Home

ଡଚ୍‌ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ହେଗ୍‌, ୧୬।୧: ନେଦରଲାଣ୍ଡ୍‌ସରେ ଶିଶୁଯତ୍ନ ସବ୍‌ସିଡି ଦୁର୍ନୀତିକୁ ନେଇ ଡଚ୍‌ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟେ ଓ ତାଙ୍କ ସରକାର ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏହି ସବ୍‌ସିଡି ଦୁର୍ନୀତିରେ ହଜାର ହଜାର ମାତାପିତାଙ୍କୁ ଭୁଲ୍‌ରେ ସମ୍ପୃକ୍ତ କରାଯାଇଥିଲା। ବ୍ୟବସ୍ଥା ଭୟଙ୍କର ଭାବେ ତ୍ରୁଟିପୂର୍ଣ୍ଣ…

କମଲ ହାସନଙ୍କ ଦଳକୁ ଫେରିଲା ବ୍ୟାଟେରି ଟର୍ଚ୍ଚ ଚିହ୍ନ

ଚେନ୍ନାଇ, ୧୬।୧: କମଲ ହାସନଙ୍କ ଦଳ ମକ୍କଲ୍‌ ନିଧି ମୈୟମ (ଏମ୍‌ଏନ୍‌ଏମ୍‌)କୁ ପୁଣିଥରେ ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ ମିଳିଛି। ଏକ ଭିଡିଓ ବାର୍ତ୍ତାରେ କମଲ ହାସନ ଏହି ସୂଚନା ଦେଇଛନ୍ତି। ନିଷ୍ପେଷିତମାନଙ୍କ ଉତ୍‌ଥାନ ପାଇଁ ଲଢ଼େଇ କରିଥିବା ମାର୍ଟିନ୍‌ ଲୁଥର କିଙ୍ଗ…

ଶତାଧିକ ଦଙ୍ଗାକାରୀ ଗିରଫ

ଓ୍ବାଶିଂଟନ, ୧୬।୧(ପି.ଟି.): ଆମେରିକା ସଂସଦ ଭବନ କ୍ୟାପିଟୋଲ ବିଲ୍ଡିଂ ଦଙ୍ଗା ଘଟଣାରେ ସୁରକ୍ଷା ସଂସ୍ଥା ଏପର୍ଯ୍ୟନ୍ତ ଶତାଧିକ ଲୋକଙ୍କୁ ଗିରଫ କଲାଣି। ୨୦ରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ନେବାକୁ ଯାଉଥିବାବେଳେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଥିବା ଏଫ୍‌ବିଆଇ ନିର୍ଦ୍ଦେଶକ…

ନିଧି ରାଜଦାନ ଫିଶିଙ୍ଗ୍‌ ଶିକାର

ନୂଆଦିଲ୍ଲୀ,୧୬ା୧: ଏନ୍‌ଡିଟିଭିର ପୂର୍ବତନ ଖବରଦାତା ନିଧି ରାଜଦାନ ଫିଶିଙ୍ଗ୍‌ (ଅନ୍‌ଲାଇନ୍‌ ଠକେଇ)ର ଶିକାର ହୋଇଥିବା ନିଜେ ଟୁଇଟ୍‌ କରି ଜଣାଇଛନ୍ତି। ନିଧି କହିଛନ୍ତି, ସେ ଅତ୍ୟନ୍ତ ଗମ୍ଭୀର ଫିଶିଙ୍ଗ୍‌ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ପାଖକୁ ହାଭାର୍ଡ ୟୁନିଭର୍ସିଟିରେ ଅଧ୍ୟାପନା ପାଇଁ…

ଚାଷୀଙ୍କ ପ୍ରତି ସମ୍ମାନ ନାହିଁ

ନୂଆଦିଲ୍ଲୀ/ଲକ୍ଷ୍ନୌ/ଜୟପୁର/ଚଣ୍ଡିଗଡ଼,୧୬ା୧:ଚାଷୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦୌ ସମ୍ମାନ ନାହିଁ। କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକମାନଙ୍କୁ ପ୍ରତିହତ କରିବା ଲାଗି ମୋଦି ଉଦ୍ୟମ ଚଳାଇଛନ୍ତି। ସରକାର କାଳକ୍ଷେପଣ କୌଶଳ ଆପଣାଇ ଆନ୍ଦୋଳନ କରୁଥିବା କୃଷକଙ୍କ ସହ ଆଲୋଚନା କରୁଥିବା ଶୁକ୍ରବାର…

