Advertisement

ବ୍ରିଟିଶ ସଂସଦରେ ନିୟୋଜିତ ପୋଲିସକର୍ମୀ ମାନିଲେ ନିଜର ଭୁଲ, ୨୦ ବର୍ଷରେ ୧୨ ମହିଳାଙ୍କସହ ୮୦ ଥର କରିଛନ୍ତି ବଳାତ୍କାର

ଲଣ୍ଡନ,୧୭ ।୧: ପୋଲିସକର୍ମୀ ଡେଭିଡ କୌରିକ ସୋମବାର କହିଛନ୍ତି କି ସେ ତାଙ୍କ ସେବାକାଳ ମଧ୍ୟରେ ୨୦ ବର୍ଷ ଭିତରେ ୧୨ ଜଣ ମହିଳାଙ୍କ ସହ ପ୍ରାୟ ୮୦ ଥର ବଳାତ୍କାର କରିଛନ୍ତି । କୌରିକ ୨୦୦୦ରୁ ୨୦୨୧ ପର୍ଯ୍ୟନ୍ତ ଲଣ୍ଡନର ମେଟ୍ରୋପଲିଟାନ ପୋଲିସରେ କାର୍ଯ୍ୟରତ ଥିଲେ । ଦୀର୍ଘଦିନ ପଯ୍ୟନ୍ତ ସେ ସଂସଦର ସୁରକ୍ଷାରେ ନିୟୋଜିତ ଥିଲେ । ସେତେବେଳେ ସେ ତାଙ୍କର ପ୍ରଭାବର ବ୍ୟବହାର କରି ଏଭଳି ବଳାତ୍କାର କରିଥିବା ପ୍ରକାଶ କରିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ପୋଲିସଙ୍କ ପ୍ରତି ଜନତାଙ୍କର ଥିବା ବିଶ୍ୱାସକୁ ସେ ଭାଙ୍ଗିରୁଜି ଦେଇଥିବା ଘଟଣା ବୋଲି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିତିବ ରୁଷିଆ: ପୁଟିନ

ମସ୍କୋ,୧୯ ।୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏହାର କୌଣସି ଅନ୍ତ ନଜର ଆସୁନହିଁ । ଇତିମଧ୍ୟରେ ରୁଷିଆ ରାଷ୍ଟ୍ରପତି...

ତାଲିବାନ ଦଖଲରେ ଦକ୍ଷିଣ ଆଫଗାନିସ୍ତାନ

କାବୁଲ, ୧୪।୮: ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସେନା ପ୍ରତ୍ୟାହାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ତାଲିବାନ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ପ୍ରଦେଶିକ ରାଜଧାନୀ ଦଖଲ...

ୟୁକ୍ରେନ୍ ଏୟାର ବେସ ଉପରେ ଆକ୍ରମଣ: ଯୁଦ୍ଧ ବିମାନ, ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ, ରୁଷିଆ ଭାଷାରେ ଲେଖାଯାଇଛି ‘ଏହା ପିଲାମାନଙ୍କ ପାଇଁ..’

କ୍ୱିଭ,୧୦ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୫ ଦିନ ହୋଇଛି । ଏହାରି ଭିତରେ ରୁଷିଆ ମଧ୍ୟ ୟୁକ୍ରେନର ମିରହୋରୋଡ ଏୟାର ବେସ ଉପରେ ଆକ୍ରମଣ କରିଛି...

ବିଶ୍ୱତାପନ ବଢ଼ିବା ଯୋଗୁ ୧୦ ବର୍ଷରେ ବିସ୍ଥାପିତ ହୋଇଛନ୍ତି ୨ କୋଟି ୨୦ ଲକ୍ଷ

ମାଦ୍ରିଦ୍‌,୪।୧୨: ଗତ ୧୦ ବର୍ଷରେ ବିଶ୍ୱତାପନ ୧.୧ ଡିଗ୍ରୀ ସେଲସିୟସ୍‌ ବଢ଼ିଛି। ଏହା ଯୋଗୁ ୨ କୋଟି ୨୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।...

ବୈଠକ ମଝିରେ ମନ୍ତ୍ରୀଙ୍କ କ୍ଲାସ ନେଲେ ପୁଟିନ, କହିଲେ ମୋତେ ମୁର୍ଖ ଭାବନନାହିଁ: ଭିଡିଓ ଭାଇରାଲ

ମସ୍କୋ,୧୪ ।୧: ରୁଷିଆର ରାଷ୍ଟ୍ରପତି ଏବେ ଚିନ୍ତାଗ୍ରସ୍ତ ଥିବା କୁହାଯାଉଛି । ଯାହାର ପ୍ରମାଣ ବେଳେ ବେଳେ ଦେଖିବାକୁ ବି ମିଳୁଛି । ନିକଟରେ ଏକ...

ଆମେରିକାର ପ୍ରତିଶୋଧ: ଇରାନ ଡ୍ରୋନକୁ ଧ୍ୱସଂ କଲା

ଓ୍ବାଶିଂଟନ, ୧୯।୭: ହରମୁଜଠାରେ ଏକ ଇରାନ ଡୋନ୍‌କୁ ଧ୍ୱସଂ କରି ଆମେରିକା ପ୍ରତିଶୋଧ ନେଇଛି। ନୌସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଆମେରିକା କହିଛି। କିନ୍ତୁ...

ବିଶେଷଜ୍ଞଙ୍କ ଦାବି ସବୁଦିନ ପାଇଁ ରହିବ ନାହିଁ କରୋନା, ଖୁବଶୀଘ୍ର ହେବ ଶେଷ

ୱାଶିଂଟନ,୧୬ ।୧: ସାରା ବିଶ୍ୱ କରୋନା ମହାମାରୀର ନୂଆ ନୂଆ ଭାରିଏଣ୍ଟକୁ ଦେଖି ସାରିଲାଣି । ଏହାର ଭୟାବହତାକୁ ବି ଅଙ୍ଗେ ଲିଭାଇଲାଣି । କରୋନା...

ଯୌନ ନିର୍ଯାତନା ମାମଲାରେ ଓସ୍କାର ବିଜେତା ପଲ ହାଗିସ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୧୧।୧୧: ଓସ୍କାର ବିଜେତା ନିର୍ଦ୍ଦେଶକ ପଲ ହାଗିସ ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିସହ ପୀଡିତାଙ୍କୁ ୭.୫ ମିଲିୟନ ଆମେରିକୀୟ ଡଲାର...

Advertisement
Archives

Model This Week