ଅନ୍ତର୍ଜାତୀୟ

୨୦୨୭ ସୁଦ୍ଧା ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ଚାଇନା: ଆମେରିକା…

ବେଜିଂ/ତାଇପେ/ଓ୍ବାଶିଂଟନ,୧।୩ : ଆମେରିକାର ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ନସ କହିଛନ୍ତି ଯେ ଚାଇନ ରାଷ୍ଟ୍ରପତି ଶି ଜିନପିଙ୍ଗ ୨୦୨୭ ସୁଦ୍ଧା ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ରହିବାକୁ ଚାଇନା ସୈନିକଙ୍କୁ କହିଛନ୍ତି। ତେବେ ଏହାର ଅର୍ଥ ନୁହେଁ ଯେ ଚାଇନା…

ତାଇଓ୍ବାନ ଆକାଶ ମାର୍ଗ ସୀମା ଉଲ୍ଲଂଘନ କଲେ ୧୯ ଚାଇନା ଯୁଦ୍ଧ ବିମାନ…

ତାଇପେ,୧।୩ : ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଦାବି କରିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଏହାର ବାୟୁ ପ୍ରତିରକ୍ଷା ଜୋନ୍‌ ରେ ୧୯ ଟି ଚାଇନା ବାୟୁସେନା ଯୁଦ୍ଧ ବିମାନ ଦେଖାଯାଇଛି। ମନ୍ତ୍ରଣାଳୟ କହିଛି ଯେ ସମସ୍ତ ଜେ…

ଚାଇନାର ଲ୍ୟାବରୁ ହୋଇଛି କରୋନା ଲିକ୍‌: ଏଫବିଆଇ…

ଓ୍ବାଶିଂଟନ,୧।୩ : କରୋନା ଭାଇରସ ବିଷୟରେ ଏକ ବଡ ଖବର ଆସିଛି। ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ର ନିର୍ଦ୍ଦେଶକ ଦାବି କରିଛନ୍ତି ଯେ ଏହି ଭୂତାଣୁ ଚାଇନାର ଏକ ଲ୍ୟାବରେ ସୃଷ୍ଟି ହୋଇଛି। ଏଠାରୁ…

୨୬ ବର୍ଷ ବୟସ୍କ ଯୁବକଙ୍କ ବ୍ୟାଗରେ ୮୦୦ ବର୍ଷ ପୁରୁଣା ଗର୍ଲଫ୍ରେଣ୍ଡ…

ଲିମା,୧।୩ : ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ। ପେରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ୨୬ ବର୍ଷ ବୟସ୍କ ଜଣେ ଫୁଡ ଡେଲିଭରୀ ଯୁବକଙ୍କ ବ୍ୟାଗରୁ ୮୦୦ ବର୍ଷ ପୁରୁଣା ମମି ଉଦ୍ଧାର କରାଯାଇଛି । ଯେତେବେଳେ ମମି କଙ୍କାଳ…

ଭାରତରେ ପହଞ୍ଚିଲେ ରୁଷିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ/ମସ୍କୋ,୧।୩: ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଭାରତରେ ପହଞ୍ଚିଛନ୍ତି। ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବାକୁ ମଙ୍ଗଳବାର ରାତିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିବା ସୂଚନା ମିଳିଛି। ଲାଭ୍ରୋଭ ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ…

ଗ୍ରୀସରେ ବଡ ଧରଣର ଦୁର୍ଘଟଣା ଯାତ୍ରୀବାହି ଟ୍ରେନକୁ ଧକ୍କା ଦେଲା ମାଲଗାଡ଼ି, ୨୬ ମୃତ ୮୫ରୁ ଅଧିକ ଆହତ

ଏଥେନ୍ସ,୧ ।୩: ଗ୍ରୀସରୁ ଆସିଛି ଏକ ବଡ ଖବର । ଏଠାରେ ଦୁଇଟି ଟ୍ରେନ୍ ପରସ୍ପର ସହ ଧକ୍କା ହୋଇଛନ୍ତି । ଏଥିରେ ଏବେ ପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି…

ଆଣବିକ ଅସ୍ତ୍ର ନିର୍ମାଣ ପାଇଁ ପ୍ରସ୍ତୁତ ହେଲାଣି ଇରାନ: ମିଳିତ ଜାତିସଂଘ ଏଜେନ୍ସି

ଭିୟନା,୧ ।୩: ମିଳିତ ଜାତିସଂଘର ପରମାଣୁ ପ୍ରହରି ଅନ୍ତରାଷ୍ଟ୍ରୀୟ ପରମାଣୁ ଶକ୍ତି ଏଜେନ୍ସି ତା’ର ଏକ ସଦ୍ୟତମ ରିପୋର୍ଟରେ ଦାବି କରିଛି, ଇରାନ ତା’ର ପରମାଣୁ ସମୃଦ୍ଧ କାରଖାନାରେ ୮୩.୭ ପ୍ରତିଶତ ଶୁଦ୍ଧତାକୁ ସମୃଦ୍ଧ ୟୁରାନିୟମ କଣିକା ବିକଶିତ କରିଛି ଏବଂ…

ରକ୍ତ ନମୁନାରୁ ଚିହ୍ନଟ ହେବ କ୍ୟାନ୍‌ସର ସେଲ୍‌

ଓ୍ବାଶିଂଟନ୍‌, ୧।୩: କ୍ୟାନ୍‌ସର ଏବେ ପ୍ରତ୍ୟେକ ବୟସ ବର୍ଗଙ୍କଠାରେ ଦେଖିବାକୁ ମିଳୁଛି। ଦ୍ରୁତବେଗରେ ମନୁଷ୍ୟ ଶରୀରକୁ ଗ୍ରାସ କରୁଥିବା ଏହି ରୋଗ ଚିହ୍ନଟ ଏବେ ଆହୁରି ସହଜ ହୋଇଛି। ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିର ବିଶେଷଜ୍ଞମାନେ ଏକ ନୂଆ ଡିଭାଇସ୍‌ ବା ଯନ୍ତ୍ର…

ପାସ୍‌ପୋର୍ଟ ଚିରିଦେବାରୁ ଆମେରିକାରେ ଫସିଛନ୍ତି ୪୨ ଛାତ୍ରୀଛାତ୍ର

ଓ୍ବାଶିଂଟନ୍‌, ୧।୩: ହୋଟେଲ କର୍ତ୍ତୃପକ୍ଷ ଭୁଲବଶତଃ ଛାତ୍ରୀଛାତ୍ରଙ୍କ ପାସ୍‌ପୋର୍ଟ ଚିରିଦେବା ଯୋଗୁ ବ୍ରିଟେନର ୪୨ଜଣ ଆମେରିକାରେ ଫସି ରହିଛନ୍ତି। ବ୍ରିଟେନ୍‌ର ଓ୍ବାଲସାଲସ୍ଥିତ ବାର୍‌ବିକୋନ୍‌ ସ୍କୁଲର ୪୨ ଜଣ ଛାତ୍ରୀଛାତ୍ର ସ୍କି ଟ୍ରିପ୍‌ ପାଇଁ ନ୍ୟୁ ହାମ୍ପଶିରେ ଆସିଥିଲେ। ସେମାନେ ରହୁଥିବା ହୋଟେଲର…

ରୁଷିଆର ଗୁପ୍ତଚର ବିମାନ ଧ୍ୱସ୍ତ

ମସ୍କୋ/କିଭ୍‌,୧।୩: ବେଲାରୁଷରେ ଥିବା ରୁଷିଆର ଏକ ଏୟାରବେସ୍‌ରେ ଡ୍ରୋନ୍‌ ଆକ୍ରମଣ ହୋଇଛି। ଏଥିରେ ରୁଷୀୟ ସେନାର ଏକ ଗୁପ୍ତଚର ବିମାନ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଆକ୍ରମଣ ବେଳେ ବରଫ ସଫା କରିବାରେ ନିୟୋଜିତ କେତେକ ଯାନବାହନ ମଧ୍ୟ ନଷ୍ଟ ହୋଇଥିବା ଗଣମାଧ୍ୟମରେ ରିପୋର୍ଟ…

ସିଡ୍‌ନୀରେ ଭାରତୀୟ ନାଗରିକଙ୍କୁ ଗୁଳିକରି ହତ୍ୟା

ସିଡନୀ,୧ ।୩: ଅଷ୍ଟ୍ରେଲିଆର ସିଡନୀରେ ସେଠାକାର ପୋଲିସ ଜଣେ ଭାରତୀୟ ନାଗରିକଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣା ସିଡନୀର ଏକ ରେଲୱେ ଷ୍ଟେଶନରେ ହୋଇଛି । ଏଠାରେ ଭାରତୀୟ ନାଗରିକଙ୍କ ଦ୍ୱାରା ସଫେଇକର୍ମୀଙ୍କୁ ଛୁରାମାଡ ଓ ଆଇନ…

ମୂଳ ଭାରତୀୟ ଆମେରିକାରେ ଜିଲା ଜଜ୍‌…

ଓ୍ବାଶିଂଟନ,୨୮।୨ : ଆମେରିକାରେ ମୂଳ ଭାରତୀୟ ଶାମା ହାକିମ ମେସିୱାଲା ସର୍ବସମ୍ମତି କ୍ରମେ ଆମେରିକାର କାଲିଫର୍ନିଆରେ ଥିବା ଜିଲା ଅପିଲ କୋର୍ଟର ଆସୋସିଏଟ ଜଜ ଭାବରେ ନିଯୁକ୍ତ ହୋଇଛନ୍ତି। କାଲିଫର୍ନିଆର ଜୁଡିସିଆଲ କାଉନସିଲ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ କାଲିଫର୍ନିଆର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri