ଅନ୍ତର୍ଜାତୀୟ

ଭିଏଟ୍‌ନାମ ରାଷ୍ଟ୍ରପତିଙ୍କ ଇସ୍ତଫା

ବ୍ୟାଙ୍କକ୍‌,୧୮।୧: ଭିଏଟ୍‌ନାମ ରାଷ୍ଟ୍ରପତି ଗୁଏନ୍‌ ଜୁଆନ୍‌ ଫୁକ୍‌ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ଅନେକ ଦୁର୍ନୀତି ମାମଲା ଲାଗି ତାଙ୍କୁ ଦାୟୀ କରାଯାଉଥିଲା। ଶାସକ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ଗୁଏନ୍‌ କହିଥିଲେ, ସେ ରାଷ୍ଟ୍ରପତି ପଦରେ…

ପ୍ରଚଣ୍ଡଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

କାଠମାଣ୍ଡୁ,୧୮।୧(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ମଙ୍ଗଳବାର ତାଙ୍କ କ୍ୟାବିନେଟର ପ୍ରଥମ ସମ୍ପ୍ରସାରଣ କରିଛନ୍ତି। ଏଥିରେ ୧୨ ଜଣଙ୍କୁ ମନ୍ତ୍ରୀ ଏବଂ ୩ ଜଣଙ୍କୁ କନିଷ୍ଠ ମନ୍ତ୍ରୀ କରାଯାଇଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ୩ ସପ୍ତାହରୁ…

‘ଭାରତ ସହ ସୁସମ୍ପର୍କ ଚାହେଁ ପାକିସ୍ତାନ’

ଆବୁଧାବି/ଇସ୍‌ଲାମାବାଦ,୧୮ା୧: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଭାରତ ବିରୋଧୀ ସ୍ବର ଏବେ ନରମିବା ଆରମ୍ଭ ହୋଇଛି। ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନାର ପ୍ରସ୍ତାବ ଦେଇଛନ୍ତି। ଭାରତ ବିରୋଧରେ…

ସ୍ବିଜରଲାଣ୍ଡ ରାଷ୍ଟ୍ରପତି ରୁଷିଆକୁ କଲେ କଡ଼ା ସମାଲୋଚନା: ଶାନ୍ତିପୂର୍ଣ୍ଣ ଦେଶ ଉପରେ କରାଯାଇଛି କ୍ରୁର ଆକ୍ରମଣ…

ଡାଭୋସ,୧୭।୧ : ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଦୁର୍ବଳତା ଯୋଗୁଁ ସମଗ୍ର ବିଶ୍ୱରେ ଲୋକତନ୍ତ୍ରର ସଂଖ୍ୟା ହ୍ରାସ ପାଇଛି ଏବଂ ବିଶ୍ୱ ଏକ ଚରମ ସ୍ଥିତିରେ ପହଞ୍ଚିଛି। ମଙ୍ଗଳବାର ସ୍ବିଜରଲାଣ୍ଡ ରାଷ୍ଟ୍ରପତି ଆଲେନ ବର୍ସେଟ ଏହା କହିଛନ୍ତି। ସେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ…

୨୦୨୨ ପଞ୍ଚମ ସର୍ବାଧିକ ଉତ୍ତପ୍ତ ବର୍ଷ: ନାସା ରିପୋର୍ଟ…

ଓ୍ବାଶିଂଟନ,୧୭।୧ : ୨୦୨୨ରେ ପୃଥିବୀର ହାରାହାରି ତାପମାତ୍ରା ୨୦୧୫ ର ତାପମାତ୍ରା ସହିତ ସମାନ ହୋଇଛି। ୨୦୨୨ରେ ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ଏହାକୁ ପଞ୍ଚମ ସର୍ବାଧିକ ଉତ୍ତପ୍ତ ବର୍ଷ ଭାବେ ସ୍ଥାନିତ କରାଯାଇଛି। ନ୍ୟାଶନାଲ ଏରୋନେଟିକ୍ସ ଏବଂ ସ୍ପେସ ଆଡମିନିଷ୍ଟ୍ରେଶନ…

ମୂଳ ଭାରତୀୟ କୃଷ୍ଣା ଏମଏଲକେଙ୍କୁ ସ୍ବତନ୍ତ୍ର ଗ୍ରାଣ୍ଡ ପରେଡ଼ ସମ୍ମାନ…

ଓ୍ବାଶିଂଟନ,୧୭।୧ : ମାର୍ଟିନ ଲୁଥର୍‌ କିଙ୍ଗ ଗ୍ରାଣ୍ଡ ପ୍ୟାରେଡ ସ୍ବତନ୍ତ୍ର ସମ୍ମାନରେ ଆମେରିକୀୟ ତଥା ମୂଳ ଭାରତୀ କୃଷ୍ଣ ଭାଭିଲାଙ୍କୁ ସମ୍ମାନିତ କରାଯାଇଛି। କୃଷ୍ଣ ଭାଭିଲା ହଷ୍ଟୋନିଆନ ଏବଂ ଫାଉଣ୍ଡେସନ ଫର୍‌ ଇଣ୍ଡିଆ ଷ୍ଟଡିଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଅଟନ୍ତି। ସେ…

୩ ସପ୍ତାହ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ପ୍ରଚଣ୍ଡ: କ୍ୟାବିନେଟରେ ୧୫ ସାମିଲ…

କାଠମାଣ୍ଡୁ,୧୭।୧ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ କାର୍ଯ୍ୟଭାର ଗ୍ରହଣ କରିବାର ପ୍ରାୟ ତିନି ସପ୍ତାହ ପରେ ମଙ୍ଗଳବାର ଦିନ କ୍ୟାବିନେଟକୁ ସମ୍ପ୍ରସାରଣ କରିଛନ୍ତି। ମେଣ୍ଟ ଚୁକ୍ତିନାମାକୁ ଚୂଡ଼ାନ୍ତ କରି ପ୍ରଥମ ସମ୍ପ୍ରସାରଣରେ ମୋଟ ୧୫ ଜଣ ମନ୍ତ୍ରୀଙ୍କୁ…

ମୂଳ ଭାରତୀୟ ସମଲିଙ୍ଗୀ ମହିଳା ହେଲେ ଅକଲାଣ୍ଡ ସିଟି କାଉନସିଲ୍‌ ସଦସ୍ୟା…

ଓ୍ବାଶିଂଟନ,୧୭।୧ : ଆମେରିକୀୟ ମୂଳ ଭାରତୀୟ ଆଇନଜୀବୀ ଜନାନି ରାମଚନ୍ଦ୍ରନ କାଲିଫର୍ନିଆ ରାଜ୍ୟ ଅକଲାଣ୍ଡ ସିଟି କାଉନସିଲର ସଦସ୍ୟା ହୋଇଛନ୍ତି। ସେ ହେଉଛନ୍ତି ସର୍ବପ୍ରଥମ ସମଲିଙ୍ଗୀ ମହିଳା ଯିଏକି ଅକଲାଣ୍ଡ ସିଟି କାଉନସିଲର ଜିଲା ୪ ରୁ ନିର୍ବାଚିତ ହୋଇଥିବା କମ୍‌…

ପାକିସ୍ତାନ ନିର୍ବାଚନ ଆୟୋଗଙ୍କ କଡ଼ା ପଦକ୍ଷେପ: ସମ୍ପତ୍ତି ତଥ୍ୟ ନ ଦେବାରୁ ୨୭୧ ସାଂସଦ-ବିଧାୟକ ନିଲମ୍ବିତ…

ଇସଲାମାବାଦ,୧୭।୧ : ପାକିସ୍ତାନର ନିର୍ବାଚନ ଆୟୋଗ ସାଂସଦ ଓ ବିଧାୟକଙ୍କ ବିରୋଧରେ ସେମାନଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ଦାଖଲ ନ କରିବା ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆୟୋଗ ୨୭୧ ସାଂସଦ-ବିଧାୟକଙ୍କୁ ସେମାନଙ୍କ ସଦସ୍ୟତାରୁ ନିଲମ୍ବିତ କରିଛନ୍ତି। ଜାରି ବିବୃତ୍ତିରେ…

ହା ଅନ୍ନ: ଗିଲଗିଟ୍‌-ବଲ୍ଟିସ୍ତାନରେ ଭୋକ ମୃତ୍ୟୁ ଆଶଙ୍କା…

ଇସଲାମାବାଦ,୧୭।୧ : ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବଲ୍ଟିସ୍ତାନରେ ଖାଦ୍ୟ ଅଭାବ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସପ୍ତାହେ ଧରି ସରକାରଙ୍କ ବିରୋଧରେ ଲୋକେ ପ୍ରଦର୍ଶନ କରୁଛନ୍ତି। ବିଭିନ୍ନ ବର୍ଗର ଲୋକମାନେ ରାଜପଥ ଅବରୋଧ କରି ଟାୟାର ଜାଳି ସରକାରଙ୍କ ଉପରେ…

ଶିଖ୍‌ ହୋଇଥିବାରୁ ରିପବ୍ଲିକାନ ପାର୍ଟି କରୁଛି ଭେଦଭାବ, ମୂଳ ଭାରତୀୟଙ୍କ ଅଭିଯୋଗ…

ଓ୍ବାଶିଂଟନ,୧୭।୧ : ରିପବ୍ଲିକାନ ନ୍ୟାଶନାଲ କମିଟି (ଆରଏନସି)ର ଚେୟାରମ୍ୟାନ ପଦବୀ ପାଇଁ ଆମେରିକାର ମୂଳ ଭାରତୀୟ ଆଇନଜୀବୀ ହରମିତ ଧିଲନ ଦୌଡ଼ରେ ଅଛନ୍ତି। ଶିଖ୍‌ ଧର୍ମର ହୋଇଥିବାରୁ ସେ ଭେଦଭାବର ସମ୍ମୁଖୀନ ହେଉଛନ୍ତି ବୋଲି ହରମିତ ଅଭିଯୋଗ କରିଛନ୍ତି। ତାଙ୍କର ଧାର୍ମିକ…

ପାକିସ୍ତାନରେ ନାବାଳିକାଙ୍କ ଧର୍ମାନ୍ତରୀକରଣ ନେଇ ଚିନ୍ତାବ୍ୟକ୍ତ କଲା ଜାତିସଂଘ…

ଜେନେଭା,୧୭।୧ : ପାକିସ୍ତାନର ମୌଳିବାଦୀ ଚେହେରା ପୁଣି ଥରେ ବିଶ୍ୱ ସାମ୍ନାରେ ପ୍ରକାଶ ପାଇଛି। ଜାତିସଂଘର ବିଶେଷଜ୍ଞମାନେ ପାକିସ୍ତାନରେ ଧାର୍ମିକ ଅଳ୍ପସଂଖ୍ୟଙ୍କ ନାବାଳିକାଙ୍କ ଅପହରଣ, ବାଧ୍ୟତାମୂଳକ ବିବାହ ଏବଂ ନାବାଳିକ ତଥା ଯୁବତୀମାନଙ୍କ ଧର୍ମାନ୍ତରୀକରଣ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ବିଶେଷଜ୍ଞମାନେ ସହମତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri