ଅନ୍ତର୍ଜାତୀୟ

ସାମରିକ ସଂଘର୍ଷରୁ ମାନବୀୟ ସଙ୍କଟ

ଖାର୍ତୁମ୍‌ ୨୪।୪: ସୁଦାନରେ ସେନା ଏବଂ ଅର୍ଦ୍ଧସାମରିକ ବଳ ମଧ୍ୟରେ ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ସଂଘର୍ଷ ଯୋଗୁ ମାନବୀୟ ସଙ୍କଟ ଦେଖାଦେଇଛି। ସୁଦାନରେ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନ ଥିବାରୁ…

ନ୍ୟୁଜିଲାଣ୍ଡ ମହିଳାଙ୍କୁ ଅନୁପଯୁକ୍ତ ଭାବେ ସ୍ପର୍ଶ ଅଭିଯୋଗ

ଓ୍ବେଲିଂଟନ୍‌, ୨୪।୪: ନିକଟରେ ନ୍ୟୁଜିଲାଣ୍ଡର କାଣ୍ଟବରିରେ ଅନୁଷ୍ଠିତ ବ୍ୟବସାୟ ସମ୍ମିଳନୀରେ ଯୋଗ ଦେଇଥିବା ୨ ଭାରତୀୟ ଜଣେ ମହିଳାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ସରକାରୀ ମନ୍ତ୍ରୀ ହୋଇଥିବାବେଳେ ଅନ୍ୟ ଜଣେ ଅମୁଲ କମ୍ପାନୀ…

ଜର୍ମାନୀ ବିରୋଧରେ ରୁଷିଆର ବଡ଼ କାର୍ଯ୍ୟାନୁଷ୍ଠାନ

ମସ୍କୋ,୨୩।୪: ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ନେଇ ବର୍ଲିନ୍‌ ମସ୍କୋ ସହ ସମସ୍ତ ଚୁକ୍ତି ପ୍ରତ୍ୟାହାର କରିନେଇଛି। ଏହା ପରେ ଜର୍ମାନୀ ବିରୋଧରେ ରୁଷିଆ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦେଶରୁ ୨୦ଜର୍ମାନୀ ରାଷ୍ଟ୍ରଦୂତକୁ ବାହାର କରିଦେବାକୁ ରୁଷିଆ ଘୋଷଣା କରଇଛି। ରୁଷିଆ ବହିର୍ବ୍ୟାପାର…

ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳିକରି ହତ୍ୟା

ଓ୍ବାଶିଂଟନ,୨୩।୪: ଆମେରିକାକୁ ପଡିବାକୁ ଯାଇଥିବା ଭାରତର ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଏପ୍ରିଲ ୨୦ ଘଟିଥିବା ସୂଚନା ମିଳିଛି। ଏହି ଯୁବକ ଜଣଙ୍କ ନାଁ ହେଉଛି ସାଇଶ ବୀରା।…

ରେଷ୍ଟୁରାଣ୍ଟରେ ନିଆଁ ଲାଗି ୨ ମୃତ

ମାଡ୍ରିଡ,୨୩।୪: ୟୁରୋପୀୟ ଦେଶ ସ୍ପେନର ରାଜଧାନୀ ମାଡ୍ରିଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜଣେ ୱେଟର ପିଜାରେ ନିଆଁ ଲଗାଇ ଦେବା ପରେ ଏଠାରେ ଏକ ରେଷ୍ଟୁରାଣ୍ଟରେ ନିଆଁ ବ୍ୟାପି ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨…

ବିଶ୍ୱର ଅଦ୍ଭୁତ ଭିଡିଓ ଜାରି କଲା ନାସା

ଓ୍ବାଶିଂଟନ,୨୩ା୪: ବ୍ରହ୍ମାଣ୍ଡ ବିଷୟରେ ଜାଣିବା, ବୁଝିବା ଏବଂ ପଢ଼ିବା ଏକ ରହସ୍ୟ ଆବିଷ୍କାର କରିବା ପରି। ନାସାର ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ ହେଉଛି ଯେଉଁମାନେ ରହସ୍ୟ ଭିତରକୁ ଗଭୀର ଭାବରେ ବୁଡ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଭଣ୍ଡାର। ସ୍ପେସ ଏଜେନ୍ସି ନାସାର…

ଭାରତ ଯାତ୍ରା ପୂର୍ବରୁ ହୋମୱାର୍କ କରିବା ଆବଶ୍ୟକ: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୩।୪: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଆସନ୍ତା ମାସରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଗସ୍ତ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜଣାପଡିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯାତ୍ରା ଆରମ୍ଭ କରିବା ପୂର୍ବରୁ ତାଙ୍କୁ…

ସେନା ଶିବିର ନିକଟରେ କାର ବୋମା ବିସ୍ଫୋରଣ: ୧୦ ମୃତ…

ବମାକୋ,୨୩।୪ : କେନ୍ଦ୍ରୀୟ ମାଲିର ଏକ ସାମରିକ ବେସ ନିକଟରେ ହୋଇଥିବା ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ମାଲି ସେନାର ମୁଖପାତ୍ର କର୍ନେଲ ସୋଲେମେନ ଡେମ୍ବଲେ ଆସୋସିଏଟେଡ ପ୍ରେସକୁ କହିଛନ୍ତି ମୋପାଟି ଅଞ୍ଚଳର…

ଜାପାନରେ ପ୍ରଥମଥର ପାଇଁ ଗର୍ଭପାତ ଔଷଧକୁ ମିଳିଲା ମଞ୍ଜୁରୀ

ଟୋକିଓ,୨୩।୪: ଜାପାନରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ପାଇଁ ଗର୍ଭପାତ ଔଷଧକୁ ଅନୁମୋଦନ କରିଛି। ଜାପାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜାପାନର ପ୍ୟାନେଲ ବ୍ରିଟେନର ଲାଇନ୍‌ଫାର୍ମା ଇଣ୍ଟରନ୍ୟାଶନାଲ ଲିମିଟେଡ ଦ୍ୱାରା ନିର୍ମିତ ଗର୍ଭପାତ ଔଷଧ ‘ମେଫିଗୋ ପିଲ୍‌’…

୮୦ ବର୍ଷ ପରେ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୁଡ଼ିଥିବା ଜାପାନ ଜାହାଜ

ଓ୍ବାଶିଂଟନ,୨୩ା୪: ପ୍ରଥମ ବିଶ୍ୱଯୁଦ୍ଧ ପରେ ଦୁନିଆର ସବୁଠାରୁ ବିନାଶକାରୀ ଯୁଦ୍ଧ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ଏହି ଯୁଦ୍ଧରେ ଜାପାନ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଦେଶରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏଥିରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ରୁଷିଆ…

ଜୟଶଙ୍କରଙ୍କୁ ଏକ ବିଶେଷ ଉପହାର ଦେଲେ ଗୁଆନା ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୩।୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆମେରିକୀୟ ଦେଶ ଗସ୍ତରେ ଅଛନ୍ତି। ଶନିବାର ଗୁଆନାରେ ତାଙ୍କର ସମକକ୍ଷ ହୟୁ ଡଟଙ୍କ ସହ ୫ମ ଭାରତ-ଗୁଆନା ମିଳିତ କମିଟି ବୈଠକରେ ସହଯୋଗ କରିଥିଲେ। ଏହି ସମୟରେ ସେ ରାଷ୍ଟ୍ରପତି…

କାହିଁକି ଟଙ୍କା ଦେଇ ଟୁଇଟର ବ୍ଲୁ ଟିକ କିଣୁଛନ୍ତି ଲୋକେ

ଓ୍ବାଶିଂଟନ,୨୩।୪: ଏଇ କିଛିଦିନ ହେବ ଚର୍ଚ୍ଚାରେ ଥିଲା କି ବଡ ବଡ ଲୋକଙ୍କର ଟୁଇଟରରୁ ବ୍ଲୁ ଟିକକୁ ହଟାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶାହାରୁଖ ଖଁା,ସଲମାନ ଖାଁ, ସଚ୍ଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri