ଅନ୍ତର୍ଜାତୀୟ

ନିର୍ବାଚନକୁ ଢାଲ କରି ରକ୍ଷା ପାଇପାରିବେ ନାହିଁ ମ୍ୟାନମାର ସାମରିକ ଶାସକ…

ନାପିଦ୍ୱ,୧୮।୨ : ମ୍ୟାନମାରର ସାମରିକ ଶାସକ ସେମାନଙ୍କ ବିରୋଧୀ ସଂଗଠନ ସହ କୌଣସି ପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତ ନୁହଁନ୍ତି। ଏହା ବଦଳରେ ସେମାନେ ଚଳିତ ବର୍ଷ ଦେଶରେ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ତାଙ୍କ ନିର୍ବାଚନ ଯୋଜନା ଏପର୍ଯ୍ୟନ୍ତ…

ଚାଇନାକୁ ସହ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆମେରିକା-ୟୁରୋପ ଭାରତ ଭଳି ଦେଶର ସହାୟତା ନେବା ଜରୁରୀ: ସିନେଟର ଚକ ଶୁମର…

ଓ୍ବାଶିଂଟନ,୧୮।୨ : ଆମେରିକାର ବରିଷ୍ଠ ସିନେଟର ଚକ ଶୁମର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଚାଇନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆମେରିକା ଏବଂ ୟୁରୋପ ଲାଗି ଭାରତ ଭଳି ଦେଶର ଆବଶ୍ୟକତା ଜରୁରୀ। ଦିନକୁ ଦିନ…

ଆତଙ୍କବାଦୀ ଆକ୍ରମଣ ପରେ ହାଇ ଆଲର୍ଟ

ଇସଲାମାବାଦ,୧୮ା୨: ଅର୍ଥନୈତିକ ସଙ୍କଟରେ ପଡ଼ି ପାକିସ୍ତାନର ସମସ୍ୟା ସୁଧୁରୁନାହିଁ। କରାଚୀ ପୋଲିସ ମୁଖ୍ୟାଳୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ସୁରକ୍ଷା ପରିସ୍ଥିତି ଏହାର ତୁରନ୍ତ ପ୍ରତିକ୍ରିୟା କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାସ୍ତବରେ ଘରୋଇ ତଥା ବିଦେଶୀ ମାନ୍ୟଗଣ୍ୟ…

ଆତଙ୍କବାଦ-ଆର୍ଥିକ ସଙ୍କଟ ଯୋଗୁ ଇମ୍ରାନଙ୍କ ପ୍ରତି ଜନ ସମର୍ଥନ ବଢ଼ିଲା…

ଇସଲାମାବାଦ,୧୮।୨ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ସରକାରଙ୍କ ସଙ୍କଟକୁ ବୃଦ୍ଧି କରିଛନ୍ତି। ଏକ ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ଅନୁମୋଦିତ ଋଣ ରାଶି ପାଇବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ…

୧୫୦ ଗୋରୁଙ୍କୁ ମାରିବା ପାଇଁ ହେଲିକପ୍ଟର ପଠାଇବ ଆମେରିକା

ଓ୍ବାଶିଂଟନ,୧୮ା୨: ଆମେରିକାର ନ୍ୟୁ ମେକ୍ସିକୋରେ ବଣୁଆ ଗୋରୁଙ୍କୁ ମାରିବା ପାଇଁ ହେଲିକପ୍ଟର ପଠାଯିବ। ଦକ୍ଷିଣ ପଶ୍ଚିମ ନ୍ୟୁ ମେକ୍ସିକୋରେ ଚାରି ଦିନିଆ ଅପରେଶନରେ ଆମେରିକୀୟ ଶୁଟରମାନେ ହେଲିକପ୍ଟରରୁ ୧୫୦ ବୁଲା ଗୋରୁଙ୍କୁ ଟାର୍ଗେଟ କରିବେ। ଏହି ଗୋରୁ ଗିଲା ଉପତ୍ୟକାରେ ବିଲୁପ୍ତ…

‘ଦେଶର ଗୋଟିଏ ଇଞ୍ଚ ଜାଗା ହରାଇବୁ ନାହିଁ’

ମାନିଲା,୧୮ା୨: ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର ଶନିବାର କହିଛନ୍ତି, ସେ ନିଜ ଦେଶର ଗୋଟିଏ ଇଞ୍ଚ ଜାଗା ମଧ୍ୟ ହରାଇବେ ନାହିଁ। ଦକ୍ଷିଣ ଚାଇନା ସାଗରରେ ବେଜିଂ ସହିତ ଚାଲିଥିବା ସାମୁଦ୍ରିକ ତିକ୍ତତା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।…

ଟିଭି ଉପସ୍ଥାପକଙ୍କୁ ୫ ବର୍ଷ ଜେଲ୍‌

କିଭ୍‌,୧୮ା୨: ଯୁଦ୍ଧ ସମର୍ଥକ ରୁଷିଆ ଟିଭି ଉପସ୍ଥାପକ ଆଣ୍ଟନ କ୍ରାସୋଭସ୍କି ୟୁକ୍ରେନ ପିଲାମାନଙ୍କର ବୁଡ଼ି ମୃତ୍ୟୁକୁ ଯଥାର୍ଥ ବୋଲି କହି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ପରେ ୟୁକ୍ରେନ କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୟୁକ୍ରେନର ଏସ୍‌ବିୟୁ…

ଫିଲିପାଇନ୍ସ ଗଭର୍ନରଙ୍କୁ ଗୁଳି: ୪ ଅଙ୍ଗରକ୍ଷୀ ନିହତ

ଜାମ୍ବୋଆଙ୍ଗା,୧୮ା୨: ଦକ୍ଷିଣ ଫିଲିପାଇନ୍ସ ଅଞ୍ଚଳରେ ଶୁକ୍ରବାର ଜଣେ ପ୍ରାଦେଶିକ ଗଭର୍ନରଙ୍କ କାର୍‌କେଡ୍‌ ଉପରେ ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି। ସେମାନଙ୍କ ଗୁଳିରେ ଗଭର୍ନର ଆହତ ହୋଇଥିବାବେଳେ ତାଙ୍କର ୪ ଅଙ୍ଗରକ୍ଷୀ ନିହତ ହୋଇଛନ୍ତି। ଲାନାଇ ଡେଲ୍‌ ସୁର୍‌ର ଗଭର୍ନର ମାମିଣ୍ଟାଲ ଆଲୋଣ୍ଟୋ ଆଡିଓଙ୍ଗ୍‌…

କରାଚୀ ପୋଲିସ ମୁଖ୍ୟାଳୟରେ ଆକ୍ରମଣ: ୪ ନିହତ

କରାଚୀ,୧୮ା୨: ପାକିସ୍ତାନର କରାଚୀ ସହରରେ ଥିବା ପୋଲିସ ମୁଖ୍ୟାଳୟ ଉପରେ ଶୁକ୍ରବାର ତାଲିବାନ ଆତଙ୍କବାଦୀ ଆତ୍ମଘାତୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ବିସ୍ଫୋରଣ ଓ ଗୁଳି ଶବ୍ଦରେ ସହର ଥରିଉଠିଥିଲା।…

‘ଟିଟିପି, ହିଜବୁଲ୍‌ ବୈଶ୍ୱିକ ଆତଙ୍କବାଦୀ ସଂଗଠନ’

ଓ୍ବାଶିଂଟନ,୧୮ା୨(ପି.ଟି.): ପାକିସ୍ତାନର କଶ୍ମୀର କୈନ୍ଦ୍ରିକ ହିଜବୁଲ୍‌ ମୁଜାହିଦ୍ଦିନ ଏବଂ ତେହରିକ୍‌-ଇ-ତାଲିବାନ ପାକିସ୍ତାନ (ଟିଟିପି) ବୈଶ୍ୱିକ ଆତଙ୍କବାଦୀ ସଂଗଠନ ରହିଛି। ଏହାର ପଦବୀରେ କୌଣସି ପରିବର୍ତ୍ତନ ହେବାର କାରଣ ନାହିଁ ବୋଲି ସମୀକ୍ଷା ପରେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି।…

ଜର୍ମାନୀରେ ୨,୩୪୦ ବିମାନ ବାତିଲ

ବର୍ଲିନ,୧୮ା୨: ଜର୍ମାନୀର ୮ଟି ବିମାନବନ୍ଦରର କର୍ମଚାରୀମାନେ ଅଧିକ ବେତନ ଦାବିରେ ଧର୍ମଘଟରେ ସାମିଲ ହୋଇଥିବାରୁ ଶୁକ୍ରବାର ୨,୩୪୦ ବିମାନ ଉଡ଼ାଣ ବାତିଲ ହୋଇଛି। ଫଳରେ ପ୍ରାୟ ୨,୯୫,୦୦୦ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ଧର୍ମଘଟ ଗ୍ରହଣୀୟ ନୁହେଁ ବୋଲି ଜର୍ମାନ ବିମାନବନ୍ଦର ସଂଘ…

ଭୂକମ୍ପରୁ ବର୍ତ୍ତିଥିବା ସିରିଆ ପରିବାର ଦଗ୍ଧ

ଇସ୍ତାନବୁଲ୍‌,୧୮ା୨: ଗତ ସପ୍ତାହର ଭୂକମ୍ପରୁ ବର୍ତ୍ତିଯାଇଥିବା ସିରିଆର ୫ ଜଣ ପିଲା ଓ ସେମାନଙ୍କ ମାଆବାପା ତୁର୍କୀର ଏକ ଘରେ ଆଶ୍ରୟ ନେଇଥିବାବେଳେ ଶୁକ୍ରବାର ସେଥିରେ ନିଆଁ ଲାଗିଯିବାରୁ ସେମାନେ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗତ ୬ ତାରିଖ ଭୂକମ୍ପରେ ତୁର୍କୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri