ହା ଅନ୍ନ: ଗିଲଗିଟ୍-ବଲ୍ଟିସ୍ତାନରେ ଭୋକ ମୃତ୍ୟୁ ଆଶଙ୍କା…
ଇସଲାମାବାଦ,୧୭।୧ : ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବଲ୍ଟିସ୍ତାନରେ ଖାଦ୍ୟ ଅଭାବ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସପ୍ତାହେ ଧରି ସରକାରଙ୍କ ବିରୋଧରେ ଲୋକେ ପ୍ରଦର୍ଶନ କରୁଛନ୍ତି। ବିଭିନ୍ନ ବର୍ଗର ଲୋକମାନେ ରାଜପଥ ଅବରୋଧ କରି ଟାୟାର ଜାଳି ସରକାରଙ୍କ ଉପରେ…
ଶିଖ୍ ହୋଇଥିବାରୁ ରିପବ୍ଲିକାନ ପାର୍ଟି କରୁଛି ଭେଦଭାବ, ମୂଳ ଭାରତୀୟଙ୍କ ଅଭିଯୋଗ…
ଓ୍ବାଶିଂଟନ,୧୭।୧ : ରିପବ୍ଲିକାନ ନ୍ୟାଶନାଲ କମିଟି (ଆରଏନସି)ର ଚେୟାରମ୍ୟାନ ପଦବୀ ପାଇଁ ଆମେରିକାର ମୂଳ ଭାରତୀୟ ଆଇନଜୀବୀ ହରମିତ ଧିଲନ ଦୌଡ଼ରେ ଅଛନ୍ତି। ଶିଖ୍ ଧର୍ମର ହୋଇଥିବାରୁ ସେ ଭେଦଭାବର ସମ୍ମୁଖୀନ ହେଉଛନ୍ତି ବୋଲି ହରମିତ ଅଭିଯୋଗ କରିଛନ୍ତି। ତାଙ୍କର ଧାର୍ମିକ…
ପାକିସ୍ତାନରେ ନାବାଳିକାଙ୍କ ଧର୍ମାନ୍ତରୀକରଣ ନେଇ ଚିନ୍ତାବ୍ୟକ୍ତ କଲା ଜାତିସଂଘ…
ଜେନେଭା,୧୭।୧ : ପାକିସ୍ତାନର ମୌଳିବାଦୀ ଚେହେରା ପୁଣି ଥରେ ବିଶ୍ୱ ସାମ୍ନାରେ ପ୍ରକାଶ ପାଇଛି। ଜାତିସଂଘର ବିଶେଷଜ୍ଞମାନେ ପାକିସ୍ତାନରେ ଧାର୍ମିକ ଅଳ୍ପସଂଖ୍ୟଙ୍କ ନାବାଳିକାଙ୍କ ଅପହରଣ, ବାଧ୍ୟତାମୂଳକ ବିବାହ ଏବଂ ନାବାଳିକ ତଥା ଯୁବତୀମାନଙ୍କ ଧର୍ମାନ୍ତରୀକରଣ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ବିଶେଷଜ୍ଞମାନେ ସହମତ…
ଦାଉଦ ଇବ୍ରାହିମ ଏଇଥିପାଇଁ କରିଥିଲେ ଦ୍ୱିତୀୟ ବିବାହ, ଏନଆଇଏ ସାମ୍ନାରେ ଖୋଲିଲେ ଅନେକ ରାଜ
ନୂଆଦିଲ୍ଲୀ,୧୭ ।୧: ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଦାଉଦ ତାଙ୍କ ପ୍ରଥମ ପତ୍ନୀ ମହଜବିନଙ୍କଠାରୁ ତଲାକ ନେଇଯାଇଛନ୍ତି । ହେଲେ ସେ ଏବେବି ଦାଉଦ ଇବ୍ରାହିମଙ୍କ ସହ…
ଏକଛତ୍ରବାଦୀ ଶାସକଙ୍କୁ ଘାରିଛି ମୃତ୍ୟୁ ଭୟ ! ମଦନିଶାରେ କାନ୍ଦୁଛନ୍ତି…
ପ୍ୟୋଙ୍ଗୟାଙ୍ଗ,୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ କିଛି ଗୁରୁତର ରୋଗରେ ପୀଡିତ ଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ତାଙ୍କ ଖରାପ ଜୀବନଶଳୀ ଯୋଗୁ…
୫ ସପ୍ତାହରେ ୯ ଲକ୍ଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ଚାଇନା ସରକାରଙ୍କ ପର୍ଦ୍ଦାଫାଶ କଲା ଚାଇନା ବିଶ୍ୱବିଦ୍ୟାଳୟ…
ବେଜିଂ,୧୭।୧ : ଚାଇନା ସରକାର ସ୍ବୀକାର କରିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ପ୍ରାୟ ଦେଶରେ୬୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ଯଦିଓ ବିଶ୍ୱର ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଚାଇନା ପ୍ରକୃତ ତଥ୍ୟକୁ ଲୁଚାଉଛି। ସରକାରୀ ଆକଳନ ତୁଳନାରେ ଚାଇନାରେ…
