ଅନ୍ତର୍ଜାତୀୟ

ଯୁଦ୍ଧରେ ଜିତିବା ପାଇଁ ରଣନୀତିକ ଦକ୍ଷତା ବୃଦ୍ଧି କରିବାକୁ ଜିନପିଙ୍ଗଙ୍କ ଆହ୍ବାନ…

ବେଜିଂ,୯।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏକୀଭୂତ ଜାତୀୟ ରଣନୀତି ଏବଂ ଯୁଦ୍ଧ ଜିତିବା ପାଇଁ ଚାଇନା ସୈନ୍ୟବାହିନୀର ରଣନୀତିକ ଦକ୍ଷତା ବୃଦ୍ଧି କରିବାକୁ ଆହ୍ବାନ ଦେଇଛନ୍ତି। ଶାସକ କମ୍ୟୁନିଷ୍ଟ ପାର୍ଟି ତଥା ସେନା ମୁଖ୍ୟ ଜିନପିଙ୍ଗ କହିଛନ୍ତି ଯେ…

ଗାର୍ସେଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ, ସିନେଟ କମିଟି ନାମାଙ୍କନକୁ ଅନୁମୋଦନ କଲା…

ଓ୍ବାଶିଂଟନ,୯।୩ : ଏରିକ ଗାର୍ସେଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ ହେବା ନିଶ୍ଚିତ ହୋଇଛି। ସିନେଟ କମିଟି ତାଙ୍କ ନାମାଙ୍କନକୁ ଅନୁମୋଦନ କରିଛି। ସିନେଟର ବୈଦେଶିକ ସମ୍ପର୍କ କମିଟି, ଆମେରିକା କଂଗ୍ରେସ (ସଂସଦ)ର ଉଚ୍ଚ ସଦନରେ ଭାରତରେ ରାଷ୍ଟ୍ରଦୂତଙ୍କ ପାଇଁ ଲସ ଏଞ୍ଜେଲ୍ସର…

ଆଞ୍ଚଳିକ ନିର୍ଦ୍ଦେଶକ ତାକେଶି କାସାଇଙ୍କୁ ବରଖାସ୍ତ କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୯।୩ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଥିବା ଏହାର ଆଞ୍ଚଳିକ ନିର୍ଦ୍ଦେଶକ ଡ. ତାକେଶି କାସାଇଙ୍କୁ ବରଖାସ୍ତ କରିଛି। କର୍ମଚାରୀଙ୍କୁ ଅପମାନଜନକ ତଥା ଜାତିଆଣ ମନ୍ତବ୍ୟ ଦେଇଥିବା ତାକେଶିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହା…

ମହିଳା ଦିବସରେ ମହିଳାଙ୍କ ଉପରେ ଲାଠି ଚାର୍ଜ: ଅଡୁଆରେ ଶାହାବାଜ ସରକାର…

ଇସଲାମାବାଦ,୯।୩ : ଅନ୍ତର୍ଜାତୀୟ ମହିଳା ଦିବସରେ ପାକିସ୍ତାନରେ ଆୟୋଜିତ ଏକ ରାଲି ବୁଧବାର ଦିନ ହିଂସାତ୍ମକ ରୂପ ନେଇଥିଲା। ଏହି ସମୟରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ବିଭିନ୍ନ ବର୍ଗର ମହିଳା ଏବଂ କିନ୍ନରମାନେ ପ୍ରେସ କ୍ଲବ ବାହାରେ…

ପାକିସ୍ତାନରେ ମହିଳାଙ୍କ ଅଧିକାରର ଉଲ୍ଲଂଘନ: ନେଦରଲାଣ୍ଡରେ ପ୍ରଦର୍ଶନ…

ଆମଷ୍ଟେରଡାମ,୯।୩ : ନେଦରଲାଣ୍ଡର ପ୍ରବାସୀ ପାକିସ୍ତାନୀ ଖ୍ରୀଷ୍ଟିଆନମାନେ ପାକିସ୍ତାନରେ ମହିଳା ଓ ବାଳିକାମାନଙ୍କର ମାନବିକ ଅଧିକାରର ଉଲ୍ଲଂଘନ ବିରୋଧରେ ପ୍ରଦର୍ଶନ କରିଛନ୍ତି। ମାର୍ଚ୍ଚ ୮ରେ ଆୟୋଜିତ ମହିଳା ଦିବସ ଅବସରରେ ନେଦରଲାଣ୍ଡରେ ଖ୍ରୀଷ୍ଟିଆନ ଅଧିକାର, ବିଦେଶ ପାକିସ୍ଥାନ ଖ୍ରୀଷ୍ଟିଆନ ଆଲାଇନ୍ସ ଏବଂ…

ପାକିସ୍ତାନବାସୀ ଶେହଓ୍ବାଜ୍‌ ଶରିଫ ସରକାରଙ୍କୁ କେବେ କ୍ଷମା କରିବେ ନାହିଁ: ଇମ୍ରାନ

ଲାହୋର,୮।୩: ଲାହୋରରେ ହେବାକୁ ଥିବା ରାଲି ପାଇଁ ଅନୁମତି ନ ପାଇ ପାକିସ୍ତାନର ମୁଖ୍ୟ ତେହେରିକ-ଇ-ଇନସାଫ ଏବଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଇମ୍ରାନ ଖାନ କହିଛନ୍ତି, ଦେଶର ଅବସ୍ଥା…

ଭାରତ ଆମର ପ୍ରକୃତ ବନ୍ଧୁ: ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ

କଲମ୍ବୋ,୮।୩: ଗତ ବର୍ଷ ଶ୍ରୀଲଙ୍କା ପାଇଁ ସବୁଠାରୁ ଖରାପ ପର୍ଯ୍ୟାୟ ଥିଲା। ଆର୍ଥିକ ବିପର୍ଯ୍ୟୟ ଶ୍ରୀଲଙ୍କାର ମୂଳଦୁଆକୁ ଥରାଇ ଦେଇଥିଲା। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ବଡ ନେତାମାନେ ମଧ୍ୟ ଦେଶ ଛାଡିଥିଲେ ଏବଂ ବିରୋଧ ପ୍ରଦର୍ଶନ କରୁଥିବା ଜନସାଧାରଣ ରାଷ୍ଟ୍ରପତି…

ଇମ୍ରାନଙ୍କ ପ୍ରଚାର ପୂର୍ବରୁ ଲାଗୁ ହେଲା ୧୪୪ ଧାରା

ଇସଲାମାବାଦ,୮ା୩: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ପଞ୍ଜାବରେ ପ୍ରାଦେଶିକ ନିର୍ବାଚନ ପାଇଁ ଏପ୍ରିଲ ୩୦ରେ ଭୋଟ୍‌ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ (ପିଟିଆଇ)ବୁଧବାରଠାରୁ ନିର୍ବଚେନ ପ୍ରଚାର ଆରମ୍ଭ କରିବାକୁ ଐତିହାସିକ ରାଲି ଘୋଷଣା…

ଇମ୍ରାନ-ଫୱାଦଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କଲେ ନିର୍ବାଚନ କମିଶନ…

ଇସଲାମାବାଦ,୮।୩ : ତୋସଖାନା ମାମଲାରେ ଅଡୂଆରେ ପଡିଥିବା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ ଇମ୍ରାନ ଖାନଙ୍କ ଅସୁବିଧା କମିବାର ନା ନେଉନାହଁି। ଏପରିସ୍ଥଳେ ନିର୍ବାଚନ ଆୟୋଗ (ଇସିପି) ବୁଧବାର ଇମ୍ରାନ ତଥା ତାଙ୍କ ଦଳର ନେତା ଫୱାଦ ଚୌଧୁରୀଙ୍କ ବିରୋଧରେ…

ଲିଙ୍ଗଗତ ସମାନତା ହାସଲ କରିବାକୁ ଲାଗିବ ୩୦୦ ବର୍ଷ : ଜାତିସଂଘ ମୁଖ୍ୟ…

ଜେନେଭା,୮।୩ : ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଲିଙ୍ଗଗତ ସମାନତା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ସ୍ଥିତି ସମ୍ପର୍କରେ ଗୁଟେରସ କହିଛନ୍ତି ଯେ ଲିଙ୍ଗଗତ ସମାନତା ଦିଗରେ ଅଗ୍ରଗତି ଆମ ଆଖି…

ନିଃଶ୍ୱାସ ନେବା ହେବ କଷ୍ଟକର! ପୃଥିବୀରେ ୧ ପ୍ରତିଶତରୁ କମ ଶୁଦ୍ଧ ପବନ: ରିପୋର୍ଟ…

ମେଲବୋର୍ନ/ବେଜିଂ,୮।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପୃଥିବୀରେ ଏକ ପ୍ରତିଶତରୁ ପ୍ରଦୂଷଣମୁକ୍ତ ଶୂଦ୍ଧ ବାୟୁ ରହିଛି। ଫଳରେ ଆଗାମୀ ଦିନରେ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହେବ। ଏହା ଯୋଗୁ ଏସୀୟ ଦେଶମାନଙ୍କୁ କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ…

ହୋଲି ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୮।୩: ଆଜି ସାରା ଦେଶରେ ହୋଲି ପର୍ବ ପାଳନ କରାଯାଉଛି। ଏହି ସମୟରେ ଦେଶର ନେତା ଏବଂ ବିଦେଶର ନେତାମାନେ ହୋଲିଙ୍କ ଉତ୍ସବରେ ଶୁଭେଚ୍ଛା ଜଣାଉଛନ୍ତି। ଇତି ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ ହୋଲି ଅବସରରେ ଶୁଭେଚ୍ଛା ଜଣାଇବାକୁ ଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri