ଅନ୍ତର୍ଜାତୀୟ

ବ୍ରିଟିଶ ସଂସଦରେ ନିୟୋଜିତ ପୋଲିସକର୍ମୀ ମାନିଲେ ନିଜର ଭୁଲ, ୨୦ ବର୍ଷରେ ୧୨ ମହିଳାଙ୍କସହ ୮୦ ଥର କରିଛନ୍ତି ବଳାତ୍କାର

ଲଣ୍ଡନ,୧୭ ।୧: ପୋଲିସକର୍ମୀ ଡେଭିଡ କୌରିକ ସୋମବାର କହିଛନ୍ତି କି ସେ ତାଙ୍କ ସେବାକାଳ ମଧ୍ୟରେ ୨୦ ବର୍ଷ ଭିତରେ ୧୨ ଜଣ ମହିଳାଙ୍କ ସହ ପ୍ରାୟ ୮୦ ଥର ବଳାତ୍କାର କରିଛନ୍ତି । କୌରିକ ୨୦୦୦ରୁ ୨୦୨୧ ପର୍ଯ୍ୟନ୍ତ ଲଣ୍ଡନର…

ନିପ୍ରୋର ଭଙ୍ଗା କୋଠାତଳୁ ୪୦ ମୃତଦେହ ଉଦ୍ଧାର, ୪୬ ଲୋକ ଏବେବି ନିଖୋଜ, ରୁଷିଆ କହିଲା କରିନାହିଁ ଆକ୍ରମଣ

ମସ୍କୋ/ବର୍ଲିନ,୧୭ ।୧: ୟୁକ୍ରେନ ସହର ନିପ୍ରୋରେ ଥିବା ଘରୋଇ କୋଠା ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରୁଷିଆ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନର ପ୍ରବକ୍ତା ଦିମିତ୍ରି ପେସ୍କୋବ ସୋମବାର କହିଛନ୍ତି, ଉକ୍ତ କୋଠା ଉପରେ ରୁଷିଆ ମିଶାଇଲ ଆକ୍ରମଣ କରିନାହିଁ ।…

ୟୁକ୍ରେନରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ତୁରନ୍ତ ବନ୍ଦ ହେବା ଜରୁରୀ: ଜାତିସଂଘ

ନ୍ୟୁୟର୍କ,୧୭ ।୧: ଜାତିସଂଘର ମହାସଚିବ ଏଣ୍ଟୋନିୟୋ ଗୁଟେରସ ସୋମବାର ୟୁକ୍ରେନ୍‌ର ନିପ୍ରୋ ସହରର ଏକ ବଡ ଘରୋଇ କୋଠା ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି, ଯେଉଁଥିରେ ଅତିକମରେ ୪୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଜାତିସଂଘ ମହାସଚିବଙ୍କ ସହଯୋଗୀ ପ୍ରବକ୍ତା…

ଅଶାନ୍ତ ଆମେରିକା: ୬ ମାସର ଶିଶୁ, ମାଆ ସମେତ ୬ ଜଣଙ୍କୁ ହତ୍ୟା

କାଲିଫର୍ନିଆ,୧୭ ।୧: ତୁଲରେ କାଉଣ୍ଟିର ମାଇକ ବୋଡ୍ରେକ୍ସ ସୋମବାର କହିଛନ୍ତି ଆମେରିକା କାଲିଫର୍ନିଆ ରାଜ୍ୟର ଗୋଶେନରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଣେ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡ ସୋମବାର ସକାଳେ ମଧ୍ୟ କାଲିଫର୍ନିଆର ଏକ…

ନେପାଳ ବିମାନ ଦୁର୍ଘଟଣାରେ ସିଙ୍ଗର ନିରା ଛନ୍ତୟାଲଙ୍କ ନିଧନ

କାଠମାଣ୍ଡୁ,୧୬ ।୧: ରବିବାର ନେପାଳରେ ହୋଇଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ପର୍ଯ୍ୟନ୍ତ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ସୂଚନା ମିଳିଛି କି ଏହି ଦୁର୍ଘଟଣାରେ ନେପାଳର ନାମୀ…

ରୁଷିଆ-ବେଲାରୁଷର ମିଳିତ ସମରାଭ୍ୟାସ, ୟୁକ୍ରେନ ଭୟଭୀତ

କିଭ୍‌,୧୬ା୧:ରୁଷିଆ ଏବଂ ବେଲାରୁଷ ସୋମବାର ମିଳିତ ବାୟୁସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଏହି କାରଣରୁ କିଭ୍‌ରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମିଳିତ ବାୟୁସେନା ସମରାଭ୍ୟାସ ସମ୍ପର୍କରେ ବେଲାରୁଷ କହିଛି, ରୁଷିଆ ସହିତ ଏହାର ସମରାଭ୍ୟାସ କେବଳ ପ୍ରତିରକ୍ଷା ଅଟେ। ୟୁକ୍ରେନ…

