Posted inଜାତୀୟ

ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି ମୋଦି: ରାହୁଲ

ଥିରୁଭାନନ୍ତପୁରମ୍‌,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟରେ ଗଠନ ହୋଇଥିବା ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି। ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ରାହୁଲ କେରଳରେ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ନିର୍ବାଚନ ଜିଣିବାର ଅର୍ଥ ପରାଜୟ ବରଣ କରିବା କେବଳ ମୋଦିଙ୍କ ଯୋଗୁ ସମ୍ଭବ ହୋଇପାରିଛି। କେନ୍ଦ୍ର ସରକାର ନିଜ ଇଛା ଅନୁସାରେ ଶକ୍ତି ପ୍ରୟୋଗ କରି ନ୍ୟାୟପାଳିକା ସମେତ ଗଣତନ୍ତ୍ର ଅନ୍ୟ ସ୍ତମ୍ଭର ଉପଯୋଗ କରୁଥିବା ରାହୁଲ କହିଛନ୍ତି। ସେହିପରି କୌଣସି ପ୍ରସଙ୍ଗ ଉପରେ ମୋଦି ସରକାର ଲୋକ ସଭା ଅବା ରାଜ୍ୟ ସଭାରେ ଆଲୋଚନା କରିବାକୁ ଦେଉ ନାହାନ୍ତି। କେନ୍ଦ୍ର ସରକାର ସତ୍ୟର ସାମନା କରିବାକୁ ପଛାଉଥିବା ରାହୁଲ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୋଗ ଆଣିଲେ ମା’

ଶାହାଜହାନପୁର, ୭ା୩: ପୁଅ ବାପାଙ୍କ ପରିଚୟ ମାଗିବା ପରେ ବଳାତ୍କାରର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ମା’। ଉତ୍ତରପ୍ରଦେଶର ଶାହାଜହାନପୁରଠାରେ ଏଭଳି ଘଟଣା ସାମ୍‌ନାକୁ...

ମେ’ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ଚେନ୍ନାଇ,୧୭।୫: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ୩.୦ର ଅବଧି ରବିବାର ଶେଷ ହୋଇଛି। ହେଲେ ଅପ୍ୟପଟେ କରୋନା ଭାଇରସ...

ରାମସେତୁକୁ ଐତିହାସିକ ମାନ୍ୟତା, ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି…

ନୂଆଦିଲ୍ଲୀ, ୧୩।୭ : ରାମ ସେତୁକୁ ଏକ ଐତିହାସିକ ସ୍ମାରକୀର ମାନ୍ୟତା ଦେବାକୁ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଖୁବ ଶୀଘ୍ର ଶୁଣାଣି କରିବାକୁ ପ୍ରସ୍ତୁତ...

ଏବେ ସେଲ୍‌ଫି ବି ମହଙ୍ଗା, ମନ୍ତ୍ରୀଙ୍କ ସହ ଫଟୋ ଉଠାଇଲେ ଦେବାକୁ ପଡ଼ିବ ୧୦୦ ଟଙ୍କା…

ଭୋପାଳ,୧୮।୭: ଦେଶରେ ପେଟ୍ରୋଲ୍‌ ଏବଂ ଗ୍ୟାସ୍‌ ସହିତ ଅନ୍ୟାନ୍ୟ ସାମଗ୍ରୀର ଦାମ୍‌ ବଢ଼ି ଚାଲିଛି। ଏପରିସ୍ଥଳେ ମଧ୍ୟପ୍ରଦେଶରେ ଏବେ ସେଲ୍‌ଫି ବି ମହଙ୍ଗା ହୋଇଛି। ମନ୍ତ୍ରୀଙ୍କ...

୪ ଘଣ୍ଟାରେ ଚନ୍ଦ୍ରର ୫୦ ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ବାଳକ

ପୁନେ,୨୦।୫: ନାସା ଏବଂ ଇସ୍ରୋ ପରି ସ୍ପେସ ଏଜେନ୍ସିଗୁଡ଼ିକ ଚନ୍ଦ୍ରର ଅନେକ ଫଟୋ ଶେୟାର କରନ୍ତି। କିନ୍ତୁ ପୁନେର ଜଣେ ୧୬ ବର୍ଷର ବାଳକ ଚନ୍ଦ୍ରର...

ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୨ ଲକ୍ଷର ସ୍ବାସ୍ଥ୍ୟ ବୀମା: ବିଶେଷଜ୍ଞ କମିଟି ପକ୍ଷରୁ ପ୍ରସ୍ତାବ…

ବେଙ୍ଗାଲୁରୁ,୨୧।୬: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଘନେଇ ଆସୁଛି। ଏପରିସ୍ଥଳେ ସ୍କୁଲ ଖୋଲାଯିବା ନେଇ ମଧ୍ୟ ଯୋଜନା କରାଯାଉଛି। ତେବେ ସ୍କୁଲ ଛାତ୍ରୀଛାତ୍ରଙ୍କ...

କେନ୍ଦ୍ରକୁ ଚେତାବନି ଦେଲେ ମେହେବୁବା

ନୂଆଦିଳ୍ଲୀ,୨୧ ।୮: ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ ଭାବେ ଅକ୍ତିୟାର କରିସାରିଲାଣି । ଏବେ ଖୁବଶୀଘ୍ର ସେଠାରେ ତାଲିବାନ ସରକାର ଗଠନ କରାଯିବ ବୋଲି ଅନୁମାନ କରାଯାଉଛି...

ଅଯୋଧ୍ୟା ମୁହାଁ ମୁସଲମାନ ରାମଭକ୍ତ…

ନୂଆଦିଲ୍ଲୀ, ୨୭।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବେ। ଏଥିପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ମୁସଲମାନ ରାମଭକ୍ତ...

Advertisement
Archives

Model This Week