Posted inଫୁରସତ

ରାସ୍ତାରେ ଚାଲୁଛି ୧୩୯ ବର୍ଷର ପୂରୁଣା ଘର

ସାନ୍‌ ଫ୍ରାନ୍‌ସିସ୍‌କୋରେ ଲୋକମାନେ ରବିବାର ଏକ ଅଜବ ଜିନିଷ ଦେଖିବାକୁ ପାଇଛନ୍ତି। ଏକ ଘର (ଭିକ୍ଟୋରିଆନ୍‌ ହାଉସ୍‌) ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛି। କ୍ରେନ୍‌ ଏବଂ ଟ୍ରକ ସାହାଯ୍ୟରେ ଏହି ଘରକୁ ଠେଲାଯିବା ସମୟରେ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଯାଇଥିଲା। ୧୩୯ ବର୍ଷର ଏହି ପୂରୁଣା ଭିକ୍ଟୋରିଆନ୍‌ ଘରକୁ ଉଠାଯାଇ ଫ୍ରାଙ୍କଲିନ ଷ୍ଟ୍ରିଟ୍‌ରୁ ଫୁଲଟନ୍‌ ଷ୍ଟ୍ରିଟ୍‌କୁ ସ୍ଥାନାନ୍ତରିତ କରାଯାଇଛି। ସେ ୬ଟି ବ୍ଲକ ଅତିକ୍ରମ କରିଥିବା ବେଳେ ଏଥିପାଇଁ ପ୍ରାୟ ୬ ଘଣ୍ଟା ସମୟ ଲାଗିଥିଲା। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ଏହାକୁ ଫିଲ୍ମର ଏକ ଦୃଶ୍ୟ ବୋଲି କହୁଥିବା ବେଳେ ଆଉ କେହଏକ ଭଲ ଭିଡିଓ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜନତା କର୍ଫ୍ୟୁ’ ଭୟରେ ଦିନକ ପୂର୍ବରୁ କଲେ ବିବାହ

ଥାଣେ,୨୧।୩: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣର ଭୟ। ଅନ୍ୟପଟେ ମାର୍ଚ୍ଚ ୨୨ରେ ‘ଜନତା କର୍ଫ୍ୟୁ’। ଏସବୁକୁ ଦେଖି ଥାଣେର ଏକ ଦମ୍ପତି ନିର୍ଦ୍ଧାରିତ ସମୟର...

ଭାରତର ସବୁଠାରୁ ଦାମୀ ଫ୍ଲାଟ୍‌ କିଣିଲେ ଏହି ବ୍ୟବସାୟୀ

ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ ନିଜର ଏକ ଘର ହେଉ। ତେବେ ଏହି ସ୍ବପ୍ନ ପୂରଣ କରିବା ପାଇଁ ଯେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଲେ...

ଷ୍ଟେଜ୍‌ରେ ନିଜ ଜୋତାରେ ପାଣି ଢାଳି ପିଇଲେ ଗାୟକ

ଗାୟକ ତଥା ଲେଖକ ହ୍ୟାରି ଷ୍ଟାଇଲ୍ସ ପର୍ଥରେ ତାଙ୍କର କନସର୍ଟ ସମୟରେ ନିଜ ଜୋତାରେ ପାଣି ପିଇଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ମିସ୍‌ ଥାଇଲାଣ୍ଡ ପାଇଁ ଚାଲିଥିଲା ଫଟୋସୁଟ୍‌: ଅଚାନକ ପାଣିରେ ଖସିପଡିଲେ ମଡେଲ

ବ୍ୟାକଂକ,୧୦।୧୨: ନିକଟରେ ଥାଇଲାଣ୍ଡରେ ମିସ୍‌ ଥାଇଲାଣ୍ଡ ପ୍ରତିଯୋଗିତାରେ ଅନେକ ମଡେଲଙ୍କ ଏକ ଫଟୋସୁଟ୍‌ ଚାଲିଥିଲା। ହେଲେ ସେହି ସମୟରେ ହଠାତ୍‌ ଏକ ଦୁର୍ଘଟଣା ଘଟିଥିଲା। ଯାହା...

ପରିବର୍ତ୍ତନର ନାଁ ବାଇଡେନ୍‌

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେଲା। ରାଷ୍ଟ୍ରପତି ଟ୍ରମ୍ପ୍‌ ହାରିିଗଲେ ଓ ପୂର୍ବତନ ଉପରାଷ୍ଟ୍ରପତି ବାଇଡେନ୍‌ ଜିତିଲେ। ଏମିତି ଦେଖିଲେ ସାଧା କଥା। ନିର୍ବାଚନ ଏକ ସ୍ବାଭାବିକ...

ଏମିତି କରିଦେଲା ମାଙ୍କଡ଼ ଛୁଆ: ରାଗିଗଲା ସିମ୍ପାଜି

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଆକ୍ରମଣ କଲେଣି ପାକିସ୍ତାନୀ ଝିଣ୍ଟିକା

ଜୟପୁର: ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବା ପରେ ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚତ୍ଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ଛୁଆକୁ କ’ଣ ଶିକ୍ଷା ଦେଉଛି ସିଂହୀ, କୁହନ୍ତୁ ତ..

ମା’ ଓ ଶିଶୁ ମଧ୍ୟରେ ସମ୍ପର୍କ ନିବିଡ଼। ମଣିଷ ହେଉ ଅବା ପଶୁ ନିଜର ଜନ୍ମିତ ଶିଶୁ ପାଇଁ ସମସ୍ତେ ହୋଇ ଉଠନ୍ତି ବ୍ୟାକୁଳ। ମା’...

Advertisement
Archives

Model This Week