୧୬ ବର୍ଷ ତଳେ ବିମାନ ଦୁର୍ଘଟଣାରେ ସ୍ବାମୀଙ୍କୁ ହରାଇଥିଲେ, ଏବେ ନିଜେ ଚାଲିଗଲେ

କାଠମାଣ୍ଡୁ,୧୬।୧: ନେପାଳରେ ବିମାନ ଦୁର୍ଘଟଣାରେ ୬୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଦୁର୍ଘଟଣାଗ୍ରସ୍ତ ୟେତି ଏୟାରଲାଇନ୍ସ ବିମାନ ଏଟିଆର୍‌-୭୨ର ସହ-ପାଇଲଟ ଅଞ୍ଜୁ ଖାତିୱାଡା ମଧ୍ୟ ପ୍ରାଣ ହରାଇଛନ୍ତି। କିଛି ଦିନ ମଧ୍ୟରେ ଅଞ୍ଜୁ…

ମିଳିଲା ବ୍ଲାକବକ୍ସ: ଜଣାପଡ଼ିବ ଦୁର୍ଘଟଣାର କାରଣ…

କାଠମାଣ୍ଡୁ,୧୬।୧ : ରବିବାର ଦିନ ନେପାଳର ପୋଖରାରେ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ୭୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କିନ୍ତୁ ତଥାପି ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ପାରିନାହିଁ। ସେମାନଙ୍କର ସନ୍ଧାନ…

ତାଲିବାନ ଶାସନରେ ମହିଳାଙ୍କ ଉପରେ ବଢ଼ିଲା ନିର୍ଯାତନା: ମହିଳା ଲୋକପ୍ରତିନିଧିଙ୍କୁ ଘରେ ପଶି ହତ୍ୟା…

କାବୁଲ,୧୬।୧ : ଆଫଗାନିସ୍ତାନରେ ତାଲିବାନ ଶାସନରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି। ରାଜଧାନୀ କାବୁଲରେ ଜଣେ ପୂର୍ବତନ ସାଂସଦ ଏବଂ ତାଙ୍କ ଅଙ୍ଗରକ୍ଷୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଗଷ୍ଟ ୨୦୨୧ ରେ ତାଲିବାନ କ୍ଷମତା ଦଖଲ କରିବା ପରେ…

ଧନ କୁବେରଙ୍କ ସମ୍ପତ୍ତି ଦିନ ପିଛା ବଢୁଛି ୨୨ ହଜାର କୋଟି…

ଓ୍ବାଶିଂଟନ,୧୬।୧ : ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱର ୧ ପ୍ରତିଶକ ଧନ କୁବେରଙ୍କ ସମ୍ପତ୍ତି ପ୍ରାୟ ଦୁଇଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଏକ ନୂତନ ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ…

ବିଦ୍ରୋହ ଧମକ ଦେଲେ ପୁଟିନ ସେନା

ମସ୍କୋ,୧୬।୧: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଆଉ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ରୁଷିଆ ସେନା ପୁଟିନଙ୍କୁ ବିଦ୍ରୋହର ଧମକ ଦେଇଛି। ରୁଷିଆର ସୈନିକମାନେ ଭ୍ଲାଦିମିର ପୁଟିନଙ୍କ ନାମରେ ଏକ ଭିଡିଓ ଜାରି…

ସ୍ତ୍ରୀଙ୍କୁ ମାରି ୬ ପିଲାଙ୍କ ଆଗରେ କଡ଼େଇରେ ସିଝାଇଲେ ସ୍ବାମୀ

କରାଚି,୧୬ା୧: କରାଚିର ଗୁଲଶନ-ଇ-ଇକ୍‌ବଲରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତାଙ୍କ ୬ ପିଲାଙ୍କ ଆଗରେ ସ୍ତ୍ରୀଙ୍କୁ ମାରି କଡ଼େଇରେ ସିଝାଇବା ପରି ଅତ୍ୟନ୍ତ ଅମାନବିକ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଲଶନ-ଇ-ଇକ୍‌ବଲର ବ୍ଲକ ୪ରେ ଥିବା ଏକ ଘରୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri