ସ୍କୁଲ ପିଲାଙ୍କ ଉପରେ ଆତଙ୍କବାଦୀଙ୍କ ନଜର: ଡିଜିପି
ଶ୍ରୀନଗର, ୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସ୍କୁଲ ପିଲାଙ୍କ ଉପରେ ନଜର ରଖୁଥିବା ଡିଜିପି ଦିଲବାଗ୍ ସିଂ ସୂଚନା ଦେଇଛନ୍ତି। ସ୍କୁଲ ପିଲାଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ୍ କରାଇବା ଲାଗି ସେମାନେ ଉଦ୍ୟମ କରୁଛନ୍ତି। ଶୋପିଆନ୍ ଏବଂ ପୁଳଓ୍ବାମାରେ ଥିବା ମଦ୍ରାସାଗୁଡ଼ିକରେ ଏଭଳି…
ନୂତନବର୍ଷ ଆରମ୍ଭରେ ଉପଲବ୍ଧ ହେବ କରୋନା ଟିକା: ୧୦ ବର୍ଷ ପର୍ଯ୍ୟନ୍ତ ରହିବ ଏହାର ପ୍ରଭାବ
ନୂଆଦିଲ୍ଲୀ,୧୮ା୧୦: କରୋନା ଭୂତାଣୁରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହା ପାଇଁ ପ୍ରସ୍ତୁତ ଟିକା ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ ବୋଲି ଆଇସିଏମ୍ଆରର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି। ଏହି ପରିବର୍ତ୍ତନକୁ ସେ ‘ଡ୍ରଫ୍ଟସ’ (ସାମାନ୍ୟ ପରିବର୍ତ୍ତନ) ବୋଲି କହିଛନ୍ତି।…
ବିଜୁ ମାର୍କେଟ ଦୋକାନ ଘରେ ଗୋଦାମ
ନୟାଗଡ଼ ଅଫିସ,୧୮ା୧୦: ନୟାଗଡ଼ ସହର ବିଜୁ ମାର୍କେଟର ଦୋକାନ ଘରେ ଗୋଦାମ ସଂଖ୍ୟା ବଢ଼ିବା ପରେ ଖୁଚୁରା ବ୍ୟବସାୟୀ ଚିନ୍ତାରେ ଅଛନ୍ତି। ସେମାନଙ୍କ ବ୍ୟବସାୟ ଦିନକୁ ଦିନ କମିବାରେ ଲାଗିଛି। ପୁଣି ବଜାରରେ ପାର୍କିଂ ବ୍ୟବସ୍ଥା, ଦୋକାନୀ ଓ ଗ୍ରାହକଙ୍କ ପାଇଁ…
ସିଂହର ଲାଇଭ୍ ଶୋ’ କରୁଥିଲେ କିଛି ବ୍ୟକ୍ତି, ଆଉ ତା’ ପରେ…
ଗାନ୍ଧିନଗର,୧୮ା୧୦: ଆଜିକାଲି ଲୋକମାନେ ନିଜର ସଉକ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି। ବେଳେବେଳେ ଏହି ସଉକ ପାଇଁ ଜେଲ୍ ଯିବା ଏପରିକି ଜୀବନ ମଧ୍ୟ ଯାଉଥିବା ଅନେକ ନଜିର ରହିଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୁଜରାଟର…
ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଚେନ୍ନାଇ, ୧୮।୧୦: ଡିଆର୍ଡିଓକୁ ରବିବାର ପୁଣି ଏକ ସଫଳତା ମିଳିଛି। ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଏଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଇଏନ୍ଏସ୍ ଚେନ୍ନାଇରେ ଏହାର ପରୀକ୍ଷଣ କରାଯାଇଛି। ଆରବ ସାଗରରେ ଏହା ଲକ୍ଷ୍ୟଭେଦ କରିଥିବା ଡିଆର୍ଡିଓ ପକ୍ଷରୁ ସୂଚନା ଦିଆଯାଇଛି।…
ସିଆର୍ପିଏଫ୍ ପାଟ୍ରୋଲିଂ ଦଳ ଉପରେ ଗ୍ରେନେଡ୍ ମାଡ଼ କଲେ ଆତଙ୍କବାଦୀ
ଶ୍ରୀନଗର, ୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍ ଜାରି ରହିଛି। ଏଥିରେ ଭୟଭୀତ ହୋଇ ଆତଙ୍କବାଦୀମାନେ ବିଭିନ୍ନ ରଣନୀତି ଆପଣାଉଛନ୍ତି। ଅପରେଶନ୍ରେ ବାଧା ସୃଷ୍ଟି କରାଇବା ଲାଗି ଆତଙ୍କବାଦୀମାନେ ପୁଲଓ୍ବାମା ଜିଲାରେ ସିଆର୍ପିଏଫ୍ ପାଟ୍ରୋଲିଂ ଦଳ ଉପରେ ରବିବାର ପୂର୍ବାହ୍ନ ୧୧ଟା…
କଟକଣା ମାନିଲେ, ଅରୁଣ ସ୍ତମ୍ଭ ପାଖକୁ ଗଲେନି
ପୁରୀ ଅଫିସ୍,୧୮ା୧୦: କରୋନା କଟକଣା ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। କିନ୍ତୁ ଅନେକ ସମୟରେ ବିଭିନ୍ନ ଦଳର ନେତା, ମନ୍ତ୍ରୀ ମହାପ୍ରଭୁଙ୍କ ଆଶିଷ ଭିକ୍ଷା ପାଇଁ ଆସି ଅରୁଣ ସ୍ତମ୍ଭ ପାଖକୁ ଯାଇଛନ୍ତି। ଅରୁଣ ସ୍ତମ୍ଭ ନିକଟରୁ…
ମିଳିତ ସୈନ୍ୟ ବାହିନୀ-ତାଲିବାନ ବିଦ୍ରୋହୀ ମୁହାଁମୁହିଁ
କାବୁଲ, ୧୮।୧୦: ଆଫଗାନିସ୍ତାନରେ ମିଳିତ ସୈନ୍ୟ ବାହିନୀ ଏବଂ ତାଲିବାନ ବିଦ୍ରୋହୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୭ ସୈନ୍ୟ ନିହତ ହୋଇଥିବାବେଳେ ୫ ତାଲିବାନ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି। ଉତ୍ତର କୁନ୍ଦୁଜ ପ୍ରଦେଶର ଇମାମ ସାହିବ୍ ଜିଲାରେ ଏହା ଘଟିଛି। ଜିଲାର…
କରୋନା ଆକ୍ରାନ୍ତଙ୍କ ପତ୍ତା ମିଳୁନି
କଟକ ଅଫିସ,୧୮ା୧୦: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ବାରଦା ଗ୍ରାମର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୯ ତାରିଖରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ…
୨୦୦ ହେଲାନି, ଏବେ ୨୦୦୦ ଉପରେ ଆଖି: ପୂର୍ବପରି ଖତ ଖାଇଯିବା ନେଇ ଆଶଙ୍କା
ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜଧାନୀରେ ରାହାଗିରି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ୨୦୧୬ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)କୁ ୨ଟି ସଂସ୍ଥା ସିଏସ୍ଆର୍ ଫଣ୍ଡ୍ରୁ ୨୦୦ ସାଇକେଲ ପ୍ରଦାନ କରିଥିଲେ। ଏବେ ସେଗୁଡ଼ିକ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଖତ ଖାଉଛି। ସେଥିରୁ କିଛି ସାଇକେଲ୍…
ହସ୍ପିଟାଲରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ୍ ହେଉନାହିଁ
ପୁରୁଣା ଭୁବନେଶ୍ୱର,୧୮ା୧୦(ଡି.ଏନ୍.ଏ.): କୋଭିଡ୍-୧୯ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେଜଣ ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲି ଯୋଗୁ ହସ୍ପିଟାଲରେ ଅନେକ ସମୟରେ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱର ବିଏମ୍ସି ହସ୍ପିଟାଲର ଗୋଟିଏ କାଉଣ୍ଟରରେ ସାଧାରଣ…
ଏସ୍ସିବି ଆଇସୋଲେଶନ ୱାର୍ଡ: କରୋନା ରୋଗୀଙ୍କୁ ମିଳୁନି ଉନ୍ନତମାନର ଖାଦ୍ୟ
କଟକ ଅଫିସ,୧୮ା୧୦: ଏସ୍ସିବି ମେଡିକାଲରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ଗତ ମାର୍ଚ୍ଚରେ ଆଇସୋଲେଶନ ୱାର୍ଡ ଖୋଲାଯାଇଥିଲା। ପ୍ରଥମ ୨ ମାସ ଏଠାରେ ରୋଗୀ ସଂଖ୍ୟା କମ୍ ଥିଲା। ହେଲେ ପରବର୍ତ୍ତୀ ସମୟରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିଲା। ଏପରି ପ୍ରତିଦିନ…
Archives


