ଭୂକମ୍ପ ମୃତ୍ୟୁସଂଖ୍ୟା ୨୩ ହଜାର ପାର୍, ୧୦୮ ଘଣ୍ଟା ପରେ ଉଦ୍ଧାର ହେଲେ ୩ ଶିଶୁ ସମେତ ମହିଳା
ଆଙ୍କାରା,୧୧।୨: ଫେବୃଆରୀ ୬ ତାରିଖରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ଶୁକ୍ରବାର ରାତିରେ ମୃତକଙ୍କ ସଂଖ୍ୟା ୨୩ହଜାର ଅତିକ୍ରମ କରିଥିବା ବେଳେ ଆହତଙ୍କ ସଂଖ୍ୟା ୪୦…
ସାରା ବିଶ୍ୱରେ ଭାଇରାଲ ହେଉଛି, ତୁର୍କୀରୁ ଆସିଥିବା ଭାରତୀୟ ମହିଳା ଅଧିକାରୀଙ୍କ ଫଟୋ
ଅଙ୍କାରା,୧୦ ।୨: ତୁର୍କୀ ଓ ସିରିଆରେ ଭୁକମ୍ପ ପ୍ରଭାବିତଙ୍କ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତଥିବା ଜଣେ ଭାରତୀୟ ମହିଳା ସେନାଙ୍କର ଏକ ଫଟୋ ଏବେ ସାରା ବିଶ୍ୱରେ ଭାଇରାଲ ହୋଇଛି । ଏହି ଫଟୋଟି ତୁର୍କୀର ଇସ୍କେଂଡରୁନ ସହରରର ଆର୍ମି ଫିଲ୍ଡ ହସ୍ପିଟାଲର…
ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନର ଯୁଦ୍ଧ ବିମାନ ଦେଖାଇଲା ରଣ କୌଶଳ
ଓ୍ବାଶିଂଟନ୍,୧୦।୨: ନେବାଦା ମରୁଭୂମିରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ମିଳିତ ଭାବେ ଏୟାର ଡ୍ରିଲ କରି ଚୀନକୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି। ଏହି ଡ୍ରିଲରେ ୩ ଦେଶର ଯୁଦ୍ଧ ବିମାନ ଆକାଶ ଗର୍ଜନ କରି ନିଜ ରଣ କୌଶଳ ପ୍ରଦର୍ଶନ…
ତୁର୍କୀକୁ ସାହାର୍ଯ୍ୟର ହାତ ବଢାଇଲା ତାଇୱାନ, ନିଜ ଦରମା ଟଙ୍କା ଦାନ କରିବେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି
ଆଙ୍କାରା,୧୦।୨: ଫେବୃଆରୀ ୬ରେ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ଯୋଗୁ ୨୧ ହଜାରରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ଏଭଳି ବିପର୍ଯ୍ୟୟରେ ତୁର୍କୀକୁ ସାହାଯ୍ୟ କରିବାକୁ ଅନେକ ଦେଶ ସାହାର୍ଯ୍ୟର ହାତ ବଢାଇଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଉଦ୍ଧାରକାରୀ ଟିମ୍…
୭୨ ଘଣ୍ଟା ପରେ କୋଠାତଳୁ ଜୀବିତ ଉଦ୍ଧାର ହେଲେ ମହିଳା
ଆଙ୍କାରା,୧୦ା୨: :ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୨୧,୦୦୦ ଟପିଛି। ପ୍ରବଳ ଥଣ୍ଡା ଯୋଗୁ ହଜାର ହଜାର ବିଲ୍ଡିଂର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହା ମଧ୍ୟରେ ଆନ୍ତାକ୍ୟାର ପୂର୍ବର ଡିଆରବାକିରେ ଉଦ୍ଧାରକାରୀମାନେ ଭୁଶୁଡ଼ି ପଡ଼ିଥିବା କୋଠା…
କୋଠାରେ ଲାଗିଲା ନିଆଁ: ଚାଲିଗଲା ୧୨ ଜୀବନ
ମସ୍କୋ,୧୦।୨: ଦକ୍ଷିଣ-ମଧ୍ୟ ରୁଷିଆର ନୋଭୋସିବିରସ୍କ ସହରର ଏକ ଆବାସିକ କୋଠା ଉପରେ ଏକ ଗ୍ୟାସ ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ବର୍ଷର ଶିଶୁ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାଦେଶିକ ଗୃହ ବିଭାଗ ଏହି ସୂଚନା ଦେଇଛି। ରାଜ୍ୟପାଳ ଆଣ୍ଡ୍ରେ…
ଭୂକମ୍ପ ମୃତ୍ୟୁସଂଖ୍ୟା ୨୧୦୦୦ ଟପିଲାଣି
ଆଙ୍କାରା,୧୦ା୨: ତୁର୍କୀ ଏବଂ ସିରିଆରେ ସୋମବାର ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୂଚନାନୁସାରେ, ଏପର୍ଯ୍ୟନ୍ତ ୨୧,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତୁର୍କୀରେ ପ୍ରାୟ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ସିରିଆରେ ୩…
ନୀରବ ମୋଦିଙ୍କ କମ୍ପାନୀ ଆକାଉଣ୍ଟରୁ ଉଠାଯାଇପାରିବନି ଟଙ୍କା: କୋର୍ଟକୁ ସୂଚନା ଦେଲା ବ୍ୟାଙ୍କ
ଲଣ୍ଡନ/ନୂଆଦିଲ୍ଲୀ,୧୦।୧: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ କମ୍ପାନୀ ଫାୟାରଷ୍ଟାର ଇଣ୍ଟରନ୍ୟାଶନାଲ ଲିମିଟେଡର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇପାରିବ ନାହିଁ। ଦୁଇଟି ବ୍ୟାଙ୍କ ସ୍ବତନ୍ତ୍ର ପିଏମ୍ଏଲଏ (ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ) କୋର୍ଟକୁ ଏହି ସୂଚନା ଦେଇଛନ୍ତି। ଲିକ୍ୱିଡେଟରଙ୍କ ଆଫିଡେଭିଟ…
ଖାଦ୍ୟ ସଙ୍କଟରେ ଭୂକମ୍ପ ବିପନ୍ନ
ଆଙ୍କାରା/ଡାମାସକସ୍,୧୦।୨:ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଗୁରୁବାର ୧୯,୩୦୦ ଟପିଛି। ଭୂକମ୍ପକୁ ୪ ଦିନ ବିତିଥିଲେ ହେଁ ପ୍ରବଳ ଥଣ୍ଡା ଯୋଗୁ ହଜାର ହଜାର ବିଲ୍ଡିଂର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଭଗ୍ନାବଶେଷ ତଳୁ ଜୀବନ ବଞ୍ଚାଇବା…
ତୁର୍କୀ ଭୂକମ୍ପର ଭବିଷ୍ୟବାଣୀ କରିଥିବା ବିଶେଷଜ୍ଞ କହିଲେ ଏଥର ପାଳି ଭାରତ, ପାକିସ୍ତାନର
ଆମଷ୍ଟରଡାମ,୧୦ ।୨: ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୨୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି । ତେବେ ଏହ ଭୂକମ୍ପର ଭବିଷ୍ୟବାଣୀ କରିଥିବା ଡଚର ବିଶେଷଜ୍ଞ ଫ୍ରେକ ହୋଗରବିଟ୍ସ ଏବେ ଘୋଷଣା କରିଛନ୍ତି…
୨୨୨ ଆମେରିକୀୟଙ୍କୁ ମୁକ୍ତ କଲା ନିକାରଗୁଆ, ବୈଦେଶିକ ମନ୍ତ୍ରଣାଳୟ କହିଲା ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତାର ରାସ୍ତା ଖୋଲିଲା
ୱାଶିଂଟନ,୧୦ ।୨: ମଧ୍ୟ ଆମେରିକା ଦେଶ ନିକାରଗୁଆ ଆମେରିକାର ୨୨୨ ଲୋକଙ୍କୁ ବନ୍ଦୀ ମୁକ୍ତ କରିଛି । ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ ବନ୍ଦୀଙ୍କ ମୁକ୍ତିକୁ ନେଇ କହିଛନ୍ତି, ଆଜି ଆମେରିକା ସେହି ୨୨୨ ଲୋକଙ୍କ ସ୍ୱାଗତ କରୁଛି,…
ପୁଣିଥରେ ଆକ୍ଟିଭ ହେଲା ଡୋନାଲ୍ଡ ଟ୍ରମ୍ଫଙ୍କ ଫେସବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟ
ୱାଶିଂଟନ,୧୦ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପୁଣିଥରେ ଫେସବୁକ ଓ ଇନଷ୍ଟାଗ୍ରାମରେ ତାଙ୍କର ପ୍ରତିକ୍ରିୟା ଦେବେ । ମେଟା ତାଙ୍କ ଆକାଉଣ୍ଟକୁ ପୁଣିଥରେ ଆକ୍ଟିଭ କରି ଦେଇଛି । ଫେସବୁକ ୨ ବର୍ଷ ପୂର୍ବରୁ ଟ୍ରମ୍ଫଙ୍କ ଆକାଉଣ୍ଟକୁ ବ୍ୟାନ…
Archives


