ୍କାୟିତ ପ୍ରତିଭା ସୋସିଆଲ ମିଡିଆ ଜରିଆରେ ଲୋକଲୋଚନକୁ ଆସୁୁଛି। ଏହାଦ୍ୱାରା ପ୍ରତିଭାଶାଳୀ ଲୋକେ ଜନପ୍ରିୟତା ହାସଲ କରିବା ସହ ରୋଜଗାରକ୍ଷମ ମଧ୍ୟ ହେଉଛନ୍ତି। ଆଫ୍ରିକା ଗାବୋନର ଜୈରେସ କୋମ୍ବିଲାଙ୍କ ପାଇଁ ବହୁଳ ଭାବେ…

ରୁଷିଆର ମିଶାଇଲ ମାଡରେ ୟୁକ୍ରେନରେ ୯ ଲୋକ ମୃତ, ୬୪ ଆହତ, ଅଧିକାଂଶ ଅଞ୍ଚଳରେ ବ୍ଲାକ ଆଉଟ

କ୍ୱିଭ,୧୫ ।୧: ୟୁକ୍ରେନର ବିଭିନ୍ନ ସହରରେ ରୁଷିଆ ପକ୍ଷରୁ ମିଶାଇଲ ମାଡ ଲଗାତାର ଭାବେ ହୋଇଚାଲିଛି । ଏମିତି ଏକ ମିଶାଇଲ ମାଡରେ ୟକ୍ରେନର ଦକ୍ଷିଣ-ପୂର୍ବ ସହର ନିପ୍ରୋରେ ଥିବା ଏକ ଆପାର୍ଟମେଣ୍ଟର ଅଧାଭାଗ ନଷ୍ଟ ହୋଇଯାଇଛି ଯେଉଁଥିରେ ୧୨ ଜଣଙ୍କ…

ଲଣ୍ଡନର ଚର୍ଚ୍ଚ ବାହାରେ ଗୁଳିକାଣ୍ଡ, ୬ ଆହତ, ୭ ବର୍ଷର ଝିଅ ଗୁରୁତର

ଲଣ୍ଡନ,୧୫ ।୧: ଲଣ୍ଡନର ଏକ ଚର୍ଚ୍ଚ ନିକଟରେ ଶନିବାର ହୋଇଥିବା ଗୁଳିକାଣ୍ଡରେ ଆହତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏହାର ସୂଚନା ଲଣ୍ଡନର ମେଟ୍ରୋପଲିଟାନ ପୋଲିସ ପକ୍ଷରୁ ଦିଆଯାଇଛି । ପୋଲିସ ଏକ ବୟାନରେ କହିଛି, ଫିନିକ୍ସ ରୋଡ, ଏନଡବ୍ଲୁ ୧ରେ…

ବାଇଡେନଙ୍କ ଘରୁ ମିଳିଲା ଆଉ କିଛି ଗୋପନୀୟ କାଗଜପତ୍ର, ଯାଞ୍ଚ ପାଇଁ ବିଶେଷ ଓକିଲ ନିଯୁକ୍ତ

ୱାଶିଂଟନ,୧୫ ।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରୁ ଗୋପନୀୟ କାଗଜପତ୍ର ମିଳିବାର ପ୍ରକ୍ରିୟା ଜାରି ରହିଛି । ହ୍ୱାଇଟ ହାଉସ କହିଛି ଡେଲାଭେୟରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାରିବାରିକ ଘରୁ ଅତିରିକ୍ତ ଗୋପନୀୟ କାଗଜପତ୍ର ମିଳିଛି । ହ୍ୱାଇଟ…

ସୀମା ବିବାଦର ସମାଧାନ ପାଇଁ ଚାଇନା-ଭୁଟାନ ସହମତି…

ବେଜିଂ/ଥିମ୍ପୁ,୧୪।୧ : ସୀମା ବିବାଦର ସମାଧାନ ପାଇଁ ଚାଇନା ଏବଂ ଭୁଟାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ଜାନୁୟାରୀ ୧୦ରୁ ୧୩ ପର୍ଯ୍ୟନ୍ତ ଚାଇନାର କୁନମିଙ୍ଗ ସହରରେ ହୋଇଥିବା ବୈଠକରେ ଉଭୟ ପକ୍ଷ ଏନେଇ ରାଜି ହୋଇଛନ୍ତି। ଭୁଟାନର ଚାଇନା ସହିତ…

ଗ୍ବାଦରରେ କର୍ଫ୍ୟୁ: ଇଣ୍ଟରନେଟ୍‌ ସେବାରେ ଲାଗିଲା ପ୍ରତିବନ୍ଧକ

ଇସଲାମାବାଦ,୧୪ା୧: ସ୍ଥାନୀୟ ନାଗରିକ ଅଧିକାର ଆନ୍ଦୋଳନ ଉପରେ କଟକଣା ଲାଗିବା ପରେ ପାକିସ୍ତାନର ଗ୍ବାଦରରେ କର୍ଫ୍ୟୁ ଜାରି କରାଯାଇଛି। ବାଲୁଚିସ୍ତାନ ସରକାର ୧୪୪ ଧାରା ଜାରି କରିଛନ୍ତି। ଯାହା ସମସ୍ତ ପ୍ରକାର ସମାବେଶ ତଥା ବିରୋଧ ଉପରେ ପ୍ରତିବନ୍ଧକ ଲଗାଇବ। ମକରାନ…

ଶ୍ରୀଲଙ୍କା ଯାଉଥିବା ଭାରତୀୟମାନଙ୍କ ପାଇଁ ମାନିବାକୁ ପଡ଼ିବ ଏହି ନିୟମ

କଲମ୍ବୋ,୧୪ା୧: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଏବେ ଚିନ୍ତା ପ୍ରକାଶ ପାଇଛି। ସମସ୍ତ ଦେଶ ଏଥିରୁ ବର୍ତ୍ତିବା ପାଇଁ କଡ଼ା ନିୟମ ଲାଗୁ କରୁଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କା ମଧ୍ୟ ଏହାର କରୋନା ନିୟମକୁ କଡ଼ାକଡ଼ି କରିଛି। ଶନିବାର ଭାରତୀୟ ଦୂତାବାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri