ଅନ୍ତର୍ଜାତୀୟ

ଏର୍ଡୋଗାନ୍‌ ଆଗରେ

ଆଙ୍କାରା,୨୯ା୫: ତୁର୍କୀ ସାଧାରଣ ନିର୍ବାଚନ ଫଳାଫଳ ରାଷ୍ଟ୍ରପତି ରେସେପ ତୈୟିପ୍‌ ଏର୍ଡୋଗାନ୍‌ଙ୍କ ସପକ୍ଷରେ ଯାଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା ୯୬% ଭୋଟ ଗଣତି ହୋଇଥିବାବେଳେ ଏର୍ଡୋଗାନ୍‌ଙ୍କୁ ୫୨.୩% ଏବଂ ତାଙ୍କ ସେକ୍ୟୁଲାର ଚ୍ୟାଲେଞ୍ଜର କେମାଲ କିଲିକ୍‌ଡାରୋଗ୍ଲୁଙ୍କୁ ୪୭.୭% ଭୋଟ ମିଳିଥିବା ଜଣାପଡ଼ିଛି।…

ସୈନ୍ୟ ଅଭିଯାନ ଅଧିକ ଜୋରଦାର କରିବାକୁ ପୁଟିନଙ୍କ ନିର୍ଦ୍ଦେଶ…

ମସ୍କୋ,୨୮।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏଥି ସହିତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଅଞ୍ଚଳରେ ରୁଷିଆର ସୈନ୍ୟଙ୍କ ଅଭିଯାନକୁ ଆହୁରି ଜୋରଦାର କରିବାକୁ ସୀମା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପ୍ରତି…

ବାଇକ ରାଲିରେ ଗୁଳିକାଣ୍ଡ: ୩ ମୃତ, ୫ ଆହତ…

ମେକ୍ସିକୋ ସିଟି,୨୮।୫ : ଆମେରିକାରେ ଗୁଳିକାଣ୍ଡ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ନ୍ୟୁ ମେକ୍ସିକୋର ରେଡ ନଦୀ ଅଞ୍ଚଳରେ ଏକ ମୋଟରସାଇକେଲ ରାଲିରେ ଗୁଳକାଣ୍ଡ ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଆହତ ହୋଇଛନ୍ତି। ପୋଲିସ…

ମଙ୍ଗଳରୁ ପୃଥିବୀକୁ ଆସିଲା ଏଲିଅନଙ୍କ ସିଗନାଲ, ବୈଜ୍ଞାନିକ କଲେ ଡିକୋଡ…

ପ୍ୟାରିସ,୨୮।୫ : ୨୬ ମେରେ ଅନ୍ତର୍ଜାତୀୟ ସ୍ପେସ ଏଜେନ୍ସି(ଇଏସଏ) ନିଶ୍ଚିତ କରିଥିଲା ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରୁ ପୃଥିବୀକୁ ଏକ ଏଲିଅନ ସିଗନାଲ ଆସିଥିଲା। ଏହା ମେ ୨୪ ରାତି ୯ ଟାରେ ମଙ୍ଗଳ ଗ୍ରହର କକ୍ଷପଥରେ ଗତି କରୁଥିବା…

ସର୍ବିଆ ରାଷ୍ଟ୍ରପତିଙ୍କ ଇସ୍ତଫା…

ବେଲଗ୍ରେଡ,୨୮।୫ : ସର୍ବିଆର ରାଜଧାନୀରେ ଲୋକମାନେ ନିରନ୍ତର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ବେଲଗ୍ରେଡରେ ଜନସାଧାରଣଙ୍କ ଏହି ବିରୋଧ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି। ଏହାପୂର୍ବରୁ ବେଲଗ୍ରେଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଦୁଇଥର ଗୁଳିକାଣ୍ଡ ଘଟିଥିଲା। ଏହା ପରେ ପ୍ରଶାସନ…

ତାଲିବାନ ନୀତି ଉପରେ ଅନ୍ତରାଷ୍ଟ୍ରୀୟ ସଙ୍ଗଠନର ରିପୋର୍ଟ, କୁହାଯାଇଛି ମହିଳାଙ୍କ ପ୍ରତି ହୋଇଛି ଭେଦଭାବପୂର୍ଣ୍ଣ ରଣନୀତି

କାବୁଲ,୨୮।୫: ତାଲିବାନର କଟ୍ଟର ପ୍ରଶାସନ ଆଫଗାନିସ୍ତାନରେ ନିଜର ଶାସନ ଜରିଆରେ ଲଗାତାର ମହିଳାଙ୍କ ଅଧିକାରର ଉଲ୍ଲଂଘନ କରି ଚାଲିଛି। ଏହାକୁ ନେଇ କିଛି ଅନ୍ତରାଷ୍ଟ୍ରୀୟ ସଙ୍ଗଠନ ଓ ମାନବାଧିକାର ସଂସ୍ଥା ଦେଶର ଲିଙ୍ଗ ଭିତ୍ତିକ ନୀତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।…

ଦେବାଳିଆ ହେବାରୁ ବଞ୍ଚିଗଲା ଆମେରିକା! ରାଷ୍ଟ୍ରପତି ବାଇଡେନ, କେଭିନ ମ୍ୟାକ୍କାର୍ଥିଙ୍କ ମଧ୍ୟରେ ହେଲା ଋଣ ସୀମା ଚୁକ୍ତି

ଓ୍ବାଶିଂଟନ,୨୮।୫: ଋଣ ସଙ୍କଟ ସହ ସଂଘର୍ଷ କରୁଥିବା ଆମେରିକା ଦେବାଳିଆ ହେବାକୁ ଯାଉଥିବା ବେଳେ ଏବେ ଲାଗୁଛି କି ଖୁବଶୀଘ୍ର ଆମେରିକା ଏହି ସଙ୍କଟରୁ ବାହାରି ଆସିବ। ରାଷ୍ଟ୍ରପତି ଜୋ ବାଇଡେନ ଓ ରିପବ୍ଲିକାନ ସାଂସଦ ଓ ଆମେରିକା କଂଗ୍ରେସର ସ୍ପିକର…

ଗିଲଗିଟ୍‌-ବାଲ୍‌ତିସ୍ତାନ ଅଞ୍ଚଳରେ ହିମସ୍ଖଳନ: ୩ ମହିଳାଙ୍କ ସମେତ ୧୦ ମୃତ, ୨୫ ଆହତ

ଇସଲାମାବାଦ,୨୮।୫: ପାକିସ୍ତାନର ଗିଲଗିଟ୍‌-ବାଲ୍‌ତିସ୍ତାନ ଅଞ୍ଚଳରେ ହିମସ୍ଖଳନ ଯୋଗୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି ବୋଲି ପୋଲିସ କହିଛି। ପୋଲିସର ସୂଚନାନୁସାରେ, ପାର୍ବତ୍ୟ ଅଞ୍ଚଳର ଆସ୍ତୋର ଜିଲାର ଶଣ୍ଟର୍‌ ଟପ୍‌ ଅଞ୍ଚଳରେ ତିନିଜଣ ମହିଳାଙ୍କ ସମେତ…

ଦୀପାବଳିକୁ ସଂଘୀୟ ଛୁଟି ଘୋଷଣା ଲାଗି ଆମେରିକା କଂଗ୍ରେସରେ ବିଲ୍‌

ଓ୍ବାଶିଂଟନ, ୨୭ା୫(ପି.ଟି.): ଆଲୋକର ପର୍ବ ଦୀପାବଳିକୁ ଆମେରିକାରେ ସଂଘୀୟ ଛୁଟି ଭାବେ ଘୋଷଣା କରିବା ପାଇଁ ଜଣେ ଆଇନ ପ୍ରଣେତା ବିଲ୍‌ ଆଣିଛନ୍ତି। ଏହାକୁ ଦେଶର ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ସ୍ବାଗତ କରାଯାଇଛି। ଦିଓ୍ବାଲି ଡେ’ ଆକ୍ଟ ଆମେରିକା କଂଗ୍ରେସରେ ଗୃହୀତ…

୧୨ ବର୍ଷୀୟ ଛାତ୍ରଙ୍କ ୫ କଲେଜ ଡିଗ୍ରୀ

ଓ୍ବାଶିଂଟନ୍‌,୨୮।୫: ଆମେରିକାର ଫୁଲେର୍ଟନ କଲେଜର ସର୍ବକନିଷ୍ଠ ଗ୍ରାଜୁଏଟ୍‌ କ୍ଲୋଭିସ୍‌ ହଙ୍ଗ୍‌ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ମାତ୍ର ୧୨ ବର୍ଷ ବୟରେ ସେ ୫ ଡିଗ୍ରୀ ହାସଲ କରିଛନ୍ତି। ୨୦୨୦ରେ ଜଣେ ୧୩ ବର୍ଷୀୟ ଛାତ୍ର ସର୍ବକନିଷ୍ଠ ସ୍ନାତକ ହେବା…

‘ମଙ୍ଗଳ’ରେ ବର୍ଷେ ବିତାଇବେ କାନାଡା ବୈଜ୍ଞାନିକ

ଓ୍ବାଶିଂଟନ, ୨୮।୩: ମଙ୍ଗଳ ଗ୍ରହ ଭଳି ପରିବେଶରେ ଗୋଟିଏ ବର୍ଷ ବିତାଇବାକୁ ଯାଉଛନ୍ତି କାନାଡ଼ାର ମହିଳା ଜୀବବିଜ୍ଞାନୀ କେଲି ହଷ୍ଟନ୍‌। ଏଥିପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି। ତେବେ ମଙ୍ଗଳରେ ରହିବା ତାଙ୍କର ପିଲାଦିନର ସ୍ବପ୍ନ ନ ଥିଲା ବୋଲି ୫୨ ବର୍ଷୀୟ…

ମଝି ଅକାଶରେ ପକ୍ଷୀ ସହ ଧକ୍କା: ତ୍ରିଭୁବନ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ…

କାଠମାଣ୍ଡୁ,୨୭।୫ : ବେଙ୍ଗାଲୁରୁ ଅଭିମୁଖେ ନେପାଳ ଏୟାରଲାଇନ୍ସର ଏକ ବିମାନ ଏ-୩୨୦ ଉଡ଼ାଣ କରୁଥିବାବେଳ ମଝି ଆକାଶରେ ପକ୍ଷୀ ସହ ଧକ୍କା ହୋଇଛି। ଏହା ପରେ ବିମାନଟିକୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରିବାକୁ ପଡିଥିଲା। ତ୍ରିଭୁବନ ବନ୍ଦରର ମୁଖପାତ୍ର ଟେକନାଥ ସୀତାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?