ଅନ୍ତର୍ଜାତୀୟ

ମୋଦିଙ୍କ ଲୋକପ୍ରିୟତା ଦେଖି ବାଇଡେନ କହିଲେ ମୋତେ ଦରକାର ଆପଣଙ୍କ ଅଟୋଗ୍ରାଫ

ହିରୋଶିମା,୨୧।୫: ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ ପ୍ରିୟତା ଖୁବ ଅଧିକ। ଏମିତିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ତାଲିକାରେ ବିଶ୍ୱର ବହୁ ନେତା ରହିଛନ୍ତି। ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ୱାଡ ବୈଠକ ସମୟରେ ମୋଦିଙ୍କୁ ତାଙ୍କ ଅଟୋଗ୍ରାଫ…

ରାଜା ହେରାଲ୍ଡଙ୍କ ନାଁରୁ ଆସିଛି ବ୍ଲ୍ୟୁଟୁଥ୍‌

ଓସଲୋ, ୨୧।୫: ମୋବାଇଲ ଫୋନ୍‌ ଭଳି ଓୟାର୍‌ଲେସ୍‌ ବ୍ଲ୍ୟୁଟୁଥ୍‌ ଏକ ଜରୁରୀ ସାମଗ୍ରୀ ପାଲଟିଛି। ଇୟର୍‌ ଫୋନ୍‌ର ବିକଳ୍ପ ଭାବେ ବ୍ୟବହାର କରାଯାଉଥିବା ବ୍ଲ୍ୟୁଟୁଥ୍‌ର ନାମ ଏବଂ ଲୋଗୋ କେଉଁଠାରୁ ଆସିଲା ତା’ ବିଷୟରେ କମ୍‌ ଲୋକଙ୍କୁ ଜଣାଥିବ। ଭିକିଙ୍ଗ୍‌ ଯୁଗରେ…

ଅଷ୍ଟମ ଥର ବାପା ହେବେ ବୋରିସ୍‌

ଲଣ୍ଡନ,୨୧।୫: ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌(୫୮) ଅଷ୍ଟମ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ବୋରିସ୍‌ଙ୍କ ସ୍ତ୍ରୀ କ୍ୟାରି ଜନ୍‌ସନ୍‌ ୮ ମାସ ଗର୍ଭବତୀ ଥିବା କଥା ସୋସିଆଲ ମିଡିଆ ପୋଷ୍ଟ ଶେୟାର କରି କହିଛନ୍ତି। କିଛି ସପ୍ତାହ ମଧ୍ୟରେ…

‘ଯୁଦ୍ଧ ଯନ୍ତ୍ରଣା ଆମଠାରୁ ଆପଣ ଅଧିକ ଜାଣିଥିବେ’

ନୂଆଦିଲ୍ଲୀ/ଟୋକିଓ,୨୦ା୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀ ପାଇଁ ଜାପାନର ହିରୋସିମା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଶ୍ୱର ଅନେକ ବଡ଼ ବଡ଼ ନେତାଙ୍କୁ ଭେଟିଛନ୍ତି। ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କିଙ୍କୁ ମଧ୍ୟ ଭେଟିଛନ୍ତି। ଆଲୋଚନା…

ପାକିସ୍ତାନ ତାଲିବାନ ହିଟଲିଷ୍ଟରେ ମରିୟମ ନଓ୍ବାଜ, ଗୃହମନ୍ତ୍ରୀଙ୍କ ନାମ ସାମିଲ…

ଇସଲାମାବାଦ,୨୦।୫ : ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଏବଂ ଏହାର ସହଯୋଗୀ ଦଳ ଜମାତ-ଉଲ-ଅହର (ଜେୟୁଏ) ପାକିସ୍ତାନ ସେନାର ବରିଷ୍ଠ ନେତା, ଗୁପ୍ତଚର ଏଜେନ୍ସି ଏବଂ ରାଜନେତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଆତଙ୍କବାଦୀଙ୍କ ଟାର୍ଗେଟରେ ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲା…

ଭାରତୀୟ ସଂସଦରେ ପ୍ରତିବର୍ଷ ପାଳିତ ହେଉଛି ହିରୋସୀମା ଦିବସ…

ଟୋକିଓ,୨୦।୫ : ଶନିବାର ହିରୋସୀମାରେ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସଂସଦରେ ପ୍ରତିବର୍ଷ ହିରୋସୀମା ଦିବସ ପାଳନ କରାଯାଇଥାଏ। ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ସମୟରେ ଭାରତ…

ଯୁଦ୍ଧ ମାନବିକତାର ଏକ ପ୍ରସଙ୍ଗ, ଯଥାସମ୍ଭବ ଗ୍ରହଣ କରାଯିବ ପଦକ୍ଷେପ: ଜେଲେନସ୍କିଙ୍କୁ କହିଲେ ମୋଦି…

ଟୋକିଓ,୨୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ଜାପାନର ହିରୋସିମାଠାରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୟୁକ୍ରେନରେ ଚାଲିଥିବା ଯୁଦ୍ଧ…

୫୦୦ ଆମେରିକୀୟଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କଲା ରୁଷିଆ…

ମସ୍କୋ,୨୦।୫ : ରୁଷିଆ ୫୦୦ ଆମେରିକୀୟ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଠାରୁ ଟେଲିଭିଜନ ଜଗତ ପର୍ଯ୍ୟନ୍ତ ଅନେକ ବଡ ବ୍ୟକ୍ତିତ୍ୱଙ୍କ…

ମୋଦିଙ୍କୁ କୁଣ୍ଢାଇ ଧରିଲେ ବାଇଡେନ…

ଟୋକିଓ,୨୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୩ ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜାପାନରେ ପହଞ୍ଚିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଦେଶର ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି। ଏଥି ସହିତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଯୁଦ୍ଧ ମଧ୍ୟରେ ଜାପାନ ପହଞ୍ଚିଲେ ଜେଲେନକ୍ସି…

ଟୋକିଓ,୨୦।୫ : ଜାପାନର ହିରୋସିମା ଠାରେ ଜି -୭ ଶିଖର ସମ୍ମିଳନୀ ଚାଲିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଏହି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାପାନର ହିରୋସିମା ଠାରେ ପହଞ୍ଚିଛନ୍ତି। ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ,…

ଜି-୭ ସମ୍ମିଳନୀରେ ସିଡିରୁ ଖସୁ ଖସୁ ଅଳ୍ପକେ ବର୍ତ୍ତିଗଲେ ଆମେରିକା ରାଷ୍ଟ୍ରପତି ବାଇଡେନ

ହିରୋଶିମା,୨୦।୫: ଜାପାନର ହିରୋଶିମାରେ ଜି-୨୦ ଶିଖର ସମ୍ମିଳନୀ ସମୟରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଏମିତି ଘଟଣା ଘଟିଛି ଯାହାକୁ ନେଇ ଆମେରିକାବାସୀ ଲଜ୍ୟା ବୋଧ କରିଛନ୍ତି। ବାଇଡେନ ହିରୋଶିମାରେ ବିଶ୍ୱର ବହୁ ନେତାଙ୍କ ଭିତରେ ବିଚଳିତ ଦେଖାଯାଉଥିଲେ, ଯେତେବେଳେ ସେ ସିଡିରୁ…

ଜି-୭ ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କିଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୦।୫: ଜାପାନର ହିରୋଶିମା ସହରରେ ଆୟୋଜିତ ହୋଇଛି ଜି-୭ ଶିଖର ସମ୍ମିଳନୀ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କିଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?