କେନ୍ଦ୍ର-କୃଷକ ବୈଠକ ନିଷ୍ଫଳ

‘ନୂଆଦିଲ୍ଲୀ,୧୬ା୧(ପି.ଟି.): ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ନବମ ପର୍ଯ୍ୟାୟ ବୈଠକ ନିଷ୍ଫଳ ହୋଇଛି। ସୁପ୍ରିମକୋର୍ଟ କୃଷି ଆଇନ ଉପରେ ସ୍ଥଗିତାଦେଶ ଜାରି କରି ବିଶେଷଜ୍ଞ କମିଟି…

ଇଣ୍ଡୋନେସିଆ ଭୂକମ୍ପରେ ୪୨ ମୃତ

ମାମୁଜୁ, ୧୬।୧: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ଗୁରୁବାର ବିଳମ୍ବିତ ରାତ୍ରରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ କୋଠା ଭୁଶୁଡ଼ିବା ସହ ୪୨ ଜଣ ପ୍ରାଣ ହରାଇଛନ୍ତି ଓ ୮୨୦ରୁ ଅଧିକ ଆହତ ହୋଇଛନ୍ତି। ଘରଗୁଡ଼ିକର ଭଗ୍ନାବଶେଷ…

ପଡ଼ୋଶୀଙ୍କୁ ଦିଆଯିବ ୨ କୋଟି ଡୋଜ୍‌

ନୂଆଦିଲ୍ଲୀ, ୧୬।୧: ବିଶ୍ୱର ଅନ୍ୟତମ ସର୍ବାଧିକ ଟିକା ଉତ୍ପାଦନକାରୀ ଭାରତ ଏହାର ପଡୋଶୀ ଦେଶଗୁଡ଼ିକୁ ୨ କୋଟି କୋଭିଡ୍‌ ଟିକା ଡୋଜ୍‌ ପ୍ରଦାନ ଲାଗି ଯୋଜନା କରୁଛି। ଏହା ବ୍ୟତୀତ ବିଶ୍ୱର ବିଭିନ୍ନ ଦେଶକୁ ଟିକା ଯୋଗାଣ ଲାଗି ସରକାର ନୀତି…

ଭୋଟର ଲିଷ୍ଟରୁ ଚିହ୍ନଟ କରାଯିବ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଭାରତରେ ଶନିବାରଠାରୁ କରୋନା ଟିକାକରଣ ଆରମ୍ଭ ହେଉଥିବାବେଳେ ଏଥିଲାଗି ପୂର୍ଣ୍ଣ ସହଯୋଗ ଦେବାକୁ ଶୁକ୍ରବାର ନିର୍ବାଚନ କମିଶନ (ଇସି) ରାଜି ହୋଇଛନ୍ତି। ପୋଲିଂ ଷ୍ଟେଶନ ସ୍ତରରେ ହିତାଧିକାରୀମାନଙ୍କୁ ଚିହ୍ନଟ କରି କୋଭିଡ୍‌-୧୯ ଭାକ୍ସିନ ଅଭିଯାନ ଚଳାଇବା ପାଇଁ କେନ୍ଦ୍ର ସରକାର…

ନିବେଶକଙ୍କ କ୍ଷତି ୨.୩୩ ଲକ୍ଷ କୋଟି

ମୁମ୍ବାଇ: ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ( ଏନ୍‌ଏସ୍‌ଇ)ରେ କାରବାର ପ୍ରଭାବିତ ହୋଇଛି। ଗତ ୪ ସପ୍ତାହ ମଧ୍ୟରେ ପ୍ରଥମ ଥର ଲାଗି…

ଟିକେଟ ଦେୟକୁ ବଳିଯାଉଛି ଟ୍ରେନ୍‌ ଧରିବା ଖର୍ଚ୍ଚ

ବଇଣ୍ଡା,୧୬ା୧: ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ରେଳଷ୍ଟେଶନ ସର୍ବଦା ବ୍ୟସ୍ତବହୁଳ। ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଏକ ବ୍ୟବସାୟିକ କେନ୍ଦ୍ର ହୋଇଥିବାବେଳେ ଏହି ଷ୍ଟେଶନ ଉପରେ ୪୧ଟି ପଞ୍ଚାୟତର ଯାତ୍ରୀ ନିର୍ଭର କରନ୍ତି। କିନ୍ତୁ ଜିଲାର ଏହି ପ୍ରମୁଖ ଷ୍ଟେଶନ ଦେଇ…

ନଟରାଜନଙ୍କ ରେକର୍ଡ

ବ୍ରିସ୍‌ବେନ୍‌,୧୬।୧(ପି.ଟି.): ୟର୍କର ସ୍ପେଶାଲିଷ୍ଟ ଥଙ୍ଗାରାସୁ ନଟରାଜନ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ପଦାର୍ପଣ କରି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ନେଟ୍‌ ବୋଲର ହିସାବରେ କୌଣସି ଗସ୍ତରେ ଯାଇ ସବୁ ୩ଟି ଯାକ ଫର୍ମାଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri