ପାକିସ୍ତାନକୁ ଝଟ୍‌କା: ଲଶ୍କରର ‘ମକ୍କି’ ବିଶ୍ୱ ଆତଙ୍କବାଦୀ ଘୋଷିତ

ନ୍ୟୁୟର୍କ,୧୭।୧: ଆତଙ୍କବାଦ କାରଣରୁ ନିଜକୁ ସମଗ୍ର ବିଶ୍ୱରେ ପରିଚିତ କରିଥିବା ପାକିସ୍ତାନକୁ ଏଥର ଏକ ବଡ ଝଟ୍‌କା ଲାଗିଛି। ବିଶ୍ୱ ସଂସ୍ଥା ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ପାକିସ୍ତାନର ଅବଦୁଲ ରେହମାନ ମକ୍କି(ଲଶ୍କର-ଇ-ତୋଏବା ଆତଙ୍କବାଦୀ)ଙ୍କୁ ସୋମବାର ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି ଘୋଷଣା କରିଛି। ଚଳିତ ଥର ଚାଇନାର ବନ୍ଧୁତା ମଧ୍ୟ ପାକିସ୍ତାନର କାମରେ ଆସିନାହିଁ। ଚାଇନାରୁ ଏହି ପ୍ରତିବନ୍ଧକ ହଟାଇବା ପରେ ୟୁଏନ୍‌ଏସ୍‌ସି ମକ୍କିଙ୍କୁ ଗ୍ଲୋବାଲ ଆତଙ୍କବାଦୀ ତାଲିକାରେ ସାମିଲ କରିଛି। ମକ୍କିଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଆଇଏସ୍‌ଆଇଏଲ୍‌ ଏବଂ ଅଲ୍‌-କାଏଦା ପ୍ରତିବନ୍ଧକ କମିଟି ଅଧୀନରେ କରାଯାଇଛି। ସୂଚନା ମୁତାବକ, ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ଆତଙ୍କବାଦୀ। ମୁମ୍ବାଇର ୨୬/୧୧ ଆକ୍ରମଣରେ ମଧ୍ୟ ସେ ଜଡ଼ିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଶିବିର ଧ୍ୱଂସ ଘଟଣା: ଭାରତର ଦାବିକୁ ପାକ୍‌ର ଖଣ୍ଡନ

ଇସ୍‌ଲାମାବାଦ,୨୨ା୧୦(ପି.ଟି.)- ପିଓକେରେ ପଶି ଭାରତ ୩ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ସହ ଅନେକ ପାକ୍‌ ସୈନ୍ୟ ଓ ଆତଙ୍କବାଦୀଙ୍କୁ ମାରିଥିବା ଦାବି କରୁଥିବାବେଳେ ପାକିସ୍ତାନ...

କାର୍‌ ବୋମା ବିସ୍ଫୋରଣ: ୮ ମୃତ

ଦାମାସ୍‌କସ୍‌,୧୧।୧୧: ସିରିଆରେ ଏକ କାର୍‌ ବୋମା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ସିରିଆର ତୁର୍କୀ ଅଧିକୃତ ଅଞ୍ଚଳର ଦକ୍ଷିଣ-ପୂର୍ବ ସଲୁକଠାରେ ଏଭଳି ଘଟିଛି। ଏଥିରେ...

ସ୍ପେନରେ ସାଞ୍ଚେଜ ସରକାର

ମାଡ୍ରିଡ୍‌,୯ା୧: ସ୍ପେନର ପ୍ରଧାନମନ୍ତ୍ରୀ ରୁପେ ବୁଧବାର ଶପଥ ନେଇଛନ୍ତି ସୋସିଆଲିଷ୍ଟ ନେତା ପେଡ୍ରୋ ସାଞ୍ଚେଜ। ପାର୍ଲାମେଣ୍ଟରେ ବାମପନ୍ଥୀ ମେଣ୍ଟ ସରକାର ଗଠନ କରିବା ପ୍ରସ୍ତାବ ଆସ୍ଥା...

ଦୁନିଆର ସବୁଠୁ ଏକ୍ସପେନସିଭ୍‌ ସହର ମଧ୍ୟରୁ ଆଗରେ ନ୍ୟୁୟର୍କ, ସିଙ୍ଗାପୁର

ନ୍ୟୁୟର୍କ,୨।୧୨: ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନ୍ୟୁୟର୍କ ଏବଂ ସିଙ୍ଗାପୁର ପରି ସହରଗୁଡିକୁ ଦେଖିବାକୁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ। ୱାଲର୍‌ଡ ଓ୍ବାଇଡ କଷ୍ଟ୍‌ ଅଫ ଲିଭିଙ୍ଗ୍‌...

ନିଜ ଦେଶରେ ରେଡିଓଆକ୍ଟିଭ୍‌ ଡାର୍ଟି ବୋମା ପକାଇ ପାରେ ୟୁକ୍ରେନ୍‌, ରୁଷିଆର ଅଭିଯୋଗ…

ମସ୍କୋ/କ୍ୱିଭ୍‌,୨୪।୧୦ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦୁଇ ଦେଶ ମଧ୍ୟରେ ଲଗାତାର ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଯୁଦ୍ଧ ବନ୍ଦ କରିବାର...

ମସ୍କୋରେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଦୁଇ ଦଶକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତ

ମସ୍କୋ/ଇସଲାମାବାଦ,୨୪ ।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବୁଧବାର ଦୁଇ ଦିବସୀୟ ଯାତ୍ରାରେ ରୁଷିଆରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ରୁଷିଆ ଉପବୈଦେଶିକ ମନ୍ତ୍ରୀ...

୧୦୦ରୁ ଊର୍ଦ୍ଧ୍ୱ ଟୁଇଟର୍‌ କର୍ମଚାରୀ ଦେଲେ ସାମୂହିକ ଇସ୍ତଫା

ନ୍ୟୁୟର୍କ,୧୮।୧୧: ଟୁଇଟରରେ ଏଲନ ମସ୍କଙ୍କ ଏଣ୍ଟ୍ରି ପରେ କମ୍ପାନୀରେ ଅନେକ ପରିବର୍ତ୍ତନ ହୋଇଛି। ମସ୍କ ଟୁଇଟରକୁ ସମ୍ପୂର୍ଣ୍ଣ ବଦଳାଇବାରେ ନିୟୋଜିତ ଅଛନ୍ତି। ଏହା ସିଧାସଳଖ କର୍ମଚାରୀମାନଙ୍କୁ...

ବଢ଼ିଲା ପେଟ୍ରୋଲ ଦାମ୍‌, ଗଧରେ ବସି ଅଫିସ୍‌ ଆସିବାକୁ ଅନୁମତି ଲୋଡିଲେ କର୍ମଚାରୀ…

ଇସଲାମାବାଦ, ୪।୬ : ପାକିସ୍ତାନରେ ପେଟ୍ରୋଲର ଦାମ୍‌ ବୃଦ୍ଧି ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଏହି ପ୍ରସଙ୍ଗରେ ପୂର୍ବତନ ଇମ୍ରାନ ଖାନ ସରକାରଙ୍କୁ...

Advertisement
Archives

Model This Week