Home

ନାବାଳକଙ୍କୁ ହୋଟେଲରେ ନିର୍ଧୂମ ପିଟୁଥିଲେ ସାବତ ବାପା, ଏଭଳି କଲେ ମହିଳା ଓ୍ବେଟର

ଓ୍ବାଶିଂଟନ,୧୬।୧: ଆମେରିକାର ଜଣେ ମହିଳା ଓ୍ବେଟର ଜଣେ ନାବାଳକଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ବାଳକ ଜଣଙ୍କୁ ତାଙ୍କ ମା ଏବଂ ସାବତ ବାପା ହୋଟେଲରେ ଖୁବ୍‌ ଜୋରରେ ପିଟୁଥିଲେ। ବିଚରା ପିଲାଟି କିଛି ବି ପ୍ରତିବାଦ କରୁ ନ…

ଏସିଆରେ ପ୍ରଥମ ଭାବେ ରେକର୍ଡ କଲେ କୋହଲି

ନୂଆଦିଲ୍ଲୀ,୧୬।୧: ପଡ଼ିଆ ବାହାରେ ହେଉ ଅବା ଭିତରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଜଲଓ୍ବା ଜାରି ରହିଛି। ନିକଟରେ ପିତା ହୋଇଥିବା ବିରାଟ ଆଉ ଏକ ରେକର୍ଡ କରିଛନ୍ତି। ଏସିଆର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ସେଲିବ୍ରିଟି ପାଲଟିଛନ୍ତି ସେ। ସୋସିଆଲ…

ଜାଣନ୍ତୁ କରୋନା ଟିକା ନେବା ପରେ କ’ଣ କରିବା ଉଚିତ୍‌

ନୂଆଦିଲ୍ଲୀ,୧୬।୧: ଏବେ କରୋନା ବିରୋଧରେ ଆରମ୍ଭ ହୋଇଛି ଜୋରଦାର ଲଢ଼େଇ। ଦୀର୍ଘଦିନ ପ୍ରଚେଷ୍ଟା ପରେ ଶନିବାରଠାରୁ ସମଗ୍ର ଦେଶରେ ଆରମ୍ଭ ହୋଇଛି ଟିକାକରଣ। ଟିକା ଆସିବା ପରେ ଲୋକେ ଆଶ୍ୱସ୍ତି ହୋଇଛନ୍ତି ସତ ମାତ୍ର ବୈଜ୍ଞାନିକଙ୍କ କହିବାନୁଯାୟୀ, ଟିକା ନେବା ପରେ…

୪୯ ବର୍ଷରେ ପୁଣି ଥରେ ବିବାହ କରିଥିଲେ ଗୋବିନ୍ଦା, ଲୁଚାଇ ରଖିଥିଲେ ସୁନିତାଙ୍କ ସହ ସମ୍ପର୍କ; କାରଣ ଜାଣିଲେ…

ବମ୍ବେ: ନବେ ଦଶକରେ ସବୁଠାରୁ ଲୋକପ୍ରିୟ ଅଭିନେତା ଥିଲେ ଗୋବିନ୍ଦା। ଗୋଟିଏ ସମୟରେ ୭୦ରୁ ଅଧିକ ଫିଲ୍ମ ପାଇଁ କାମ କରୁଥିଲେ ସେ। ଦିନକୁ ଗୋଟିଏ କି ଦୁଇଟି ନୁହେଁ ବରଂ ପାଞ୍ଚରୁ ଅଧିକ ଫିଲ୍ମ ପାଇଁ ସେ ଶୁଟିଂ କରୁଥିଲେ।…

ଅଷ୍ଟ୍ରେଲିଆନ ଅଭିନେତ୍ରୀ ବନ୍ଧୁକ ମୁନରେ ଆଫ୍ରିକାରେ ହୋଇଥିଲେ ଅପହରଣ, ପୂରା ଘଟଣା ଥିଲା ଏମିତି…

ଅଷ୍ଟ୍ରେଲିଆନ ଅଭିନେତ୍ରୀ, ଲେଖିକା, କମେଡିଆନ ଏବଂ ପ୍ରଯୋଜିକା ରେବେଲ ବିଲ୍‌ସନ ନିଜର ଦମ୍‌ଦାର ଅଭିନୟ ଏବଂ ଇନ୍‌ଷ୍ଟାଗ୍ରାମରେ ମଜାଳିଆ ପୋଷ୍ଟ ପାଇଁ ହଲିଉଡ୍‌ରେ ବେଶ୍‌ ଲୋକପ୍ରିୟ। ମାତ୍ର ତାଙ୍କ ଜୀବନରେ ଏମିତି ଏକ ଘଟଣା ଘଟିଥିଲା ଯାହା ଖୁବ୍‌ କମ୍‌ ଲୋକ…

