Home

ଜବାବ ଅପେକ୍ଷାରେ ତୋମାର

ନୂଆଦିଲ୍ଲୀ, ୨୫।୨(ପି.ଟି.): ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କ ସହ ଆଲୋଚନା ପୁନର୍ବାର ଆରମ୍ଭ କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ତେବେ ସରକାର ଦେଇଥିବା ପ୍ରସ୍ତାବ ଉପରେ ସେମାନଙ୍କଠାରୁ ଜବାବ ମିଳିବା ଆବଶ୍ୟକ ବୋଲି କେନ୍ଦ୍ର କୃଷିମନ୍ତ୍ରୀ…

ନିଜ ସମ୍ପତ୍ତି ବାପାଙ୍କ ପରିବାରକୁ ଦେଇପାରିବେ ହିନ୍ଦୁ ମହିଳା

ନୂଆଦିଲ୍ଲୀ, ୨୫।୨: ମହିଳାଙ୍କ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜଣେ ହିନ୍ଦୁ ମହିଳାଙ୍କ ବାପଘର ପରିବାର ସଦସ୍ୟଙ୍କୁ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ବିବେଚନା କରାଯାଇପାରିବ। ସେମାନଙ୍କୁ ବାହାର ଲୋକ ଭାବେ ଦେଖାଯାଇପାରିବ ନାହିଁ ବୋଲି…

‘ମୋଦିଙ୍କ ପାଇଁ ଖରାପ ସମୟ ଆସୁଛି’

କୋଲକାତା, ୨୫।୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ଖରାପ ସମୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପେକ୍ଷା କରିଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କହିଛନ୍ତି। ତାଙ୍କ ପୁତୁରା ତଥା ଟିଏମ୍‌ସି ଏମ୍‌ପି ଅଭିଷେକ ବାନାର୍ଜୀଙ୍କ…

ଆତ୍ମହତ୍ୟା ରୋକିବାକୁ ମନ୍ତ୍ରଣାଳୟ

ଟୋକିଓ, ୨୫ା୨: କୋଭିଡ୍‌-୧୯ ମହାମାରୀ ସମୟରେ ଜାପାନରେ ଆତ୍ମହତ୍ୟା ରୋକିବାକୁ ସେଠାକାର ସରକାର କ୍ୟାବିନେଟରେ ନୂଆ ମନ୍ତ୍ରଣାଳୟ ଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ୟୋଶୀହିଦେ ସୁଗା ଏହି ମନ୍ତ୍ରଣାଳୟ ପାଇଁ ତେତ୍‌ସୁଶି ସାକାମୋଟୋଙ୍କୁ ମନ୍ତ୍ରୀ (ମିନିଷ୍ଟର ଫର୍‌ ଲୋନ୍‌ଲିନେସ୍‌) ଭାବେ ନିଯୁକ୍ତ କରିଛନ୍ତି।…

ମାଫିଆ କୁଇନ୍‌ ଆଲିୟା

ନୂଆଦିଲ୍ଲୀ, ୨୫ା୨: ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମଟି କେତେ ଦମ୍‌ଦାର ହୋଇଥିବା ତାହାର ଝଲକ ଟିଜରରେ ଦେଖିବାକୁ ମିଳିଛି। ଆଲିୟା ଭଟ୍ଟ ସମ୍ପୂର୍ଣ୍ଣ ଅଲଗା ଅବତାରରେ ଏଥିରେ ନଜର ଆସିଛନ୍ତି।…

ନେପାଳରୁ ଚୋରାରେ ଆସୁଛି ତେଲ

ନୂଆଦିଲ୍ଲୀ,୨୫ା୨: ଭାରତରେ ତେଲ ଦରରେ ନିଆଁ ଲାଗିଛି। ଦେଶର କେତେକ ଭାଗରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ପ୍ରଥମ ଥର ପାଇଁ ତିନି ଅଙ୍କ ଛୁଇଁଥିବାବେଳେ ଡିଜେଲ ମଧ୍ୟ ଚଢ଼ା ଦାମରେ ବିକ୍ରି ହେଉଛି।…

୭ ଟଙ୍କାରେ ୩୫ କିଲୋମିଟର ଗଡୁଛି ଏହି ବାଇକ୍‌, ବୁଦ୍ଧିକୁ ଲୋକେ କରୁଛନ୍ତି ପ୍ରଶଂସା

ପ୍ରତିଦିନ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ମଧ୍ୟପ୍ରଦେଶ ବୈତୁଲର ଜଣେ ବ୍ୟକ୍ତି ଏହାର ଏକ ବିକଳ୍ପ ବାହାର କରିଛନ୍ତି। ଉଷାକାନ୍ତ ନାମକ ଜଣେ ଇଞ୍ଜିନିୟର ନିଜର ପୁରୁଣା ବାଇକ୍‌କୁ ଇଲେକ୍ଟ୍ରିକ୍‌ ବାଇକ୍‌କୁ ପରିବର୍ତ୍ତନ…

ଓଡ଼ିଶା ପର୍ଯ୍ୟଟନକୁ ରୌପ୍ୟ ପୁରସ୍କାର

ଭୁବନେଶ୍ୱର, ୨୫।୨ (ବ୍ୟୁରୋ)”ଦିଲ୍ଲୀରେ ଆୟୋଜିତ ଭାରତୀୟ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ପୁରସ୍କାରର ଷଷ୍ଠ ସଂସ୍କରଣରେ ଓଡିଶା ପର୍ଯ୍ୟଟନକୁ ‘ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ’ ଭାବେ ରୌପ୍ୟ ପୁରସ୍କାର ମିଳିଛି। ଏହି ବିଭାଗରେ କେରଳ ସ୍ବର୍ଣ୍ଣ ପୁରସ୍କାର ଜିତିଛି। ଏହି ପୁରସ୍କାର ଲଣ୍ଡନରେ ଆୟୋଜିତ…

ମାର୍ଚ୍ଚରେ କଲବଲ କରିବ ତାତି

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ଉପରମୁହଁା ହୋଇଛି। ଦେହମୁଣ୍ଡ ପୋଡ଼ି ଜାଳି ପକାଉଛି। ଆସନ୍ତା ୨୮ ତାରିଖ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁବ। ରାତିର ତାପମାତ୍ରା…

ଆକର୍ଷଣ ସାଜିଛି ହାତ ତିଆରି ସାମଗ୍ରୀ

ଭୁବନେଶ୍ୱର, ୨୫।୨ (ବ୍ୟୁରୋ) :ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆରମ୍ଭ ହୋଇଛି। ବୁଧବାର ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଏହାକୁ ଉଦ୍‌ଘାଟନ କରିଛନ୍ତି।…

କୋଲ୍‌କାତାରୁ ଆସିବ ସିବିଆଇ ଟିମ୍‌

ଭୁବନେଶ୍ୱର,୨୫।୨(ବ୍ୟୁରୋ):ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସିବିଆଇ ଜୋରଦାର ପ୍ରୟାସ ଚଳାଇଛି। ଦିନେ କି ଦୁଇଦିନ ମଧ୍ୟରେ ବିବନଙ୍କୁ ରିମାଣ୍ଡରେ ନେଇ ସିବିଆଇ ମାରାଥନ ଜେରା ଆରମ୍ଭ କରିବ। ବିବନ ଓଡ଼ିଶାରୁ…

କେନ୍ଦ୍ର ସରକାର ସ୍ବାମୀନାଥନ କମିଟି ସୁପାରିସ ଲାଗୁ କରନ୍ତୁ: କୃଷି ମନ୍ତ୍ରୀ

ଭୁବନେଶ୍ୱର,୨୫/୨(ବ୍ୟୁରୋ):ଏମ୍‌.ଏସ୍‌. ସ୍ବାମୀନାଥନ କମିଟି ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ନିର୍ଦ୍ଧାରଣ କରିବା ଆବଶ୍ୟକ। ବୁଧବାର ବିଧାନସଭା ପ୍ରଶ୍ନ କାଳରେ ବିଜେଡି ସଭ୍ୟ ଅମର ଶତପଥୀଙ୍କ ମୂଳ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?