କିମ୍ଙ୍କ ଉପରେ ନଜର ରଖିବ ଆମେରିକା, ପର୍ଦ୍ଦଫାଶ ପାଇଁ ଖର୍ଚ୍ଚ କରିବ ୪୦୦ କୋଟି…
ଓ୍ବାଶିଂଟନ,୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ଉପରେ ଆମେରିକା ନଜର ରଖିଛି। କିମ୍ଙ୍କର ପର୍ଦ୍ଦାଫାଶ ପାଇଁ ଆମେରିକା ନିଜର ସମ୍ପୂର୍ଣ୍ଣ ଶକ୍ତି ବ୍ୟବହାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କିମ୍ଙ୍କର ଗୁପ୍ତ…
ପାକିସ୍ତାନକୁ ଝଟ୍କା: ଲଶ୍କରର ‘ମକ୍କି’ ବିଶ୍ୱ ଆତଙ୍କବାଦୀ ଘୋଷିତ
ନ୍ୟୁୟର୍କ,୧୭।୧: ଆତଙ୍କବାଦ କାରଣରୁ ନିଜକୁ ସମଗ୍ର ବିଶ୍ୱରେ ପରିଚିତ କରିଥିବା ପାକିସ୍ତାନକୁ ଏଥର ଏକ ବଡ ଝଟ୍କା ଲାଗିଛି। ବିଶ୍ୱ ସଂସ୍ଥା ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ପାକିସ୍ତାନର ଅବଦୁଲ ରେହମାନ ମକ୍କି(ଲଶ୍କର-ଇ-ତୋଏବା ଆତଙ୍କବାଦୀ)ଙ୍କୁ ସୋମବାର ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି…
୬୦ ବର୍ଷରେ ପ୍ରଥମଥର ଚାଇନାରେ କମିଲା ଜନସଂଖ୍ୟା
ବେଜିଂ,୧୭।୧:୧୯୬୧ ପରେ ଚାଇନାର ଜନସଂଖ୍ୟାରେ ସବୁଠାରୁ ବଡ ହ୍ରାସ ରେକର୍ଡ କରାଯାଇଛି। ବର୍ତ୍ତମାନ ଚାଇନାରେ ମୃତ୍ୟୁ ସଂଖ୍ୟା ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟାଠାରୁ ଅଧିକ ଅଟେ। ଚାଇନାର ଜାତୀୟ ପରିସଂଖ୍ୟାନ ବ୍ୟୁରୋର ତଥ୍ୟ ଅନୁଯାୟୀ, ଦେଶର ଜନସଂଖ୍ୟା ୨୦୨୧ରେ ୧.୪୧୨୬୦ ବିଲିୟନ…
ଶାହବାଜ ଶରିଫ କହିଲେ ‘ପାକିସ୍ତାନ ବୁଦ୍ଧି ଶିଖି ସାରିଛି’, ମୋଦିଙ୍କୁ ଅପିଲ କରି କହିଲେ, ‘ଚାଲ ଏକାଠି ବସିବା’
ଇସଲାମାବାଦ,୧୭ ।୧: ପାକିସ୍ତାନ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଲୋକେ ସେଠାରେ ଉତ୍କଟ ଖାଦ୍ୟ ସଙ୍କଟର ସାମ୍ନାବି କଲେଣି । ଏହାରି ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କର ଏକ ବୟାନ ସାମ୍ନାକୁ ଆସିଛି, ଯେଉଁଥିରେ…
କୋର୍ଟରେ ବରିଷ୍ଠ ଓକିଲଙ୍କୁ ହତ୍ୟା
ପେଶାଓ୍ବର, ୧୭।୧: ପାକିସ୍ତାନର ବରିଷ୍ଠ ଓକିଲ ଅବଦ୍ଦୁଲ ଲତିଫ ଆଫ୍ରିଦିଙ୍କୁ ସୋମବାର ପେଶାଓ୍ବର ବାର୍ ରୁମ୍ରେ ଗୁଳି କରି ହତ୍ୟା କରାଯାଇଛି। ଅବଦ୍ଦୁଲ ବାର୍ ରୁମ୍ରେ ବସିଥିବାବେଳେ ଆଦନାନ ନାମକ ଜଣେ ଟ୍ରେନି ଓକିଲ ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ ।…
ଭାରତରେ ବଢୁଛି ଆର୍ଥିକ ଅସମାନତା
ଡାଭୋସ୍,୧୭ା୧: ଭାରତୀୟ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି ବୋଲି କେନ୍ଦ୍ର ସରକାର ଦାବି କରୁଥିବାବେଳେ ଦେଶରେ ଆର୍ଥିକ ଅସମାନତା ଅତ୍ୟଧିକ ବୃଦ୍ଧି ପାଇଛି। ଗତ ୩ ଦଶନ୍ଧି ମଧ୍ୟରେ ଅସମାନତା ବ୍ୟବଧାନ ସର୍ବାଧିକ ବଢ଼ିଛି। ଏବେ ଭାରତର ୧…
Archives