ଏହି ୨ରାଶିର ଲୋକେ ସାଥୀଙ୍କୁ କେବେ କରି ନଥାନ୍ତି ପ୍ରତାରଣା

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିଥାଏ। ଗ୍ରହ ମଣିଷ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବେଳେବେଳେ ଗ୍ରହର ସ୍ଥିତି ମନୁଷ୍ୟ ପାଇଁ ଲାଭଦାୟକ ହେଉଥିବା ବେଳେ ଆଉ ବେଳେବେଳେ କ୍ଷତିକାରକ ହୋଇଥାଏ। ତେବେ ଯଦି ଜଣେ ବ୍ୟକ୍ତିର ସମ୍ପର୍କ…

ଦୀର୍ଘଦିନର ବ୍ୟବଧାନ ପରେ ଚାଇନାରେ କରୋନା: ଯାଞ୍ଚ ପାଇଁ ପହଞ୍ଚିଲା ଡବ୍ଲ୍ୟୁଏଚ୍‌ଓ ଟିମ୍‌

ଓ୍ବାଶିଂଟନ,୧୬।୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ଟିମ୍‌ ଚାଇନା ସହରରେ ପହଞ୍ଚିଛି। କରୋନା ମହାମାରୀର ବର୍ଷେ ପରେ ଡବ୍ଲୁଏଚ୍‌ଓର ୧୩ ବୈଜ୍ଞାନିକ ଏହି ମିଶନରେ ଭାଗ ନେଇ ଚାଇନାରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।…

ସଞ୍ଜିବନୀ ଭଳି କାମ କରିବ କରୋନା ଭ୍ୟାକ୍ସିନ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬ ।୧: ସାରା ଦେଶରେ ଶନିବାର କରୋନା ମାହାମାରୀ ବିରୋଧରେ ଭ୍ୟାକ୍ସିନେଶନ ବା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ କରୋନା ଭ୍ୟାକ୍ସିନକୁ ନେଇ…

କୋରାପୁଟରେ ପ୍ରଥମେ ଟିକା ନେଲେ ସଫେଇ କର୍ମଚାରୀ ପଦ୍ମନ

କୋରାପୁଟ,୧୬/୧(ସ୍ବ.ପ୍ର) କୋରନା ବିରୋଧରେ ବିଶ୍ୱରେ ଆରମ୍ଭ ହୋଇଛି ସର୍ବ ବୃହତ ଲଢେଇ । ହାରିବ କୋରନା, ଜିତିବ ଜୀବନର ଲକ୍ଷ୍ୟ ନେଇ ଶନିବାରଠାରୁ ସାରା ଦେଶରେ ପ୍ରାଥମିକ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଟିକାକରଣର…

କିନ୍ନରଙ୍କୁ ପୋଲିସ ବିଭାଗରେ ମିଳିବ ନିଯୁକ୍ତି

ପାଟନା,୧୬।୧: ଏଣିକି ବିହାରରେ ପୋଲିସ ବିଭାଗରେ କିନ୍ନରଙ୍କୁ ନିଯୁକ୍ତି ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଛନ୍ତି। ସିପାହୀ ଏବଂ ଦାରୋଗା ପଦବୀରେ କିନ୍ନରଙ୍କୁ ସିଧାସଳଖ ନିଯୁକ୍ତି ମିଳିବ। ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ…

ଝାରପଡ଼ା ଜେଲରେ କଏଦୀ ମୃତ

ଭୁବନେଶ୍ୱର, ୧୬।୧(ବ୍ୟୁରୋ): ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶନିବାର ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଲେ ନୟାଗଡ଼ ଜିଲାର ରବି ଦୁଲ୍ଲା। ରବି ୨୦୦୮ ମସିହାରୁ ଗିରଫ ହୋଇ ଝାରପଡ଼ା ଜେଲରେ ରହିଥିଲା। ନୟାଗଡ଼ ଥାନା ପୋଡି ଘଟଣାର ସେ…

କଟକଣା ନ ମାନି ଜଙ୍ଗଲ ମଧ୍ୟକୁ ପଶିଲେ ଶତାଧିକ ଚାଷୀ: ଘଟଣାସ୍ଥଳରେ ଉତ୍ତେଜନା

ମହାକାଳପଡ଼ା,୧୬।୧(ଡି.ଏନ୍‌.ଏ.) : ମହାକାଳପଡ଼ା ବତୀଘର ପଞ୍ଚାୟତର ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ଉପରେ ବନ ବିଭାଗ କଟକଣାକୁ ନ ମାନି ଶହ ଶହ ସଂଖ୍ୟାରେ କନ୍ଧାଚାଷୀ ଜଙ୍ଗଲ ମଧ୍ୟକୁ ପଶିଛନ୍ତି। ଘଟଣାସ୍ଥଳରେ ତହସିଲଦାର ମହାକାଳପଡ଼ା, ଡି ଏସ୍‌ପି ଏବଂ ବନ ବିଭାଗର ଅଧିକାରୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri